Home

ଧୋନୀଙ୍କ ପଦାଙ୍କ ଅନୁସରଣ କଲେ ରୋହିତ, ସମସ୍ତେ କଲେ ପ୍ରଶଂସା

ଇନ୍ଦୋର,୫।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଟିମ ଇଣ୍ଡିଆ ୨-୧ରେ ଜିତିଛି। ଏହି ସିରିଜରେ ଭାରତୀୟ ଦଳ ପ୍ରଥମ ଦୁଇଟି ମ୍ୟାଚ ଜିତି ଟ୍ରଫି ଜିତିଛି। ଏଥି ସହିତ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା…

ଆଉ ଏକ ବିବାଦରେ ଛନ୍ଦି ହେଲା ପାକିସ୍ତାନ

ବ୍ରୁସେଲ୍‌ସ,୫ା୧୦: ପାକିସ୍ତାନ ଆଉ ଏକ ବିବାଦରେ ଛନ୍ଦି ହୋଇପଡ଼ଛି। ରୁଷିଆ-ୟୁକ୍ରେନ ଯୁଦ୍ଧରେ ଇସଲାମାବାଦ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଖିବାକୁ ମିଳିଛି। ଏହା ପରେ ପାକିସ୍ତାନର ସମସ୍ୟା ପୁଣି ଥରେ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ…

ନୁର ଖାନ ଏୟାର ବେସ୍‌ରୁ କ୍ୱିଭ୍‌ ଯାଉଛି ଗୋଳା ବାରୁଦ…

ଇସଲାମାବାଦ,୫।୧୦ : ପାକିସ୍ତାନ ଏବେ ଏକ ନୂଆ ବିବାଦରେ ଛନ୍ଦି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ରୁଷିଆ-ୟୁକ୍ରେନ ବିବାଦରେ ପାକିସ୍ତାନ ନିରପେକ୍ଷ ନୁହେଁ। ଏହା ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଯୋଗାଉଛି। ୟୁରୋପ ଭିତ୍ତିକ ପ୍ରକାଶନ ଜିଓ-ପଲିଟିକ ଦ୍ୱାରା ପ୍ରକାଶିତ…

ଏୟାର ଫୋର୍ସ ଡେ ରେ ୮୦ ବିମାନ କରିବେ ଚିତାକର୍ଷକ ପ୍ରଦର୍ଶନ…

ନୂଆଦିଲ୍ଲୀ,୫।୧୦ : ଅକ୍ଟୋବର ୮ରେ ଏୟାର ଫୋର୍ସ ଡେରେ ବାୟୁସେନା ପକ୍ଷରୁ ସ୍ବତନ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ୮୦ ବିମାନ ଦ୍ୱାରା ଚିତାକର୍ଷକ ପ୍ରଦର୍ଶନ କରାଯିବ। ଏୟାର ଫୋର୍ସର ୯୦ତମ ବାର୍ଷିକୀ ପାଳନ ଅବସରରେ ଚଣ୍ଡିଗଡ଼ର ସୁଖନା ଲେକ୍‌ ଉପରେ…

ସିଲିଣ୍ଡର ଫାଟି ୪ ମୃତ, ୫ ଆହତ

ଗାଜିଆବାଦ,୫।୧୦: ଉତ୍ତରପ୍ରଦେଶ ଗାଜିଆବାଦରେ ବୁଧବାର ଏକ ବଡ଼ ଅଘଟଣ ଘଟିଛି। ଏଠାରେ ସିଲିଣ୍ଡର ଫାଟିବାରୁ ଏକ ଘର ଭୁଷୁଡିପଡ଼ିଛି। ଏହି ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ଜଣ ଶିଶୁ ରହିଛନ୍ତି। ଆହତମାନଙ୍କୁ…

ପୂର୍ବରୁ ଥିଲା ଆତଙ୍କବାଦ କେନ୍ଦ୍ର, ଏବେ ପାଲଟିଛି ପର୍ଯ୍ୟଟନସ୍ଥଳୀ…

ଶ୍ରୀନଗର,୫।୧୦ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଦୀର୍ଘବର୍ଷ ଧରି ଜମ୍ମୁ-କଶ୍ମୀରର ଅନେକ ସହର ଆତଙ୍କବାଦର କେନ୍ଦ୍ର ପାଲଟିଥିଲା।, କିନ୍ତୁ ଧୀରେ ଧୀରେ ବର୍ତ୍ତମାନ ସେସବୁ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି। ଶାହା କହିଛନ୍ତି ଯେ ଆତଙ୍କବାଦ ବିରୋଧରେ କେନ୍ଦ୍ରର ଭାଜପା…

ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି ପ୍ରଶଂସକ। ଲୋକପ୍ରିୟ କମେଡି ଶୋ’ ‘ଦ ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜିନ୍‌ର…

ଦଶହରାରେ ନୂତନ ଦଳ ଘୋଷଣା କଲେ କେସିଆର

ହାଇଦ୍ରାବାଦ,୫।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ର ସମିତିର ଅଧ୍ୟକ୍ଷ ଚନ୍ଦ୍ରଶେଖର ରାଓ ବିଜୟାଦଶମୀ ଅବସରରେ ନିଜର ଜାତୀୟ ଦଳ ଘୋଷଣା କରିଛନ୍ତି। ଯାହାର ନାମ ଭାରତ ରାଷ୍ଟ୍ର ସମିତି ରଖାଯାଇଛି। ଦୀର୍ଘ ଦିନ ଧରି କେନ୍ଦ୍ରରେ ଭାଜପା ସମ୍ମୁଖରେ ଏକ…

ତମାଖୁ ଉପରେ ଲାଗିପାରେ ଜିଏସଟି-ଉତ୍ପାଦ ଶୁଳ୍କ, ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ ଦେଉଥିବା ପିଟିଶନ ଖାରଜ…

ନୂଆଦିଲ୍ଲୀ,୫।୧୦ : କର୍ନାଟକ ହାଇକୋର୍ଟ ବୁଧବାର ରାୟ ଦେଇଛନ୍ତି ଯେ ତମାଖୁ ଏବଂ ତମାଖୁ ଦ୍ରବ୍ୟ ଉପରେ କେନ୍ଦ୍ରୀୟ ଜିଏସଟି ସହିତ ଉତ୍ପାଦ ଶୁଳ୍କ ଲାଗୁ ହେବାର ଆବଶ୍ୟକତା ରହିଛି। ତମାଖୁ ଉତ୍ପାଦନକାରୀଙ୍କ ପକ୍ଷରୁ ଦାଖଲ ହୋଇଥିବା ଚ୍ୟାଲେଞ୍ଜ ଆବେଦନକୁ କୋର୍ଟ…

ଦିଲ୍ଲୀରେ ଡ୍ରାଏ ଡେ ସଂଖ୍ୟା ୨୧କୁ ବୃଦ୍ଧି, ଦଶହରା-ଦୀପାବଳି-ଇଦ୍‌ରେ ବନ୍ଦ ରହିବ ମଦ ଦୋକାନ…

ନୂଆଦିଲ୍ଲୀ,୫।୧୦ : ଦଶହରା, ଦୀପାବଳି, ଇଦ, ମିଲାଦ-ଉନ-ନବି ଏବଂ ବାଲ୍ମିକୀ ଜୟନ୍ତୀ ଭଳି ପର୍ବରେ ମଦ ଦୋକାନ ବନ୍ଦ ହେବା ସହିତ ଦିଲ୍ଲୀ ସରକାର ପୁଣି ଡ୍ରାଏ ଡେ କୁ ୨୧ ଦିନକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିକାରୀମାନେ ଏହି…

ଦଶହରାରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ନୂଆଦିଲ୍ଲୀ,୫।୧୦: ଦେଶରେ ବର୍ତ୍ତମାନ ଦଶହରା ମାହୋଲ ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି।…

ପୁଣି ୟୁକ୍ରେନକୁ ସହାୟତାର ହାତ ବଢ଼ାଇଲା ଆମେରିକା

କିଭ୍‌,୫।୧୦: ଚଳିତ ବର୍ଷ ଫେବୃଆରୀରୁ ଏପର୍ଯ୍ୟନ୍ତ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ଯେତେବେଳେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା, ସେତେବେଳେ କାହାରି ଧାରଣା ନ ଥିଲା ଯେ, ୟୁକ୍ରେନ ନିଜକୁ ଏତେ ଦିନ ପର୍ଯ୍ୟନ୍ତ ନିଜକୁ ବଞ୍ଚାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri