ସୋନିର ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୫ା୧: ସୋନିର ନୂତନ ଉତ୍ପାଦ ‘ଅଲ୍‌ଟ୍ରା-ୱାଇଡ୍‌ ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି’ ର ସର୍ବଭାରତୀୟ ଉନ୍ମୋଚନ ସମ୍ପର୍କରେ ଘୋଷଣା କରାଯାଇଛି। ଏ ସମ୍ପର୍କରେ ସୋନି ଇଣ୍ଡିଆର ଡିଜିଟାଲ ଇମେଜିଂ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି,ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି ଲେନ୍ସର ଷ୍ଟାଣ୍ଡାର୍ଡ ଜୁମ୍‌ ବର୍ଗକୁ ପୁନଃ ପରିଭାଷିତ ହୋଇଛି। ଏହି ଲେନ୍ସରେ ୨୦ଏମ୍‌ଏମ୍‌ରୁ ୭୦ଏମ୍‌ଏମ୍‌ ପର୍ଯ୍ୟନ୍ତ ଅଲ୍‌ଟ୍ରା ୱାଇଡ୍‌ ଜୁମ୍‌ ରେଞ୍ଜ ରହିଛି,ଯାହା ନୂଆ ଯୁଗର କଣ୍ଟେଷ୍ଟ କ୍ରିଏଟର୍ସଙ୍କୁ ଏକ୍ସଟ୍ରିମ୍‌ ଭର୍ସେଟିଲିଟି, ଅତ୍ୟାଧୁନିକ ଇମେଜ୍‌ ଏବଂ ଉଚ୍ଚସ୍ତରୀୟ ଅପରେବିଲିଟି ପ୍ରଦାନ କରିବ। ଏପରିକି ସୋନିର ଏଫ୍‌ଇ ୨୦-୭୦ଏମ୍‌ଏମ୍‌ ଏଫ୍‌୪ ଜି ଆମାଜନ୍‌ ଡଟ୍‌ ଇନ୍‌ ଏବଂ ସମଗ୍ର ଭାରତରେ ସମସ୍ତ ସୋନି ସେର,ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ.ସପ୍‌ଆଟ୍‌ଏସ୍‌ସି.କମ୍‌ ଏବଂ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋରରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ, ଯାହାର ମୂଲ୍ୟ ୧,୨୪,୯୯୦ ଟଙ୍କା ରହିଛି। ବିଶେଷ କରି ଏହା ପ୍ରର୍ବତ୍ତନ ସହ ଲେନ୍ସର ଷ୍ଟାଣ୍ଡାର୍ଡ ଜୁମ୍‌ ବର୍ଗକୁ ପୁନଃ ବ୍ୟାଖ୍ୟା କରୁଛି, ଯାହା ଏକ ଉଲ୍ଲେଖନୀୟ କମ୍ପାକ୍ଟରେ ଅଲ୍‌ଟ୍ରା-ବାଇଡ୍‌ ୨୦-୭୦ ଏମ୍‌ଏମ୍‌ ଜୁମ୍‌ ରେଞ୍ଜକୁ ନେଇ ଗର୍ବ କରେ ଏବଂ ହାଲ୍‌କା ପୂର୍ଣ୍ଣ ଫ୍ରେମ୍‌ ଲେନ୍ସ ସହ ଏକ ନିରନ୍ତର ଏଫ୍‌୪ ଅପରେଟର ସହିତ ସମଗ୍ର ଜୁମ୍‌ ରେଞ୍ଜର ରହିଛି, ପ୍ରଭାବଶାଳୀ ଜି ଲେନ୍ସ ପ୍ରତିଛବି ଗୁଣବତ୍ତା, ଉଚ୍ଚ ବେଗ ସଠିକତା ଏବଂ ଟ୍ରାକିଂ ଏଏଫ୍‌ ଏବଂ ସର୍ବାଧିକ ଗତିଶୀଳତା ଏବଂ ଅପରେବିଲିଟି ପାଇଁ ଏକ ସ୍ମାର୍ଟ ଡିଜାଇନ ସହ ଏହି ନୂତନ ଲେନ୍ସ ବିଭିନ୍ନ ପ୍ରକାର ସୃଷ୍ଟିକର୍ତ୍ତାଙ୍କ ପାଇଁ ଡିଜାଇନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri