ଚାଇନା ମିଛ କହୁଛି: ଆମେରିକାକୁ ଆବଶ୍ୟକ କିମ୍‌ ସୈନ୍ୟଙ୍କ ସହଯୋଗ !…

ଓ୍ବାଶିଂଟନ,୨୫।୧ : ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ଏବଂ ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ପୋମ୍ପିଓ ତାଙ୍କ ନୂତନ ସ୍ମୃତିଚାରଣରେ କହିଛନ୍ତି ଯେ କିମ ଜୋଙ୍ଗ ଉନ ଥରେ ତାଙ୍କୁ କହିଥିଲେ ଯେ ଚାଇନା ପ୍ରାଧାନ୍ୟ କମ୍‌ କରିବା ପାଇଁ ତାଙ୍କୁ ଦକ୍ଷିଣ କୋରିଆରେ ଆମେରିକାର ସୈନ୍ୟବାହିନୀ ଆବଶ୍ୟକ।

ପୋମ୍ପିଓ ତାଙ୍କ ପୁସ୍ତକ ‘ ନେଭର ଗିଭ୍‌ ଆନ୍‌ ଇଞ୍ଚ୍‌: କେବେ ବି ଏକ ଇଞ୍ଚ: ଫାଇଟିଙ୍ଗ ଫର୍‌ ଦ ଆମେରିକା ଆଇ ଲଭ୍‌’ ରେ କହିଛନ୍ତି ଯେ ଦକ୍ଷିଣ କୋରିଆରେ ଆମେରିକାର ସାମରିକ ଉପସ୍ଥିତିକୁ ନେଇ ଉତ୍ତର କୋରିଆ ନେତା ଆଦୌ ଚିନ୍ତିତ ନୁହଁନ୍ତି। ୩୦ ମାର୍ଚ୍ଚ ୨୦୧୮ ରେ ଆମେରିକା-ଉତ୍ତର କୋରିଆ ଶିଖର ସମ୍ମିଳନୀ ପୂର୍ବରୁ ପ୍ୟୋଙ୍ଗୟାଙ୍ଗରେ କିମ ଜୋଙ୍ଗ ଉନଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ଏବଂ ସେହି ସମୟରେ ହୋଇଥିବା ଆଲୋଚନା ଉପରେ ଆଧାର କରି ସେ ଏହି ଦାବି କରିଛନ୍ତି।

ପୋମ୍ପିଓ ଦାବି କରିଛନ୍ତି ଯେ ଯେତେବେଳେ ସେ କିମ ଜୋଙ୍ଗଙ୍କୁ କହିଥିଲେ ଯେ ଚାଇନା ଆମେରିକାକୁ ବାରମ୍ବାର କହିଛି ଯେ ଉତ୍ତର କୋରିଆ ନେତା ଚାହୁଁଛନ୍ତି ଯେ ଆମେରିକାର ସୈନ୍ୟମାନେ ଦକ୍ଷିଣ କୋରିଆରୁ ହଟି ଯାଆନ୍ତୁ। କିମ ଜୋଙ୍ଗ କହିଥିଲେ ଚାଇନା ମିଛ କହୁଛି ଏବଂ ଚାଇନା ଠାରୁ ସୁରକ୍ଷିତ ରହିବା ପାଇଁ ସେମାନଙ୍କୁ ଦକ୍ଷିଣ କୋରିଆ ଆମେରିକାର ସୈନ୍ୟବାହିନୀ ଆବଶ୍ୟକ। ଯାହାଦ୍ୱାରା ତିବ୍ଦତ ଏବଂ ଜିନଝିଆଙ୍ଗ ଭଳି ସମସ୍ୟାର ସମାଧାନ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ମେକ୍ସିକୋ ଜଙ୍ଗଲର ନିଆଁ ହେଉଛି ଭୟଙ୍କର, ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ

ଲସ ଭେଗାସ,୮ ।୫: ଆମେରିକା ନ୍ୟୁମେକ୍ସିକୋ ଜଙ୍ଗଲରେ ଲାଗିଥିବା ନିଆଁ ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଭିଷଣ ନିଆଁ ଯୋଗୁ ଆକାଶରେ ଧୂଆଁର ଏକ...

କରୋନା ମହାମାରୀ ନେଇ ଆରୋପ ପ୍ରତ୍ୟାରୋପକୁ କ୍ୱାରାଣ୍ଟାଇନ୍‌ରେ ରଖ; ପ୍ରଥମେ ଜଳୁଥିବା ଘରକୁ ସୁରକ୍ଷିତ କର: ଡବ୍ଲ୍ୟୁଏଚ୍‌ଓ

ଓ୍ବାଶିଂଟନ,୯।୪: ସାରା ପୃଥିବୀରେ ଦେଖାଦେଇଥିବା କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ...

ବିସ୍କୁଟ ବିଜ୍ଞାପନକୁ ନେଇ ପାକିସ୍ତାନରେ ବିବାଦ, ଜାଣନ୍ତୁ କାହିଁକି

ଇସଲାମାବାଦ,୧୦ା୧୦: ଏକ ବିସ୍କୁଟର ବିଜ୍ଞାପନକୁ ନେଇ ପାକିସ୍ତାନରେ ଅନେକ ବିବାଦ ଦେଖାଦେଇଛି। ବିଜ୍ଞାପନରେ ମଡେଲଙ୍କ ଅଶ୍ଳୀଳ ଡ୍ୟାନ୍ସକୁ ଘୋର ବିରୋଧ କରାଯାଇଛି। ଏପରିକି ଗୋଟିଏ ଦଳ...

ରାଫାଲ ପୂଜା: ରାଜନାଥଙ୍କ ସମର୍ଥନରେ ବାହାରିଲା ପାକିସ୍ତାନ ସେନା

ଇସଲାମାବାଦ,୧୧।୧୦: ଭାରତକୁ ସର୍ବଦା ସମାଲୋଚନା କରୁଥିବା ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ସମର୍ଥନରେ ଏକ ମନ୍ତବ୍ୟ ଦେଇଛି। ଫ୍ରାନ୍ସରେ ରାଫାଲ ବିମାନକୁ ଗ୍ରହଣ କରିବା ଅବସରରେ...

ଇମ୍ରାନଙ୍କ ଉପରେ ମଙ୍ଗଳବାର ନିଆଯିବ ନିଷ୍ପତ୍ତି

ଇସଲାମାବାଦ୍‌,୪।୪:ପାକିସ୍ତାନରେ ରାଜନୈତିକ ସଙ୍କଟ ଥମିବାର ନା ଧରୁନି। ନ୍ୟାଶନାଲ୍‌ ଆସେମ୍ବ୍ଲି ଭଙ୍ଗ ବିରୋଧରେ ବିରୋଧୀଙ୍କ ଆବେଦନ ଉପରେ ପାକିସ୍ତାନର ସୁପ୍ରିମକୋର୍ଟରେ ଶୁଣାଣି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ...

ଚାଇନାରେ କରୋନା ଭାଇରସ୍‌ ଆତଙ୍କ:ଗଲାଣି ୨୧୨ ଜଣଙ୍କ ଜୀବନ, ୭୭୦୦ରୁ ଅଧିକ ସଂକ୍ରମିତ

ବେଜିଂ,୩୧।୧: ଚାଇନାରେ ବଢି ଚାଲିଛି କରୋନା ଭୂତାଣୁରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏବେସୁଦ୍ଧା ସେଠାରେ ଏହି ଭୂତାଣୁ ସଂକ୍ରମଣରେ ୨୧୨ ଜଣଙ୍କ ମୃତ୍ୟୁ ହୋଇଥିବା...

ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତି ସ୍ଥଗିତ ରଖିଲା ରୁଷିଆ…

ମସ୍କୋ,୩୧।୧୦ : ଖାଦ୍ୟଶସ୍ୟ ଯୋଗାଣ ଚୁକ୍ତିରେ ଅଂଶଗ୍ରହଣକୁ ସ୍ଥଗିତ ରଖିବାକୁ ରୁଷିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ଘୋଷଣା କରିଛି। ଏକ ବିବୃତ୍ତିରେ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ...

ଜେମ୍ସ ବଣ୍ଡର ନିର୍ଦ୍ଦେଶକଙ୍କ ପରଲୋକ

ଲଣ୍ଡନ,୧୧ ।୧: ଜଣାଶୁଣା ଫିଲ୍ମ ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତା ମାଇକେଲ ଏପ୍ଟେଡଙ୍କ ୭୯ ବର୍ଷ ବୟସରେ ପରଲୋକ ହୋଇଛି । ଡାଇରେକ୍ଟର୍ସ ଗିଲ୍ଡ ଅଫ୍...

Advertisement
Archives

Model This Week