Home

ରାଜ୍ୟ ସଭାରେ ବଢୁଛି ଭାଜପାର ଶକ୍ତି: ଏବେ ଏହି ସଂଖ୍ୟା…

ନୂଆଦିଲ୍ଲୀ,୨୭।୪: ଆମ ଆଦମୀ ପାର୍ଟି (ଆପ)ରୁ ଇସ୍ତଫା ଦେଇଥିବା ରାଘବ ଚଢାଙ୍କ ସମେତ ସମସ୍ତ ୭ ଜଣ ଏମ୍‌ପି ସୋମବାର ଆନୁଷ୍ଠାନିକ ଭାବରେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗ ଦେଇଛନ୍ତି। ଏହି ୭ ଜଣ ଏମ୍‌ପିଙ୍କ ଦଳ ପରିବର୍ତ୍ତନ ସହିତ…

ବିକାଶମୂଳକ ଆଲୋଚନା ନେଇ ଭାଜପାର ଅଭିନବ ପ୍ରୟାସ

ରାଇକିଆ,୨୭ା୪(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପା ତରଫରୁ ଓ୍ବାର୍ଡ ସ୍ତରରେ ସିଧାସଳଖ ଲୋକଙ୍କ ସହ ଭେଟିବା, ବିଭିନ୍ନ ଆବଶ୍ୟକତା ଏବଂ ସମସ୍ୟାର ସମାଧାନକୁ ନେଇ ଆଲୋଚନା କରିବା ଭଳି କାର୍ଯ୍ୟକ୍ରମକୁ ନେଇ ଅଭିନବ ପ୍ରୟାସ ଆରମ୍ଭ କରିଛି। ପ୍ରତ୍ୟେକ…

ସରକାରଙ୍କ ଅଜବ ନିଷ୍ପତ୍ତି, ‘ମାଙ୍କଡ଼ ଧରାନ୍ତୁ ୬୦୦ ପାଆନ୍ତୁ’

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ବଢ଼ୁଥିବା ମଣିଷ-ମାଙ୍କଡ଼ ଭିତରେ ସଂଘର୍ଷ ମଧ୍ୟରେ, ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଯାହା ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯିଏ ମାଙ୍କଡ଼ ଧରିବ ତାଙ୍କୁ ୬୦୦ ଟଙ୍କା ମିଳିବ। ମହାରାଷ୍ଟ୍ର ସରକାର ଏପ୍ରିଲ ୨୨ରେ…

ଭୋଟିଂ ପୂର୍ବରୁ ବଡ଼ ଭବିଷ୍ୟବାଣୀ କଲେ ମୋଦି, ଥରିଉଠିଲା ବିରୋଧୀଙ୍କ ଛାତି

କୋଲକାତା,୨୭।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (୨୭ ଏପ୍ରିଲ) ପଶ୍ଚିମବଙ୍ଗର ବାରାକପୁରରେ ଏକ ‘ବିଜୟ ସଂକଳ୍ପ ସଭା’ (ବିଜୟ ପ୍ରତିଜ୍ଞା ରାଲି) ଆୟୋଜନ କରିଥିଲେ। ନିର୍ବାଚନ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ‘ମୁଁ ସିଧା ମେ ୪ରେ ପଶ୍ଚିମବଙ୍ଗ…

‘ପକେଟ୍‌ରେ ଗୋଟିଏ ପିଆଜ ରଖ, କିଛି ହେବନି’, ପ୍ରଚଣ୍ଡ ଗରମରୁ ମୁକ୍ତି ପାଇବା ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଲେ ଉପଚାର

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀରୁ ଚେନ୍ନାଇ ପର୍ଯ୍ୟନ୍ତ, ସମଗ୍ର ଦେଶ ବର୍ତ୍ତମାନ ପ୍ରଚଣ୍ଡ ଗରମ ଅନୁଭୂତ ହେଉଛି । ତାପମାତ୍ରା ୫୦ ଡିଗ୍ରୀ ଛୁଇଁବାକୁ ଯାଉଛି। ଏପ୍ରିଲ ଶେଷ ହେବା ପୂର୍ବରୁ ମଧ୍ୟ ଏହି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଗରମ ପବନର…

ଗାଁରେ ପଶିଲା ଜଙ୍ଗଲୀ ଦନ୍ତା, ବୃଦ୍ଧଙ୍କୁ ଆହତ କରିବା ପରେ ଖେଳିଗଲା ଆତଙ୍କ

ଖଇରା,୨୭ା୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ମାଖନପୁର ପଞ୍ଚାୟତ ଅଧୀନ ସାଉଣ୍ଡିଆ କୁତୁପୁର ଗାଁରେ ଜଙ୍ଗଲୀ ଦନ୍ତା ଅଟକି ରହିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି। ହାତୀଟି ଗ୍ରାମର ବୃଦ୍ଧ ରତ୍ନାକର ମହାନ୍ତିଙ୍କୁ ଗୋଡ଼ାଇବାରୁ ବୃଦ୍ଧ ଜଣକ ତଳେ…

ଶଙ୍ଖଭବନରେ ବିଧାୟକ ଦଳ ବୈଠକ ପରେ ବଡ଼ ନିଷ୍ପତ୍ତି ନେବ ବିଜେଡି, ନିଲମ୍ବିତ ହୋଇଥିବା ବିଧାୟକଙ୍କୁ…

ଭୁବନେଶ୍ୱର,୨୭ା୪: ଶଙ୍ଖଭବନରେ ବିଧାୟକ ଦଳ ବୈଠକ ପରେ ବଡ଼ ନିଷ୍ପତ୍ତି ନେବ ବିଜେଡି। ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ପାଇଁ ୬ ବିଧାୟକଙ୍କୁ ନିଲମ୍ବନ କରିଥିଲା ବିଜେଡି। ତେବେ ଏହି ନିଲମ୍ବିତ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ…

ସକାଳୁ ସକାଳୁ ଧୋନୀଙ୍କ ପ୍ରଶଂସକଙ୍କୁ ଲାଗିଲା ଶକ୍ତ ଝଟକା, ଆସିଲା ଏମିତି ଖବର

ନୂଆଦିଲ୍ଲୀ,୨୭।୪: ଚେନ୍ନାଇ ସୁପର କିଙ୍ଗ୍ସ (CSK) ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ ଫ୍ଲେମିଂ କହିଛନ୍ତି ଯେ 2026 ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହେବ। ଏହି ଅଭିଜ୍ଞ ୱିକେଟକିପର-ବ୍ୟାଟସମ୍ୟାନ ଆଘାତରୁ ସୁସ୍ଥ ହେବା…

ପଶ୍ଚିମବଙ୍ଗରେ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ରୋଡ୍‌ ଶୋ’ କରି ଭାଜପା ପ୍ରାର୍ଥୀଙ୍କ…

ଭୁବନେଶ୍ୱର,୨୭ା୪: ପଶ୍ଚିମବଙ୍ଗରେ ମାରାଥନ ପ୍ରଚାର କରିବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରୋଡ୍‌ ଶୋ’ ସାଙ୍ଗକୁ ପରିବର୍ତ୍ତନ ସମାବେଶରେ ଯୋଗଦେବେ। ଏଥିସହିତ ବଗଡ଼ାରେ ରୋଡ୍‌ ଶୋ’ କରି ଭାଜପା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବେ ମୁଖ୍ୟମନ୍ତ୍ରୀ। ରାଜାରହାଟ ସମାବେଶରେ ଯୋଗ…

ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି, ଗରା ବାଲଟି ଧରି ଧାରଣାରେ ବସିଲେ

ଉଦଳା,୨୭ା୪(ସନ୍ତୋଷ କୁମାର ବାଚ୍ଛିନୀ): ଦୀର୍ଘ ବର୍ଷ ହେବ ଗ୍ରାମରେ ରହିଛି ପାନୀୟ ଜଳ ସମସ୍ୟା। ଯାହାକୁ ନେଇ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କେହି ନ ଶୁଣିବାରୁ ଗ୍ରାମବାସୀ ନେଲେ ଚରମ ନିଷ୍ପତ୍ତି । ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ସମ୍ମୁଖରେ…

ଗଞ୍ଜାମ ଏନ୍‌ଏସିର ଠିକଣା ବଦଳିଲା, ଏଣିକି ନୂଆ ପରିଚୟ ହେଉଛି…

ଗଞ୍ଜାମ,୨୭ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ ବଜାରଠାରେ ଥିବା ବହୁ ପୁରାତନ ଏନ୍‌ଏସି କାର୍ଯ୍ୟାଳୟ ଏବେ ଖାଁ ଖାଁ। ବର୍ତ୍ତମାନ ଗଞ୍ଜାମ ଏନ୍‌ଏସିର ନୂଆ ପରିଚୟ ଏବେ କଲ୍ୟାଣ ମଣ୍ଡପ। ଗତ ଅକ୍ଷୟ ତୃତୀୟାରୁ କଲ୍ୟାଣ ମଣ୍ଡପରେ ପୂଜାର୍ଚ୍ଚନା କରାଯିବା ପରେ…

ପାକିସ୍ତାନକୁ ଭାରତୀୟ ସେନାର କଡ଼ା ଚେତାବନୀ, କହିଲା ‘ପ୍ରମାଣ ଯୁକ୍ତି କରେ ନାହିଁ; ଏହା ନିଷ୍ପତ୍ତି ନିଏ – କେବଳ ୨୨ ମିନିଟରେ…”

ନୂଆଦିଲ୍ଲୀ,୨୭।୪: ଅପରେଶନ ସିନ୍ଦୂରର ବାର୍ଷିକୀ ପୂର୍ବରୁ, ଭାରତୀୟ ସେନା ସୋମବାର ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଥିଲା, ଯେଉଁଥିରେ ସେ ବର୍ଣ୍ଣନା କରିଥିଲା ଯେ କିପରି ଅପରେଶନ ମାତ୍ର ୨୨ ମିନିଟରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା। X ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?