ଫଟୋଶୁଟ୍ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !
ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ପ୍ରମୋଶନ ସମୟରେ ଏକ ଫଟୋଶୁଟ୍ ଲାଗି ପୋଜ୍ ଦେଉଥିଲେ ବରୁଣ-କିଆରା।…
ହ୍ୟାରିଙ୍କ ଆତ୍ମଜୀବନୀ ଉପରେ ମନ୍ତବ୍ୟ ଦେବାକୁ ମନା କଲେ ଋଷି ସୁନକ…
ଲଣ୍ଡନ,୮।୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ନେଇ ଜାରି ରହିଥିବା ବିବାଦ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଆଫଗାନିସ୍ତାନରେ ହ୍ୟାରିଙ୍କ ନିୟୋଜନ ସହ ଜଡିତ ଦାବି ଉପରେ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି…
ନାଗା ଶାନ୍ତି ବୁଝାମଣା ସମାଧାନ ବିଧାନସଭା ନିର୍ବାଚନ ପୂର୍ବରୁ ହେଉ: ଜେଡିୟୁ ଏମ୍ପିଙ୍କ ଦାବି…
କୋହିମା,୮।୧ : ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଜ୍ୟ ସଭା ଏମ୍ପି ଅନିଲ ପ୍ରସାଦ ହେଗଡେ ନାଗା ଶାନ୍ତି ବୁଝାମଣା ସମଧାନ ପରେ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ କରାଯାଉ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ଯେ ଏହି ଦଶନ୍ଧି ପୁରୁଣା ସମସ୍ୟାର…
ହାର୍ଦ୍ଦିକଙ୍କ ‘ନୂତନ ଟିମ୍ ଇଣ୍ଡିଆ’: ଏହି ୫ ଖେଳାଳି ପାଲଟିଲେ ସିରିଜର ହିରୋ…
ନୂଆଦିଲ୍ଲୀ,୮।୧: ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜରେ ଜବରଦସ୍ତ ପ୍ରଦର୍ଶନ କରିଛି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ‘ନୂତନ ଟିମ୍ ଇଣ୍ଡିଆ’। ରାଜକୋଟରେ ଶନିବାର ଖେଳାଯାଇଥିବା ନିର୍ଣ୍ଣାୟକ ମୁକାବିଲା ବିଜୟ ସହ ୨-୧ରେ ସିରିଜକୁ ଜିତିଛି ଦଳ। ତେବେ ଏହି ସିରିଜରୁ ଅନେକ ବରିଷ୍ଠ…
ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗ: ପିଏମଓରେ ଉଚ୍ଚସ୍ତରୀୟ ବୈଠକ…
ନୂଆଦିଲ୍ଲୀ,୮।୧ : ଜୋଷୀମଠ ଭୂସ୍ଖଳନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍ଓ)ରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ। ଏହି ବୈଠକରେ କ୍ୟାବିନେଟ ସଚିବ, କେନ୍ଦ୍ର…
କରୋନା ସଂକ୍ରମଣ ସମୟରେ ଜେଲରେ ରଖିଥିବା ଲୋକଙ୍କୁ ମୁକ୍ତ କରିବ ଚାଇନା, ଫେରାଇବ ଜବତ ସମ୍ପତ୍ତି…
ବେଜିଂ,୮।୧ : ତିନି ବର୍ଷ ପୁରୁଣା ଶୂନ-କୋଭିଡ ନୀତି ଶେଷ କରିବାର ଯୋଜନାର ଗୋଟିଏ ଦିନ ପୂର୍ବରୁ କୋଭିଡ ସମ୍ବନ୍ଧୀୟ ଘଟଣାରେ ଗିରଫ ହୋଇଥିବା ଲୋକଙ୍କୁ ମୁକ୍ତ କରିବାକୁ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ଏକ…
ଭିଡ଼ ଭିତରେ ହାତ ଛାଡ଼ି ଏମିତି ସାଇକେଲ ଚଲାଉଛନ୍ତି ବ୍ୟକ୍ତି, ଭିଡିଓ ଦେଖିଲେ କହିବେ…
ସୋସିଆଲ ମିଡିଆରେ ଆମେ ଅନେକ ପ୍ରତିଭାଧାରୀଙ୍କୁ ଦେଖିବାକୁ ପାଇଥାଉ। ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ, ଯାହା ଆଖିକୁ ମଧ୍ୟ ବିଶ୍ୱାସ କରିହୁଏ ନାହିଁ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ସାଇକେଲ ସହିତ ଅଜବ…
ତିନି ବର୍ଷ ପୁରୁଣା ଶୂନ-କୋଭିଡ ନୀତି ଶେଷ…
ବେଜିଂ,୮।୧ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ସରକାର ଗତ ତିନି ବର୍ଷ ପୁରୁଣା ଶୂନ-କୋଭିଡ ନୀତି ଶେଷ କରିଛନ୍ତି । ଦେଶରେ ଏକ ବଡ଼ କରୋନା ଭାଇରସ ବିସ୍ଫୋରଣ ମଧ୍ୟରେ ରବିବାର ମଧ୍ୟରାତ୍ର ୧୨ ଟାରୁ ବିଦେଶୀ ଯାତ୍ରୀମାନଙ୍କ ଉପରେ…
ଖାଇବାକୁ ମିଳୁନି ରୁଟି
ଇସଲାମାବାଦ,୮ା୧: ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଏଠାରେ ଦାରିଦ୍ର୍ୟ ଓ ଭୋକର ପରିସ୍ଥିତି ଏତେ ପରିମାଣରେ ପହଞ୍ଚିଛି ଯେ, ଜୁନ ୨ରେ ପାକିସ୍ତାନୀ ପରିବାରର ପ୍ରାୟ ଅର୍ଦ୍ଧେକ ଲୋକ ରୁଟି ଖାଇବାକୁ ପାଉନାହାନ୍ତି। ଏକ ରିପୋର୍ଟରୁ…
କେଶରୀ ନାଥ ତ୍ରିପାଠୀଙ୍କ ରାଜନୈତିକ ଜୀବନର କେତେକ ରୋଚକ କାହାଣୀ…
ପ୍ରୟାଗରାଜ,୮।୧ : ଭାଜପାର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କର ରବିବାର ଦେହାନ୍ତ ହୋଇଛି। ଉତ୍ତରପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀ ନାଥ ତ୍ରିପାଠୀ ନିଶ୍ୱାସ ପ୍ରଶ୍ୱାସ ନେବା କାରଣରୁ ପ୍ରୟାଗରାଜସ୍ଥିତ ଏକ ଘରୋଇ ଡାକ୍ତରଖାନାରେ…
ଶିଶୁପୁତ୍ରର ଯୌନାଙ୍ଗ କାଟିନେଲେ ଦୁର୍ବୃତ୍ତ
ପାଟଣା,୮ା୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଭୃଙ୍ଗରାଜପଶି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶନିବାର ଜଣେ ୨ ବର୍ଷ ୨ ମାସ ଶିଶୁପୁତ୍ରର ଯୌନାଙ୍ଗକୁ କେହି ଦୁର୍ବୃତ୍ତ ପୂର୍ବ ଶତ୍ରୁତାରୁ କାଟି ନେଇ ଯାଇଥିବା ଜଣାପଡ଼ିଛି।…
ମାସେ ପରେ ମୁଖ୍ୟମନ୍ତ୍ରୀ ସୁଖୁଙ୍କ କ୍ୟାବିନେଟ ସମ୍ପ୍ରସାରଣ…
ଶିମଲା,୮।୧ : ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ କ୍ୟାବିନେଟ ରବିବାର ସମ୍ପ୍ରସାରିତ ହୋଇଛି। ସର୍ବଶେଷ ତଥ୍ୟ ଅନୁଯାୟୀ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ୭ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି। ସର୍ବପ୍ରଥମେ, ସୋଲାନର ସର୍ବ ପୁରାତନ…
Archives


