Home

ପ୍ରଥମ ରୋଜଗାର ଟଙ୍କାରେ ମୋ ପାଇଁ ବହି କିଣିଥିଲି: ଲେଖିକା ତଥା ୟୁ ଟ୍ୟୁବର୍‌ ସୁପ୍ତି କର

ମଣିଷର ସ୍ବପ୍ନ ଅସୁମାରୀ ଓ ଆଶା ଅସୁମାରୀ। ହେଲେ ଜୀବନ ଚାଲୁଥାଏ ତା’ ବାଟରେ। ସ୍ବପ୍ନ କେବେ ସାକାର ହୁଏ ତ କେବେ ନାହିଁ। ବାପା, ମା’, ଭାଇ ତା’ ସହିତ ପାଞ୍ଚ କକେଇ, ଜେଜେମା’, ଜେଜେବାପା, ପିଉସୀ ଏମାନଙ୍କୁ ନେଇ…

ସୁସ୍ଥତା ହାର ୯୮.୮୦ ପ୍ରତିଶତ, ସକ୍ରିୟ ମାମଲା ୦.୦୧ ପ୍ରତିଶତ…

ନୂଆଦିଲ୍ଲୀ, ୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…

ଆତ୍ମହତ୍ୟାର ୩ ଦିନ ପୂର୍ବରୁ ତୁନିଶା ମା’ଙ୍କୁ କରିଥିଲେ ଏହି ଭଏସ୍‌ ଏସ୍‌ଏମ୍‌ଏସ୍‌

ମୁମ୍ବାଇ: ଛୋଟ ପରଦାର ବହୁ ପ୍ରତିଭା ସମ୍ପନ୍ନ ଅଭିନେତ୍ରୀ ତୁନିଶା ଶର୍ମା ୨୪ ଡିସେମ୍ବର ୨୦୨୨ରେ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇ ଚାଲିଯାଇଛନ୍ତି। ସେତେବେଳକୁ ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ଅଭିନେତ୍ରୀ ନିଜ ଟିଭି ଶୋ’ ‘ଅଲି…

ବାଘ ସଂରକ୍ଷଣ ପାଇଁ ସୃଷ୍ଟି ହେବ ଅଧିକ ଟାଇଗର କରିଡୋର…

ନୂଆଦିଲ୍ଲୀ,୮।୧ : ଦେଶରେ ବାଘଙ୍କର ସଂରକ୍ଷଣ ସହିତ ସେମାନଙ୍କ ସଂଖ୍ୟା ବୃଦ୍ଧି କରିବାକୁ ସରକାର ଯୋଜନା କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେମାନଙ୍କ ସୁରକ୍ଷା ପାଇଁ ରାଜ୍ୟମାନଙ୍କ ସହିତ ଅଧିକ ଟାଇଗର କରିଡର ସୃଷ୍ଟି କରିବେ। ଗତ ଏକ…

ତ୍ରିପୁରା-ନାଗାଲାଣ୍ଡ-ମେଘାଳୟରେ ଫେବୃୟାରୀରେ ବିଧାନସଭା ନିର୍ବାଚନ ପାଇଁ ଇସିଙ୍କ ପ୍ରସ୍ତୁତି…

ନୂଆଦିଲ୍ଲୀ,୮।୧ : ଭାରତର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ନିର୍ବାଚନ ଆୟୋଗଙ୍କର ଏକ ୧୬ ଜଣିଆ ଦଳ ଜାନୁଆରୀ ୧୧ରେ ତ୍ରିପୁରାରେ ପହଞ୍ଚି ବିଧାନସଭା ନିର୍ବାଚନର ପ୍ରସ୍ତୁତି ସମୀକ୍ଷା କରିବେ। ଏହି ଦଳ ନାଗାଲାଣ୍ଡ ଏବଂ ମେଘାଳୟ ମଧ୍ୟ…

ସରକାରଙ୍କ କରୋନା ନୀତିକୁ ସମାଲୋଚନା: ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟ ନିଷିଦ୍ଧ କଲେ ଜିନପିଙ୍ଗ ପ୍ରଶାସନ…

ଓ୍ବାଶିଂଟନ,୮।୧ : କରୋନା ବିସ୍ଫୋରଣକୁ ନେଇ ସରକାରଙ୍କ ନୀତିକୁ ସମାଲୋଚନା କରୁଥିବା ଚାଇନା ୧,୧୨୦ ସୋସିଆଲ ମିଡିଆ ଆକାଉଣ୍ଟକୁ ସାମୟିକ କିମ୍ବା ସ୍ଥାୟୀ ଭାବରେ ନିଷିଦ୍ଧ କରିଛି। ଦେଶର ଲୋକପ୍ରିୟ ସାଇନା ୱାଇବୋ ସୋସିଆଲ ମିଡିଆ ପ୍ଲାଟଫର୍ମ ରିପୋର୍ଟ କରିଛି ଯେ…

ପ୍ରିନ୍ସ ହ୍ୟାରି ତାଲିବାନ ମୁହାଁମୁହିଁ: ମରିଥିବା ଆତଙ୍କବାଦୀ ମଣିଷ, ଚେସ୍‌ ବୋର୍ଡର ମୋହରା ନୁହନ୍ତି…

ଲଣ୍ଡନ/କାବୁଲ,୮।୧ : ଜାନୁଆରୀ ୧୦ ରେ ରିଲିଜ ହେବା ପୂର୍ବରୁ ଏହାର କିଛି ଅଂଶ ଲିକ ହେବା ପରେ ବ୍ରିଟେନର ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ‘ସ୍ପେୟାର’ ଏବେ ଚର୍ଚ୍ଚାରେ ରହିଛି। ଏଥିରେ ପ୍ରିନ୍ସ ଦାବି କରିଛନ୍ତି ଯେ ଆଫଗାନିସ୍ତାନରେ ତାଙ୍କର ସାମରିକ…

ପୃଥିବୀରେ ଖସିବ ନାସାର ୩୮ ବର୍ଷ ପୁରୁଣା ଉପଗ୍ରହ…

ଓ୍ବାଶିଂଟନ,୮।୧ : ଆମେରିକାର ସ୍ପେସ ଏଜେନ୍ସି ନାସାର ୩୮ ବର୍ଷ ପୁରୁଣା ଉପଗ୍ରହ ଏହି ସପ୍ତାହ ଶେଷ ସୁଦ୍ଧା ପୃଥିବୀକୁ ଖସିପାରେ। ଆମେରିକାର ପ୍ରତିରକ୍ଷା ବିଭାଗର ସୂଚନା ଅନୁଯାୟୀ, ରବିବାର ରାତିରେ ଆର୍ଥ ରେଡିଏସନ ବଜେଟ ସାଟେଲାଇଟ (ଇଆରବିଏସ) ଉପଗ୍ରହ ତଳ…

ରାହା ମାନେ ଖୁସି: ଆଲିଆ

ମୁମ୍ବାଇ: ଝିଅ ରାହାଙ୍କୁ ନେଇ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ ରକ୍ଷଣଶୀଳ। ଶନିବାର ଆଲିଆ, ରଣବୀର ଏବଂ ନୀତୁ କପୁର ଗଣମାଧ୍ୟମକୁ ନିଜର ଏକ ସାକ୍ଷାତ୍‌କାର ଦେଇଥିଲେ। ଏ ଅବସରରେ ଖବରଦାତାଙ୍କୁ ଝିଅ ରାହାଙ୍କ ଫଟୋ ନ ଉଠାଇବାକୁ କହିଥିଲେ…

ମେକାର୍ଥି ହାଉସ୍‌ ସ୍ପିକର: ବିବାଦ ମଧ୍ୟରେ ୧୫ତମ ଭୋଟରେ ଜିତିଲେ

ଓ୍ବାଶିଂଟନ,୮।୧: ବହୁ ବାଦବିବାଦ ମଧ୍ୟରେ ରିପବ୍ଲିକାନ ସଦସ୍ୟ କେଭିନ୍‌ ମେକାର୍ଥି ଆମେରିକା ପ୍ରତିନିଧି ସଭାର ୫୫ତମ ସ୍ପିକର ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ମଧ୍ୟରାତ୍ର ପରେ ଐତିହାସିକ ୧୫ତମ ଭୋଟରେ ମେକାର୍ଥିଙ୍କୁ ଗୃହର ପ୍ରଭାବଶାଳୀ ପଦବୀକୁ ନିର୍ବାଚିତ କରାଯାଇଛି। ଫଳରେ କିଛିଦିନ ହେଲା…

ଦୁଇ ଟ୍ରେନ ଧକ୍କ, ୫୭ ଆହତ…

ମେକ୍ସିକୋ ସିଟି,୮।୧ : ମକ୍ସିକୋ ସିଟିରେ ମେଟ୍ରୋ ଲାଇନ ୩ ରେ ଦୁଇଟି ଟ୍ରେନ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି। ମେକ୍ସିକୋ ସିଟି କ୍ଲାଉଡିଆ ଶେନବାଉମ ସରକାରଙ୍କ ସୂତ୍ରରୁ ଏଲ ୟୁନିଭର୍ସାଲ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୭ ମୃତ-୨୨ ଆହତ…

ବେଜିଂ,୮।୧ : ଚାଇନାର ଜିଆଙ୍ଗସି ପ୍ରଦେଶରେ ରବିବାର ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ନାନଚାଙ୍ଗ କାଉଣ୍ଟିରେ ଏକ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri