ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁଥିବା ବେଳେ ନଦୀକୁ ଖସିଲା ପଥର
ଆରଡ଼ି,୮ା୧(ଡି.ଏନ୍.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଆରଡ଼ି ପଞ୍ଚାୟତ ଅଧୀନ ଶିତଳପୁର ଗାଁ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀକୂଳରେ ଥିବା ସୁରକ୍ଷା ବନ୍ଧ କାର୍ଯ୍ୟ ଚାଲୁ ରହିଥିବା ବେଳେ ରବିବାର ପଥର ସମେତ ବନ୍ଧ ନଦୀ ଗର୍ଭକୁ ଧସି ଯାଇଛି ।…
ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର: ଜର୍ମାନୀରେ ଇରାନୀ ନାଗରିକ ଗିରଫ…
ବର୍ଲିନ,୮।୧ : ଜର୍ମାନୀର ପୋଲିସ ଇରାନର ଜଣେ ନାଗରିକଙ୍କୁ ଗିରଫ କରିଛି। ପୋଲିସ ଅଭିଯୋଗ କରିଛି ଯେ ଅଭିଯୁକ୍ତ ଜଣକ ଏକ ବଡ ରାସାୟନିକ ଆକ୍ରମଣ ଷଡ଼ଯନ୍ତ୍ର କରୁଥିଲେ। ଅଭିଯୁକ୍ତଙ୍କୁ ଜର୍ମାନୀର ଡର୍ଟମୁଣ୍ଡର କାଷ୍ଟ୍ରୋପ ରୋକ୍ସେଲ ସହରରେ ହୋଇଥିଲା। ଏହି ମାମଲାରେ…
ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍ ପାଇପଲାଇନ ଆସନ୍ତା ମାସରୁ…
ନୂଆଦିଲ୍ଲୀ,୮।୧ : ଭାରତ ଏବଂ ବାଂଲାଦେଶର ଉଚ୍ଚାଭିଳାଷୀ ଇଣ୍ଡୋ-ବାଂଲା ଫ୍ରେଣ୍ଡଶିପ୍ ପାଇପଲାଇନ ପ୍ରକଳ୍ପ (ଆଇବିଏଫପିଏଲ) ଆସନ୍ତା ମାସରୁ ଆରମ୍ଭ ହେବ। ଏହି ପାଇପଲାଇନର କାର୍ଯ୍ୟ ଆରମ୍ଭ ଉଭୟ ଦେଶର ଶକ୍ତି ଆବଶ୍ୟକତା ପୂରଣ କରିବାରେ ସହାୟକ ହେବ। ଆଇବିଏଫପିଏଲ ପ୍ରକଳ୍ପର ମୂଲ୍ୟ…
ଏହି ଦିନ ରିଲିଜ ହେବ ‘କେଜିଏଫ୍ ଚାପ୍ଟର-୩’
ମୁମ୍ବାଇ: ୟଶ ଷ୍ଟାରର ‘କେଜିଏଫ୍ ଚାପ୍ଟର-୨’ ୨୦୨୨ରେ ସର୍ବାଧିକ ଆୟ କରିଥିଲା। ପାନ ଇଣ୍ଡିଆ ଏହି କନ୍ନଡ ଫିଲ୍ମ ଦେଶ ତଥା ବିଦେଶରେ ବିପୁଳ ଅର୍ଥ ସଂଗ୍ରହ କରିଥିଲା। ରକି ଭାଇଙ୍କ ଆକ୍ସନରେ ବିମୋହିତ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କର ତୃତୀୟ…
ବିଦ୍ୟୁତ କମ୍ପାନୀଗୁଡ଼ିକର ବକେୟା ହ୍ରାସ ପାଇ ଜାନୁୟାରୀରେ ୬୨,୬୮୧.୬୮ କୋଟିରେ ପହଞ୍ଚିଲା….
ନୂଆଦିଲ୍ଲୀ,୮।୧ : ଜାନୁଆରୀରେ ବିଦ୍ୟୁତ ଉତ୍ପାଦନ କରୁଥିବା କମ୍ପାନୀଗୁଡିକର ମୋଟ ବକେୟା ଦେୟ ପ୍ରାୟ ଅଧାକୁ ଖସି ଆସିଛି। ଜାନୁଆରୀ ପୂର୍ବରୁ ଏହା ୧,୨୧,୦୩୦ କୋଟି ଟଙ୍କା ଥିଲା। ଯାହା ବର୍ତ୍ତମାନ ୬୨,୬୮୧.୬୮ କୋଟି ଟଙ୍କାକୁ ଖସି ଆସିଛି। ବିଶେଷଜ୍ଞମାନେ କହିଛନ୍ତି…
ରାମ ମନ୍ଦିର ନିର୍ମାଣ ସମୟ ସହିତ ନିଯୁକ୍ତି ସମୟର ସୀମା ଧାର୍ଯ୍ୟ କରନ୍ତୁ ଶାହା: ପ୍ରିୟାଙ୍କ ଖାର୍ଗେ…
ବେଙ୍ଗାଲୁରୁ,୮।୧ : ରାମ ମନ୍ଦିର ନିର୍ମାଣ ସମ୍ପର୍କରେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା ପରେ ଏବେ ସେ ବିରୋଧୀଙ୍କ ଟାର୍ଗେଟରେ ଅଛନ୍ତି। ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କୁ ଟାର୍ଗେଟ କରିଥିଲେ। ବର୍ତ୍ତମାନ ତାଙ୍କ ପୁଅ ତଥା…
ଆତ୍ମଜୀବନୀରେ ଭାଇ ୱିଲିୟମଙ୍କ ସହିତ ପିତା ଚାଲର୍ସଙ୍କୁ ବି ଟାର୍ଗେଟ…
ଲଣ୍ଡନ,୮।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ବିସ୍ତୃତ ବିବରଣୀ ଦେଇଛନ୍ତି। ସେ ତାଙ୍କ ବଡ଼ ଭାଇ ପ୍ରିନ୍ସ ୱିଲିୟମଙ୍କ ବିରୋଧରେ ଅନେକ…
ହ୍ୟାରିଙ୍କ ପ୍ରସଙ୍ଗରେ ଜବାବ ଦେବାକୁ ରାଜପରିବାର ସ୍ଥାପନ କଲା ଭର୍ଚୁଆଲ ଓ୍ବାର ରୁମ୍: ଆତ୍ମଜୀବନୀ ଉପରେ ରୋକ ଲାଗିବା ଯୋଜନା…
ଲଣ୍ଡନ,୮।୧ : ବ୍ରିଟେନ ରାଜ ପରିବାରରେ ଏବେ ସଙ୍କଟ ଲାଗି ରହିଛି। ପ୍ରିନ୍ସ ହ୍ୟାରିଙ୍କ ଆତ୍ମଜୀବନୀ ସ୍ପେୟାର ନେଇ ଏଭଳି ସ୍ଥିିତି ସୃଷ୍ଟି ହୋଇଛି। ଏହା ରାଜପରିବାରର ଗୁମରକୁ ବାହାରେ ପକାଇଛି। ସେ ରାଜ ପରିବାର ସଦସ୍ୟ ଭାବରେ ଜୀବନରେ ସମ୍ମୁଖୀନ…
ଠାକୁର ଅନୁକୂଳଚନ୍ଦ୍ରଙ୍କ ଉତ୍କଳ ଆଗମନୀର ୧୦୧ ତମ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୮ା୧: ତାଳବଣିଆସ୍ଥିତ ସ୍ପୋଟର୍ସ କମ୍ପ୍ଲେକ୍ସଠାରେ ରବିବାର ଆୟୋଜିତ ଠାକୁର ଅନୁକୂଳଚନ୍ଦ୍ରଙ୍କର ଉତ୍କଳ ଆଗମନୀର ୧୦୧ ତମ ପୂର୍ତ୍ତି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ସୁନ୍ଦର ରାଜ୍ୟ ଓ ଦେଶ ଗଠନ ପାଇଁ ଆହ୍ବାନ ଦେଇଛନ୍ତି। ସଭାସ୍ଥଳକୁ ଯାଇ ପ୍ରଥମେ…
ପାକିସ୍ତାନକୁ ଆଇଏମଏଫ ପକ୍ଷରୁ ଝଟକା: ଶେହବାଜଙ୍କ ଦାବିକୁ ଖଣ୍ଡନ…
ଇସଲାମାବାଦ,୮।୧ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ରବିବାର କହିଛି ଯେ ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଭା ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ମଧ୍ୟରେ ବାର୍ତ୍ତାଳାପ ପ୍ରଧାନମନ୍ତ୍ରୀ ଶାହାବାଜଙ୍କ ଅନୁରୋଧ କ୍ରମେ ହୋଇଛି ଏବଂ ଆଇଏମଏଫ ଏମଡିଙ୍କ ଫୋନ କଲ…
ଶୀତରେ ଥରୁଛି ଜି.ଉଦୟଗିରି
ଜି.ଉଦୟଗିରି,୮ା୧(ଡି.ଏନ୍.ଏ.): ପ୍ରବଳ ଶୀତରେ ଥରୁଛି ଜି.ଉଦୟଗିରି ସହର। ଦୁଇ ଦିନ ହେବ ଏଠାରେ ପ୍ରବଳ ଶୀତ ଅନୁଭୂତ ହେଉଛି। ରବିବାର ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରୀ ସେଲ୍ସିୟର ରହିଛି ବୋଲି ଜି ଉଦୟଗିରି କୃଷି ପାଣିପାଗ ଫିଲ୍ଡ ୟୁନିଟ୍ ପକ୍ଷରୁ ଜଣାଯାଇଛି।…
ଫଟୋଶୁଟ୍ ଆଳରେ କିଆରାଙ୍କ ଗାଲରେ ଚୁମ୍ବନ ଦେଇଥିଲେ ବରୁଣ, ରାଗି ଯାଇଥିଲେ ସିଦ୍ଧାର୍ଥ !
ବମ୍ବେ: ଅଭିନେତା ବରୁଣ ଧାଓ୍ବନଙ୍କ ଯୋଗୁ ସାଥୀ କିଆରା ଆଡଭାଣୀଙ୍କ ଉପରେ ରାଗିଥିଲେ ସିଦ୍ଧାର୍ଥ ମଲହୋତ୍ରା। ଏହା ପଛରେ କାରଣଟି ଥିଲା ଚୁମ୍ବନ। ହଁ, ଫିଲ୍ମ ‘ଯୁଗ ଯୁଗ ଜିୟୋ’ର ପ୍ରମୋଶନ ସମୟରେ ଏକ ଫଟୋଶୁଟ୍ ଲାଗି ପୋଜ୍ ଦେଉଥିଲେ ବରୁଣ-କିଆରା।…
Archives


