Home

ମିଲେଟ୍‌ ପାଇଁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର, ୬।୨ (ବ୍ୟୁରୋ):ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସରକାରୀ ପ୍ରୋତ୍ସାହନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ(ଏସ୍‌ଏମ୍‌ଇ)ରେ ପରିଣତ ହେଉଛନ୍ତି। ଏହାର ଉଦାହରଣ ପାଲଟିଛି ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୟାପଲ୍ଲୀ…

ଆଇଆଇଆର୍‌ଏଫ୍‌ ର଼୍ୟାଙ୍କିଙ୍ଗ୍‌ରେ ଏମ୍‌ଏସ୍‌ବିର ଉନ୍ନତ ପ୍ରଦର୍ଶନ

ନୂଆଦିଲ୍ଲୀ,୬।୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଲଭଲି ପ୍ରଫେସନାଲ ୟୁନିଭରସିଟି(ଏଲପିୟୁ)ର ସହଯୋଗୀ ଶିକ୍ଷାନୁଷ୍ଠାନ ମିତ୍ତଲ ସ୍କୁଲ ଅଫ୍‌ ବିଜନେସ୍‌ (ଏମ୍‌ଏସ୍‌ବି)ର ଉତ୍ତମ ପ୍ରଦର୍ଶନ ଜାରି ରହିଛି। ଏପରିକି ନିକଟରେ ପ୍ରକାଶିତ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଶନାଲ୍‌ ର଼୍ୟାଙ୍କିଙ୍ଗ ଫ୍ରେମୱାର୍କ (ଆଇଆଇଆର୍‌ଏଫ୍‌)-୨୦୨୩ରେ ଭଲ ସ୍ଥାନ…

୩ୟ ତ୍ରୈମାସରେ ୬୧୦ କୋଟିର ବିକ୍ରି ରେକର୍ଡ

ନୂଆଦିଲ୍ଲୀ,୬।୨: ୱେଷ୍ଟଲାଇଫ୍‌ ଫୁଡ୍‌ୱାଲର୍‌ଡ ଲିମିଟେଡ୍‌ ପକ୍ଷରୁ ୨୦୨୦-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଆର୍ଥିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଉକ୍ତ ତ୍ରୈମାସରେ କମ୍ପାନୀର ବିକ୍ରି ସଂଖ୍ୟା ବାର୍ଷିକ ଆଧାରରେ ୨୮% ବୃଦ୍ଧି ଘଟି ୬୧୦ କୋଟି ଟଙ୍କାରେ ପହଞ୍ଚତ୍ଛି।…

‘ଶେୟାର ବଜାର ଉପରେ ନଜର’

ନୂଆଦିଲ୍ଲୀ,୬।୨: ଅନ୍ତଃରାଷ୍ଟ୍ରୀୟ ମାର୍କେଟ ରିସର୍ଚ୍ଚ ୟୁନିଟ୍‌ ହିଣ୍ଡନ୍‌ବର୍ଗର ରିପୋର୍ଟ ପ୍ରକାଶ ପରେ ଭାରତୀୟ ଶେୟାର ମାର୍କେଟରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇଛି। ଏପରିକି ଗତ କିଛି ସପ୍ତାହ ହେବ ଶେୟାର ବଜାର କାରବାର ମଧ୍ୟ ସେହି ଅନୁଯାୟୀ ପରିବର୍ତ୍ତନ ହୋଇଚାଲିଛି।…

କିଲିମାଞ୍ଜାରୋ ଆରୋହଣ କରିବେ ମଧୁସ୍ମିତା

ଭୁବନେଶ୍ୱର,୬ା୨(ସ୍ପୋଟର୍‌ସ ବ୍ୟୁରୋ): ଗଞ୍ଜାମ ଜିଲାର ଗୋଶାଣନୂଆଗାଁ ଗ୍ରାମର ପର୍ବତାରୋହୀ ମଧୁସ୍ମିତା ପାତ୍ର ଆଫ୍ରିକା ମହାଦେଶର ଉଚ୍ଚତମ ଗିରିଶୃଙ୍ଗ ମାଉଣ୍ଟ କିଲିମାଞ୍ଜାରୋ ଆରୋହଣ କରିବେ। ରବିବାର ବ୍ରହ୍ମପୁର ପ୍ରେସ୍‌ କ୍ଲବରେ ଏହି ଅଭିଯାନ ପାଇଁ ଫ୍ଲାଗ ଅଫ୍‌ ସେରିମନି ଆୟୋଜିତ ହୋଇଛି। ବାୟୁସେନା…

ବୋଷ୍ଟନରେ ସ୍ବର୍ଣ୍ଣ ଜିତିଲେ ଶଙ୍କର

ବୋଷ୍ଟନ, ୬ା୨ (ପି.ଟି.): ଭାରତୀୟ ହାଇ ଜମ୍ପର ତେଜସ୍ବିନୀ ଶଙ୍କର ଏଠାରେ ଚାଲିଥିବା ନ୍ୟୁ ବାଲାନ୍ସ ଇନ୍‌ଡୋର ଗ୍ରାଁ ପ୍ରିରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ପ୍ରତିଯୋଗିତାରେ ତାଙ୍କୁ ପୂର୍ବତନ ବିଶ୍ୱ ଚାମ୍ପିୟନ ଓ ରାଜ୍ୟଗୋଷ୍ଠୀ…

୧୫ ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୩ କୋଟି ଅର୍ଥ ରାଶି ଅନୁମୋଦନ

ଭୁବନେଶ୍ୱର, ୬।୨(ବ୍ୟୁରୋ):‘ମୋ କଲେଜ’ ଅଭିଯାନ ଅନ୍ତର୍ଗତ ପ୍ରକଳ୍ପ ଅନୁଦାନ କାର୍ଯ୍ୟକ୍ରମରେ ରବିବାର ୧୫ଟି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ମୋଟ ୩ କୋଟି ୬୦ ଲକ୍ଷ ୩୪ ହଜାର ୫୫୪ ଟଙ୍କାର ଅର୍ଥ ରାଶି ଅନୁମୋଦନ କରାଯାଇଛି। ଏଥିରେ ଭୁବନେଶ୍ୱରର ରମାଦେବୀ ମହିଳା…

ୟୁନାଇଟେଡ କପ୍‌ କ୍ରିକେଟ: ସୁନ୍ଦରଗ୍ରାମ ସ୍ପୋର୍ଟିଂ ଚାମ୍ପିୟନ

କଣ୍ଟାପଡା, ୬ା୨ (ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବାଇରୋଇ ନାରାୟଣୀ ୟୁଥକ୍ଲବ ପକ୍ଷରୁ ସ୍ଥାନୀୟ କେଳାକୁଦ ପଡିଆରେ ଆୟୋଜିତ ୩ୟ ୟୁନାଇଟେଡ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ବାଲିଅନ୍ତା ଆର୍‌ସିସି କ୍ରିକେଟ କ୍ଲବକୁ ୮୬ ରନରେ ହରାଇ ସ୍ମାଇଲ ଏସ୍‌ଜି…

ସେମିଫାଇନାଲରେ ଭାଲିଆଭାଡ଼ି

ପୁରୁଣା ଭୁବନେଶ୍ୱର, ୬ା୨(ଡିଏନ୍‌ଏ): ମା’ ଭଗବତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ବାଙ୍କୁଆଳ ଖେଳପଡିଆରେ ଅନୁଷ୍ଠିତ ଜଗବନ୍ଧୁ ସ୍ବାଇଁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଖୋର୍ଦ୍ଧାର ଭାଲିଆଭାଡି। ଗୁରୁଜଙ୍ଗ କ୍ରିକେଟ କ୍ଲବକୁ ୭ ଉଇକେଟରେ ପରାସ୍ତ କରିଛି…

ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ

ପୁରୀ ଅଫିସ, ୬ା୨:ଶ୍ରୀମନ୍ଦିରରେ ରବିବାର ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଛି। ସକାଳେ ମଙ୍ଗଳ ଆଳତି ପରେ ଭକ୍ତମାନେ ଶ୍ରୀମନ୍ଦିର ଭିତରକାଠ ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରୁଥିଲେ। ଏହି ସମୟରେ ଜଣେ ବୃଦ୍ଧା ଭିତରକାଠ ନିକଟରେ ଛେପ ପକାଇ ଦେଇଥିଲେ। ଏହା…

ସୂର୍ଯ୍ୟାଂଶୁ ଚାମ୍ପିୟନ, ଅଂଶୁମାନ ରନରଅପ୍‌

ଭୁବନେଶ୍ୱର, ୬ା୨ (ସ୍ପୋଟର୍‌ସ ବ୍ୟୁରୋ): ସ୍ଥାନୀୟ ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନ ମନ୍ଦିରଠାରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ୬ ରାଉଣ୍ଡବିଶିଷ୍ଟ ଏହି ପ୍ରତିଯୋଗିତାରେ ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ସୂର୍ଯ୍ୟାଂଶୁ ମହାକୁଡ଼ ପ୍ରଥମ ସ୍ଥାନ ଅଧିକାର…

ହରିୟାଣାକୁ ହରାଇଲା ଓଡ଼ିଶା

ପୁରୀ ଅଫିସ, ୬ା୨ : ତାଳବଣିଆ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ରବିବାରଠାରୁ ୪୪ତମ ଜାତୀୟ ସଫ୍ଟବଲ ପୁରୁଷ ଓ ମହିଳା ଚାମ୍ପିୟନଶିିପ୍‌ ଆରମ୍ଭ ହୋଇଛି। ଏହା ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବିଭିନ୍ନ ରାଜ୍ୟର ୨୬ ପୁରୁଷ ଓ ୨୪ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?