ଦିଲ୍ଲୀରେ ଶୂନ, ଗୁରୁଗ୍ରାମ୍ରେ ମାଇନସ୍ରେ ପହଞ୍ଚିଲା ତାପମାତ୍ରା: ଆଲର୍ଟ ଜାରି କଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ,୧୩।୧: ରାଜଧାନୀ ଦିଲ୍ଲୀରେ କିଛି ଦିନରୁ ଶୀତ ଲହରୀରୁ ଟିକେ ଆଶ୍ୱସ୍ତି ମିଳିଥିବା ବେଳେ ଏବେ ପୁଣି ଥରେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟ ପାଇଁ ଆଲର୍ଟ ଜାରି କରାଯାଇଛି। ଆସନ୍ତ ୪୮ଘଣ୍ଟା ମଧ୍ୟରେ ଦିଲ୍ଲୀ ସମେତ ପଶ୍ଚିମ ଓ ଉତ୍ତର…
ଶରଦ ଯାଦବଙ୍କଠାରୁ ରାଜନୀତି ଶିଖିଛି: ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ,୧୩।୧: ଜନତା ଦଳର ୟୁନାଇଟେଡ୍ର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ପରଲୋକ ଘଟିଛି। କଂଗ୍ରେସ ନେତା ରାହୁତଙ୍କ ଗାନ୍ଧୀ ଶୁକ୍ରବାର ଶରଦ ଯାଦବଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ଦେହାନ୍ତରେ ରାହୁଲ…
ଗଞ୍ଜାମରେ ହେବ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ ସର୍ଭେ
ଛତ୍ରପୁର,୧୩ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଥିବା ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରାଯିବ। ଜିପିଏସ୍ ଓ ଡିଜିପିଏସ୍ ମାଧ୍ୟମରେ ଏହି ହାଇଟେକ୍ ସର୍ଭେ ହେବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଜଙ୍ଗଲ ଜମିର ସୀମା ନିର୍ଦ୍ଧାରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ…
ଖାସ୍ ଉପଲବ୍ଧି ହାସଲ କଲା ଭାରତ
କୋଲକାତା,୧୩।୧: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ବିଜୟ ହାସଲ କରିଛି। ଇଡେନ ଗାର୍ଡେନ୍ସରେ ଅନୁଷ୍ଠିତ ମ୍ୟାଚରେ ଭାରତ ଭ୍ରମଣକାରୀ ଦଳକୁ ୪ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ପରେ ଟିମ ଇଣ୍ଡିଆ…
ଖାଦ୍ୟ ସଙ୍କଟ ମୁକାବିଲା କରିବାରେ ପାକିସ୍ତାନ ବିଫଳ: କରାଚି ବନ୍ଦରରେ ଅଟକି ରହିଲା ହଜାର ହଜାର ଖାଦ୍ୟ ସାମଗ୍ରୀ କଣ୍ଟେନର
ଇସଲାମାବାଦ,୧୩ା୧: ଗହମ ଅଭାବ ମଧ୍ୟରେ ପାକିସ୍ତାନୀ ବ୍ୟାଙ୍କଗୁଡ଼ିକ ବିଦେଶୀ ମୁଦ୍ରା ଦେୟ ଦେବାକୁ ଅନିଚ୍ଛା ପ୍ରକାଶ କରି କରାଚି ବନ୍ଦରରେ ହଜାର ହଜାର ପରିବହନ ସାମଗ୍ରୀକୁ ବନ୍ଦ କରି ଦେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏଠାରେ ଅନେକ ଖାଦ୍ୟ ସାମଗ୍ରୀ ଅଛି,…
ଜି.ଉଦୟଗିରି କାଉନସିଲର ଉପନିର୍ବାଚନରେ ବିଜେଡି ବିଜୟୀ
ଜି.ଉଦୟଗିରି,୧୩ା୧(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଏନ୍ଏସିର ୬ ନମ୍ବର ଓ୍ବାର୍ଡ କାଉନସିଲର ପଦବୀ ନିମନ୍ତେ ଗୁରୁବାର ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ସିଦ୍ଧେଶ୍ୱରୀ ନାୟକ ବିଜୟୀ ହୋଇଛନ୍ତି। ସିଦ୍ଧେଶ୍ୱରୀ ସମୁଦାୟ ୬୫ଟି ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ…
ଘନ କୁହୁଡ଼ି ବଳୟରେ ପାଟଣା: ଜନଜୀବନ ଅସ୍ତବ୍ୟସ୍ତ
ପାଟଣା,୧୩ା୧(ସ୍ବ.ପ୍ର.): ଘନ କୁହୁଡ଼ି ବଳୟରେ ଶୁକ୍ରବାର ସକାଳୁ କେନ୍ଦୁଝର ଜିଲା ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳର ରାସ୍ତା ଘାଟ ଆଚ୍ଛାଦିତ ହୋଇଥିବାରୁ ସକାଳ ୯ଟା ପର୍ଯ୍ୟନ୍ତ ଗମନାଗମନରେ ବ୍ୟାହତ ସୃଷ୍ଟି ହୋଇଥିଲା। କୁହୁଡ଼ି ଯୋଗୁ ୨ ଶହ ମିଟର ରାସ୍ତା…
ଦେଶରେ ଆଜି ୧୭୪ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୧୩।୧: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୭୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ନୂତନ ମାମଲା ଆସିବା ପରେ ଦେଶରେ ସଂକ୍ରମିତ ରୋଗୀଙ୍କ…
ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀ ଆକ୍ରମଣ ଯୋଜନା ପଣ୍ଡ
ନୂଆଦିଲ୍ଲୀ,୧୩।୧: ାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀଙ୍କ ଏକ ବଡ଼ ଷଡଯନ୍ତ୍ର ଯୋଜନା ପଣ୍ଡ ହୋଇଛି। ରାଜଧାନୀ ଦିଲ୍ଲୀରେ ସଂଦିଗ୍ଧ ଦୁଇ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ ଗିରଫ କରିଛି। ଆତଙ୍କବାଦୀ ସଂଗଠନ ସହ ଏହି ୨ ବ୍ୟକ୍ତି ଜଡିତ ଥିବା…
ମୋବାଇଲ ବନ୍ଦ ରଖିପାରିବେନି କର୍ମଚାରୀ
ଭୁବନେଶ୍ୱର,୧୩ା୧(ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍ର ସୁପରିଚାଳନା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଭୁବନେଶ୍ୱର ପାଇଁ ଖୋର୍ଦ୍ଧା ଜିଲା ସହରାଞ୍ଚଳ ଅତିରିକ୍ତ ସ୍ବାସ୍ଥ୍ୟ ଅଧିକାରୀ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ୧୩ରୁ ୨୯ ପର୍ଯ୍ୟନ୍ତ ଅର୍ଥାତ୍ ବିଶ୍ୱକପ୍ ଶେଷ…
‘ଭାରତୀୟମାନେ ସଚ୍ଚୋଟ ନାଗରିକ’
ଓ୍ବାଶିଂଟନ,୧୩ା୧: ଆମେରିକା ସଂସଦରେ ଭାରତୀୟ-ଆମେରିକୀୟ ସମ୍ପ୍ରଦାୟକୁ ପ୍ରଶଂସା କରାଯାଇଛି। ରିପବ୍ଲିକାନ କଂଗ୍ରେସ କର୍ମୀ ରିଚ୍ ମ୍ୟାକ୍କର୍ମିକ୍ ଗୃହରେ ଥିବା ତାଙ୍କର ସମସ୍ତ ସହକର୍ମୀଙ୍କୁ କହିଛନ୍ତି, ଆମେରିକାର ଭାରତୀୟ-ଆମେରିକୀୟଙ୍କ ମଧ୍ୟରୁ ୬ ପ୍ରତିଶତ ଟିକସ ଦିଅନ୍ତି। ଏଥି ସହିତ ସେ ଆହୁରି ମଧ୍ୟ…
‘ଚିକିତ୍ସା ନୁହେଁ, ମରିବାକୁ ଥିଲା ପସନ୍ଦ’
ହିନ୍ଦୀ ସିନେମାର ପ୍ରସିଦ୍ଧ ଅଭିନେତା ସଞ୍ଜୟ ଦତ୍ତ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। କ୍ୟାନସର୍ ଭଳି ଏକ ଗୁରୁତର ରୋଗ ସହ ଲଢି ଶେଷରେ ଜିତିଥିବା ସଞ୍ଜୟ ଦତ୍ତ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ଏହି ରୋଗକୁ ସେ କିପରି…
Archives


