Home

ଘୃଣା ମନ୍ତବ୍ୟ ଏକ ଆତଙ୍କ

ନୂଆଦିଲ୍ଲୀ,୧୪।୧: ଘୃଣା ମନ୍ତବ୍ୟକୁ ସୁପ୍ରିମକୋର୍ଟ ଏକ ‘ସମ୍ପୂର୍ଣ୍ଣ ଆତଙ୍କ’ ରୂପେ ଅଭିହିତ କରିବା ସହ ଏଥିପାଇଁ ଟିଭି ନ୍ୟୁଜ୍‌ କଣ୍ଟେଣ୍ଟ ଉପରେ ନିୟନ୍ତ୍ରଣର ଅଭାବକୁ ଦାୟୀ କରିଛନ୍ତି। ଭାରତୀୟ ଗଣମାଧ୍ୟମ ମୁକ୍ତ ଓ ସନ୍ତୁଳିତ ହେବା ଆବଶ୍ୟକ ବୋଲି ଜଷ୍ଟିସ୍‌ କେ.ଏମ୍‌.…

ବୈଠକ ମଝିରେ ମନ୍ତ୍ରୀଙ୍କ କ୍ଲାସ ନେଲେ ପୁଟିନ, କହିଲେ ମୋତେ ମୁର୍ଖ ଭାବନନାହିଁ: ଭିଡିଓ ଭାଇରାଲ

ମସ୍କୋ,୧୪ ।୧: ରୁଷିଆର ରାଷ୍ଟ୍ରପତି ଏବେ ଚିନ୍ତାଗ୍ରସ୍ତ ଥିବା କୁହାଯାଉଛି । ଯାହାର ପ୍ରମାଣ ବେଳେ ବେଳେ ଦେଖିବାକୁ ବି ମିଳୁଛି । ନିକଟରେ ଏକ ଭିଡିଓ କନଫରେନ୍ସିଂ ସମୟରେ ସେ ତାଙ୍କ ଉପ ପ୍ରଧାନମନ୍ତ୍ରୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।…

ଭାଜପା ନେତ୍ରୀଙ୍କ ବିରୋଧରେ ମହିଳା ଆୟୋଗ ଗଲେ ଉର୍ଫି

ଜାନୁୟାରୀ ୪ରେ ଭାଜପା ନେତ୍ରୀ ଚିତ୍ରା କିଶୋର ଓ୍ବାଘ ଅଭିନେତ୍ରୀ ଉର୍ଫି ଜାଭେଦଙ୍କ ଅଶାଳୀନ ଡ୍ରେସିଂ ସେନ୍ସକୁ ନେଇ ଟୁଇଟର୍‌ରେ ସମାଲୋଚନା କରିଥିଲେ। ଅର୍ଦ୍ଧନଗ୍ନ ମହିଳା ରାସ୍ତାରେ ଖୋଲାଖୋଲି ବୁଲୁଛନ୍ତି। ଏହା ଉପରେ ମହାରାଷ୍ଟ୍ର ମହିଳା କମିଶନଙ୍କ ଦୃଷ୍ଟି କାହିଁକି ପଡ଼ୁନି?…

ଜି୨୦ ଅଧ୍ୟକ୍ଷତା: ଭାରତଠାରୁ ଅନେକ ଆଶା

ଚଳିତ ବର୍ଷ ଭାରତର ଜି୨୦ ଅଧ୍ୟକ୍ଷତାରୁ ବିଶ୍ୱ ସମୁଦାୟ ଅନେକ କିଛି ଆଶା କରୁଛି ବୋଲି ଶୁକ୍ରବାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌) ପରିଚଳାନା ନିର୍ଦ୍ଦେଶିକା କ୍ରିଷ୍ଟାଲିନା ଜର୍ଜିଏଭା କହିଛନ୍ତି। ବର୍ତ୍ତମାନର ସଙ୍କଟ ସମୟରେ ଅନ୍ତର୍ଜାତୀୟ ସମୁଦାୟ ବିଶ୍ୱର ସମନ୍ବିତ ଅର୍ଥନୀତିକୁ ସୁରକ୍ଷା…

ବିବାହ ବନ୍ଧନରେ ଆବଦ୍ଧ ହେଲେ ଏହି ଭାରତୀୟ ମହିଳା କ୍ରିକେଟର

ନୂଆଦିଲ୍ଲୀ,୧୩।୧: ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳି ବେଦା କୃଷ୍ଣମୂର୍ତ୍ତି ଗୁରୁବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଦିବଂଗତ ମା’ଙ୍କ ଜନ୍ମ ବାର୍ଷିକୀ ଅବସରରେ ସେ କର୍ନାଟକ କ୍ରିକେଟର ଅର୍ଜୁନ ହୋଏସାଲାଙ୍କ ହାତ ଧରିଛନ୍ତି। ଏହାପରେ ସୋସିଆଲ ମିଡିଆରେ କିଛି ଫଟୋ…

ଘୋଡ଼ା ଚଢ଼ିବା ବେଳେ ଚେତାଶୂନ୍ୟ ହେଲେ ରଣଦୀପ

ବମ୍ବେ: ବଲିଉଡ୍‌ ଅଭିନେତା ରଣଦୀପ ହୁଡା ଅସୁସ୍ଥ। ତାଙ୍କୁ ଚିକିତ୍ସା ଲାଗି କୋକିଲାବେନ ଧିରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘୋଡ଼ା ଚଢ଼ୁଥିବା ବେଳେ ସେ ଚେତାଶୂନ୍ୟ ହୋଇଯାଇଥିଲେ। ଫଳରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିବା…

ବିଶ୍ୱକପ୍‌ରେ ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ

ରାଉରକେଲା,୧୩।୧: ପୁରୁଷ ହକି ବିଶ୍ୱକପ୍‌ ୨୦୨୩ରେ ବିଜୟରୁ ଅଭିଯାନ ଆରମ୍ଭ କରିଛି ଭାରତ। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ୍‌ ବିପକ୍ଷରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ଦଳ ୨-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ଭାରତ ପକ୍ଷରୁ…

ସନ୍ନ୍ୟାସ ନେଇ ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆନୁଷ୍ଠାନିକ ଭାବେ ବୃତ୍ତିଗତ ଟେନିସରୁ ବିଦାୟ ନେଉଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ କରି ସେ ଏହା ଘୋଷଣା କରିଛନ୍ତି। ସାନିଆ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି, ଅଷ୍ଟ୍ରେଲୀୟ…

ମଦ୍ୟପାନ କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର କାଞ୍ଝେଓ୍ବାଲା ମାମଲାରେ ଅଭିଯୁକ୍ତମାନଙ୍କ ରକ୍ତ ନମୂନା ରିପୋର୍ଟ ଆସିଛି। ଦିଲ୍ଲୀ ପୋଲିସକୁ ମିଳିଥିବା ରିପୋର୍ଟରେ ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ। ଏଥିସହ ଘଟଣା ସମୟରେ ଗାଡ଼ିରେ ୪ ଅଭିଯୁକ୍ତ ଉପସ୍ଥିତ ଥିବା ଏଫଏସ୍‌ଏଲ୍‌ ସ୍ପଷ୍ଟ କରିଛି। ପ୍ରକାଶ ଯେ,ନୂଆ ବର୍ଷ…

ଓଡ଼ିଶା ଆସିବେ ମଲ୍ଲିକାର୍ଜୁନ-ପ୍ରିୟଙ୍କା

ଭୁବନେଶ୍ୱର,୧୩।୧(ବ୍ୟୁରୋ): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଓ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଫେବୃୟାରୀରେ ଓଡ଼ିଶା ଆସିବେ । ଉଭୟ ଦଳର ‘ହାଥ୍‌ ସେ ହାଥ୍‌ ଯୋଡୋ’ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଶୁକ୍ରବାର ସୂଚନା ଦେଇଛନ୍ତି।…

ମୁରଲୀ ମନୋହରଙ୍କୁ ଭେଟିଲେ ଶାହା: ପାଦ ଛୁଇଁ ନେଲେ ଆଶୀର୍ବାଦ

ମୁମ୍ବାଇ,୧୩।୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଭାଜପାର ବରିଷ୍ଠ ନେତା ଡା. ମୁରଲୀ ମନୋହର ଯୋଶୀଙ୍କୁ ତାଙ୍କ ବାସଭବନ ୬ ରାୟସୀନାରେ ଭେଟିଛନ୍ତି। ଏହି ସାକ୍ଷାତକାର ସମୟରେ ଶାହା ମୁରଲୀ ମନୋହରଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଏହାପରେ…

ପ୍ରାୟ ୧ଘଣ୍ଟା ଧରି ଚାଲିଲା ଏଲ୍‌ଜି-କେଜ୍‌ରିଓ୍ବାଲଙ୍କ ବୈଠକ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀରେ କେଜ୍‌ରିୱାଲ ସରକାର ଏବଂ ଲେଫ୍ଟନାଣ୍ଟ ଗଭର୍ନର(ଏଲ୍‌ଜି) ବିନୟ ସାକ୍ସେନାଙ୍କ ମଧ୍ୟରେ ବିବାଦ ଜାରି ରହିଛି। ଇତିମଧ୍ୟରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଏଲ୍‌ଜି ବିନୟ ସାକ୍ସେନାଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠକ ଏଲ୍‌ଜି ସଚିବାଳୟରେ ଅନୁଷ୍ଠିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri