ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ ଅଭିଯୋଗରେ ଜଣେ ଗିରଫ
ନୂଆଦିଲ୍ଲୀ,୧୮।୧: ଅର୍ଥ ମନ୍ତ୍ରଣାଳୟ ସହ ଜଡିତ ସମ୍ବେଦନଶୀଳ ତଥ୍ୟ ଲିକ ଅଭିଯୋଗରେ ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଏକ ଗୁପ୍ତଚର ନେଟୱାର୍କକୁ ଧରିଛି। ଗୁପ୍ତଚର କାର୍ଯ୍ୟକଳାପ ତଥା ଟଙ୍କା ବଦଳରେ ବର୍ଗୀକୃତ ତଥ୍ୟ ପ୍ରଦାନ ଅଭିଯୋଗରେ ଡାଟା ଏଣ୍ଟ୍ରି ଅପରେଟର ସୁମିତଙ୍କୁ…
ରାଜଧାନୀରେ ପହଞ୍ଚିଲା ‘ଡାକୋଟା’
ଭୁବନେଶ୍ୱର,୧୮ା୧(ବ୍ୟୁରୋ): ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିଛି ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରିୟ ବିମାନ ତଥା ସ୍ମୃତି ‘ଡାକୋଟା’। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏହାକୁ ଭୁବନେଶ୍ୱର ବିମାନବନ୍ଦର ଅଣାଯାଇଛି। ପ୍ରଥମେ…
ବନ୍ଦ ହେବ ନାହିଁ ‘ହାଇବ୍ରିଡ୍ ଯୁଦ୍ଧ’
କିଭ୍,୧୮ା୧: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗି ଲାଭ୍ରୋଭ୍ କହିଛନ୍ତି, ୟୁକ୍ରେନର ମସ୍କୋରେ ଚାଲିଥିବା ‘ହାଇବ୍ରିଡ୍ ଯୁଦ୍ଧ’ ବନ୍ଦ ହେବ ନାହିଁ। କିଛି ଆଇନଗତ ଚିନ୍ତାଧାରା ହାସଲ କରିବାକୁ ଲକ୍ଷ୍ୟ ରଖିଛି ରୁଷିଆ। ସମସ୍ତ ଉପାୟରେ ଏହା କରାଯିବ। ୟୁକ୍ରେନରେ ଏପରି ସାମରିକ…
ବିବାହ ପରେ ରାଖୀଙ୍କ ନୂଆ ଅବତାର: ହିଜାବ-ବୁର୍ଖା ପିନ୍ଧି ଘରୁ ବାହାରିଲେ…
ବମ୍ବେ: ବିବାହକୁ ନେଇ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସୁଛନ୍ତି ଡ୍ରାମା କୁଇନ୍ ରାଖୀ ସାଓ୍ବନ୍ତ। ପ୍ରେମିକ ଆଦିଲ ଖାଁଙ୍କ ହାତ ଧରିବା ପରେ ସେ ଧର୍ମ ବଦଳାଇଦେଇଛନ୍ତି। ଏସବୁ ଭିତରେ ରାଖୀଙ୍କୁ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ଦେଖାଯାଇଛି। ବିବାହ…
ସନ୍ୟାସୀ ଦୀକ୍ଷା ନେଲେ ପ୍ରସିଦ୍ଧ ହୀରା ବ୍ୟବସାୟୀଙ୍କ ୮ ବର୍ଷର ଝିଅ
ସୁରତ,୧୮।୧: ଗୁଜରାଟର ସୁରତରେ ହୀରା ବ୍ୟବସାୟୀଙ୍କ ଆଠ ବର୍ଷର ଝିଅ ସନ୍ୟାସୀ ଦୀକ୍ଷା ନେଇଛନ୍ତି। ଧନେଶ ସାଙ୍ଗଭୀଙ୍କ ଝିଅ ଦେବାଂଶୀ ଜୈନ ସନ୍ନ୍ୟାସୀ ଆଚାର୍ଯ୍ୟ ବିଜୟ କୀର୍ତ୍ତ୍ୟାଶୁରୀଙ୍କଠାରୁ ଦୀକ୍ଷା ଗ୍ରହଣ କରିଛନ୍ତି। ଦେବାଂଶୀ ସିରୋହି ଜିଲାର ମାଲଗାଓଁର ବାସିନ୍ଦା। ସେ କୁଇଜରେ…
ଭାରତୀୟ କୁସ୍ତି ମହାସଂଘର ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ଭିନେଶ
ନୂଆଦିଲ୍ଲୀ,୧୮।୧: ରେସଲିଂ ଫେଡେରେଶନ ଅଫ୍ ଇଣ୍ଡିଆ(ଭାରତୀୟ କୁସ୍ତି ମହାସଂଘ) ଏବଂ ଏହାର ସଭାପତି ବ୍ରିଜ ଭୂଷଣ ଶାରନ ସିଂହଙ୍କ ବିରୋଧରେ ବିକ୍ଷୋଭ କରିଛନ୍ତି ଭାରତୀୟ ରେସଲର। ଟୋକିଓ ଅଲିମ୍ପିକ ୨୦୨୨ ପଦକ ବିଜେତା ବଜରଙ୍ଗ ପୁନିଆ, ରିଓ ଅଲିମ୍ପିକ ୨୦୧୬ ବ୍ରୋଞ୍ଜ…
ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଫ୍ରାନ୍ସ ବିଶେଷଜ୍ଞ ଦଳ
କାଠମାଣ୍ଡୁ,୧୮ା୧: ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବୁଧବାର ଫ୍ରାନ୍ସର ଏକ ବିଶେଷଜ୍ଞ ଦଳକୁ ଡାକିଛି ନେପାଳ। ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣ ଯାତ୍ରୀ ଥିଲେ। ଫ୍ରାନ୍ସର ଏକ ବିଶେଷଜ୍ଞ ଦଳ ଦୁର୍ଘଟଣାର ଅନୁସନ୍ଧାନ ପାଇଁ…
ଭାଜପା ଏମ୍ପି ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଦେଲେ ସଫେଇ
ନୂଆଦିଲ୍ଲୀ,୧୮।୧: ଭାଜପା ଏମ୍ପି ତେଜସ୍ବୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି, ତଥ୍ୟକୁ ଦେଖିବା ଆବଶ୍ୟକ। ବିମାନଟି ରନ୍ଓ୍ବେରେ ଥିବାବେଳେ ଜରୁରୀକାଳୀନ…
ବିବାଦରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ମହିଳା ଥାନାର ଦ୍ୱାରସ୍ଥ ହେଲେ ପତ୍ନୀ
କଟକ ଅଫିସ,୧୮।୧: ପୁଣି ବିବାଦରେ ଫସିଛନ୍ତି ଓଲିଉଡ ଗାୟକ ହ୍ୟୁମାନ ସାଗର। ହ୍ୟୁମାନ ଶାରିରୀକ ଏବଂ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆଣିଛନ୍ତି ପତ୍ନୀ। ସେ ଏଥିରେ ଅତିଷ୍ଠ ହୋଇ ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି। ଗୁରୁବାର ପୂର୍ବାହ୍ନ…
‘ଗିଲ ହେ କି ମାନତା ନେହିଁ’
ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଚମକିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ ଶୁଭମନ ଗିଲ। ବିସ୍ଫୋରକ ବ୍ୟାଟିଂ କରି ସେ ନିଜର ଦ୍ୱିଶତକ ପୂରଣ କରିଛନ୍ତି। ଏହି ସଫଳତାକୁ ନେଇ ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ ଫିଲ୍ମର ପୋଷ୍ଟର ଶେୟାର କରି…
ପୁଣି ଅଡୁଆରେ ଅଶନୀର
ନୂଆଦିଲ୍ଲୀ, ୧୮।୧: ଭାରତ ପେ’ ପୂର୍ବତନ ସହ-ପ୍ରତିଷ୍ଠାତା ତଥା ଶାର୍କ ଟ୍ୟାଙ୍କ ଇଣ୍ଡିଆର ପୂର୍ବତନ ବିଚାରପତି ଅଶନୀର ଗ୍ରୋଭର ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। କାରଣ ଫିନ୍ଟେକ ୟୁନିକର୍ନର ମୂଳ ପ୍ରତିଷ୍ଠାତା ଭାବିକ କୋଲାଡିଆ…
ଇତିହାସ ରଚିଲେ ଶୁବମନ ଗିଲ
ହାଇଦ୍ରାବାଦ୍,୧୮।୧: ହାଇଦ୍ରାବାଦ୍ରେ ଖେଳାଯାଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଶୁବମନ ଗିଲ ଦ୍ୱିଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ଗିଲ ୧୪୬ ବଲରେ ଦ୍ରୁତ ଦ୍ୱିଶତକ ହାସଲ କରିଥିଲେ। ସେ ୨୦୮ ରନର ପାଳି ଖେଳିଥିଲେ। ସେ ତାଙ୍କ ଇନିଂସରେ ୧୯…
Archives


