Home

ଉଦ୍ଧାର ଶାଗୁଣାକୁ ନନ୍ଦନକାନନରେ ଛାଡ଼ିଲା ବନବିଭାଗ

ଝାରସୁଗୁଡା ଅଫିସ୍‌,୧୨।୧୨: ଝାରସୁଗୁଡା ଜିଲା ବେଲପାହାଡ ରେଞ୍ଜ ଅଧିନ ବାଘମୁଣ୍ଡା ବନ ବିଭାଗ ତରଫରୁ ଉଦ୍ଧାର କରାଯାଇଥିବା ହିମାଲୟନ ଗ୍ରୀଫୋନ ଭୁଲ୍ଟୁରେ ପକ୍ଷୀ (ବିରଳ ଶାଗୁଣା)କୁ ଶନିବାର ଭୁବନେଶ୍ୱରସ୍ଥିତ ନନ୍ଦନକାନନରେ ଛଡା ଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗତ ୫ତାରିଖରେ ଝାରସୁଗୁଡା ଜିଲା…

ମଣ୍ଡିରେ ପଡ଼ିଛି ଧାନ, ବାଜିରେ ଚାଷୀଙ୍କ ଜୀବନ

ସମ୍ବଲପୁର,୧୨ା୧୨(ବ୍ୟୁରୋ): ସମ୍ବଲପୁର ଜିଲାରେ ଧାନ ସଂଗ୍ରହରେ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଥିଲା। ହୀରାକୁଦ ସେଚାଞ୍ଚଳ ସଦର ଉପଖଣ୍ଡରେ ଟୋକନ, କଟନୀ ଛଟନୀ ଭଳି ସମସ୍ୟା ଲାଗି ରହିଥିବା ବେଳେ କୁଚିଣ୍ଡା ଉପଖଣ୍ଡରେ ମଣ୍ଡିରୁ ଧାନ ଉଠାଣକୁ ନେଇ ବଡ ସମସ୍ୟା ସୃଷ୍ଟି ହୋଇଛି।…

ମଣ୍ଡିରେ ପଡ଼ିଛି ଧାନ, ବର୍ଷା ଆଶଙ୍କାରେ ଚାଷୀ

ଲୋଇସିଂହା,୧୨।୧୨(ଡି.ଏନ.ଏ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ଖରିଫ ଧାନକିଣା ଆରମ୍ଭ ହୋଇଛି। ଲୋଇସିଂହା ଓ ବୁର୍ଡାକୁ ବାଦ୍‌ ଦେଇ ବାକି ପାକ୍ସରେ ଧାନକିଣା ଚାଲିଛି। ବ୍ଲକର ୧୦ ପାକ୍ସରୁ ୮ ପାକ୍ସରୁ ଶନିବାର ସୁଦ୍ଧା ୫ ହଜାର ୪୪୧ କୁଇଣ୍ଟାଲ ୪୬…

ଖୋଲା ଆକାଶ ତଳେ ଗଦା ହୋଇଛି ଧାନ

କୁନ୍ଦୁରା,୧୨ା୧୨(ଡି.ଏନ.ଏ.): ଚଳିତ ଖରିଫ ଋତୁ ପାଇଁ ଯେତେ ବିଳମ୍ବରେ ଧାନ ମଣ୍ଡିର ଶୁଭାରମ୍ଭ ହେବ ସେତିକି ଅଧିକ କ୍ଷୁଦ୍ର ଓ ମଧ୍ୟମବର୍ଗର ଚାଷୀ ଦଲାଲଙ୍କ ନିକଟରେ ଧାନ ବିକି ଅଭାବୀ ବିକ୍ରିର ଶିକାର ହେବେ ବୋଲି କୃଷକ କଲ୍ୟାଣ ମଞ୍ଚ ସମ୍ପାଦକ…

ଥମୁଛି ଦୈନିକ ସଂକ୍ରମଣ-ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀ ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୪ ହଜାର ତଳେ ରହିଛି। ସେହିପରି ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି…

ଯନ୍ତ୍ରୀ ଜାଣିନାହାନ୍ତି କାର୍ଯ୍ୟର ଅଟକଳ ମୂଲ୍ୟ

ମାଲକାନଗିରି,୧୨ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବିଏଲକେ ଅନ୍ତର୍ଗତ ଏମପିଭି-୨୯ ଗ୍ରାମ ନିକଟସ୍ଥ ପୋଟେରୁ ଜଳସେଚନ ବିଭାଗର ଶାଖା କେନାଲରେ ନିର୍ମାଣାଧୀନ କଂକ୍ରିଟ କାମ ନିମ୍ନମାନର କରାଯାଉଥିବା ଅଭିଯୋଗ ହୋଇଛି। ଏଥିସହ ଏହି କାର୍ଯ୍ୟରେ ଶିଶୁ ଶ୍ରମିକ ନିୟୋଜିତ କରାଯାଇଥିବା କୁହାଯାଉଛି। ଏହି…

ଭାରତକୁ ମିଳିଲା ରୁଷିଆର ସମର୍ଥନ

ମସ୍କୋ,୧୨ା୧୨: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ସ୍ଥାୟୀ ସଦସ୍ୟତା ପାଇଁ ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ପୁଣିଥରେ ଭାରତକୁ ସମର୍ଥନ କରିଛନ୍ତି। ସେ ଭାରତକୁ ପ୍ରଶଂସା କରିବା ସହ କହିଛନ୍ତି, ବିଶ୍ୱ ତଥା ଆଞ୍ଚଳିକ ପ୍ରସଙ୍ଗରେ ପରିଷଦରେ ଭାରତ…

ବେଢ଼ାବନ୍ଧ ସୌନ୍ଦର୍ଯ୍ୟକରଣ ଯୋଜନା ବାଟବଣା

ବ୍ରହ୍ମପୁର ଅଫିସ,୧୨ା୧୨: ବ୍ରହ୍ମପୁର ମହାନଗର ୨୬ନଂ ୱାର୍ଡ ଅନ୍ତର୍ଗତ ଗୋଷାଣି ନୂଆଗାଁ ଅଞ୍ଚଳରେ ଅଛି ଶତାଧିକ ବର୍ଷର ପୁରାତନ ବିଶାଳ ଜଳାଶୟ ବେଢ଼ାବନ୍ଧ। ଏବେ ଊକ୍ତ ପୋଖରୀ ପାଣି ପ୍ରଦୂଷିତ ହେବା ସହ ଲଟାବୁଦା ମାଡ଼ିଛି। ଆଧୁନିକୀ ଓ ସୌନ୍ଦର୍ଯ୍ୟକରଣ ପାଇଁ…

ସ୍ବପ୍ନ ପାଲଟିଛି ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ

କେନ୍ଦୁଝର, ୧୨ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଅନ୍ତର୍ଗତ ବଲାଣିସ୍ଥିତ ବଲାଣି ଖାଦାନ ଷ୍ଟେଶନ କାର୍ଯ୍ୟକ୍ଷମ ହେବାର ୬୦ ବର୍ଷ ଅତିକ୍ରମ କରିଛି। ଏକଦା ଖଣିଜ ପରିବହନ ନିମନ୍ତେ ପ୍ରତିଷ୍ଠା ହୋଇଥିବା ଉକ୍ତ ରେଳଷ୍ଟେଶନରେ ଯାତ୍ରୀବାହୀ ରେଳ ଚଳାଚଳ…

ନୌସେନାରେ ମହିଳା କମାଣ୍ଡୋ: ଶୀଘ୍ର ହେବ ଘୋଷଣା…

ନୂଆଦିଲ୍ଲୀ,୧୨।୧୨ : ଭାରତୀୟ ନୌସେନା ଏହାର ସ୍ବତନ୍ତ୍ର ବାହିନୀରେ ମହିଳାମାନଙ୍କୁ ଉତ୍ସାହିତ କରିବା ଲାଗି ଏକ ଐତିହାସିକ ପଦକ୍ଷେପ ନେଇଛି। ପ୍ରଥମ ଥର ପାଇଁ ମହିଳାମାନଙ୍କୁ ଯେ କୌଣସି ଅଂଶରେ କମାଣ୍ଡୋ ଭାବରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଏହି ବିଷୟରେ…

ରାସୋଳ ଅଞ୍ଚଳରେ ୧୦୦ ହାତୀ

ରାସୋଳ, ୧୨।୧୨(ଡି.ଏନ୍‌.ଏ.): ଫସଲ ଅମଳ ସମୟରେ ମାତିଛନ୍ତି ହାତୀ। ବର୍ଷସାରା ହାଡ଼ଭଙ୍ଗା ପରିଶ୍ରମ କରିଥିବା ଚାଷୀ ଘରକୁ ଧାନ ଆଣିବାକୁ ଆଶା ବାନ୍ଧି ବସିଥିବାବେଳେ ମାତ୍ର କେଇ ଘଣ୍ଟାରେ ଉଜାଡ଼ି ଦେଉଛନ୍ତି ଚାଷ। ଆଖି ଆଗରେ ସୁନାର ଫସଲ ନଷ୍ଟ ହୋଇଯାଉଥିବା…

ଉନ୍ନତି ପାଇଁ ମିଳିଲା ଉପାୟ

ଛେଣ୍ଡିପଦା,୧୨ା୧୨ (ଡି.ଏନ.ଏ.): ଆଇନ ସମ୍ପର୍କରେ ଥିଲେ ଅଜ୍ଞ। ଧରପଗଡ଼ କରୁ ନ ଥିଲା ପୋଲିସ। ଅବକାରୀ ବିଭାଗ ମଧ୍ୟ ଦେଖାଉ ନ ଥିଲା ନାଲି ଆଖି। ସେଥିପାଇଁ ବହୁଳ ଭାବେ କରାଯାଉଥିଲା ବେଆଇନ ଗଞ୍ଜେଇ ଚାଷ। ଅଧିକ ଲାଭ ମିଳୁଥିବାରୁ ଦୀର୍ଘବର୍ଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri