ଉତ୍ତର-ପୂର୍ବ ଆମର ସୁରକ୍ଷା ସମୃଦ୍ଧିର ଦ୍ୱାର: ପ୍ରଧାନମନ୍ତ୍ରୀ…
ଶିଲଂ,୧୮।୧୨ : ଉତ୍ତର ପୂର୍ବ ହେଉଛି ଆମର ଦେଶର ସୀମା ଅଞ୍ଚଳ। ଏହା ଦେଶର ଏକ ଶେଷ ପଏଣ୍ଟ ନୁହେଁ ବରଂ ସୁରକ୍ଷା ଏବଂ ସମୃଦ୍ଧିର ଦ୍ୱାର। ଦେଶର ସୁରକ୍ଷା ଏଠାରୁ ସୁନିଶ୍ଚିତ ହୋଇଥାଏ ଏବଂ ଅନ୍ୟ ଦେଶ ସହିତ ବାଣିଜ୍ୟ…
ଚାଇନା ସାମଗ୍ରୀ ବୟକଟ କରିବାକୁ କେଜରିଓ୍ବାଲଙ୍କ ଅପିଲ, ଦୁଇଗୁଣା ଅଧିକ ଦାମରେ ବି କିଣିବା ସ୍ବଦେଶୀ ସାମ୍ରଗୀ…
ନୂଆଦିଲ୍ଲୀ,୧୮।୧୨ : ଚାଇନା ଉତ୍ପାଦକୁ ବୟକଟ କରିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ ଚାଇନାର ଉତ୍ପାଦ ବଦଳରେ ଆମେ ଦୁଇଗୁଣା ଅଧିକ ଦାମ ପଡ଼ିଲେ ମଧ୍ୟ ଦେଶୀ ଉତ୍ପାଦ କିଣିବା। ଏହାପୂର୍ବରୁ ଅରୁଣାଚଳ…
ଭାଜପା ହିନ୍ଦୁତ୍ୱ ଏଜେଣ୍ଡାଠାରୁ ଦୂରେଇବାରେ ଲାଗିଛି: ଶ୍ରୀରାମ ସେନା ପ୍ରମୁଖ…
ବେଙ୍ଗାଲୁରୁ,୧୮।୧୨ : କର୍ନାଟକର ନିର୍ବାଚନ ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଥିବା ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁଥାଲିକ ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ମୁଥାଲିକ କହିଛନ୍ତି ଯେ ଭାଜପା ହିନ୍ଦୁତ୍ୱ ଏଜେଣ୍ଡାଠାରୁ ଦୂରେଇବାରେ ଲାଗିଛି। ଉଡୁପିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସମ୍ବୋଧିତ…
ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ପରଲୋକ
ସୁନ୍ଦରଗଡ଼,୧୮ା୧୨(ଡି.ଏନ୍.ଏ.): ପ୍ରଖ୍ୟାତ ନାଟ୍ୟକାର ତଥା ଓଡ଼ିଆ ସିନେ ନିର୍ଦ୍ଦେଶକ ପ୍ରଦୀପ୍ତ ଭୋଳଙ୍କ ରବିବାର ସକାଳେ ହୃଦ୍ଘାତରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ସୁନ୍ଦରଗଡ଼ ଜିଲା…
ନେପାଳ ବାଟେ ବିହାରକୁ ଆସୁଛି ବେଆଇନ ମଦ…
ପାଟନା,୧୮।୧୨ : ବିହାରରେ ବିଷାକ୍ତ ମଦ୍ୟପାନ କରି ମୃତ୍ୟୁ ସଂଖ୍ୟା ୮୪ରେ ପହଞ୍ଚିଛି। ରାଜ୍ୟରେ ମଦ ନିଷେଧ ଆଇନ ଲାଗୁ ହୋଇଛି। ଜଣେ ମଦ୍ୟପାନ କଲେ ମଧ୍ୟ ଜେଲକୁ ଯିବାର ଆଇନ ରାଜ୍ୟରେ ପ୍ରଚଳିତ। ତଥାପି ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁ…
କିଡ୍ନୀ ଦେଇ ମହିଳା ପୂରଣ କଲେ ଅଧୁରା ସ୍ବପ୍ନ, ସତ କଥା ଜାଣିଲେ…
ଦୁନିଆରେ ମାନବ ସ୍ବାସ୍ଥ୍ୟଠାରୁ ଗୁରୁତ୍ୱପୂର୍ଣ୍ଣ କିଛି ନାହିଁ। ଯଦି ଆପଣଙ୍କର ସ୍ବାସ୍ଥ୍ୟ ଖରାପ, ତେବେ ଦୁନିଆରେ ଯେତେ ଭଲ ଜିନିଷ ଥାଉ ନା କାହିଁକି ଆପଣଙ୍କୁ କିଛି ବି ଭଲ ଲାଗିବ ନାହିଁ। ଯଦି ସ୍ବାସ୍ଥ୍ୟ ଠିକ୍ ତେବେ ସବୁ ଠିକ୍।…
ମୋଦିଙ୍କୁ ସଞ୍ଜୟଙ୍କ ପ୍ରଶ୍ନ, ରୁଷିଆ-ୟୁକ୍ରେନ୍ରେ ମଧ୍ୟସ୍ଥତା ବେଳେ ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦକୁ ଅଣଦେଖା କାହିଁକି…
ମୁମ୍ବାଇ,୧୮।୧୨ : ମହାରାଷ୍ଟ୍ର-କର୍ନାଟକ ସୀମା ପ୍ରସଙ୍ଗକୁ ଅଣଦେଖା କରାଯାଉଥିବା ନେଇ ଶିବସେନାର ଉଦ୍ଧବ ଠାକୁର ଦଳର ନେତା ସଞ୍ଜୟ ରାଉତ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାଉତ କହିଛନ୍ତି ଯେ ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥତା…
ଆଇଏନଏସ ମୋର୍ମୁଗାଓ ନୌସେନାର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ…
ମୁମ୍ବାଇ,୧୮।୧୨ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରବିବାର ସ୍ବଦେଶୀ ନିର୍ମିତ ପି-୧୫-ବି ଷ୍ଟିଲ୍ଥ ଗାଇଡେଡ କ୍ଷେପଣାସ୍ତ୍ର ବିନାଶକ ଯୁଦ୍ଧ ଜାହାଜ ମୋର୍ମୁଗାଓକୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି। ଏହା ମୁମ୍ବାଇର ନାଭାଲ ଡକୟାର୍ଡରେ ସାମିଲ ହୋଇଛି। ଏହା ଭାରତ ମହାସାଗରରେ…
ସୁଯୋଗ ମିଳିଲେ ପୁଟିନଙ୍କ ମୁହଁରେ ଶକ୍ତ ମୁକ୍କା ମାରିବାକୁ କହିଲେ ଜେଲେନସ୍କି…
କିଭ୍,୧୮।୧୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ରୁଷିଆର ସୈନିକଙ୍କ ଆକ୍ରମଣରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଶକ୍ତି ଭିତ୍ତିଭୂମି ଉପରେ ରୁଷିଆର ଆକ୍ରମଣ ନେଇ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭ୍ଲାଡିମିର…
ଜୀବନ୍ତ ବୋମା ଉଦ୍ଧାର
ଚିତ୍ରକୋଣ୍ଡା, ୧୮ା୧୨(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡା ନିକଟସ୍ଥ ଜଙ୍ଗଲରୁ ମାଟି ତଳେ ଖଞ୍ଜା ଯାଇଥିବା ଏକ ଜୀବନ୍ତ ବୋମାକୁ ଶନିବାର ବିଏସ୍ଏଫ୍ ଯବାନମାନେ ଜବତ କରିଛନ୍ତି। ଯନ୍ତ୍ରୀ ପଞ୍ଚାୟତ ଓ ଏହାର ଆଖପାଖ ଅଞ୍ଚଳରେ…
ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ ନେଇ ମୋଦି-ଜିନପିଙ୍ଗ୍ଙ୍କ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇଛି ରୁଷିଆ: ସିଆଇଏ ମୁଖ୍ୟ…
ଓ୍ବାଶିଂଟନ,୧୮।୧୨ : ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏ ମୁଖ୍ୟ ୱିଲିୟମ ବର୍ନସ କହିଛନ୍ତି ଯେ ଆଣବିକ ଅସ୍ତ୍ରଶସ୍ତ୍ର ବ୍ୟବହାରକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଚିନ୍ତାର ପ୍ରଭାବ ରୁଷିଆ ଉପରେ ପଡିଛି। ବର୍ନସ…
ଆୟୁଷ୍ମାନ ଖୁରାନାଙ୍କ ଏହି ଗୀତରେ ଡ୍ୟାନ୍ସ କଲେ କିଲି ପଲ୍
ଆଜିକାଲି ସମସ୍ତଙ୍କ ମୁଣ୍ଡରେ ପ୍ରାୟ ବଲିଉଡ୍ ନିଶା। ବଲିଉଡ୍ରେ ଯେଉଁ ଗୀତ ହିଟ୍ ହୋଇଥାଏ ସେହି ଗୀତରେ ଷ୍ଟେପ୍ ପକାଇବାକୁ ଭୁଲନ୍ତି ନାହିଁ ଯୁବପିଢ଼ି। ଏବେ ବଲିଉଡ୍ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଏକ ଗୀତ ‘ଜେଡା ନଶା’ଟ୍ରେଣ୍ଡ କରୁଛି। ସମସ୍ତେ ପ୍ରାୟ…
Archives


