Home

ଯୁଦ୍ଧକୁ ଏକ ବର୍ଷ: ଆରମ୍ଭରୁ ବିରୋଧ ସତ୍ତ୍ୱେ ରୁଷିଆରେ ଆହୁରି ମଜଭୁତ ହେଲେ ପୁଟିନ

ମସ୍କୋ,୨୨ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨୪ ଫେବୃୟାରୀରେ ବର୍ଷେ ପୂରଣ ହେବାକୁ ଯାଉଛି । ଶକ୍ତିଶାଳୀ ରୁଷିଆକୁ ୟୁକ୍ରେନ୍ ଯଦିଓ କଡା ଜବାବ ଦେଇ ପାରିନି ହେଲେ ମଜଭୁତ ଭାବେ ସାମ୍ନା କରିଛି । ଆଶା କରାଯାଉଥିବା ଠାରୁ ଅଧିକ ଦିନ…

ମାଲିରେ ଜାତିସଂଘର ଶାନ୍ତି ସେନାଙ୍କ କନଭେ ଉପରେ ଆଇଇଡି ଆକ୍ରମଣ, ୩ ମୃତ ୫ ଆହତ

ବମାକୋ,୨୨ ।୨: ବିଶ୍ୱର ସବୁଠାରୁ ବିପଜ୍ଜନକ ଜାତିସଂଘର ଶାନ୍ତି ମିଶନକୁ ମଙ୍ଗଳବାର ଅର୍ଥାତ୍ ଫେବୃୟାରୀ ୨୧ରେ ବଡ ଝଟକା ଲାଗିଛି । ମଧ୍ୟ ମାଲିରେ ଜାତିସଂଘର ଶାନ୍ତି ରକ୍ଷା ସେନାଙ୍କ କନଭେ ଉପରେ ରାସ୍ତା କଡ଼ରେ ବୋମା ଫିଙ୍ଗା ଯାଇଛି ।…

ପୃଥିବୀର ୫ ଭୟାନକ ପରିବର୍ତ୍ତନ: ତାତି-ଥଣ୍ଡାର ଆତଙ୍କ, ଭାରତର ୯ ରାଜ୍ୟ ସାମିଲ…

ନୂଆଦିଲ୍ଲୀ,୨୧।୨ : ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ରିପୋର୍ଟ ପ୍ରକାଶ ପାଇଛି। ୨୦୫୦ ବର୍ଷକୁ ଦୃଷ୍ଟିରେ ରଖି କ୍ରସ ଡିପେଣ୍ଡେନ୍ସି ଇନିସିଏଟିଭ୍‌(ଏକ୍ସଡିଆଇ) ଦ୍ୱାରା ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହା ପୃଥିବୀର ୨,୬୦୦ ରାଜ୍ୟ ଏବଂ ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଛି।…

ଚାକିରି କରାଇଦେବା ନାଁରେ ଠକେଇ ମାମଲା: ହାଇକୋର୍ଟରେ ବର୍ଷାଙ୍କୁ ଆଶ୍ୱସ୍ତି

କଟକ ଅଫିସ,୨୧ା୨: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ଭୁବନେଶ୍ୱର ଶହୀଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ହୋଇଥିବା ଦୁଇଟି ମାମଲାରେ କୌଣସି ସତ୍ୟତା ନାହିଁ। ଭୁବନେଶ୍ବର ଡିସିପି ଏନେଇ ହାଇକୋର୍ଟଙ୍କୁ ଅବଗତ କରାଇବା ପରେ ଉଭୟ ମାମଲାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କୋର୍ଟ। ଦୁଇଟିଯାକ…

ଅର୍ଥାଭାବରୁ ହୋଇପାରୁନାହିଁ ପିଣ୍ଟୁ ନନ୍ଦଙ୍କ ଅପରେଶନ

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଲିଭରଜନିତ ରୋଗରେ ପୀଡ଼ିତ ହୋଇ ଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ଅପରେଶନ ହୋଇପାରିନାହିଁ। ଫେବୃୟାରୀ ୭ରୁ ସେ ଚିକିତ୍ସା ପାଇଁ ଦିଲ୍ଲୀ ଯାଇଥିଲେ। ତେବେ ଆର୍ଥିକ ସମସ୍ୟା ଯୋଗୁ…

ଅଖତର ସାହେବ, ଘରେ ପଶି ଆପଣ ପାକିସ୍ତାନକୁ ଆକ୍ରମଣ କରିଛନ୍ତି: କଙ୍ଗନା

ବମ୍ବେ: ପାକିସ୍ତାନ ବିପକ୍ଷରେ କଟୁ ମନ୍ତବ୍ୟ ଦେଇଥିବା ଗୀତିକାର ଜାଭେଦ୍‌ ଅଖତରଙ୍କ ସମର୍ଥନରେ ବାହାରିଛନ୍ତି ବଲିଉଡ୍‌ର କୁଇନ୍‌ କଙ୍ଗନା ରାଣାଓ୍ବତ। ଜାଭେଦଙ୍କ କବିତା ପଢ଼ିବା ପରେ ତାଙ୍କ ଉପରେ କିଭଳି ମା’ ସରସ୍ବତୀଙ୍କ କୃପା ରହିଥିବା ଚିନ୍ତା କରୁଥିଲି। ହେଲେ କିଛି…

ଜାମିନରେ ମୁକୁଳି ପୃଥ୍ବୀ ଶ’ଙ୍କ ନାମରେ ମାମଲା ରୁଜୁ କଲେ ସପ୍‌ନା

ମୁମ୍ବାଇ,୨୧ା୨: ଭାରତୀୟ କ୍ରିକେଟର ପୃଥ୍ବୀ ଶ’ଙ୍କ ଅଡୁଆ ବଢ଼ିଛି। ମଙ୍ଗଳବାର ମୁମ୍ବାଇର ଏକ ସେସନ୍ସ କୋର୍ଟରୁ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ସପ୍‌ନା ଗିଲଙ୍କୁ ଜାମିନ ମିଳିଥିଲା। ଏହା ପରେ ସେ ପୃଥ୍ବୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ପୃଥ୍ବୀ ଓ ଅନ୍ୟମାନେ…

ସିରିଜ ଶେଷ ନ ହେଉଣୁ ସ୍ବଦେଶ ଫେରିଲା ଅଧା ଟିମ୍‌ ! କିଭଳି ଜିତିବ…

ନୂଆଦିଲ୍ଲୀ,୨୧।୨: ବର୍ଡର-ଗାଭାସ୍କର ଟ୍ରଫିରେ ୦-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ଟିମ୍‌ ପାଇଁ ଅସୁବିଧା ବଢିବାରେ ଲାଗିଛି। ଦିଲ୍ଲୀ ଟେଷ୍ଟ ପରେ ଅଧିନାୟକ ପାଟ କମିନ୍ସ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି। ଏବେ ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ୪-୫ ଅନ୍ୟ ଖେଳାଳି ମଧ୍ୟ…

ପ୍ରଧାନମନ୍ତ୍ରୀ-ଅର୍ଥମନ୍ତ୍ରୀଙ୍କୁ ଭେଟିଲେ ଏଡିବି ମୁଖ୍ୟ, ୨୫ ଶହ କୋଟି ଡଲାର ସହାୟତା ପ୍ରସ୍ତାବ…

ନୂଆଦିଲ୍ଲୀ,୨୧।୨ : ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ (ଏଡିବି) ମୁଖ୍ୟ ମାସାତସୁଗୁ ଆସାକାଓ୍ବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଛନ୍ତି। ଭାରତର ଦ୍ରୁତ, ଅନ୍ତର୍ଭୂକ୍ତ ଏବଂ ସବୁଜ ଅଭିବୃଦ୍ଧିର ଆକାଂକ୍ଷାକୁ ଆଗକୁ ବଢ଼ାଇବା ପାଇଁ ଆସନ୍ତା ପାଞ୍ଚ…

ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା: ଟି.କେ. ରଙ୍ଗରାଜନଙ୍କୁ ଜୀବନବ୍ୟାପୀ ସଫଳତା ସମ୍ମାନ…

ନୂଆଦିଲ୍ଲୀ,୨୧।୨ : ସଂସଦ ରତ୍ନ ପୁରସ୍କାର-୨୦୨୩ ଘୋଷଣା ମଙ୍ଗଳବାର କରାଯାଇଛି। ୧୩ ଏମ୍‌ପି, ୨ ସଂସଦୀୟ କମିଟି ଏବଂ ଗୋଟିଏ ଜୀବନବ୍ୟାପୀ ସଫଳତା ପୁରସ୍କାର ଘୋଷଣା କରାଯାଇଛି। ପୂର୍ବତନ ସିପିଏମ ରାଜ୍ୟସଭା ସଦସ୍ୟ ଟି.କେ ରଙ୍ଗରାଜଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ…

ବିଦେଶ ଯାତ୍ରାରେ ପ୍ରତିମାସରେ ୧୦୦ କୋଟି ଡଲାର ଖର୍ଚ୍ଚ କରୁଛନ୍ତି ଭାରତୀୟ: ଆରବିଆଇ…

ନୂଆଦିଲ୍ଲୀ,୨୧।୨ : ଭାରତୀୟମାନେ ପ୍ରତିମାସରେ ପ୍ରାୟ ୧୦୦ କୋଟି ଆମେରିକୀୟ ଡଲାର ବିଦେଶ ଯାତ୍ରାରେ ଖର୍ଚ୍ଚ କରୁଛନ୍ତି। ଯାହା କରୋନା ମହାମାରୀ ପୂର୍ବର ସ୍ତରଠାରୁ ବହୁତ ଅଧିକ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ରୁ ବାହାରୁଥିବା ଟଙ୍କା ପଠାଯାଇଥିବା (ରିମିଟାନ୍ସ)…

ଦୀପାଳିଙ୍କ ବୟାନ ପ୍ରାୟୋଜିତ, ଆମେ ନବ ଦାସଙ୍କ ମୃତ୍ୟୁକୁ ନେଇ ରାଜନୀତି କରୁନାହୁଁ: ଭାଜପା

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଗୋଟିଏ ପଟେ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଥିବା ବେଳେ ଏନେଇ ଝିଅ ଦୀପାଳି ଦାସଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଆସିଛି। ବାପାଙ୍କ ମୃତ୍ୟୁକୁ ନେଇ କୌଣସି ରାଜନୀତି କରା ନ ଯାଉ ବୋଲି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?