Home

ଖ୍ରୀଷ୍ଟମାସ ଅପେକ୍ଷାରେ ଆଲିଆ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: ୨୦୨୨ ବର୍ଷ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ତାଙ୍କ ଜୀବନରେ ସବୁଦିନ ପାଇଁ ସ୍ମରଣୀୟ ମୁହୂର୍ତ୍ତ ଦେଇ ଏହି ବର୍ଷ ଚାଲିଛି। ଏହି ବର୍ଷ ସେ ‘ଗଙ୍ଗୁବାଇ କାଠିଆଓ୍ବାଡି’, ‘ଆର୍‌ଆର୍‌ଆର୍‌’ ‘ଡାର୍ଲିଙ୍ଗ୍ସ’ ଏବଂ ‘ବ୍ରହ୍ମାସ୍ତ୍ର’ ଭଳି…

୨୦୨୭ରେ ଗୁଜରାଟରେ ସରକାର ଗଢିବୁ: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୧୮।୧୨: ଆମ ଆଦମୀ ପାର୍ଟି ଏକ ଜାତୀୟ ଦଳର ଟ୍ୟାଗ ପାଇବା ପରେ ରବିବାର ଦଳର ସୁପ୍ରିମୋ ଅରବିନ୍ଦ କେଜ୍‌ରିୱାଲ ଦିଲ୍ଲୀରେ ଏକ ଜାତୀୟ ସମ୍ମିଳନୀ ଡାକିଛନ୍ତି। ଏହି ସମ୍ମିଳନୀରେ ସେ ଦଳର କର୍ମୀଙ୍କୁ ସମ୍ବୋଧିତ କରି ଦଳର ଦୂରଦୃଷ୍ଟି ବିଷୟରେ…

ତାଇଓ୍ବାନରେ ସୈନ୍ୟ ସଙ୍କଟ…

ତାଇପେ,୧୮।୧୨ : ଯେଉଁ ସମୟରେ ଚାଇନାର ଆକ୍ରୋଶର ଆଶଙ୍କା ବଢୁଛି, ତାଇୱାନ ଏକ ଭିନ୍ନ ପ୍ରକାରର ଆହ୍ବାନର ସମ୍ମୁଖୀନ ହେଉଛି। ଦେଶର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ଜନସଂଖ୍ୟାରେ ଯୁବକମାନଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି। ଏହି କାରଣରୁ, ତାଇୱାନର…

ଫିଫା ବିଶ୍ୱକପ୍‌ ଫାଇନାଲ୍‌ ଦେଖିବେ ଭାରତୀୟ ଦଳ: ଜାଣନ୍ତୁ କାହାକୁ କରିବେ ସପୋର୍ଟ

ଚଟ୍ଟଗ୍ରାମ,୧୮।୧୨: ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆ ବାଂଲାଦେଶକୁ ୧୮୮ ରନ ବ୍ୟବଧାନରେ ପରାସ୍ତ କରିଛି। ଏଥି ସହିତ, ଏହି ସିରିଜର ଦ୍ୱିତୀୟ ଏବଂ ଶେଷ ଟେଷ୍ଟ ୨୨ ଡିସେମ୍ବରରୁ ମିରପୁରରେ ଖେଳାଯିବ। ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ଜିତିଛି…

‘ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ ମୋଦିଙ୍କ ମତ’

ଓ୍ବାଶିଂଟନ,୧୮ା୧୨: ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ନିର୍ଦ୍ଦେଶକ ବିଲ୍‌ ବର୍ନସ କହିଛନ୍ତି, ପରମାଣୁ ଅସ୍ତ୍ର ଉପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମତ ୟୁକ୍ରେନ ଯୁଦ୍ଧ ସମୟରେ ବିଶ୍ୱ ବିପର୍ଯ୍ୟୟକୁ ରୋକିପାରେ। ସିଆଇଏ ମୁଖ୍ୟ କହିଛନ୍ତି, ୟୁକ୍ରେନ ଯୁଦ୍ଧ ମଧ୍ୟରେ ମୋଦି…

ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ କର୍ମଚାରୀ ନିହତ

ଇସଲାମାବାଦ,୧୮ା୧୨: ରବିବାର ପାକିସ୍ତାନର ଖେବର ପଖତୁନଖଓ୍ବା ପ୍ରଦେଶର ଏକ ପୋଲିସ ଷ୍ଟେଶନରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଦକ୍ଷିଣ ଓ୍ବାଜିରିସ୍ତାନ ଆଦିବାସୀ ଜିଲା ସୀମାବର୍ତ୍ତୀ ଲକି ମରଓ୍ବତ ବରଗଇ…

ଦେବେନ୍ଦ୍ର ଫଡନଭିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଦାବି କଲେ ଭାଜପା ନେତା

ପୁନେ,୧୮।୧୨: ମହାରାଷ୍ଟ୍ରରେ ଶୀତ ଅଧିବେଶନ ପୂର୍ବରୁ ଭାଜପା ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାୱାନକୁଲେ ଦେବେନ୍ଦ୍ର ଫଡନଭିସଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି। ବାୱାନକୁଲେ କହିଛନ୍ତି, ମହାରାଷ୍ଟ୍ର ଅଧ୍ୟକ୍ଷ ଥିବା ସମୟରେ ଫଡନଭିସ ପୁଣି ଥରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବା ଉଚିତ୍‌।…

ଦ୍ୱିତୀୟ ଟେଷ୍ଟରେ ଦଳକୁ ଫେରିବେ କି ରୋହିତ ଶର୍ମା: ରାହୁଲ ଦେଲେ ଅପ୍‌ଡେଟ୍‌

ଚଟ୍ଟଗ୍ରାମ,୧୮।୧୨: ଦୁଇ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ୧୮୮ ରନ୍‌ରେ ପରାସ୍ତ କରିଛି। ଚଟ୍ଟଗ୍ରାମରେ ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ସହ ଭାରତ ବର୍ତ୍ତମାନ ଏହି ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଏଥି ସହିତ ମ୍ୟାଚ ପରେ…

ହାର୍ଟ ଆଟାକରେ ବଢୁଛି ମୃତ୍ୟୁ ସଂଖ୍ୟା, ଡାକ୍ତର କହିଲେ କରୋନା ସହ ରହିଛି ସମ୍ପର୍କ…

ନୂଆଦିଲ୍ଲୀ,୧୮।୧୨ : ସମ୍ପ୍ରତି ଦେଶରେ ହଠାତ ହାର୍ଟ ଆଟାକରେ ଅନେକ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। କେତେବେଳେ ପାର୍ଟିରେ ନାଚିବା ବେଳେ, ବେଳେବେଳେ ଖେଳିବା ସମୟରେ, ଜିମ କରିବା ସମୟରେ ଏଭଳି ଘଟୁଛି। ସବୁ ବୟସର ଲୋକମାନେ ଏହି ପରିସ୍ଥିତି ଦେଇ…

ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ

ଛତ୍ରପୁର,୧୮ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ରିକ୍କାପଲ୍ଲୀ ଆବାସିକ ବିଦ୍ୟାଳୟରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ୍ୟୁ ଛାତ୍ରୀ ଜଣକ ହେଲେ ଛତ୍ରପୁର ଥାନା ଅଧୀନ ତରେଇପାଟପୁର ଗ୍ରାମ କୈଳାଶ ଚନ୍ଦ୍ର ବେହେରା ଝିଅ ରୋଜା ବେହେରା(୧୫) ରୋଜା ଦଶମ…

ବିଶ୍ୱକପ ବିଜେତାଙ୍କୁ ୩୪୭ କୋଟି ଟଙ୍କା, ରନର୍ସ ଅପ ଦଳଙ୍କୁ ମିଳିବ ୨୪୮ କୋଟି…

ଦୋହା,୧୮।୧୨ : କତାରରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ରବିବାର ଭାରତୀୟ ସମୟ ଅନୁଯାୟୀ ରାତି ୮ଟା ୩୦ରୁ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଆର୍ଜେଣ୍ଟିନାକୁ ଭେଟିବ। ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ମଧ୍ୟ ତୃତୀୟ ଥର ପାଇଁ ଟାଇଟଲ ଜିତିବାକୁ…

ବିଜେତା ନେଇ ପାରିବେନି ଅସଲି ଟ୍ରଫି…

ଦୋହା,୧୮।୧୨ : କତାରରେ ଖେଳାଯିବାକୁ ଥିବା ଫିଫା ବିଶ୍ୱକପ ଫାଇନାଲରେ ଫ୍ରାନ୍ସ ରବିବାର ଆର୍ଜେଣ୍ଟିନାକୁ ଭେଟିବ। ଏହି ଫାଇନାଲ ମ୍ୟାଚ ଭାରତୀୟ ସମୟ ଅନୁଯାୟୀ ରାତି ୮ଟା ୩୦ରୁ ଦୋହାସ୍ଥିତ ଲୁସେଲ ଷ୍ଟାଡିୟମରେ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ଫ୍ରାନ୍ସ ତୃତୀୟ ଥର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri