୧୦ ଆତଙ୍କବାଦୀ ନିପାତ
ଓ୍ବାଶିଂଟନ୍,୨୭।୧: ଆମେରିକାର ସୈନ୍ୟବାହିନୀ ଉତ୍ତର ସୋମାଲିଆରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ବିଲାଲ ଅଲ-ସୁଦାନୀ ଏବଂ ତାଙ୍କର ପ୍ରାୟ ୧୦ ସହଯୋଗୀଙ୍କୁ ନିପାତ କରିଛନ୍ତି। ବାଇଡେନ ପ୍ରଶାସନର ଦୁଇ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ପ୍ରତିରକ୍ଷା ସଚିବ ଲଏଡ୍ ଅଷ୍ଟିନ ଏକ…
ଶୁକ୍ରବାର ବୈଠକ ଡକାଇଲେ ରାଜ୍ୟପାଳ: କେଜ୍ରିଓ୍ବାଲ କହିଲେ, ପଞ୍ଜାବ ଯାଉଛି…
ନୂଆଦିଲ୍ଲୀ,୨୬।୧: ଉପରାଜ୍ୟପାଳ ବିନୟ ସାକ୍ସେନା ବୈଠକ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ନିମନ୍ତ୍ରଣ କରିଛନ୍ତି। ଉପରାଜ୍ୟପାଳଙ୍କ ନିମନ୍ତ୍ରଣର ଉତ୍ତର ରଖିବାକୁ ଯାଇ କେଜ୍ରିଓ୍ବାଲ କହିଛନ୍ତି, ଶୁକ୍ରବାର ସେ ପଞ୍ଜାବ ଯାଉଛନ୍ତି। ତେଣୁ ସେ ଏଲ୍ଜିଙ୍କୁ ବୈଠକ ସମୟ ବଦଳାଇବାକୁ ଅନୁରୋଧ…
ମୁଲାୟମ୍ଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଏସ୍ପି କହିଲା, ନେତାଙ୍କ ହୋଇଛି ଅପମାନ
ନୂଆଦିଲ୍ଲୀ,୨୬।୧: ଦେଶର ୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତ ସରକାରଙ୍କ ପକ୍ଷରୁ ପଦ୍ମ ପୁରସ୍କାର ଘୋଷଣା କରାଯାଇଛି। ଏହି ପୁରସ୍କାରରେ ସମ୍ମାନିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସମାଜବାଦୀ ପାର୍ଟି (ଏସ୍ପି)ର ସଂସ୍ଥାପକ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ…
ଘୋଷଣା ହେଲା ବଦ୍ରିନାଥ ଦ୍ୱାର ଖୋଲିବାର ତାରିଖ
ଚାମୋଲି,୨୬।୧: ଉତ୍ତରାଖଣ୍ଡ ଚାମୋଲିରେ ଥିବା ବଦ୍ରିନାଥ ଧାମର ଦ୍ୱାର ଖୋଲିବାର ତାରିଖ ଘୋଷଣା ହୋଇଛି। ଚଳିତ ବର୍ଷ ଏପ୍ରିଲ ୨୭ରେ ସକାଳ ୭ଟା ୧୦ରୁ ଭକ୍ତମାନଙ୍କ ପାଇଁ ଧାମର କବାଟ ଖୋଲାଯିବ। ଗୁରୁବାର ମନ୍ଦିର କମିଟିରୁ ଏନେଇ ସୂଚନା ଦିଆଯାଇଛି। ବସନ୍ତ…
ବଜେଟ ପୂର୍ବରୁ ‘ହଲାଓ୍ବା ସେରିମନୀ’ ଆୟୋଜିତ କଲା ଅର୍ଥ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୬।୧: କେନ୍ଦ୍ର ବଜେଟ ପ୍ରସ୍ତୁତି ପ୍ରକ୍ରିୟାର ଅନ୍ତିମ ପର୍ଯ୍ୟାୟ ପୂର୍ବରୁ ପାରମ୍ପାରିକ ‘ହଲୱା ସେରିମନୀ’ ଆୟୋଜିତ ହୋଇଛି। ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଉପସ୍ଥିତିରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ରାଜ୍ୟ ଅର୍ଥମନ୍ତ୍ରୀ ଡ. ଭାଗବତ କିଶନରାଓ କରାଡଙ୍କ…
ସାଧାରଣତନ୍ତ୍ର ଦିବସରେ କରିଥାନ୍ତେ ଆକରିଂ: ହଠାତ୍ ଚାଲିଗଲା ଜୀବନ
ଇନ୍ଦୋର,୨୬।୧: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଘଟଣ ଘଟିଛି। ଅନ୍ନପୂର୍ଣ୍ଣା ଅଞ୍ଚଳ ସ୍ଥିତ ଏକ ସ୍କୁଲରେ ଜଣେ ଛାତ୍ରୀ ଖେଳୁ ଖେଳୁ ପଡ଼ିଯିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ ପାଇଁ…
ପୁଣି ୟୁକ୍ରେନ୍ ଉପରେ ମିଶାଇଲ ଆକ୍ରମଣ କଲା ରୁଷିଆ: କିଭ୍ରେ ଜଣେ ମୃତ, ଅନେକ ଅଞ୍ଚଳରେ ବ୍ଲାକ୍ ଆଉଟ୍
କିଭ୍,୨୬।୧: ରୁଷିଆ ପୁଣି ଥରେ ୟୁକ୍ରେନ୍ ଉପରେ ମିଶାଇଲ୍ ଆକ୍ରମଣ କରିଛି। ଗୁରୁବାର ସକାଳେ ରାଜଧାନୀ କିଭ୍ରେ ରୁଷିଆ ସୈନ୍ୟ ମିଶାଇଲ୍ ଆକ୍ରମଣ କରିଥିଲେ। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଆକ୍ରମଣ ପରେ କିଭ୍ର କେତେକ ଅଞ୍ଚଳରେ ବଦ୍ୟୁତ୍…
ସାଧାରଣତନ୍ତ୍ର ଦିବସରେ ଭାରତକୁ ଶୁଭେଚ୍ଛା ଜଣାଇଲେ ରୁଷିଆ ରାଷ୍ଟ୍ରପତି
ମସ୍କୋ/ନୂଆଦିଲ୍ଲୀ,୨୬।୧: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଗୁରୁବାର ସାଧାରଣତନ୍ତ୍ର ଦିବସ ଅବସରରେ ଭାରତକୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ୭୪ତମ ସାଧାରଣତନ୍ତ୍ର ଦିବସରେ ଭାରତକୁ ଅନେକ ଶୁଭେଚ୍ଛା। ଅର୍ଥନୈତିକ, ସାମାଜିକ, ବୈଜ୍ଞାନିକ, ବୈଷୟିକ ଓ ଅନ୍ୟାନ୍ୟ କ୍ଷେତ୍ରରେ ଭାରତର ସଫଳତା ବିଷୟରେ…
ଲଞ୍ଚ ହେଲା ଭାରତର ପ୍ରଥମ ନାଜାଲ ଭାକ୍ସିନ: ଜାଣନ୍ତୁ କେତେ ରହିଛି ଏହାର ଦାମ୍
ନୂଆଦିଲ୍ଲୀ,୨୬।୧: କରୋନା ସହ ମୁକାବିଲା ପାଇଁ ଭାରତ ଆଉ ଗୋଟିଏ ପାଦ ଆଗକୁ ବଢ଼େଇଛି। ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତରେ ତିଆରି ହୋଇଥିବା ପ୍ରଥମ ନାଜାଲ କୋଭିଡ ଭାକ୍ସିନ ଲଞ୍ଚ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ…
୭୪ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭାରତୀୟ ଯବାନ ପାକିସ୍ତାନ ରେଞ୍ଜର୍ସଙ୍କୁ ଦେଲେ ମିଠା
ଅମୃତଶର,୨୬।୧: ପଞ୍ଜାବର ଅମୃତସରରେ ଅଟାରୀ-ୱାଘା ସୀମାରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି। ଏହି ଅବସରରେ ସୀମାରେ ଦେଶଭକ୍ତିର ବାତାବରଣ ସୃଷ୍ଟି ହୋଇଥିବା ବେଳେ ସୀମା ସୁରକ୍ଷାବାହିନୀ (ବିଏସ୍ଏଫ) ପାକିସ୍ତାନୀ ରେଞ୍ଜର୍ସଙ୍କୁ ମିଠା ପ୍ରଦାନ କରିଥିଲେ। ଜିରୋ ଲାଇନ ଏବଂ ପାକିସ୍ତାନ…
ନିଜ ପ୍ରତିଶ୍ରୁତି ରଖିଲେ ମୁଖ୍ୟମନ୍ତ୍ରୀ: ପନ୍ତଙ୍କ ଜୀବନ ରକ୍ଷା କରିଥିବା ଦେବଦୂତ ହେଲେ ସମ୍ମାନିତ
ଡେରାଡୁନ,୨୬।୧: ଟିମ୍ ଇଣ୍ଡିଆର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଗତ ଡିସେମ୍ବରରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ସେହି ସମୟରେ ଜଣେ ବସ୍ ଡ୍ରାଇଭର ଓ କଣ୍ଡକ୍ଟର ଦେବଦୂତ ସାଜିି ରିଷଭ ପନ୍ତଙ୍କ ଜୀବନ ରକ୍ଷା…
‘ଇଶାନ କହିବ ରାଞ୍ଚିରେ ମୋ’ ଘର, ମୋତେ ଖେଳାଅ…’ ଜାଣନ୍ତୁ କାହିଁକି ରୋହିତ ଦେଲେ ଏଭଳି ବୟାନ
ନୂଆଦିଲ୍ଲୀ,୨୬।୧: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ନିଜର ମନ୍ତବ୍ୟକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ଏବେ ସେ ରଜତ ପାଟିଦାରଙ୍କୁ ସେଭଳି ଏକ ବୟାନ ଦେଇଛନ୍ତି। ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ପୂର୍ବରୁ ଶ୍ରେୟସ ଆୟରଙ୍କ ସ୍ଥାନରେ ରଜତଙ୍କୁ ସାମିଲ କରାଯାଇଥିଲା।…
Archives


