କେବଳ ପ୍ରଧାନମନ୍ତ୍ରୀ ଲାଗୁଛିି, ଆମ ଜମି ଚାଇନା ଅକ୍ତିଆର କରିନାହିଁ: ରାହୁଲ
ଶ୍ରୀନଗର,୨୯।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚାଇନାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯିଏ ଅନୁଭବ କରୁଛନ୍ତି ଯେ, ଚାଇନା ଭାରତରୁ କୌଣସି ଜମି ନେଇ ନାହିଁ। ନିକଟରେ…
ମନ୍ତ୍ରୀଙ୍କ ବିୟୋଗ ରାଜ୍ୟ ପାଇଁ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର,୨୯।୧(ବୁରୋ): ଗୁଳିମାଡ଼ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିକିତ୍ସାଧୀନ ଅବସ୍ଥାରେ ରବିବାର ମୃତ୍ୟୁ ଘଟିଛି। ମନ୍ତ୍ରୀ ଦାସଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି…
ଇତିହାସ ରଚିଲା ଭାରତ
ପୋଶ୍ଚେଫଷ୍ଟ୍ରୁମ୍,୨୯।୧: ଭାରତ ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ୨୦୨୩ ଟାଇଟଲ ହାସଲ କରିଛି। ଶେଫାଳି ବର୍ମାଙ୍କ ନେତୃତ୍ୱଧୀନ ଭାରତୀୟ ଦଳ ଫାଇନାଲରେ ଇଂଲଣ୍ଡକୁ ୭ ଉଇକେଟରେ ପରାସ୍ତ କରିଛି। ଟିମ ଇଣ୍ଡିଆ ଏହି ବିଶ୍ୱକପର ପ୍ରଥମ ସଂସ୍କରଣ ଜିତି ଇତିହାସ ସୃଷ୍ଟି…
ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ
ଭୁବନେଶ୍ବର,୨୯।୧(ବ୍ୟୁରୋ): ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରବିବାର ପରଲୋକ ଘଟିଛି। ଆପୋଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା। ସୂଚନାଯୋଗ୍ୟ, ରବିବାର ବ୍ରଜରାଜନଗରେ ଏକ କାର୍ଯ୍ୟକ୍ରମରେ…
ଆଇସିୟୁରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ: ଅସ୍ତ୍ରୋପଚାର ଶେଷ
ଭୁବନେଶ୍ବର,୨୯।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ଅସ୍ତ୍ରୋପଚାର ଶେଷ ହୋଇଛି। ଏବେ ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଚିକିତ୍ସା ତଦାରଖ ପାଇଁ ପୂର୍ବରୁ ହସ୍ପିଟାଲରେ ଉପସ୍ଥିତ ଅଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବିଷୟରେ…
ଅଷ୍ଟ୍ରେଲିଆକୁ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଲା ନେଦରଲାଣ୍ଡ୍ସ
ଭୁବନେଶ୍ବର,୨୯।୧(ବ୍ୟୁରୋ): ହକି ବିଶ୍ୱକପର ବ୍ରୋଞ୍ଜ ପଦକ ମ୍ୟାଚ୍ରେ ରବିବାର ନେଦରଲାଣ୍ଡ୍ସ ୩-୧ ଗୋଲ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି। ଫଳରେ ଚଳିତ ବିଶ୍ୱକପ୍ରେ ନେଦରଲାଣ୍ଡ୍ସ ୩ ନମ୍ବରରେ ରହି ନିଜ ଅଭିଯାନ ଶେଷ କରିଛି। ପ୍ରଥମ କ୍ବାର୍ଟରର ୧୨ ମିନିଟରେ ଏକ ପେନାଲ୍ଟିରେ…
ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲ: ଭାରତକୁ ୬୯ ରନ୍ର ଟାର୍ଗେଟ ଦେଲା ଇଂଲଣ୍ଡ
ପୋଶ୍ଚେଫଷ୍ଟ୍ରୁମ୍,୨୯।୧: ଅଣ୍ଡର-୧୯ ମହିଳା ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଭାରତ ସମ୍ମୁଖରେ ୬୯ ରନର ବିଜୟ ଲକ୍ଷ୍ୟ ରଖିଛି। ଭାରତୀୟ ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ମହିଳା ଅଣ୍ଡର-୧୯ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ରେ ଇଂଲଣ୍ଡ ଦଳ ୬୮…
ଟସ୍ ଜିତିଲା ନ୍ୟୁଜିଲାଣ୍ଡ
ଲକ୍ଷ୍ନୌ,୨୯।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ସିରିଜର ଦ୍ୱିତୀୟ ଟି୨୦ ମ୍ୟାଚ ଆଜି ଲକ୍ଷ୍ନୌରେ ଖେଳାଯାଉଛି। ଏହି ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ପରିବର୍ତ୍ତନ କରିଛି, ୟୁଜବେନ୍ଦ୍ର…
‘ଅମୃତ ଉଦ୍ୟାନ ଉତ୍ସବ-୨୦୨୩’ ଉଦ୍ଘାଟନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୯।୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ‘ଅମୃତ ଉଦ୍ୟାନ ଉତ୍ସବ-୨୦୨୩’ ଉଦ୍ଘାଟନ କରିଛନ୍ତି। ପରେ ରାଷ୍ଟ୍ରପତି ‘ଅମୃତ ଉଦ୍ୟାନ’ ପରିଦର୍ଶନ କରିଥିଲେ। ଏଠାରେ ଲାଗିଥିବା ଫୁଲ ଦେଖି ଉପଭୋଗ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ। ଏହି ଉଦ୍ୟାନ ସାଧାରଣ ଲୋକଙ୍କ…
୩୦ ଫୁଟ ଉଚ୍ଚରୁ ଖସିଲେ କଳା ହରିଣ: ୧୨ ମୃତ
ପୁଣେ,୨୯।୧: ମହାରାଷ୍ଟ୍ରର ସୋଲାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦ ଫୁଟ୍ ଉଚ୍ଚତାରୁ ଖସି ୧୨ କଳା ହରିଣଙ୍କ ମୃତ୍ୟୁ ଘଟିଛି। ଦୁଇଜଣ ଆହତ ହୋଇଛନ୍ତି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସାଲାପୁର-ବିଜାପୁର ରାଜପଥରେ ଥିବା ବ୍ରିଜ ଉପରେ ଏହି…
୧୦ମ ଥର ଅଷ୍ଟ୍ରେଲିଆନ୍ ଓପନ ଜିତିଲେ ନୋଭାକ ଜୋକୋଭିକ
ସିଡ୍ନୀ,୨୯।୧: ସର୍ବିଆର ନୋଭାକ ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍ ଓପନ ୨୦୨୩ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଗ୍ରୀସର ଷ୍ଟେଫାନୋସ ସିସିପାସ୍ଙ୍କୁ ୬-୩, ୭-୬, ୭-୬ ରେ ପରାସ୍ତ କରିଛନ୍ତି। ଫାଇନାଲ ମ୍ୟାଚରେ ଜୋକୋଭିକ ଚମତ୍କାର ଆରମ୍ଭ…
ଶେହନାଜଙ୍କ ହାତରେ ବଡ଼ ଫିଲ୍ମ ଅଫର
ମୁମ୍ବାଇ: ‘ବିଗ୍ ବସ୍-୧୩’ ପରଠାରୁ ଶେହନାଜ ଗିଲ୍ଙ୍କ ଡିମାଣ୍ଡ ବଢ଼ିଚାଲିଛି। ସେ ଏପର୍ଯ୍ୟନ୍ତ ବଲିଉଡ୍ରେ ଡେବ୍ୟୁ କରିନାହାନ୍ତି କିନ୍ତୁ ତାଙ୍କ ନିକଟକୁ ଫିଲ୍ମର ଅଫର ପରେ ଅଫର ଆସୁଛି। ଶେହନାଜ ସଲମାନ ଖାନ୍ଙ୍କ ଆଗାମୀ ଫିଲ୍ମ ‘କିସି କା ଭାଇ କିସି…
Archives


