‘କୃଷ୍ଣ, ହନୁମାନ ସବୁଠୁ ମହାନ୍ କୂଟନୀତିଜ୍ଞ’
ନୂଆଦିଲ୍ଲୀ,୩୦ା୧: ଭଗବାନ୍ କୃଷ୍ଣ ଓ ହନୁମାନ ବିଶ୍ୱର ସବୁଠୁ ବଡ଼ କୂଟନୀତିଜ୍ଞ ଥିଲେ। କୂଟନୀତି ଦୃଷ୍ଟିରୁ ମହାଭାରତ ଓ ରାମାୟଣର ଗୁରୁତ୍ୱ ସର୍ବାଧିକ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଡ. ଏସ୍. ଜୟଶଙ୍କର କହିଛନ୍ତି। ପୁଣେରେ ନିଜ ଇଂଲିଶ୍ ପୁସ୍ତକ ‘ଦି ଇଣ୍ଡିଆ…
ଶିକ୍ଷା ସଚେତନତା ପାଇଁ ମିନି ମାରାଥନ୍
ଭୁବନେଶ୍ୱର,୩୦।୧(ବ୍ୟୁରୋ):କିଟ୍ ଓ କିସ୍ ପକ୍ଷରୁ ରବିବାର ଏକ ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ଏହିି ମାରାଥନ୍ ରାଜଧାନୀ ସମେତ ଓଡ଼ିଶାର ୩୦ ଜିଲା ସଦର ମହକୁମାକୁ ମିଶାଇ ୩୫ଟି ସ୍ଥାନରେ ଆୟୋଜିତ ହୋଇଥିବାବେଳେ ଭାରତର ୨୫ଟି ସହର ଓ ବାଂଲାଦେଶ, ନେପାଳ,…
ମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ: ଲୋକଙ୍କ ନିକଟକୁ ଯାଅ,ସରକାରୀ ଯୋଜନା ବିଷୟରେ ବୁଝାଅ
ନୂଆଦିଲ୍ଲୀ,୩୦।୧: ଲୋକଙ୍କ ନିକଟକୁ ଯାଇ ସରକାରୀ ଯୋଜନା ବିଷୟରେ ବୁଝାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସରକାରର ସମସ୍ତ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସଂସଦର ବଜେଟ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ। ଧାରା…
ମହିଳା କ୍ରିକେଟର୍ଙ୍କ ଉପରେ ଟଙ୍କା ବର୍ଷା
ନୂଆଦିଲ୍ଲୀ,୩୦।୧: ଭାରତୀୟ ଅଣ୍ଡର-୧୯ ମହିଳା ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଅଭିନନ୍ଦନର ସୁଅ ଛୁଟିଛି। ଅଣ୍ଡର-୧୯ ମହିଳା ଦଳ ରବିବାର ଇଂଲଣ୍ଡ ବିପକ୍ଷରେ ଚମତ୍କାର ୭ ଉଇକେଟ ବିଜୟ ସହ ମହିଳା କ୍ରିକେଟରେ ନିଜର ପ୍ରଥମ ଆଇସିସି ଟାଇଟଲ ଜିତିଛନ୍ତି।…
ଆମେରିକାକୁ ବିନାଶର ପଥରେ ରଖିଛନ୍ତି ବାଇଡେନ୍: ଟ୍ରମ୍ପ
ଓ୍ବାଶିଂଟନ୍,୩୦।୧: ୨୦୨୪ରେ ଆମେରିକାରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ନିର୍ବାଚନ ଦଳ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ…
କମ୍ ବୟସରେ ଆଖିବୁଜିଲେ ଏହି ଅଭିନେତ୍ରୀ
ଟିଭି ସିରିଜ୍ ‘୨୪’ରେ ଏଫ୍ବିଆଇ ଏଜେଣ୍ଟ ଭୂମିକାରେ ନଜର ଆସିଥିବା ଜଣାଶୁଣା ଅଭିନେତ୍ରୀ ଆନି ୱର୍ସିଂଙ୍କ ୪୫ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛିଦିନ ହେବ ଓ୍ବର୍ସିଂ କ୍ୟାନସର୍ ସହ ଲଢେଇ କରୁଥିଲେ। ସେଣ୍ଟ ଲୁଇସରେ ଜନ୍ମଗ୍ରହଣ କରିଥିବା ୱର୍ସିଂ…
ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି: ଭାରତୀୟ ଛାତ୍ରଙ୍କୁ ମାଡ଼
ସିଡ଼ନୀ,୩୦।୧: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦି ବୃଦ୍ଧି ପାଉଛି। ଖଲିସ୍ତାନୀ ସମର୍ଥକଙ୍କ ଗୁଣ୍ଡାଗର୍ଦ୍ଦିର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଖାଲିସ୍ତାନୀ ସମର୍ଥକମାନେ ଭାରତୀୟ ଛାତ୍ରଙ୍କୁ ମାଡ ମାରୁଥିବାର ନଜର ଆସିଛି। ଏହି ପୁରା ଘଟଣା ମେଲବୋର୍ଣ୍ଣର ଫେଡେରେସନ…
ନ୍ୟୁଜିଲାଣ୍ଡକୁ ୬ ଉଇକେଟରେ ହରାଇଲା ଭାରତ
ଲକ୍ଷୌ୍ନ,୨୯।୧: ଲକ୍ଷୌ୍ନ ଏକନା କ୍ରିକେଟ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୬ ଉଇକେଟରେ ବିଜୟୀ ହୋଇଛି। ଫଳରେ ଭାରତ ୧-୧ରେ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…
ମର୍ମନ୍ତୁଦ ବସ୍ ଦୁର୍ଘଟଣା: ୨୪ ମୃତ
ଲିମା,୨୯।୧:ପେରୁରେ ୬୦ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଏକ ପାହାଡ଼ିଆ ରାସ୍ତାରୁ ଖସିପଡ଼ିବାରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ପେରୁ ଉତ୍ତର ଭାଗରେ ଥିବା ଏଲ୍ ଅଲ୍ଟୋ ଜିଲାରେ ଏହି ଦୁର୍ଘଟଣା ଘଟିଛି। ପେରୁର ବିପଦପୂର୍ଣ୍ଣ ରାସ୍ତାରେ ଡ୍ରାଇଭରମାନେ ଉପଯୁକ୍ତ…
ଜର୍ମାନୀ ହକି ବିଶ୍ୱକପ୍ ଚାମ୍ପିଅନ୍
ଭୁବନେଶ୍ୱର,୨୯।୧(ବ୍ୟୁରୋ): ଜର୍ମାନୀ ହକି ବିଶ୍ୱକପ୍ ୨୦୨୩ ଚାମ୍ପିଅନ୍ ହୋଇଛି। ଫାଇନାଲରେ ୫-୪ ଗୋଲ୍ରେ ବେଲଜିୟମକୁ ପରାସ୍ତ କରି ଜର୍ମାନୀ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍ରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ୩-୩ ଗୋଲ୍ରେ…
ସ୍ବାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ଘଟଣା: ଶୋକପ୍ରକାଶ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୯।୧: ପୋଲିସ ଏଏସ୍ଆଇଙ୍କ ଗୁଳିମାଡରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପରଲୋକ ଘଟିଛି। ତାଙ୍କ ପରଲୋକ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାକୁ ନିନ୍ଦା କରିବା ସହ ଶୋକ ପ୍ରକାଶ…
ଭାରତକୁ ୧୦୦ ରନ୍ର ଟାର୍ଗେଟ୍ ଦେଲା ନ୍ୟୁଜିଲାଣ୍ଡ
ଲକ୍ଷ୍ନୌ,୨୯।୧: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ନ୍ୟୁଜିଲାଣ୍ଡ ଭାରତ ସମ୍ମୁଖରେ ୧୦୦ ରନର ବିଜୟ ଲକ୍ଷ୍ୟ ରଖିଛି। କିୱି ଦଳ ୨୦ ଓଭରରେ ୮ ଉଇକେଟ ହରାଇ ୯୯ ରନ ସଂଗ୍ରହ କରିଛି। ଭାରତ ବିପକ୍ଷ ଟି-୨୦ରେ ଏହା…
Archives


