Home

ଖରାଦିନ ଆରମ୍ଭରୁ ଜଳକଷ୍ଟ

ଜଳେଶ୍ୱର,୨୦ା୨(ଡି.ଏନ.ଏ.): ଦୀର୍ଘଦିନ ହେଲା ବର୍ଷା ହୋଇ ନ ଥିବାରୁ ଭୂତଳ ଜଳସ୍ତର ତଳକୁ ତଳକୁ ଖସି ଖସିଯାଉଛି। ପୁଣି ରବି ଋତୁରେ ବ୍ୟାପକ ଧାନଚାଷ ହୋଇଥିବାରୁ ଭୂତଳ ଜଳର ମାତ୍ରାଧିକ ବ୍ୟବହାର ହେଉଛି। ଆସନ୍ତା ଦିନରେ ବର୍ଷା ନ ହେଲେ ପରିସ୍ଥିତି…

ଆମେରିକାର ଆକାଶରେ ପୁଣି ଗୁପ୍ତଚର ବେଲୁନ…

ଓ୍ବାଶିଂଟନ,୨୦।୨ : ଆମେରିକାର ଆକାଶରେ ପୁଣି ଥରେ ଏକ ଗୁପ୍ତଚର ବେଲୁନ ଦେଖାଦେଇଛି। ଖବର ଅନୁଯାୟୀ, ଏହି ବେଲୁନ ହାୱାଇ ରାଜ୍ୟର ହନୋଲୁଲୁ ପ୍ରଦେଶର ପୂର୍ବ ଅଞ୍ଚଳରେ ଦେଖିବାକୁ ମିଳିଛି। ଉଲ୍ଲେଖନୀୟ କଥା ହେଉଛି, ଯେଉଁଠାରେ ଏହି ବିଶାଳ ବେଲୁନ ଦେଖାଯାଇଛି,…

ପଦ୍ମପୁରରେ ଘୋଷଣା, କେନ୍ଦୁଝରରେ ତାତି

କେନ୍ଦୁଝର,୨୦ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ପଦ୍ମପୁର ଗସ୍ତରେ ଯାଇ ବର୍ଷକ ମଧ୍ୟରେ ପଦ୍ମପୁରକୁ ଜିଲା ମାନ୍ୟତା ମିଳିବ ବୋଲି ଘୋଷଣା କରିବା ପରେ କେନ୍ଦୁଝର ଜିଲାରେ ପ୍ରତିକ୍ରିୟା ପ୍ରକାଶ ପାଇଛି। କେନ୍ଦୁଝର ଜିଲା ରାଜ୍ୟର ଏକ…

ଅପହରଣ ମାମଲାରେ ନାବାଳିକା ସହ ୪ ଯୁବକଙ୍କୁ ନେଲା ପଶ୍ଚିମବଙ୍ଗ ପୋଲିସ

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱର ରସୁଲଗଡ଼ ଅଞ୍ଚଳରେ ଥିବା ଏକ ନମ୍ବର ବିହୀନ କାର୍‌ରୁ ଜଣେ ନାବାଳିକାଙ୍କ ସହ ୪ ଯୁବକଙ୍କୁ ଶନିବାର ମଞ୍ଚେଶ୍ୱର ଥାନା ପୋଲିସ ଧରିଥିଲା। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବାବେଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।…

କରୋନା ମହାମାରୀ ଆଉ ନ ଆସୁ: ୧୩୦୦ କିଲୋମିଟର ପଦଯାତ୍ରାରେ ଦକ୍ଷିଣ କୋରିଆ ବୌଦ୍ଧ ଭିକ୍ଷୁ…

ଔରଙ୍ଗାବାଦ,୨୦।୨ : ଦକ୍ଷିଣ କୋରିଆର ୧୦୮ ଜଣ ବୌଦ୍ଧ ଭିକ୍ଷୁଙ୍କ ଏକ ଦଳ ତାଙ୍କ ଜୀବନ କାଳରେ ବୁଦ୍ଧଙ୍କ ପଦଚିହ୍ନ ଖୋଜିବାକୁ ବାହାରିଛନ୍ତି। ମହାତ୍ମା ବୁଦ୍ଧଙ୍କ ସହସ୍ର ବର୍ଷର ଅସ୍ଥି କଳସ ସହିତ ସେମାନେ ରଫିଗଞ୍ଜରେ ପହଞ୍ଚିଛନ୍ତି। ଏହି ପଦଯାତ୍ରା ଫେବୃଆରୀ…

ରାଜଧାନୀରେ ହାତୀଦାନ୍ତ ର଼୍ୟାକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍‌ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ ଚାଲାଣକାରୀଙ୍କୁ ଧରିଛି। ସେମାନଙ୍କଠୁ ପ୍ରାୟ ୩ କେଜି ଓଜନର ଏକ ହାତୀ ଦାନ୍ତ ଜବତ…

ଗୋଚର ଜମି ଜବରଦଖଲ: ସଙ୍କଟରେ ପ୍ରାଣୀ ସମ୍ପଦ

କଣାସ,୨୦।୨(ସ୍ବ.ପ୍ର.): ପୁରୀ ଜିଲା ଚିଲିକା ଉପକୂଳରେ ଅବସ୍ଥିତ କଣାସ ବ୍ଲକରେ ଗୋଚରଜମି ଜବରଦଖଲ ହୋଇଥିବାବେଳେ ପଶୁଙ୍କ ପାଇଁ ଥିବା ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ଆବଶ୍ୟକ କର୍ମଚାରୀ ନାହାନ୍ତି। ଫଳରେ ବ୍ଲକରେ ଦିନକୁ ଦିନ ପ୍ରାଣୀଙ୍କ ମୃତ୍ୟୁ ଘଟୁଛି ଏବଂ ପ୍ରାଣୀ ସମ୍ପଦ…

ବିକାଶରେ ବାଧକ ଶୋଚନୀୟ ରାସ୍ତା

ଯାଜପୁର ଅଫିସ,୨୦।୨: ଯାଜପୁର ଜିଲା ଗଠନ ହେବାର ୩୦ ବର୍ଷ ପରେ ବି ଲୋକଙ୍କ ଜୀବନଧାରଣ ମାନରେ ଆଶାନୁରୂପ ଉନ୍ନତି ହୋଇ ପାରିନାହିଁ। ସବୁଦିନିଆ ରାସ୍ତା ସୁଦୃଢ଼ ନ ଥିଲେ ସେହି ଅଞ୍ଚଳର ସାମାଜିକ ଓ ଅର୍ଥନୈତିକ, ସ୍ବାସ୍ଥ୍ୟ, ଶିକ୍ଷା, କୃଷି,…

ମୃତ୍ୟୁ ହାର ୧.୧୯ ପ୍ରତିଶତ…

ନୂଆଦିଲ୍ଲୀ, ୨୦।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ହଷ୍ଟେଲରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ପାରଳାଖେମୁଣ୍ଡି,୨୦ା୨(ଡି.ଏନ୍‌.ଏ.): ଜବାହର ନବୋଦୟ ବିଦ୍ୟାଳୟରେ ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ନବମ ଶ୍ରେଣୀରେ ପଢୁଥିବା ଏହି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଛାତ୍ରୀ ଜଣକ କାଶୀନଗର ବ୍ଲକ ଅଲଡ଼ା ଗ୍ରାମର ସୌଦାମିନୀ ରଇତ। ବେକରେ ଚଦର ଲଗାଇ…

ଋଣ ପ୍ରଦାନ ପାଇଁ ଆଇଏମଏଫର ସର୍ତ୍ତ, ଚିନ୍ତାରେ ପାକିସ୍ତାନ…

ଇସଲାମାବାଦ,୨୦।୨ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ପରିଚାଳନା ନିର୍ଦ୍ଦେଶକ କ୍ରିଷ୍ଟାଲିନା ଜର୍ଜିଆଭା କହିଛନ୍ତି ଯେ ଗରିବ ଲୋକଙ୍କୁ ସୁରକ୍ଷା ଦେବା ଏବଂ ଧନୀ ଲୋକଙ୍କୁ ଟିକସ ଦେବା ଆବଶ୍ୟକ। ଏଥିସହ ସେ ପାକିସ୍ତାନ ସରକାରଙ୍କୁ ମଧ୍ୟ କହିଛନ୍ତି ଯେ ଏହି…

ଭାରତରେ ଗାଈ-ମୂଷାଙ୍କର ହେଉଛି ପୂଜା, ଆମେରିକୀୟ ଲେଖିକାଙ୍କ ବିଦାଦୀୟ ମନ୍ତବ୍ୟ,ନିକ୍କିଙ୍କୁ ଟାର୍ଗେଟ…

ଓ୍ବାଶିଂଟନ,୨୦।୨ : ରକ୍ଷଣଶୀଳ ଆମେରିକୀୟ ଲେଖକ ଆନ କୁଲଟର ଭାରତୀୟ-ଆମେରିକୀୟ ନେତା ନିକ୍କି ହାଲେଙ୍କ ଉପରେ ଅନେକ ଜାତିଆଣ ମନ୍ତବ୍ୟ ଦେଇଛନ୍ତି। ଆସନ୍ତା ବର୍ଷ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନ ପାଇଁ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଭାବରେ ନିକ୍କି ପୂର୍ବତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri