ଆଜମ ଖାନଙ୍କୁ ପୁଣି ବଡ଼ ଝଟ୍କା
ଲକ୍ଷ୍ନୌ,୧୫।୨: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ଆଜମ ଖାନଙ୍କ ପରେ ଏବେ ତାଙ୍କ ପୁଅ ଅବଦୁଲ୍ଲା ଆଜମଙ୍କ ବିଧାନସଭା ସଦସ୍ୟତା ପଦ ରଦ୍ଦ ହୋଇଛି। ୟୁପି ବିଧାନସଭା ସଚିବାଳୟ ଅବଦୁଲ୍ଲା ଆଜମଙ୍କ ଆସନ ଖାଲି ପଡିଥିବା ଘୋଷଣା କରିଛି। ସୋମବାର ମୋରାଦାବାଦର…
ଆତ୍ମସମର୍ପଣ କଲେ ୩୩ ନକ୍ସଲ
ରାୟପୁର,୧୫।୨: ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ସୁକମାରେ ଆୟୋଜିତ ଏକ ସାଧାରଣ ସଭାରେ ୩୩ ନକ୍ସଲମାନେ ଏକତ୍ର ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ଅନେକ ନକ୍ସଲଙ୍କ ଉପରେ ପୁରସ୍କାର ଘୋଷଣା କରାଯାଇଥିଲା। ଏସପିଙ୍କ ଉପସ୍ଥିତିରେ ନକ୍ସଲମାନେ ଆତ୍ମସମର୍ପଣ କରିଥିଲେ। ସୁକମା ପୋଲିସ…
୨୦ ଦିନ ହେଲା ଜଳୁଛି କୋଇଲା ଖଣି
ଜୟପୁର,୧୫ା୨: ଦୀର୍ଘ ୨୦ ଦିନ ହେଲା ମାଟାସୁଖର ଲିଗ୍ନାଇଟ କୋଇଲା ଖଣିରୁ ବିଷାକ୍ତ ଧୂଆଁ ବାହାରୁଛି। ନାଗୋର ଜିଲାର ପ୍ରସିଦ୍ଧ କସନାଉ-ମାଟାସୁଖ ଲିଗ୍ନାଇଟ କୋଇଲା ପ୍ରକଳ୍ପ ୧୧ ମାସ ହେବ ବନ୍ଦ ହୋଇରହିଛି। ମାଟାସୁଖ ଖଣିରେ ଖୋଲା ଜଳୁଥିବା କୋଇଲା ଧୂଆଁ…
ପୁଣି ସାରା ତେନ୍ଦୁଲକରଙ୍କୁ ନେଇ ଚର୍ଚ୍ଚାରେ ଶୁଭମନ; ପ୍ରଶଂସକ କହୁଛନ୍ତି ‘ଚୋରି ଧରା ପଡ଼ିଗଲା’
ନୂଆଦିଲ୍ଲୀ,୧୫।୨: ପୁଣି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ କ୍ରିକେଟର ଶୁଭମନ ଗିଲ। ମଙ୍ଗଳବାର ଭ୍ୟାଲେଣ୍ଟାଇନ୍ ଡେ’ ଉପଲକ୍ଷେ ସେ ଏକ ଫଟୋ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ଏହାପରେ ତାଙ୍କ ନାଁ ଆଉ ଥରେ ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ଝିଅ ସାରାଙ୍କ…
କ୍ରିକେଟ୍ରଙ୍କୁ ଟିପ୍ସ ଦେବେ ସାନିଆ
ବେଙ୍ଗାଲୁରୁ,୧୫।୨: ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ମେଣ୍ଟର ଭାବରେ ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ନିଯୁକ୍ତ ହୋଇଛନ୍ତି। ବୁଧବାର ଟୁଇଟର୍ ମାଧ୍ୟମରେ ଆରସିବି ଏହା ନିଶ୍ଚିତ କରିଛି। ଆରସିବିର ଟୁଇଟର୍ରେ କହିଛି, ମହିଳାମାନଙ୍କ ପାଇଁ ଭାରତୀୟ…
ପାଲାମୁରେ ୧୪୪ ଧାରା
ରାଞ୍ଚି,୧୫।୨: ଝାଡଖଣ୍ଡର ପାଲାମୁରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ବିବାଦ ପରେ ପରିସ୍ଥିତି ଅଶାନ୍ତ ହୋଇପଡିଛି। ଫଳରେ ସେଠାରେ ୧୪୪ ଧାରା ଲାଗୁ ହୋଇଛି। ଶିବରାତ୍ରୀଙ୍କ ପାଇଁ ତୋରଣ ତିଆରି ପ୍ରସଙ୍ଗକୁ ବିବାଦ ଲାଗି ରହିଥିଲା। ଯାହା ପରେ ଉଭୟ ପାର୍ଶ୍ୱରୁ ପଥର…
‘ସି’ରେ କଂଗ୍ରେସ, ‘ସି’ରେ କରପ୍ସନ୍, ଉଭୟେ ସମାନ: ବୋମ୍ମାଇ
ବେଙ୍ଗାଲୁରୁ,୧୫।୨: କର୍ନାଟକରେ ଉଭୟ କଂଗ୍ରେସ ଓ ଭାଜପା ପରସ୍ପର ଉପରେ ଦୁର୍ନୀତି ଅଭିଯୋଗ କରୁଛନ୍ତି। କଂଗ୍ରେସ ଭାଜପା ସରକାରକୁ ଦୁର୍ନୀତିର ସରକାର ବୋଲି ଅଭିହିତ କରିଛି। ଏନେଇ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମ୍ମାଇ କହିଛନ୍ତି, କଂଗ୍ରେସ ଏବଂ ଦୁର୍ନୀତି(କରପସନ୍)ଉଭୟ ସି’ରୁ ଆରମ୍ଭ ହୋଇଛି।…
ସେଲ୍ଫି ହେଲା କାଳ
ଟିକିରି,୧୫ା୨(ଡି.ଏନ୍.ଏ.): ରାୟଗଡ଼ା ଜିଲା ଭାଲୁମସ୍କା ଗ୍ରାମକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ପିଲା। ସେଠାରୁ ୩ ଜଣ ସାଙ୍ଗ ହୋଇ ନିକଟସ୍ଥ ରେଳଷ୍ଟେଶନକୁ ଯାଇଥିଲେ। ସେଠାରେ ମାଲବାହୀ ଗାଡ଼ି ଠିଆ ହୋଇଥିବା ବେଳେ ୩ ପିଲାଙ୍କ ମଧ୍ୟରୁ ରେଳ ଉପରକୁ…
ପରୀକ୍ଷା ଦେବାକୁ ପହଞ୍ଚିଲେ ଅଢ଼େଇ ଫୁଟର ଯୁବକ: ସେଲ୍ଫି ନେବା ପାଇଁ ଜମିଲା ଭିଡ଼
ପାଟନା,୧୫।୨: ବିହାର ବୋର୍ଡର ଦଶମ ପରୀକ୍ଷା ମଙ୍ଗଳବାର ଅର୍ଥାତ୍ ଫେବୃଆରୀ ୧୪ରୁ ଆରମ୍ଭ ହୋଇଛି। ଇତିମଧ୍ୟରେ ମୁଜଫରପୁର ଜିଲାର ଦଶମ ଶ୍ରେଣୀର ୨୨ବର୍ଷୀୟ ଛାତ୍ର ଇନ୍ଦ୍ରଜିତ ଯେତେବେଳେ ପରୀକ୍ଷା ଦେବାକୁ ସ୍କୁଲରେ ପହଞ୍ଚିଥିଲେ। ସେତେବେଳେ ତାଙ୍କ ସହ ସେଲ୍ଫି ନେବାକୁ ପିଲାଙ୍କ…
ବିଶ୍ୱର ନମ୍ବର-୧ ଟିମ୍ ହେଲା ଭାରତ
ନୂଆଦିଲ୍ଲୀ,୧୫।୨: ନାଗପୁରରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଜିତିବା ପରେ ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଟେଷ୍ଟ ମାନ୍ୟତାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ଟେଷ୍ଟ ମାନ୍ୟତାରେ, ଯେଉଁଠାରେ ଟିମ ଇଣ୍ଡିଆ…
ଦରମା ୪ କୋଟି, ଘର ବି ମାଗଣା ତଥାପି ଚାକିରି କରିବାକୁ ଚାହୁଁନାହାନ୍ତି ଲୋକେ
ଆମ ଦେଶରେ ବେକାରି ଏବଂ ଜନସଂଖ୍ୟା ପରିସ୍ଥିତି ଏମିତି ଯେ, ଲୋକମାନେ ଚାକିରି ପାଇବା ପାଇଁ ଦୁନିଆର ଯେକୌଣସି କୋଣକୁ ଯାଇଥାନ୍ତି। ଆଜି ପ୍ରାୟ ସବୁ ସ୍ଥାନରେ ଭାରତୀୟମାନେ ଚାକିରି କରିଛନ୍ତି। ତଥାପି ଏପରି କିଛି ସ୍ଥାନ ଅଛି, ଯେଉଁଠାରେ ମୋଟା…
ମେଘାଳୟ ନିର୍ବାଚନ: ଘୋଷଣାପତ୍ର ଜାରି କଲା ଭାଜପା
ଶିଲଂ,୧୪।୨: ମେଘାଳୟ ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି ଭାଜପା। ବୁଧବାର ଭାଜପା ସଭାପତି ଜେପି ନଡା ମେଘାଳୟ ପାଇଁ ଦଳର ଘୋଷଣାପତ୍ର ପ୍ରକାଶ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ଭାଜପା ସରକାର ଗଠନ ହେଲେ ସପ୍ତମ ବେତନ ଆୟୋଗ କାର୍ଯ୍ୟକାରୀ…
Archives


