୪ ହଜାର କର୍ମଚାରୀ ଛଟେଇ କରିବ ଡିଜ୍‌ନୀ

କାଲିଫର୍ନିଆ,୧୯।୩: ମନୋରଞ୍ଜନ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କମ୍ପାନୀ ଡିଜ୍‌ନୀ ଚାରି ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରୁଛି। ଛଟେଇ ହେବାକୁ ଥିବା କର୍ମଚାରୀଙ୍କୁ ତୁରନ୍ତ ଚିହ୍ନଟ କରିବାକୁ କମ୍ପାନୀ ଏହାର ମ୍ୟାନେଜର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛି। କମ୍ପାନୀ ଏପ୍ରିଲରେ ଏହି ଛଟେଇ କରିବ। କର୍ମଚାରୀଙ୍କୁ ଛୋଟ ଗ୍ରୁପ୍‌ ଆକାରରେ ଛଟେଇ କରାଯିବ କି ଏକାସାଙ୍ଗରେ ଚାରି ହଜାର କର୍ମଚାରୀଙ୍କୁ ଚାକିରିରୁ ହଟାଯିବ ତାହା ହଜିଯିବ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଡିଜ୍‌ନୀର ବାର୍ଷିକ ବୈଠକ ଏପ୍ରିଲ ୩ରେ ଅନୁଷ୍ଠିତ ହେବ। ଏହି ବୈଠକରେ ଛଟେଇ ଘୋଷଣା କରାଯାଇପାରେ।
ଡିଜ୍‌ନୀ ବଜେଟ କମାଇବା ପାଇଁ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରୁଛି। ଏହାପୂର୍ବରୁ କମ୍ପାନୀର ସିଇଓ ବବ ଆଇଗର ଫେବୃଆରୀରେ ଘୋଷଣା କରିଥିଲେ ଯେ, ଡିଜ୍‌ନୀ ସାତ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଏହା କମ୍ପାନୀକୁ ପ୍ରାୟ ସାତ ବିଲିୟନ ଡଲାର ସଞ୍ଚୟ କରିବ।
ସାମ୍ପ୍ରତିକ ସମୟରେ ଅନେକ କମ୍ପାନୀ ଛଟେଇ ଘୋଷଣା କରିଛନ୍ତି। ଏଥିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର ନାମ ସାମିଲ ଅଛି। ପ୍ରାୟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ମେଟା ଯୋଜନା କରୁଛି। ଏହାପୂର୍ବରୁ ମେଟା ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିଛି। ଯୋଗାଯୋଗ ଟେକ୍ନୋଲୋଜି କମ୍ପାନୀ ଜୁମ ମଧ୍ୟ ଏହାର ୧୫ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛି। ଏହା ଅଧୀନରେ କମ୍ପାନୀ ୧୫୦୦ କର୍ମଚାରୀଙ୍କୁ ଛଟେଇ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଜ୍ଜନକ ସ୍ଥିତିରେ ଆଫଗାନିସ୍ତାନ

କାବୁଲ, ୨୫।୭(ଆଇଏଏନ୍‌ଏସ୍‌): ଆମେରିକା ନେତୃତ୍ୱାଧୀନ ନାଟୋ ସେନା ପ୍ରତ୍ୟାହାର ସହିତ ଅଶାନ୍ତ ହେବାରେ ଲାଗିଛି ଆଫଗାନିସ୍ତାନ। ତାଲିବାନ ଆତଙ୍କବାଦୀମାନେ ସୀମାନ୍ତବର୍ତ୍ତୀ ଅଞ୍ଚଳର ୯୦ ପ୍ରତିଶତ ନିଜ...

ହେଲିକପ୍ଟର ଦୁର୍ଘଟଣାରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି କୋବେ ବ୍ରାଏଣ୍ଟ ମୃତ

କାଲିଫର୍ଣ୍ଣିଆ,୨୭।୧: ଆମେରିକାର କାଲିଫର୍ଣ୍ଣିଆ ସହରରେ ଏକ ବଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ପ୍ରସିଦ୍ଧ ବାସ୍କେଟବଲ ଖେଳାଳି...

ସେନାଙ୍କ ସହ କଫି ପିଇଲେ ଜେଲେନ୍‌ସ୍କି: ଭିଡିଓ ଭାଇରାଲ

କ୍ୱିଭ,୨୮।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ଆଜି ହେଉଛି ପଞ୍ଚମ ଦିନ। ଶକ୍ତିଶାଳୀ ରୁଷିଆ ସୈନ୍ୟଙ୍କ ସମ୍ମୁଖରେ ୟୁକ୍ରେନ ସୈନ୍ୟ ଦୃଢ଼ତାର...

ରୁଷିଆର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ: ଦେଖାଯାଉଛି ୧୪୪ ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା!

ମସ୍କୋ,୧୩।୮: ରୁଷିଆ ପ୍ରଥମ କରି କରୋନା ମହାମାରୀର ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିଥିବା ଦାବି କରିଛି ସତ। ଏମିତିକି କିଛି ଦେଶ ମଧ୍ୟ ଏହାକୁ...

୨୦୦ ଦିନ ପରେ ପୃଥିବୀକୁ ଫେରିଲେ ୪ ମହାକାଶଚାରୀ…

ମେକ୍ସିକୋ,୯।୧୧: ମହାକାଶରେ ୨୦୦ ଦିନ ବିତାଇବା ପରେ ସୋମବାର ରାତିରେ ଚାରିଜଣ ମହାକାଶଚାରୀ ପୃଥିବୀକୁ ଫେରିଛନ୍ତି। ସେମାନେ ସ୍ପେସ ଏକ୍ସ କ୍ୟାପସୁଲରେ ମେକ୍ସିକୋ ଗଲ୍ଫରେ ଅବତରଣ...

ଶ୍ରୀଲଙ୍କା ବିସ୍ଫୋରଣ: ସନ୍ଦିଗ୍ଧଙ୍କ ନାଁ ସହ ଭୁଲରେ ଆମେରିକା ମୁସଲମାନ ମହିଳାଙ୍କ ଫଟୋ ଲଗାଇଲା ପୋଲିସ

କଲମ୍ବୋ,୨୬।୪: ଇଷ୍ଟର ସନ୍‌ ଡେ’ରେ ଶ୍ରୀଲଙ୍କାରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣ ସାରା ବିଶ୍ୱକୁ ଥରାଇ ଦେଇଥିଲା। ଏଥିରେ ଶ୍ରୀଲଙ୍କା ପୋଲିସ ମଧ୍ୟ ଅଡୁଆରେ ପଡିଯାଇଥିଲା।...

କରୋନା ଯୋଗୁ ୟୁରୋପରେ ହାହାକାର, ୬ ସପ୍ତାହରେ ବୃଦ୍ଧି ପାଇଛି ୩ ଗୁଣା…

ଲଣ୍ଡନ, ୧୯।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର କହିଛି ଯେ ଗତ ୬ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ହାହାକାର...

ୟୁକ୍ରେନ୍‌ ଉପରେ ଆଲୋଚନା ପାଇଁ ପ୍ରସ୍ତୁତ: ପୁଟିନ୍‌

ମସ୍କୋ,୨୬ା୧୨: ୟୁକ୍ରେନ୍‌ ଯୁଦ୍ଧର ସମସ୍ତ ପକ୍ଷଙ୍କ ସହ ଆଲୋଚନା ପାଇଁ ରୁଷିଆ ପ୍ରସ୍ତୁତ। କିତୁ କିଭ୍‌ ଓ ଏହାର ପାଶ୍ଚାତ୍ୟ ସମର୍ଥନକାରୀମାନେ ଆଲୋଚନା ପ୍ରସ୍ତାବକୁ ଅଗ୍ରାହ୍ୟ...

Advertisement
Archives

Model This Week