ପିଲାଙ୍କୁ ପଢ଼ାଇବା ପାଇଁ ବାଇଡେନ ନେଇଥିଲେ ୮ କୋଟି, କରି ନାହାନ୍ତି ଗୋଟିଏ ବି କ୍ଲାସ…
ଓ୍ବାଶିଂଟନ,୧୧।୧ : ଉପରାଷ୍ଟ୍ରପତି ପଦ ଛାଡିବା ପରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପେନସିଲଭାନିଆ ୟୁନିଭରସିଟିରେ ନିଯୁକ୍ତି ପାଇଥିଲେ ଏବଂ ତାଙ୍କୁ ପ୍ରଫେସର ଭାବରେ ବର୍ଷକୁ ଏକ ମିଲିୟନ ଡଲାର ଦିଆଯାଉଥିଲା। କିନ୍ତୁ ସେ କଦାପି ଗୋଟିଏ ବି କ୍ଲାସ ନେଇ…
ଏସ୍ଏଚ୍ଜିକୁ ସୁଧ ଛାଡ଼ ଶ୍ରେୟ କେନ୍ଦ୍ରର: ଭାଜପା
ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ୟାଣ ଯୋଜନାକୁ ରାଜ୍ୟ ସରକାର ନିଜ ଯୋଜନା କହି ସଂଘୀୟ ବ୍ୟବସ୍ଥାର ଅସମ୍ମାନ କରୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରୁଛି । କେନ୍ଦ୍ର ସରକାର ରାଜ୍ୟକୁ କୋଟି କୋଟି ଟଙ୍କା ଅର୍ଥ ଯୋଗାଉଛନ୍ତି…
ଭାଜପାର ‘ୟୁଜ୍ ଆଣ୍ଡ ଥ୍ରୋ’ ନୀତି ଦାୟୀ: ଖାର୍ଗେ
ନୂଆଦିଲ୍ଲୀ,୧୧ା୧(ପି.ଟି.): କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ବିକ୍ଷୋଭକୁ ନେଇ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ଭାଜପାକୁ ସମାଲୋଚନା କରିଛନ୍ତି। ଗୈରିକ ଦଳର ‘ବ୍ୟବହାର କରି ଫିଙ୍ଗିଦିଅ ଓ ଧୋକା ଦିଅ’ ନୀତି କଶ୍ମୀରୀ ପଣ୍ଡିତ କର୍ମଚାରୀମାନଙ୍କ ସମସ୍ୟାର କାରଣ ବୋଲି ଖାର୍ଗେ…
ପୁଣି ବଢ଼ିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୧୧।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ମାମଲା ବଢ଼ିଛି। ଲଗାତାର ଦୁଇ ଦିନ…
ମେକ୍ସିକୋରେ ବାଇଡେନ୍, ଟ୍ରୁଡୋ
ମେକ୍ସିକୋ ସିଟି,୧୧ା୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ତାଙ୍କ କାନାଡା ପ୍ରତିପକ୍ଷ ଜଷ୍ଟିନ୍ ଟ୍ରୁଡୋ ମଙ୍ଗଳବାର ମେକ୍ସିକୋରେ ପହଞ୍ଚତ୍ଛନ୍ତି। ମେକ୍ସିକୋ ସହ ଦୁଇ ରାଷ୍ଟ୍ରର ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେମାନେ ସେଠାକାର ରାଷ୍ଟ୍ରପତି ଆଣ୍ଡ୍ରେସ୍ ମାନୁଏଲ୍ ଲୋପେଜ ଓବ୍ରାଡରଙ୍କ…
ଗୃହମନ୍ତ୍ରୀଙ୍କ ଉପରକୁ ଜୋତା ମାଡ଼
ଇସଲାମାବାଦ୍,୧୧।୧: ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲଙ୍କ ଉପରକୁ ଜୋତା ମାଡ଼ କରାଯାଇଛି। ସେ ପଞ୍ଜାବ ବିଧାନସଭା ସଭାର ବୈଠକ ଶେଷ ପରେ ନିଜ କାର ପାଖକୁ ଯାଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା। ତେବେ କାରର ଝରକା ଯୋଗୁ ସେ କୌଣସି…
ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ…
ନୂଆଦିଲ୍ଲୀ,୧୧।୧ : ଭାରତରେ ସଂକ୍ରମଣ ବୃଦ୍ଧି ହେବାର କୌଣସି ଆଶଙ୍କା ନାହିଁ ବୋଲି କୋଭିଡ ୱାର୍କିଂ ଗ୍ରୁପ୍ର ଚେୟାରମ୍ୟାନ ଡାକ୍ତର ଏନ.କେ ଆରୋରା କହିଛନ୍ତି ଯେ ଦେଶରେ ବହୁତ ଜୀବାଣୁ ଅଛନ୍ତି କିନ୍ତୁ ଏହା ଏତେ ତୀବ୍ର ନୁହେଁ। ଆମେ ଜେନୋମିକ…
ହସ୍ପିଟାଲରେ ଥିବା ଫଟୋ ଟୁଇଟ୍ କଲେ ବୋଲସୋନାରୋ
ଓ୍ବାଶିଂଟନ୍,୧୧ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋ ଆମେରିକାର ଫ୍ଲୋରିଡାସ୍ଥିତ ଓର୍ଲାଣ୍ଡୋର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳର ଫଟୋକୁ ମଙ୍ଗଳବାର ଟୁଇଟ୍ କରିଛନ୍ତି। ୨୦୧୮ରେ ଏକ ରାଜନୈତିକ ରାଲି ବେଳେ ପେଟରେ ଛୁରାମାଡ଼ ଯୋଗୁ ସୃଷ୍ଟି ହୋଇଥିବା ପୁରୁଣା କ୍ଷତ…
ମହିଳାଙ୍କୁ ଝୁଣି ମାରିଦେଲେ କୁକୁର
ଧରଓ୍ବାଡ୍(କର୍ନାଟକ),୧୧ା୧: କର୍ନାଟକର ଧରଓ୍ବାଡ୍ ଜିଲାରେ ମଙ୍ଗଳବାର ଜଣେ ନିରାଶ୍ରୟା ମହିଳାଙ୍କୁ କୁକୁର ଝୁଣି ମାରିଦେଇଛନ୍ତି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ସେ ମଙ୍ଗଳବାର ସକାଳେ ଉପିନା ବେଟାଗେରି ଖବରସ୍ଥାନ ଗ୍ରାମରେ ଭିକ୍ଷା ମାଗିଥିଲେ। ପରେ ସେ ଗାଁର ଏକ ଘର ନିକଟରେ…
ଅଧିକ କରୋନା ସଂକ୍ରମଣ ଥିବା ଦେଶର ଯାତ୍ରୀଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଲା ଡବ୍ଲୁଏଚଓ…
ଜେନେଭା,୧୧।୧ : ଓମିକ୍ରନର ସବ-ଭାରିଆଣ୍ଟ ଏକ୍ସବିବି.୧.୫ ସଂକ୍ରମଣ ପୃଥିବୀର ଅନେକ ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି । ବିଶେଷ ଭାବରେ, ଏହି ସବ-ଭାରିଆଣ୍ଟ ଧୀରେ ଧୀରେ ଆମେରିକାରେ ଏହାର ପ୍ରଭାବ ଦେଖାଉଛି, ଯାହା ଉପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ପକ୍ଷରୁ ଚିନ୍ତା…
ଏୟାର ଇଣ୍ଡିଆ ଖାଦ୍ୟରେ ଗୋଡ଼ି
ନୂଆଦିଲ୍ଲୀ,୧୧ା୧: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାକୁ ନେଇ ଏୟାର ଇଣ୍ଡିଆ ବଦ୍ନାମ ହୋଇଥିବାବେଳେ ଏବେ ବିମାନରେ ପରିବେଷଣ କରାଯାଉଥିବା ଖାଦ୍ୟରେ ଗୋଡ଼ି ବାହାରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ଜଣେ ମହିଳା ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟର ଦୁଇଟି ଫଟୋ ସେ…
ନାଗରିକତ୍ୱ ଆଇନ ଧାରା ୬ଏର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୧ା୧: ନାଗରିକତ୍ୱ ଆଇନର ଧାରା ୬ଏ’କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଦାଏର ପିଟିଶନଗୁଡ଼ିକର ଶୁଣାଣି ମଙ୍ଗଳବାର ହୋଇଥିଲା। ଉକ୍ତ ଧାରାରେ ରହିଥିବା ବ୍ୟବସ୍ଥାଗୁଡ଼ିକର ସାମ୍ବିଧାନିକ ବୈଧତା ଉପରେ ପ୍ରଥମେ ନିଷ୍ପତ୍ତି ନିଆଯିବ ଓ ପରେ ଅନ୍ୟ ପ୍ରସଙ୍ଗ ଉପରେ ବିଚାର ହେବ…
Archives


