Home

ବଲିଉଡ୍‌ର ଏହି ହୋଲି ଗୀତ ସବୁଠୁ କରିଥିଲା ଅଧିକ ରୋଜଗାର

ମୁମ୍ବାଇ: ଦିନକ ପରେ ଆସୁଛି ରଙ୍ଗର ପର୍ବ ହୋଲି। ହୋଲି ସହ ବଲିଉଡ୍‌ର ବିଶେଷ ସଂଯୋଗ ରହିଛି। ଅତୀତରେ ହୋଲିକୁ ନେଇ କିଛି ଗୀତ ସୁପର ଡୁପର ହୋଇଛି। ଆଜି ବି ଏହି ଗୀତଗୁଡ଼ିକର କ୍ରେଜ୍‌ କମିନାହିଁ। ହୋଲି ପୂର୍ବରୁ ଏପରି…

ମୋଦିଙ୍କୁ ସୈତାନ କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର୍‌

ଇସଲାମାବାଦ୍‌,୬।୩: ପାକିସ୍ତାନ ଏକ ଭୟଙ୍କର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି ଏବଂ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଟଙ୍କା ନାହିଁ। ଶେହଓ୍ବାଜ୍‌ ସରକାର ଋଣ ପାଇଁ ଅନ୍ୟ ଦେଶମାନଙ୍କ ନିକଟରେ ନିବେଦନ କରୁଛନ୍ତି। ଦୁର୍ଭାଗ୍ୟବଶତଃ, ଅର୍ଥନୈତିକ ଦୁଃଖ ମଧ୍ୟରେ ମଧ୍ୟ…

ବାଣ ଭିଡୁଥିବା ବେଳେ ବିସ୍ଫୋରଣ: ୪ ଜଳିଗଲେ, ୪ ଗୁରୁତର

ଖୋର୍ଦ୍ଧା ଅଫିସ,୬ା୩: ଟାଙ୍ଗୀ ଥାନା ଭୂଷଣ୍ଡପୁର ଜେଟିରେ ଦୋଳ ଉତ୍ସବ ପାଇଁ ସୋମବାର ବାଣ ଭିଡ଼ିବା ସମୟରେ ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଆହତଙ୍କୁ ଟାଙ୍ଗୀ ପରେ ଭୁବନେଶ୍ବର ମେଡିକାଲକୁ ସ୍ଥାନାନ୍ତର…

ଅଷ୍ଟ୍ରେଲିଆ ଦଳକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୬।୩: ଇନ୍ଦୋର ଟେଷ୍ଟ ଜିତିବା ପରେ ଅଷ୍ଟ୍ରେଲୀୟ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ କମିନ୍ସ ସିରିଜର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ପାଇଁ ଦଳକୁ ଫେରିବେ ନାହିଁ। କମିନ୍ସ ତାଙ୍କ ମା’ଙ୍କ ଚିକିତ୍ସା ପାଇଁ ଅଷ୍ଟ୍ରେଲିଆରେ…

‘ୟୁକ୍ରେନ ଯୁଦ୍ଧରୁ ପ୍ରୋତ୍ସାହିତ ହୋଇ ଚାଇନା ଭାରତ ଉପରେ କରିପାରେ ଆକ୍ରମଣ’

ନ୍ୟୁୟର୍କ,୬।୩: ଆମେରିକାର ପୂର୍ବତନ ପ୍ରତିରକ୍ଷା ସଚିବ ଜିମ ମ୍ୟାଟିସ ଏକ ବଡ଼ ଖୁଲାସା କରିଛନ୍ତି। ୟୁକ୍ରେନ ଯୁଦ୍ଧ ଦ୍ୱାରା ଉତ୍ସାହିତ ହୋଇ ଚାଇନା ମଧ୍ୟ ଭାରତ ଉପରେ ଆକ୍ରମଣ କରିପାରେ ବୋଲି ମ୍ୟାଟିସ୍‌ ଭବିଷ୍ୟବାଣୀ କରିଛନ୍ତି। ମ୍ୟାଟିସ କହିଛନ୍ତି, ୟୁକ୍ରେନ ଯୁଦ୍ଧ…

ଆସନ୍ତା ୧୦ରୁ ମାଟ୍ରିକ ପରୀକ୍ଷା, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ

ଭୁବନେଶ୍ୱର,୬ା୩(ବ୍ୟୁରୋ): ଆସନ୍ତା ମାର୍ଚ୍ଚ ୧୦ରୁ ୧୭ ଯାଏ ଚାଲିବ ମାଟ୍ରିକ ପରୀକ୍ଷା। ଏଥର କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ବ୍ୟବସ୍ଥା କରାଯାଇଛି। ପରୀକ୍ଷା ସେଣ୍ଟରଗୁଡ଼ିକୁ ସ୍କ୍ବାଡ ଅଚାନକ ଗସ୍ତ କରିବେ। ଏଥିସହ ସମସ୍ତ କେନ୍ଦ୍ରରେ…

ଆଲିଆଙ୍କୁ ମିଛ କହିଥିଲେ ରଣବୀର

ବଲିଉଡ୍‌ ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଫିଲ୍ମ ‘ତୁ ଝୁଠି ହୈ ମେଁ ମକ୍କାର’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ସମୟରେ ସେ ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ ସ୍ତ୍ରୀ ଆଲିଆ ଭଟ୍ଟଙ୍କୁ କିଛି ମିଛ କହିଥିବା ସ୍ବୀକାର…

ବାଲୁଚିସ୍ତାନରେ ପୋଲିସ ଟିମ୍‌ ଉପରେ ଆତ୍ମଘାତୀ ଆକ୍ରମଣ…

ଇସଲାମାବାଦ,୬।୩ : ପାକିସ୍ତାନରେ ଆତଙ୍କବାଦୀମାନେ ଏକ ଆତ୍ମଘାତୀ ଆକ୍ରମଣ କରିଛନ୍ତି। ବାଲୁଚିସ୍ତାନରେ ପୋଲିସ ଟିମ୍‌ ଉପରେ ଏହି ଆକ୍ରମଣ ହୋଇଛି। ବର୍ତ୍ତମାନ ସୁଦ୍ଧା ମୃତକଙ୍କ ସଂଖ୍ୟା ୯ରେ ପହଞ୍ଚିଥିବାବେଳେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। ମୃତାହତଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା…

ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ କରିବୁ: ଚାଇନାକୁ ତାଇଓ୍ବାନର ଚେତାବନୀ…

ତାଇପେ,୬।୩ : ଲଗାତର ଚାଇନା ତାଇଓ୍ବାନର ଆକାଶ ମାର୍ଗ ସୀମା ଉଲ୍ଲଂଘନ କରିବାରେ ଲାଗିଛି। ଏନେଇ ଏବେ ତାଇଓ୍ବାନ ଚାଇନାକୁ ଚେତାବନୀ ଦେଇଛି। ତାଇଓ୍ବାନ କହିଛି ଆମେ ଆତ୍ମରକ୍ଷା ସହିତ ପାଲଟା ଆକ୍ରମଣ ମଧ୍ୟ କରିବୁ। ତେଣୁ ଅନ୍ତର୍ଜାତୀୟ ସୀମାରେ ଚାଇନା…

ଟିଏମସି-କଂଗ୍ରେସର ଅପପ୍ରଚାର ଯୋଗୁ ମେଘାଳୟରେ ଆଶାନୁରୂପକ ଫଳ ମିଳିଲାନି:ଭାଜପା

ଶିଲଂ,୬।୩ : ମେଘାଳୟ ଭାଜପା ଅଧ୍ୟକ୍ଷ ଏର୍ନେଷ୍ଟ ମାଓ୍ବରି ସୋମବାର ଦାବି କରିଛନ୍ତି ଯେ ଟିଏମ୍‌ସି ଏବଂ କଂଗ୍ରେସ ତାଙ୍କ ଦଳ ବିରୋଧରେ ଖ୍ରୀଷ୍ଟିଆନ ବିରୋଧୀ ପ୍ରଚାର ଚଳାଇଛନ୍ତି। ଏହି ପ୍ରଚାର ଯୋଗୁଁ ତାଙ୍କ ଦଳ ସନ୍ତୋଷଜନକ ଫଳାଫଳ ପାଇପାରି ନାହିଁ।…

ଦାବି ପୂରଣ ନ ହେଲେ ସାମୁହିକ ଛୁଟିରେ ଯିବେ ଶିକ୍ଷକ

ଛତ୍ରପୁର,୬ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଲକ୍ଷ୍ମଣଭବନଠାରେ ରାଜ୍ୟ ସଂଘର ଡାକରା କ୍ରମେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଘର ସଭାପତି କୃଷ୍ଣଚନ୍ଦ୍ର ଦାଶ ସଭାପତିତ୍ୱ କରିଥିବାବେଳେ ସଂଘର ସମ୍ପାଦକ…

ଛୋଟ ସହରରେ ପହଞ୍ଚିଛି ସ୍ବାସ୍ଥ୍ୟ ସେବା: ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୬।୩ : ସ୍ବାସ୍ଥ୍ୟ ଏବଂ ଚିକିତ୍ସା ଅନୁସନ୍ଧାନ ଉପରେ ସୋମବାର ଆୟୋଜିତ ୱେବନାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ‘ପିଏମ ଆୟୁଷ୍ମାନ ଭାରତ’ ସ୍ବାସ୍ଥ୍ୟ ଭିତ୍ତିଭୂମି ମାଧ୍ୟମରେ ଛୋଟ ସହରରେ ଆବଶ୍ୟକ ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri