Home

୨୦୨୩ରେ ଜିଏସ୍‌ଟି ସଂଗ୍ରହ ୧୫.୧୪% ବଢ଼ିଛି

ଭୁବନେଶ୍ୱର, ୩ା୪(ବ୍ୟୁରୋ): ୨୦୨୩ ମାର୍ଚ୍ଚରେ ଓଡ଼ିଶା ମୋଟ ଜିଏସ୍‌ଟି ବାବଦକୁ ୪୭୪୯.୦୨ କୋଟି ଟଙ୍କା ସଂଗ୍ରହ କରିଛି। ୨୦୨୨ ମାର୍ଚ୍ଚରେ ଏହି ସଂଗ୍ରହ ପରିମାଣ ୪୧୨୪.୬୬ କୋଟି ଟଙ୍କା ଥିଲା। ଏ କ୍ଷେତ୍ରରେ ଗତ ବର୍ଷର ମାର୍ଚ୍ଚ ତୁଳନାରେ ୧୫.୧୪% ଅଭିବୃଦ୍ଧି…

ଜନସଂଖ୍ୟା ସନ୍ତୁଳନ ପାଇଁ ସପ୍ତାହେ ଛୁଟି

ବେଜିଂ,୩।୪: ୨ ବର୍ଷ ହେଲା ଚାଇନାରେ ଜନ୍ମହାର କମିବାରେ ଲାଗିଛି। ଫଳରେ ଦେଶର ଜନସଂଖ୍ୟା ହ୍ରାସ ପାଇଛି। ଏହାକୁ ଦୃଷ୍ଟିରେ ରଖି ଜନସଂଖ୍ୟାରେ ସନ୍ତୁଳନ ଆଣିବା ଲାଗି ଚାଇନାର ୯ଟି କଲେଜ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି। କଲେଜରେ ପାଠ…

ଡେଲି ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଊର୍ଦ୍ଧ୍ୱ ଦୋକାନ

କେନ୍ଦୁଝର,୩ା୪(ସ୍ବ.ପ୍ର.): କେନ୍ଦୁଝର ସହର ଡେଲି ମାର୍କେଟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଯେ, ଦୁଇଟି ଅଗ୍ନିଶମ ବାହିନୀ ଗାଡ଼ି ଆୟତ୍ତ କରିବାରେ ଅସମର୍ଥ…

ଆଜି ଜାପାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାରଠାରୁ ସପ୍ତାହବ୍ୟାପୀ ଜାପାନ ଗସ୍ତରେ ଯାଉଛନ୍ତି। ତାଙ୍କର ଏହି ବିଦେଶ ଗସ୍ତକାଳରେ ଏକାଧିକ କାର୍ଯ୍ୟକ୍ରମ ରହିଛି। ଟୋକିଓ, କ୍ୟୁଟୋ ଏବଂ ଓସାକା ଆଦି ୩ ସହରରେ ବାଣିଜି୍ୟକ ସମ୍ମିଳନୀ ଏବଂ ସରକାରୀ କାର୍ଯ୍ୟକ୍ରମରେ ସେ ଯୋଗଦେବେ।…

୩ ମହଲାରୁ ପଡ଼ି ବିଟେକ୍‌ ଛାତ୍ର ଗୁରୁତର

ପରଜଙ୍ଗ, ୩।୪(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲେଜି (ଆଇଜିଆଇଟି)ରେ ଶନିବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଶିକ୍ଷାନୁଷ୍ଠାନର ଛାତ୍ରାବାସ ‘ସୂର୍ଯ୍ୟଭବନ’ର ୩ ମହଲାରୁ ଖସିପଡ଼ି ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ଗୁରୁତର ହୋଇଛନ୍ତି।…

‘ଜାତୀୟ ସମ୍ମିଳନୀରେ ଓଡ଼ିଶାର ଏସ୍‌ସି,ଏସ୍‌ଟିଙ୍କ ଅଧିକାର ନେଇ ଆଲୋଚନା ହେଉ’

ଭୁବନେଶ୍ୱର,୩।୪(ବ୍ୟୁରୋ): ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ ସୋମବାର ନୂଆଦିଲ୍ଲୀରେ ଦେଶର ସାମାଜିକ ନ୍ୟାୟ ସମ୍ପର୍କିତ ସମ୍ମିଳନୀ ଆୟୋଜନ କରୁଛନ୍ତି। ଏହି ସମ୍ମିଳନୀରେ ବିରୋଧୀ ଦଳଗୁଡ଼ିକର ନେତାମାନେ ଯୋଗଦେବେ। ସାମାଜିକ ଅଧିକାରରୁ ବଞ୍ଚତ୍ତ ହେଉଥିବା ବର୍ଗଙ୍କ ଅଧିକାର ସମ୍ପର୍କରେ ସେଠାରେ ଆଲୋଚନା…

ଆଗକୁ ଅସମ୍ଭାଳ ତାତି

ଭୁବନେଶ୍ୱର,୩।୪(ବ୍ୟୁରୋ): ମାର୍ଚ୍ଚ ୧୪ରୁ ରାଜ୍ୟରେ ପଶ୍ଚିମା ଝଡ଼ ପ୍ରବାହରେ ପୂର୍ବାହ୍ନରେ ଖରା ଓ ଅପରାହ୍ନରେ ଝଡ଼ବର୍ଷା ଓ କୁଆପଥର ମାଡ଼ ହେଉଥିଲା। ତେବେ ସମୁଦ୍ରପଟୁ କ୍ରମାଗତ ସ୍ଥଳଭାଗ ଆଡ଼କୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଜାରି ରହିବାରୁ ରବିବାର ପାଗରେ ପରିବର୍ତ୍ତନ ହୋଇଛି।…

ଆଜି ହିନ୍ଦୋଳ ଏନ୍‌ଏସି ନିର୍ବାଚନ

ଢେଙ୍କାନାଳ ଅଫିସ, ୩।୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ପାଇଁ ସୋମବାର ଭୋଟ ଗ୍ରହଣ ହେବ। ଏହା ପୂର୍ବାହ୍ନ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୫ଟା ଯାଏ ଚାଲିବ। ମତଦାନ ଶୃଙ୍ଖଳିତ କରିବା ଲାଗି ପ୍ରଶାସନିକ ପ୍ରସ୍ତୁତି ଶେଷ ହୋଇଥିବାବେଳେ…

ଗିରଫ ଏସ୍‌ଆଇଙ୍କ ଲିଙ୍ଗକୁ ନେଇ ଦ୍ୱନ୍ଦ୍ୱ

ଭଦ୍ରକ ଅଫିସ,୩ା୪: ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ ପ୍ରଲୋଭନ ଦେଖାଇ ଦୁଇବର୍ଷ ଧରି ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗରେ ଜଣେ ଏସ୍‌ଆଇଙ୍କୁ ଭଦ୍ରକ ଟାଉନ ପୋଲିସ ଗିରଫ ପରେ ରବିବାର କୋର୍ଟଚାଲାଣ କରିଛି। ଅଭିଯୁକ୍ତ ହେଲେ ଚୂଡ଼ାମଣି ମେରାଇନ…

ଆଜିଠୁ ମାଟ୍ରିକ୍‌ ଖାତା ମୂଲ୍ୟାୟନ

କଟକ ଅଫିସ,୩ା୪: ସୋମବାରଠାରୁ ମାଟ୍ରିକ୍‌, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷାଖାତା ମୂଲ୍ୟାୟନ ଆରମ୍ଭ ହେବ। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ରବିବାର ସବୁ ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ ଯୋଗଦେଇଛନ୍ତି। ଏଥିସହ ଜିଲା…

କୁକୁରଙ୍କୁ ସାଙ୍ଗରେ ନେଇ ଫିଲ୍ମ ହଲ୍‌ ଯାଉଛନ୍ତି ଲୋକେ, କାରଣ ଜାଣିଲେ…

ଯେତେବେଳେ ବି ଦୁନିଆରେ ବିଶ୍ୱସ୍ତତାର କଥା ଆସେ, ପ୍ରଥମେ କୁକୁରମାନଙ୍କ ନାଁ ଆସେ। ଏହି କାରଣରୁ ସେମାନଙ୍କୁ ଗୃହପାଳିତ ପଶୁ ଭାବରେ ରଖିବାକୁ ଲୋକେ ଅଧିକ ପସନ୍ଦ କରନ୍ତି। କୁକୁରମାନେ ମଧ୍ୟ ସେମାନଙ୍କର ମାଲିକମାନଙ୍କ ସହିତ ବେଶ୍‌ ଭାବପ୍ରବଣ ହୋଇଥାନ୍ତି। କୁକୁରମାନଙ୍କର…

ମୁମ୍ବାଇକୁ ୮ ଉଇକେଟରେ ହରାଇଲା ଆର୍‌ସିବି

ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍‌.ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ୮ ଉଇକେଟରେ ବିଜୟୀ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍‌ କରିଥିଲା। ଜବାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?