ଆସନ୍ତା ଶିକ୍ଷାବର୍ଷରୁ ଖୋଲିବ ଶିଶୁଶ୍ରେଣୀ
ଭୁବନେଶ୍ୱର,୭।୩(ବ୍ୟୁରୋ):ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଶିଶୁଶ୍ରେଣୀ ବ୍ୟବସ୍ଥା। ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ। ପ୍ରଥମ ପର୍ଯ୍ୟାୟରେ ୨ହଜାର ସ୍କୁଲରେ ଏହି ଶ୍ରେଣୀ ଖୋଲିବା ସହ ପିଲାଙ୍କ ନାମଲେଖା ହେବ। ଏବେ ଶିଶୁମାନେ ପ୍ରଥମେ ଅଙ୍ଗନଓ୍ବାଡ଼ି ଓ ପରେ ପ୍ରଥମ…
୯୮ ପ୍ରାର୍ଥୀଙ୍କ ନାମାଙ୍କନ
କଟକ ଅଫିସ,୭ା୩: ଆସନ୍ତା ଏପ୍ରିଲ ୧୫ରେ ହେବାକୁ ଥିବା ଓଡ଼ିଶା ରାଜ୍ୟ ବାର୍ କାଉନ୍ସିଲ୍ ନିର୍ବାଚନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ସୋମବାର ଶେଷ ହୋଇଛି। ବାର୍ କାଉନ୍ସିଲ୍ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୧ରୁ ନାମାଙ୍କନପତ୍ର ଦାଖଲ…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ
ଫୁଲବାଣୀ ଅଫିସ, ୭ା୩: ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ଘଟଣାର ରାୟ ସୋମବାର ପ୍ରକାଶ ପାଇଛି। ଫୁଲବାଣୀ ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସିତ କୁମାର ବେହେରା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ୨୦ ବର୍ଷ…
ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଇଫ୍କୋର ୧ କୋଟି ଟଙ୍କା ପ୍ରଦାନ
ଭୁବନେଶ୍ୱର,୭ା୩(ବ୍ୟୁରୋ): ଇଣ୍ଡିଆନ୍ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ୍ ଲିଃ (ଇଫ୍କୋ) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରାଯାଇଛି। ମଙ୍ଗଳବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଇଫ୍କୋର ବରିଷ୍ଠ ଅଧିକାରୀମାନେ ସାକ୍ଷାତ୍ କରି ୧…
‘ପ୍ଲାଷ୍ଟିକ୍ ଦିଅ ସୁନା ନିଅ’
ଶ୍ରୀନଗର,୭ା୩: ପ୍ଲାଷ୍ଟିକ୍ର ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ପରିବେଶ ଏବଂ ଜୀବଜଗତ ପ୍ରଭାବିତ ହେବାରେ ଲାଗିଛନ୍ତି। ପ୍ରାଣୀଜଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍କୁ ସମ୍ପୂର୍ଣ୍ଣ ଭାବେ ବର୍ଜନ କରିବା ଆବଶ୍ୟକ ହୋଇପଡ଼ିଥିବାବେଳେ କିନ୍ତୁ ଏହା ସମ୍ଭବପର ହୋଇନାହିଁ।…
ମିଶନ ଶକ୍ତି ସଦସ୍ୟଙ୍କୁ ଇଲେକ୍ଟ୍ରିକ୍ ସ୍କୁଟି
ଭୁବନେଶ୍ୱର,୭ା୩(ବ୍ୟୁରୋ):ମିଶନ ଶକ୍ତି ସ୍କୁଟର ଯୋଜନାରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଏବଂ କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟାଙ୍କୁ ବୈଦ୍ୟୁତିକ (ଇଲେକ୍ଟ୍ରିକ୍) ସ୍କୁଟର ନିମନ୍ତେ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନା ଅଧୀନରେ ଇଲେକ୍ଟ୍ରିକ୍ ସ୍କୁଟର କ୍ରୟ ପାଇଁ ଦିଆଯାଉଥିବା ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ…
୯ରେ କ୍ୟାବିନେଟ୍
ଭୁବନେଶ୍ୱର,୭ା୩(ବ୍ୟୁରୋ):ଆସନ୍ତା ୯ ତାରିଖରେ ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟ୍ରେ ରାଜ୍ୟ କ୍ୟାବିନେଟ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ଲାଗିବ।…
୪୨୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ
ଅହମଦାବାଦ୍,୭।୩: ଭାରତୀୟ ତଟରକ୍ଷୀ ବାହିନୀର ମିଳିତ ଅପରେଶନରେ ଗୁଜରାଟ ଏଟିଏସ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପିଆରଓ ପ୍ରତିରକ୍ଷା ଗୁଜରାଟ ଅନୁଯାୟୀ କାର୍ଯ୍ୟ କରୁଥିବା ଏଟିଏସ ଏବଂ ଇଣ୍ଡିଆନ କୋଷ୍ଟଗାର୍ଡ ଗୁଜରାଟର ଆରବ ସାଗରରେ ଥିବା ଭାରତୀୟ ଅଞ୍ଚଳରେ ୫ ଜଣ…
୨ ବିମାନ ମଧ୍ୟରେ ଧକ୍କା
ବୋଷ୍ଟନ,୭।୩: ଯୁକ୍ତରାଷ୍ଟ୍ରର ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁଇଟି ୟୁନାଇଟେଡ୍ ଏୟାରଲାଇନ୍ସର ବିମାନ ମଧ୍ୟରୋ ଧକ୍କା ହୋଇଛି। ସିଏନ୍ଏନ୍ ଫେଡେରାଲ ଆଭିଏଶନ ଆଡ୍ମିନିଷ୍ଟ୍ରେଶନ (ଏଫ୍ଏଏ)କୁ ଦର୍ଶାଇ କହିଛି, ବୋଷ୍ଟନ ଲୋଗାନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବାହାରୁଥିବା ଦୁଇଟି ୟୁନାଇଟେଡ ଏୟାରଲାଇନ୍ସର ବିମାନ ସୋମବାର…
ମୋ ମୁଣ୍ଡ କାଟିଦିଅ ପଛେ, ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ ଦେଇପାରିବି ନାହିଁ: ମମତା
କୋଲ୍କାତା,୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ଦୃଢ଼ ଜବାବ ଦେଇଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି ଦାବିରେ ଜିଦ୍ ଧରିଥିବା କର୍ମଚାରୀଙ୍କୁ ମମତା କହିଛନ୍ତି, ମୋ ମୁଣ୍ଡ କାଟିଦିଅ ପଛେ ମୁଁ କେନ୍ଦ୍ର ସରକାରଙ୍କ ସହ ସମାନ ଡିଏ…
ଫ୍ୟାକ୍ଟ୍ରି ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ ୭ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ
କେସିଙ୍ଗା,୬ା୩(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମିନି ଷ୍ଟାଡିୟମ ପାଖରେ ଥିବା ଆର୍ଏମ୍ଏନ୍ ଗ୍ରାନାଇଟ୍ ଫ୍ୟାକ୍ଟ୍ରି ଷ୍ଟାଫ୍ କ୍ୱାର୍ଟର୍ସ ଭିତରେ ଫ୍ୟାକ୍ଟ୍ରିର ଟ୍ରେଲର ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହରିୟାଣା ରାଜ୍ୟର ଲକ୍ଷ୍ମଣ (୪୫) ବୋଲି…
ଭାଇଚାରାର ଅନନ୍ୟ ଉଦାହରଣ: ହିନ୍ଦୁ ମନ୍ଦିର ଆଗରେ ବିବାହ କଲେ ମୁସଲମାନ ଯୋଡି
ଶିମ୍ଲା,୬।୩: ହିମାଚଳ ପ୍ରଦେଶର ଶିମଲା ଜିଲାର ରାମପୁରରେ ଜଣେ ମୁସଲମାନ ଦମ୍ପତି ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଉଦାହରଣ ସୃଷ୍ଟି କରିଛନ୍ତି। ଏହି ମୁସଲମାନ ଦମ୍ପତି ରାମପୁରର ସତ୍ୟ ନାରାୟଣ ମନ୍ଦିର ପରିସରରେ ବିବାହ କରିଥିଲେ। ବିଶ୍ୱ ହିନ୍ଦୁ ପରିଷଦର ଠାକୁର ସତ୍ୟ ନାରାୟଣ…
Archives


