Home

ସୁରକ୍ଷାକର୍ମୀଙ୍କୁ ସଫଳତା: ପୁରସ୍କାର ଘୋଷିତ ୫ ମାଓବାଦୀଙ୍କୁ ଏନକାଉଣ୍ଟର…

ଚତରା,୩।୪ : ଝାଡଖଣ୍ଡର ଚତରା ଜିଲାରେ ସୋମବାର ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାଞ୍ଚ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ଥିବାବେଳେ ତିନିଜଣଙ୍କ ଉପରେ ପ୍ରତ୍ୟେକ ପାଞ୍ଚ ଲକ୍ଷ…

୧ନଂ. ପ୍ଲାଟଫର୍ମରେ ରହୁନି ଟ୍ରେନ, ଯାତ୍ରୀ ହଇରାଣ

କୋରାପୁଟ,୩ା୪(ସ୍ବ.ପ୍ର.): କୋରାପୁଟ ରେଲୱେ ଷ୍ଟେସନ ଜିଲାର ଏକ ପ୍ରମୁଖ ରେଳ ଷ୍ଟେସନ। ବିଶେଷ କରି ଏଠାରୁ କୋରାପୁଟ, ମାଲକାନାଗରି, ନବରଙ୍ଗପୁର ଜିଲାର ବହୁ ସଂଖ୍ୟାରେ ଯାତ୍ରୀ ଭୁବେନେଶ୍ୱର, କଲକୋତା, ବିଶାଖାପାଟଣା , ବିଜୟନଗର, କିରୋଣ୍ଡଲ, ଜଗଦଲପୁର, ରାୟଗଡା, ରାଉଲକେଲା, ସମ୍ବଲପୁର ଆଦି…

ତରଭୁଜ, ପିଜୁଳି ଚାଷ କରିଛି ସ୍ବାବଲମ୍ବୀ

ରାୟଗଡା ଅଫିସ,୩ା୪: ଚାଷ କରି ଲାଭବାନ ହେଲା ବେଳେ ଖୁସି ହୁଏ, ପୁଣି କେବେ କ୍ଷତି ସହିଲେ ଏଥିରେ ଅବଶୋଷ ନ ଥାଏ ବୋଲି କହିଛନ୍ତି ରାୟଗଡ଼ାର ଜଣେ ଚାଷୀ। ଚାଷ କରି ସଫଳ ହେବା ସହ ଅନ୍ୟକୁ ରୋଜଗାର ଦେଇ…

ବିଦେଶରେ ଥିବା ଗୁଣ୍ଡାଙ୍କ ପାଇଁ କଠୋର ହେଲେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ: ୨୮ ଗ୍ୟାଙ୍ଗଷ୍ଟରଙ୍କ ତାଲିକା ପ୍ରସ୍ତୁତ…

ନୂଆଦିଲ୍ଲୀ,୩।୪ : କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଦ୍ୱାରା ଅନେକ ଗ୍ୟାଙ୍ଗଷ୍ଟର ସମ୍ବନ୍ଧୀୟ ମାମଲାର ଅନୁସନ୍ଧାନ ପରେ ୨୮ଗ୍ୟାଙ୍ଗଷ୍ଟରଙ୍କ ନାମ ଏବଂ ସେମାନଙ୍କ ବିରୋଧରେ ଥିବା ମାମଲାର ତାଲିକା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଦାଖଲ କରାଯାଇଛି। ଏହି ଗ୍ୟାଙ୍ଗଷ୍ଟରମାନଙ୍କର ପଞ୍ଜାବ, ଉତ୍ତରପ୍ରଦେଶ,…

ମାତିଛନ୍ତି ଝାଡ଼ଖଣ୍ଡ ଲୁଟେରା

ଅନୁଗୋଳ ଅଫିସ,୩।୪: ଅନୁଗୋଳରେ ମାତିଛନ୍ତି ଝାଡ଼ଖଣ୍ଡୀ ଲୁଟେରା ଗ୍ୟାଙ୍ଗ୍‌। ସାମାନ୍ୟ ଅନ୍ୟମନସ୍କ ହେଲେ ଆଖି ପିଛୁଳାକେ ସେମାନେ ମୋବାଇଲ ଫୋନ୍‌ ଝାମ୍ପି ନେଇ ଚମ୍ପଟ ମାରୁଛନ୍ତି। ତାଲା ବନ୍ଦ ଘରକୁ ଟାର୍ଗେଟ କରି କଳାକନା ବୁଲାଉଛନ୍ତି। ରବିବାର ସାପ୍ତହିକ ହାଟରେ ମୋବାଇଲ…

ଚଳଚଞ୍ଚଳ କୁଲାଡ଼ ଅଞ୍ଚଳ

ବଅଁରପାଳ, ୩।୪(ଡି.ଏନ୍‌.ଏ.): ଦିନକ ପରେ ମା’ ମଙ୍ଗଳାଙ୍କ ବାର୍ଷିକ ଯାତ୍ରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ। ଅଞ୍ଚଳର ଆରାଧ୍ୟା ଦେବୀଙ୍କ ଆବାହନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀ…

ଅବଧି ସରିଲାଣି, ସରୁନି ନିର୍ମାଣ କାର୍ଯ୍ୟ

ପୋଲସରା,୩ା୪(ଡି.ଏନ.ଏ.): ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ବ୍ୟବସାୟୀମାନଙ୍କ ସୁବିଧା ଲାଗି ୩୯୬.୦୦ଲକ୍ଷରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଲାଗି ଭୂମି ପୂଜନ କରିବା ସହ ଟେଣ୍ଡର ପ୍ରକ୍ରିୟା ହୋଇଥିଲା। ଟେଣ୍ଡର ପେପରରେ ନିର୍ମାଣ କାର୍ଯ୍ୟର ସମୟସୀମା ଅବଧି ଏକ ବର୍ଷ ରହିଛି, ଯାହାକି…

ଯୋଗ୍ୟଙ୍କୁ ମିଳୁନି ରାସନ କାର୍ଡ

ପାରଳାଖେମୁଣ୍ଡି,୩ା୪(ଡି.ଏନ୍‌.ଏ): କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ଲୋକମାନଙ୍କ ପାଇଁ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମ ଯୋଗାଇ ଦେଉଛନ୍ତି। ହେଲେ ଅନେକ ସ୍ଥାନରେ ଏହି ଯୋଜନାରେ ଅଯୋଗ୍ୟ ହିତାଧିକାରୀମାନେ ଫାଇଦା ପାଉଥିବା ବେଳେ ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁ…

ହସ୍ପିଟାଲରୁ ନବଜାତକଙ୍କୁ ଟାଣି ନେଇ ଝୁଣି ଖାଇଲା କୁକୁର…

ବେଙ୍ଗାଲୁରୁ,୩।୪ : କର୍ନାଟକର ଶିବମୋଗା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଜିଲା ସରକାରୀ ହସ୍ପିଟାଲରୁ ଜଣେ ନବ ଜାତକଙ୍କୁ କୁକୁର ଟାଣିନେଇ ବାହାରକୁ ନେଇ ଝୁଣି ଖାଇଛି। ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀ କୁକୁରଠାରୁ ନବଜାତକଙ୍କୁ ଆଣିବାକୁ…

ଟେଣ୍ଡର ପେପର ଖୋଲିବା ପୂର୍ବରୁ କାମ ଆରମ୍ଭ

ଭଞ୍ଜନଗର,୩।୪(ଡି.ଏନ୍‌.ଏ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍‌ଏସିରେ ବିଭିନ୍ନ ସମୟରେ ବିଭିନ୍ନ କାମରେ ଅନିୟମିତତା ନେଇ ଅଭିଯୋଗ ହେଉଥିବା ବେଳେ ରବିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଛି । ଏନଏସି ପାଇଁ ୧୦ଟି କାମର ଟେଣ୍ଡର ଗତ ୨୧ ତାରିଖରେ ବାହାରିଛି…

ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡାକୁ ମାସରେ ୯ ଦିନ ଉଡ଼ିବ ବିମାନ

ଭୁବନେଶ୍ୱର,୩ା୪(ବ୍ୟୁରୋ): ଭୁବନେଶ୍ୱରରୁ-ରଙ୍ଗେଇଲୁଣ୍ଡା, ରଙ୍ଗେଇଲୁଣ୍ଡାରୁ ଭୁବନେଶ୍ୱର ବିମାନ ଉଡ଼ାଣର ତାରିଖ ଓ ସମୟ ଧାର୍ଯ୍ୟ କରିଛନ୍ତି ବିଜୁ ପଟ୍ଟନାୟକ ବିମାନ ବନ୍ଦର ନିର୍ଦ୍ଦେଶକ। ସପ୍ତାହକୁ ୨ଦିନ ଏବଂ ମାସକୁ ୯ଦିନ ବିମାନ ଉଡ଼ିବା ନେଇ ଧାର୍ଯ୍ୟ ହୋଇଛି। ରବିବାର ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ଏବଂ…

ଆଇପିଏଲର ଷଷ୍ଠ ମ୍ୟାଚ: ସିଏସକେ ବନାମ ଏଲଏସଜି…

ଚେନ୍ନାଇ,୩।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଷଷ୍ଠ ମ୍ୟାଚ୍‌ ଚେନ୍ନାଇ ସୁପର କିଙ୍ଗସ(ସିଏସକେ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ସୋମବାର ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ। ସିଏସକେ ଅଧିନାୟକ ଏମଏସ ଧୋନି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?