Home

ଭାରତର ଅଭିବୃଦ୍ଧି ୬.୩% ଆକଳନ

ନୂଆଦିଲ୍ଲୀ,୫।୪: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ଏବଂ ଭୌଗୋଳିକ ସ୍ଥିତ ଯୋଗୁ ଚଳିତ ଆର୍ଥକ ବର୍ଷରେ ଭାରତର ଅଭିବୃଦ୍ଧି ହାର ପୂର୍ବାପେକ୍ଷା ବୃଦ୍ଧିହେବ ବୋଲି ମଙ୍ଗଳବାର ବିଶ୍ବ ବ୍ୟାଙ୍କ…

କର୍ନାଟକରେ ଭାଜପା ବୁଡ଼ିଯାଉଥିବା ଜାହାଜ: କଂଗ୍ରେସ

ନୂଆଦିଲ୍ଲୀ, ୫ା୪ (ପି.ଟି.): କର୍ନାଟକରେ ଭାଜପା ଏକ ବୁଡ଼ିଯାଉଥିବା ଜାହାଜ। ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହାକୁ ରକ୍ଷା କରିପାରିବେ ନାହିଁ ବୋଲି କଂଗ୍ରେସ ନେତା ମଙ୍ଗଳବାର କହିଛନ୍ତି। ଅନ୍ୟପକ୍ଷରେ ଦକ୍ଷିଣ ଭାରତୀୟ ରାଜ୍ୟରେ କଂଗ୍ରେସ ଏକ ମିଳିତ ଶକ୍ତି।…

ସବୁ ଦୋଷ ପ୍ରମାଣିତ ହେଲେ ୧୩୬ ବର୍ଷ ଜେଲ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ତାଙ୍କ ମୁହଁ ବନ୍ଦ ପାଇଁ ୧୩୦,୦୦୦ ଡଲାର ଲାଞ୍ଚ ଦେବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ନ୍ୟୁୟର୍କସ୍ଥିତ ମାନ୍‌ହାଟ୍ଟନ୍‌ କୋର୍ଟହାଉସ୍‌ରେ ଆମତ୍ସମର୍ପଣ କରିଛନ୍ତି।…

ଅମ୍ବାନୀ ପୁଣି ଏସିଆର ଶ୍ରେଷ୍ଠ ଧନୀ

ଓ୍ବାଶିଂଟନ୍‌, ୫ା୪: ରିଲାଏନ୍ସ ଗ୍ରୁପ୍‌ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ପୁଣିଥରେ ଏସିଆର ସବୁଠୁ ଧନୀ ବ୍ୟକ୍ତି ପରିଚୟ ହାସଲ କରିଛନ୍ତି। ମଙ୍ଗଳବାର ଆମେରିକୀୟ ବ୍ୟବସାୟିକ ମାଗାଜିନ୍‌ ଫୋର୍ବସ୍‌ ପକ୍ଷରୁ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ନାମ ତାଲିକା ପ୍ରକାଶ ପାଇଛି। ଏହି…

ଭିଟାମାଟି ହରାଇ ବିସ୍ଥାପିତ ନିରାଶ୍ରୟ

ଯୋଡ଼ା,୫ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁରଠାରେ ନିର୍ମାଣାଧୀନ କାନପୁର ବୃହତ ଜଳସେଚନ ପ୍ରକଳ୍ପର ବୁଡ଼ି ଅଞ୍ଚଳ ଭାବେ ଚିହ୍ନଟ କରାଯାଇଥିବା ବିଲେଇ ପଦା ଗ୍ରାମର ୨୨ଟି ଘରକୁ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଉଚ୍ଛେଦ କରାଯାଇଛି। ତେବେ ଘର ନିର୍ମାଣ…

ତାଇଓ୍ବାନ୍‌ରେ ଚାଇନାର ୫ ଯୁଦ୍ଧବିମାନ, ୪ ଜାହାଜ

ତାଇପେଇ,୫ା୪: ତାଇଓ୍ବାନ୍‌କୁ ବଳପୂର୍ବକ ଦଖଲ ଉଦ୍ୟମ ଜାରି ରଖିଥିବା ଚାଇନା ଏହି ସ୍ବାଧୀନ ଦ୍ୱୀପରାଷ୍ଟ୍ରକୁ ୫ଟି ଯୁଦ୍ଧବିମାନ ଓ ୫ ନୌସେନା ଜାହାଜ ପଠାଇଛି। ରବିବାର ପୂର୍ବାହ୍ନ ୬ଟାରୁ ସୋମବାର ପୂର୍ବାହ୍ନ ୬ଟା ମଧ୍ୟରେ ସେଗୁଡ଼ିକୁ ଦେଖିବାକୁ ମିଳିଥିବା ତାଇଓ୍ବାନ୍‌ ପ୍ରତିରକ୍ଷା…

ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସର ମେକ୍ସିକୋରୁ ଗିରଫ

ନୂଆଦିଲ୍ଲୀ, ୫ା୪ : ଦିଲ୍ଲୀର ଅନ୍ୟତମ ମୋଷ୍ଟ ଓ୍ବାଣ୍ଟେଡ୍‌ ଗ୍ୟାଙ୍ଗ୍‌ଷ୍ଟର ଦୀପକ ବକ୍ସରଙ୍କୁ ମେକ୍ସିକୋରେ ଗିରଫ କରାଯାଇଛି ଓ ଆସନ୍ତା ସପ୍ତାହରେ ଭାରତ ଅଣାଯିବ। ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ (ଏଫ୍‌ବିଆଇ) ସହାୟତାରେ ଦିଲ୍ଲୀ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ବକ୍ସରଙ୍କୁ…

ଆମ୍ବୁଲାନ୍ସକୁ ଅବରୋଧ କଲା ଭାଜପା ନେତାଙ୍କ କାର୍‌

ଲକ୍ଷ୍ନୌ, ୫ା୪: ଉତ୍ତରପ୍ରଦେଶର ସୀତାପୁର ଜିଲାରେ ଭାଜପା ନେତା ଉମେଶ ମିଶ୍ରାଙ୍କ କାର୍‌ ରାସ୍ତା ଅବରୋଧ କରିବାରୁ ଆମ୍ବୁଲାନ୍ସ ହସ୍ପିଟାଲ ଯାଇ ନ ପାରି ରୋଗୀଙ୍କ ମୃତ୍ୟୁ ଘଟିଛି। ନେତାଙ୍କ ଅବହେଳା ପାଇଁ ରୋଗୀଙ୍କ ମୃତ୍ୟୁ ଘଟିଲା ବୋଲି ପରିବାର ପକ୍ଷରୁ…

ମେଘାନ୍‌ଙ୍କୁ ଓମେନ୍‌ ଅଫ୍‌ ଭିଜନ୍‌ ଆଓ୍ବାର୍ଡ

ଲଣ୍ଡନ,୫ା୪: ବ୍ରିଟେନ୍‌ର ଡଚେସ୍‌ ଅଫ୍‌ ସସେକ୍ସ ମେଘାନ୍‌ ମାର୍କେଲଙ୍କୁ ଚଳିତବର୍ଷ ଗ୍ଲୋରିଆ ଷ୍ଟେନେମର ଓମେନ୍‌ ଅଫ୍‌ ଭିଜନ୍‌ ଆଓ୍ବାର୍ଡ ପ୍ରଦାନ କରାଯିବ। ଆସନ୍ତା ମେ’ ୧୬ରେ ଏମ୍‌ଏସ୍‌ ଫାଉଣ୍ଡେଶନ୍‌ର ବାର୍ଷିକ ଗାଲା କାର୍ଯ୍ୟକ୍ରମରେ ମେଘାନ୍‌ଙ୍କୁ ପୁରସ୍କୃତ କରାଯିବ। ନ୍ୟୁୟର୍କ ସିଟିସ୍ଥିତ ଜିଗଫେଲ୍ଡ…

ଅତୀତର ଭୁଲ୍‌ ଦୋହରାଅନି

ଓ୍ବାଶିଂଟନ/ବେଜିଂ,୫ା୪: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର କେଭିନ୍‌ ମ୍ୟାକ୍‌କାର୍ଥି ଚଳିତ ସପ୍ତାହରେ କାଲିଫର୍ନିଆରେ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ଙ୍କୁ ଭେଟିବେ। ଏନେଇ ହାଉସ୍‌ ସ୍ପିକରଙ୍କ ଅଫିସ୍‌ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରିପବ୍ଲିକାନ୍‌ ମ୍ୟାକ୍‌କାର୍ଥି ହେଉଛନ୍ତି ଆମେରିକା ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ…

କୋର୍ଟରେ ଟ୍ରମ୍ପ୍‌ଙ୍କ ଆତ୍ମସମର୍ପଣ

ନ୍ୟୁୟର୍କ/ଓ୍ବାଶିଂଟନ୍‌,୫ା୪: ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ୨୦୨୪ ପାଇଁ ରିପବ୍ଲିକାନ୍‌ ନୋମିନେଶନ୍‌ ଦୌଡ଼ରେ ସବା ଆଗରେ ଥିବା ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ପର୍ନ ଆକ୍ଟେସ୍‌ ଷ୍ଟର୍ମି ଡାନିଏଲ୍ସଙ୍କୁ ହଶ୍‌ ମନି (ଅପକର୍ମ ଲୁଚାଇବା ପାଇଁ ଅର୍ଥ) ଦେବା ଘଟଣାରେ ମଙ୍ଗଳବାର ଆନୁଷ୍ଠାନିକ…

ନ୍ୟାୟ ପ୍ରଦାନରେ ଓଡ଼ିଶା ୧୦ମ: ଇଣ୍ଡିଆନ ଜଷ୍ଟିସ୍‌ ରିପୋର୍ଟ-୨୦୨୨

ନୂଆଦିଲ୍ଲୀ୫ା୪(ବ୍ୟୁରୋ): ଦେଶରେ ନ୍ୟାୟ ପ୍ରଦାନ ତାଲିକାରେ ଓଡ଼ିଶା ୧୦ ନମ୍ବର ସ୍ଥାନରେ ରହିଛି। ୧୮ ରାଜ୍ୟକୁ ନେଇ ପ୍ରକାଶିତ ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ(ଆଇଜେଆର୍‌) ୨୦୨୨ରେ ଓଡ଼ିଶା ପୂର୍ବାପେକ୍ଷା ଗୋଟିଏ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୨୦ ରିପୋର୍ଟରେ ଏହା ୧୧ତମ ସ୍ଥାନରେ ଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?