Home

ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍‌ ସ୍ବତନ୍ତ୍ର ‘ବି ମାଇନ’ ଉନ୍ମୋଚିତ

ନୂଆଦିଲ୍ଲୀ,୮।୨: ଅନ୍ତରାଷ୍ଟ୍ରୀୟ ଅଳଙ୍କାର ବ୍ରାଣ୍ଡ୍‌ ଜୟଆଲୁକ୍କାସ ପକ୍ଷରୁ ଭାଲେଣ୍ଟାଇନ୍ସ ଡେ ସ୍ବତନ୍ତ୍ର କଲେକ୍ସନ ‘ବି ମାଇନ’ର ଉନ୍ମୋଚନ କରାଯାଇଛି। ଏପରିକି ଚଳିତ ବର୍ଷର ଭାଲେଣ୍ଟାଇନ୍‌ ଡେକୁ ଅଧିକ ରଙ୍ଗିନ ଓ ସ୍ବତନ୍ତ୍ର କରିବା ପାଇଁ ପ୍ରତିଷ୍ଠାନ ଅନେକ ପ୍ରକାର ଡିଜାଇନ ସମ୍ଭାର…

କଲ୍ୟାଣ ଜୁଏଲର୍ସର ୩ୟ ତ୍ରୈମାସିକ ଫଳାଫଳ

ନୂଆଦିଲ୍ଲୀ, ୮।୨: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ (ଅକ୍ଟୋବରରୁ ଡିସେମ୍ବର) ଶେଷ ସୁଦ୍ଧା କମ୍ପାନୀର ନେଟ୍‌…

ରିଲାଏନ୍ସ ଡିଜିଟାଲରେ ସାସ୍‌ସଙ୍ଗ୍‌ ଏସ୍‌ ୨୩

ନୂଆଦିଲ୍ଲୀ, ୮।୨: ରିଲାଏନ୍ସ ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ରିଲାଏନ୍ସ ଡିଜିଟାଲ ରେ ପ୍ରିମିୟର ସ୍ମାର୍ଟଫୋନ ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍‌୨୩ ସିରିଜ୍‌ର ଉନ୍ମୋଚନ କରାଯାଇଛି। ବିଶେଷକରି ଗାଲାକ୍ସି ଏସ୍‌୨୩ ଅଲଟ୍ରା, ଗାଲାକ୍ସି ଏସ୍‌୨୩ପ୍ଲସ୍‌ ଏବଂ ଗାଲାକ୍ସି ଏସ୍‌୨୩ ଭଳି ମଡେଲ ସାମିଲ ରହିଛି।…

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୮।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା କମିଛି। ଦୈନିକ ପଜିଟିଭ୍‌…

ଗୁଗଲକୁ ଟକ୍କର ଦେବ ବିଙ୍ଗ୍‌…

ଓ୍ବାଶିଂଟନ,୮।୨ : ଅନ୍ଲାଇନ ସର୍ଚ୍ଚ ଜଗତରେ ସର୍ଚ୍ଚ ଇଞ୍ଜିନ ଗୁଗୁଲ ପ୍ରାଧାନ୍ୟ ଦେଇଥାଏ। ତେବେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ଅନୁସାରେ ଗୁଗୁଲର ଏହି ପ୍ରାଧାନ୍ୟ ସମାପ୍ତ ହେବାକୁ ଯାଉଛି। ବାସ୍ତବରେ, କମ୍ପାନୀ ମାଇକ୍ରୋସଫ୍ଟର ସର୍ଚ୍ଚ ଇଞ୍ଜିନ ବିଙ୍ଗକୁ ଭାଷା ଭିତ୍ତିକ…

ରାଜ୍ୟର ୧୩ ସହରରେ ଜିଓ ଟ୍ରୁ-୫ଜି

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ପକ୍ଷରୁ ଅନୁଗୋଳ ଜିଲାର ତାଳଚେର ସହରରେ ମଙ୍ଗଳବାର ଆନୁଷ୍ଠାନିକ ଭାବେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି। ଏପରିକି ରାଜ୍ୟର ମୋଟ ୧୩ ସହରରେ ଜିଓ ଟ୍ରୁ-୫ଜିର ସେବା ଉପଲବ୍ଧ ହେଉଛି।…

ବୁଝାମଣାରେ ହେବ ଆମଦାନୀ ଦେୟ ପୈଠ

ନୂଆଦିଲ୍ଲୀ,୮।୨: ଭାରତ ବର୍ତ୍ତମାନ ସମୟରେ ରୁଷିଆରୁ ଅସ୍ତ୍ରଶସ୍ତ୍ର ସହ ତୈଳ ମଧ୍ୟ ଆମଦାନୀ କରୁଛି। ଏପରିକି ଉଭୟ ତୈଳ ଓ ଅସ୍ତ୍ରଶସ୍ତ୍ର ଭଳି ଆମଦାନୀ ସାମଗ୍ରୀ ପାଇଁ ଭାରତ ଦେୟ ପୈଠ ମଧ୍ୟ ଆରମ୍ଭ କରିଛି। ଭାରତ ସରକାର ବର୍ତ୍ତମାନ ପ୍ରାୟ…

ଚାଇନାକୁ ଚେତାବନୀ ଦେଲେ ବାଇଡେନ…

ଓ୍ବାଶିଂଟନ,୮।୨ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଷ୍ଟେଟ ଅଫ ୟୁନିୟନ ଅଭିଭାଷଣ ସମୟରେ କରୋନା ଏବା ଅର୍ଥନୀତି ଉପରେ କହିଛନ୍ତି। ୟୁକ୍ରେନ ପ୍ରସଙ୍ଗରେ ସେ ରୁଷିଆକୁ ଟାର୍ଗେଟ କରି ଏବଂ ଚାଇନାକୁ ମଧ୍ୟ ନିନ୍ଦା କରିଛନ୍ତି। ସେ ଡେମୋକ୍ରାଟ…

ନବଙ୍କ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡଙ୍କୁ ଖସାଇଦେବା ପାଇଁ ଚକ୍ରାନ୍ତ ହେଉଛି: ଛାତ୍ର କଂଗ୍ରେସ

ଭୁବନେଶ୍ବର, ୮।୨(ବ୍ୟୁରୋ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ତଦନ୍ତ ସଂସ୍ଥା ପ୍ରତିଦିନ ନୂଆ କାହାଣୀ ଲେଖୁଛନ୍ତି ବୋଲି ମଙ୍ଗଳବାର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ଅଭିଯୋଗ…

ଧାନ କ୍ରୟ ସହ ଏମ୍‌ଏସ୍‌ପିକୁ ନିଶ୍ଚିତ କରୁ କେନ୍ଦ୍ର: ବିଜେଡି

ଭୁବନେଶ୍ୱର, ୮।୨(ବ୍ୟୁରୋ): କେନ୍ଦ୍ର ସରକାର ଚଳିତ ବର୍ଷ ବଜେଟରେ ଧାନ କ୍ରୟ କ୍ଷେତ୍ରରେ ୨୦,୦୦୦ କୋଟି ଟଙ୍କାର ବୃହତ୍‌ ରାଶି ହ୍ରାସ କରିଛନ୍ତି। ସ୍ବାମୀନାଥନ କମିଶନ ରିପୋର୍ଟ ସୁପାରିସ କାର୍ଯ୍ୟକାରିତା ବିଷୟ ବି ଭୁଲିଯାଇଛନ୍ତି। ତେବେ ୨୦,୦୦୦ କୋଟି ଟଙ୍କା ହ୍ରାସ…

ନବ ଦାସଙ୍କ ହତ୍ୟାର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ: ଭାଜପା

ଭୁବନେଶ୍ବର, ୮।୨(ବ୍ୟୁରୋ): ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ। ଏହା ପର ମୁହୂର୍ତ୍ତରେ ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଞ୍ଚ ଉପରେ ତାଙ୍କ ନିଜର…

ଭାରତକୁ ପ୍ରଶଂସା କଲେ ଇମ୍ରାନ,ପାକିସ୍ତାନ ସୈନ୍ୟ ବାହିନୀ ବିରୋଧରେ ଆଣିଲେ ଗୁରୁତର ଅଭିଯୋଗ…

ଇସଲାମାବାଦ,୮।୨ : ପାକିସ୍ତାନର ଲୋକଙ୍କୁ ଦୁଇବେଳା ରୁଟି ମିଳିବା କଷ୍ଟକର ହେବାରେ ଲାଗିଛି। ସମଗ୍ର ଦେଶ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି। ଦେଶ ଦେବାଳିଆ ପଥରେ ଅଛି। ଦେଶର ବୈଦେଶିକ ମୁଦ୍ରା ପ୍ରାୟ ଶେଷ ହୋଇଛି। ଯଦି ଋଣ ଦିଆଯାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri