Home

୭ରାଜ୍ୟରେ ପ୍ରତିଷ୍ଠା କରାଯିବ ଟେକ୍ସଟାଇଲ ପାର୍କ: ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ନୂଆଦିଲ୍ଲୀ,୧୭।୩: ଦେଶର ୭ଟି ରାଜ୍ୟରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାମିଲନାଡୁ, ତେଲେଙ୍ଗାନା, କନର୍ର୍ାଟକ, ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ମିତ୍ର ମେଗା ଟେକ୍ସଟାଇଲ ପାର୍କ…

ବାପା ହେଲେ ଏହି ଅଭିନେତା

ବମ୍ବେ: ବାପା ହୋଇଛନ୍ତି ଦେବୋ କେ ଦେବ ମହାଦେବ ଫେମ୍‌ ଅଭିନେତା ମୋହିତ ରାଇନା। ତାଙ୍କ ପତ୍ନୀ ଅଦିତି କନ୍ୟା ସନ୍ତାନର ଜନନୀ ହୋଇଛନ୍ତି। ନିଜର ସୋସିଆଲ ମିଡିଆ ଜରିଆରେ ଅଭିନେତା ଏହି ଖୁସିଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ମୋହିତ ଶେୟାର…

୫ ଦିନରେ ମାତ୍ର ୯୭ ମିନିଟ ଚାଲିଛି ସଂସଦ

ନୂଆଦିଲ୍ଲୀ,୧୭।୩: ଶିଳ୍ପପତି ଗୌତମ ଅଦାନୀ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଜାରି ରହିଥିବା ହଟ୍ଟଗୋଳ ଯୋଗୁୁ ପଞ୍ଚମ ଦିନରେ ବି ସଂସଦ ଚାଲିପାରିନାହିଁ। ଉଭୟ ଲୋକ ସଭା ଏବଂ ରାଜ୍ୟ ସଭା ସୋମବାର ଅର୍ଥାତ୍‌ ମାର୍ଚ୍ଚ ୨୦…

ହାଇଦ୍ରାବାଦ ଅଗ୍ନିକାଣ୍ଡରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୫ଲକ୍ଷ ସହାୟତା ରାଶି ଘୋଷଣା

ହାଇଦ୍ରାବାଦ,୧୭।୩: ହାଇଦ୍ରାବାଦ ସିକନ୍ଦରାବାଦରେ ଗୁରୁବାର ସନ୍ଧ୍ୟାରେ ଏକ ବହୁ ମହଲା କର୍ମସିଆଲ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ୪ମହିଳାଙ୍କ ସମେତ ୬ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ହାଇଡ୍ରୋଲିକ କ୍ରେନ ସାହାଯ୍ୟରେ ୧୨ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର…

ରାମସହାୟ ପ୍ରସାଦ ଯାଦବ ହେଲେ ନେପାଳର ନୂତନ ଉପରାଷ୍ଟ୍ରପତି

କାଠମାଣ୍ଡୁ,୧୭।୩: ମାଡେସି ନେତା ରାମସହାୟ ପ୍ରସାଦ ଯାଦବ ନେପାଳର ନୂତନ ଉପରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ନେପାଳର ନିର୍ବାଚନ ଆୟୋଗ ଏହା ଘୋଷଣା କରିଛନ୍ତି। ତେବେ ନେପାଳର ଉପରାଷ୍ଟ୍ରପତି ପଦ ଲାଗି ଦୌଡ଼ରେ ଜନତା ସମାଜ ପାର୍ଟିରେ ରାମସହାୟ, ସିପିଏନ୍‌-ୟୁଏମ୍‌ଏଲ୍‌ରୁ…

ରିଲିଜ୍‌ର ୨୦ ସପ୍ତାହ ପରେ ବି କମିନି ଆରଆରଆର’ର କ୍ରେଜ୍‌: ଏହି ଦେଶରେ ଆୟ କଲା ୮୦ କୋଟି

ମୁମ୍ବାଇ: ଭାରତକୁ ଓସ୍କାର ଆଓ୍ବାର୍ଡ ଦେଇଥିବା ଫିଲ୍ମ ‘ଆରଆରଆର’ ଦିନକୁ ଦିନ ନିଜ ନାମରେ ନୂଆ ନୂଆ ରେକର୍ଡ କରୁଛି। ୯୫ତମ ଏକାଡେମୀ ଆଓ୍ବାଡର୍‌ସରେ ଏସ୍‌ଏସ୍‌ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘ଆରଆରଆର’ ର ‘ନାଟୁ ନାଟୁ’ ଗୀତକୁ ଅରିଜିନାଲ ସଙ୍ଗ୍‌ ବର୍ଗରେ ଓସ୍କାର…

ରିଷଭ ପନ୍ତଙ୍କୁ ଭେଟିଲେ ଯୁବରାଜ: ଫଟୋ ଶେୟାର କରି, ହୃଦୟକୁ ଛୁଇଁଲା ଭଳି ଲେଖିଲେ ନୋଟ

ନୂଆଦିଲ୍ଲୀ,୧୭।୩: ଭାରତର ଷ୍ଟାର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ରିଷଭ ପନ୍ତସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ। ସେ ସବୁବେଳେ ତାଙ୍କ କାର୍ଯ୍ୟକଳାପର ଫଟୋ କିମ୍ବା ଭିଡିଓ ଶେୟାର କରିଥାନ୍ତି। ଇତିମଧ୍ୟରେ ସିକ୍ସର୍‌ କିଙ୍ଗ୍‌ ଭାବେ ଜଣାଶୁଣା ଯୁବରାଜ ସିଂ ଶୁକ୍ରବାର ରିଷଭ…

ରାହୁଲର ଅର୍ଥ ଆର’ ରୁ ରିଗ୍ରେଟଫୁଲ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: ଭାଜପା ନେତା ତଥା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଶୁକ୍ରବାର ରାହୁଲ ଗାନ୍ଧୀଙ୍କୁ ଗୃହ ନିୟମର ଏକ ବୁକଲେଟ ଦେବା ପାଇଁ ମୁଁ ଆଣିଥିଲି। ଯେଉଁଥିରେ ତାଙ୍କର…

ରୁଷିଆ ଯିବେ ଜିନ୍‌ପିଙ୍ଗ୍‌: ସ୍ପଷ୍ଟ କଲା ଚାଇନା ବିଦେଶ ମନ୍ତ୍ରଣାଳୟ

ବେଜିଂ,୧୭।୩: ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଆସନ୍ତା ସପ୍ତାହରେ ରୁଷିଆ ଗସ୍ତ କରିବେ। ତାଙ୍କର ମସ୍କୋ ଗସ୍ତକୁ ଚାଇନା ବୈଦେଶିକ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି। ଜିନ୍‌ପିଙ୍ଗ୍‌ ମସ୍କୋରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଭେଟିବେ। ଜିନ୍‌ପିଙ୍ଗ୍‌ଙ୍କ ଏହି ଗସ୍ତ ରୁଷିଆ-ୟୁକ୍ରେନର ଯୁଦ୍ଧ…

ପେଟ୍ରୋଲ ପମ୍ପ୍‌ରେ ଅସମ୍ଭାଳ ଭିଡ଼

ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଛି। ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦ ନମ୍ବର ରାଞ୍ଚି ବିଜୟଓ୍ବାଡା ଜାତୀୟ ରାଜପଥ ଉପରେ ମଙ୍ଗଳପୁର ନିକଟରେ ଡ୍ରାଇଭର ସଂଘ ବ୍ଲକ…

ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ: ଆଗାମୀ ଲହରର ଆଶଙ୍କା କହିଲେ ଏକ୍ସପର୍ଟ

ନୂଆଦିଲ୍ଲ,୧୭।୩: ଭାରତରେ ଗତ କିଛି ଦିନରୁ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ଚାରିମାସ ପରେ ଗୁରୁବାର ୭୦୦ରୁ ଊର୍ଦ୍ଧ୍ୱ କରୋନା ମାମଲା ଚିହ୍ନଟ ହୋଇଛି। ଏହାକୁ ମିଶାଇ ବତ୍ତର୍ମାନ ଭାରତରେ ସକ୍ରିୟ ମାମଲା ସଂଖ୍ୟା ୪,୬୨୩କୁ…

ପୋଲିସକୁ ଗୋଡ଼ାଇ ଗୋଡ଼ାଇ ପିଟିବା ମାମଲା: ୧୨ ଡ୍ରାଇଭର ଗିରଫ

ଛତ୍ରପୁର,୧୭ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ୧୬ ନମ୍ବର ଜାତୀୟ ରାଜପଥ ଚମାଖଣ୍ଡି ଥାନା ଅଧୀନ ଜଗନ୍ନାଥପୁର ଛକଠାରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଓ ଆନ୍ଦୋଳନରତ ଡ୍ରାଇଭରମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏହା ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଫଳରେ ପୋଲିସକୁ ଲାଠି ଚାର୍ଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri