Home

ରାହୁଲଙ୍କ ବିରୋଧରେ ବିଶେଷ ଅଧିକାର ହନନ ନୋଟିସ, ବାଚସ୍ପତିଙ୍କୁ ଚିଠି ଲେଖିଲେ ଭାଜପା ଏମ୍‌ପି…

ନୂଆଦିଲ୍ଲୀ,୮।୨ : ସଂସଦର ଉଭୟ ଗୃହରେ ଆଦାନୀ-ହିଣ୍ଡନବର୍ଗ ପ୍ରସଙ୍ଗରେ ବୁଧବାର ଉତ୍ତେଜନା ପ୍ରକାଶ ପାଇଛି। ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଲୋକସଭା ବାଚସ୍ପତି ଓମ ର୍ବିଲାଙ୍କୁ ଏକ ଚିଠି ଲେଖିଛନ୍ତି। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷ ଅଧିକାର ହନନ…

ହଜ୍‌ ପାଇଁ ସାଉଦିକୁ ପଦଯାତ୍ରା: ପାକିସ୍ତାନରେ ପ୍ରବେଶକଲେ ଭାରତୀୟ ଯୁବକ

ଲାହୋର,୮।୨(ପି.ଟି.): ପାଦରେ ଚାଲି ହଜ୍‌ ନିମନ୍ତେ ସାଉଦି ଆରବ ମାରାଥନ ଯାତ୍ରା କରୁଥିବା ଜଣେ ଭାରତୀୟ ଯୁବକ ମଙ୍ଗଳବାର ପାକିସ୍ତାନରେ ପ୍ରବେଶ କରିଛନ୍ତି। ଶିହାବ ଭାଇ(୨୯) ଓ୍ବାଘା ସୀମା ଦେଇ ପାକିସ୍ତାନରେ ପହଞ୍ଚବା ପରେ ସରଓ୍ବର ତାଜ୍‌ ଏବଂ ଭଗତ ସିଂ…

ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଷ୍ଟ୍ରପତି କହିଲେ ନାହିଁ

ନୂଆଦିଲ୍ଲୀ, ୮।୨: ପାର୍ଲାମେଣ୍ଟର ସେଣ୍ଟ୍ରାଲ ହଲ୍‌ରେ ଜାନୁୟାରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହ ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା। ରାଷ୍ଟ୍ରପତି ଲୋକ ସଭା ଓ ରାଜ୍ୟ ସଭା ସଦସ୍ୟମାନଙ୍କୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ଅନେକ ସଫଳତାର ଗୁଣଗାନ…

ଟ୍ରାକ୍ଟର ସାଇଲେନ୍ସର, କ୍ଷୀର କେନ୍‌ରେ ବାଇକ୍‌

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କି ଜଣେ ଯୁବକ ବାଇକ୍‌ ତିଆରି କରିଛନ୍ତି। ଏହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେହି ବାଇକ୍‌ରେ ଯୁବକ ଜଣକ ଟ୍ରାକ୍ଟରର ସାଇଲେନ୍ସର ଏବଂ କ୍ଷୀର…

ତୁର୍କୀ ଲୋକଙ୍କର ଜୀବନ ବଞ୍ଚାଉଛନ୍ତି ଭାରତର ସ୍ବତନ୍ତ୍ର ତାଲିମପ୍ରାପ୍ତ କୁକୁର ରୋମିଓ-ଜୁଲି-ହନି-ରାମ୍ବୋ…

ଇସ୍ତାନବୁଲ,୮।୨ : ତୁର୍କୀରେ ହୋଇଥିବା ଭୂମିକମ୍ପରେ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ବହୁ ସଂଖ୍ୟକ ଲୋକେ ଏବେ ବି ମାଟିଗଦା ତଳେ ଦବି ରହିଛନ୍ତି। ଦବି ହୋଇ ରହିଥିବା ଲୋକଙ୍କୁ ସ୍ଥାନାନ୍ତର କରିବା ବର୍ତ୍ତମାନ ଏକ ପ୍ରାଥମିକତା ଏବଂ ବିଶ୍ୱର…

ଲକ୍ଷେ ଟଙ୍କାର ଖାଇବା ମଗାଇଲା ଶିଶୁ

ୱାଶିଂଟନ୍‌: ନିକଟରେ ଜଣେ ୬ ବର୍ଷୀୟ ବାଳକ ଏକ ଖାଦ୍ୟ ଡେଲିଭରି କମ୍ପାନୀରୁ ୧ ଲକ୍ଷ ଟଙ୍କାର ଖାଦ୍ୟ ଅର୍ଡର କରିଥିବା ଜଣାପଡ଼ିଛି। ଆମେରିକା ମିଚିଗାନ୍‌ରେ ରହୁଥିବା କିଥ୍‌ ଷ୍ଟୋନ୍‌ହାଉସ୍‌ ତାଙ୍କ ପୁଅର ଏପରି କାଣ୍ଡ ବିଷୟରେ ଫେସ୍‌ବୁକ୍‌ରେ ସୂଚନା ଦେଇଛନ୍ତି।…

ପୁଣି ପ୍ରେମରେ ହିମାଂଶ

ମୁମ୍ବାଇ: ବଲିଉଡ୍‌ ଅଭିନେତା ହିମାଂଶ କୋହଲି ପୁଣି ଥରେ ପ୍ରେମରେ ପଡ଼ିଥିବା ଚର୍ଚ୍ଚା ଜୋର ଧରିଛି। ସେ ଖ୍ୟାତନାମା ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ଶକ୍ତି ମୋହନଙ୍କ ପ୍ରେମରେ ପଡ଼ିଥିବା ଜାଣିବାକୁ ମିଳିଛି। ସୋସିଆଲ ମିଡିଆରେ ଦୁହିଁଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି।…

ସବୁଠୁ ବୟସ୍କ ମହିଳା କମେଡିଆନ୍‌ ଡିୟାନ୍‌

ୱାଶିଂଟନ୍‌: ବହୁତ ଲୋକ ଅଛନ୍ତି, ଯେଉଁମାନେ ଅନ୍ୟମାନଙ୍କ ମୁହଁରେ ହସ ଫୁଟାଇ ଆନନ୍ଦ ଅନୁଭବ କରିଥାଆନ୍ତି। ସେମାନଙ୍କ ମଧ୍ୟରୁ ଅନେକ କମେଡ଼ିଆନ୍‌ ଅଛନ୍ତି, ଯେଉଁମାନଙ୍କ ମଜାଳିଆ କଥାରେ ଲୋକେ ହସି ହସି ବେଦମ୍‌ ହୋଇଯାଆନ୍ତି। ଆମେରିକାର ଜଣେ ମହିଳା କମେଡ଼ିଆନ୍‌ ଡିୟାନ୍‌…

ଆଦିତ୍ୟ ଠାକରେଙ୍କ ସଭାରେ ପଥରମାଡ଼ ଅଭିଯୋଗ…

ମୁମ୍ବାଇ,୮।୨ : ମହାରାଷ୍ଟ୍ରର ଔରଙ୍ଗାବାଦରେ ଶିବସେନା ନେତା ଆଦିତ୍ୟ ଠାକରେଙ୍କ ସଭାରେ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଶିବ ସମ୍ବାଦ ଯାତ୍ରା ସମୟରେ ବୈଜାପୁରର ମହଲଗାଓଁରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାକୁ ଆଦିତ୍ୟ ଠାକୁର ପହଞ୍ଚିଥିଲେ। ଏହି ସମୟରେ…

ରାମ୍‌କୋର ‘ରାମ୍‌କୋ ସୌଭାଗ୍ୟ’ ଆକର୍ଷଣୀୟ ଅଫର

ଭୁବନେଶ୍ୱର, ୮।୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ରାମ୍‌କୋ ସିମେଣ୍ଟସ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶା ବଜାରରେ ଏକ ଆକର୍ଷଣୀୟ ଯୋଜନା ‘ରାମ୍‌କୋ ସୌଭାଗ୍ୟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏହି ଯୋଜନା ଚଳିତବର୍ଷରୁ ଆରମ୍ଭ ହୋଇଯାଇଛି। ଉକ୍ତ ଯୋଜନା ଅଧୀନରେ ଗ୍ରାହକ…

‘ଶିଳ୍ପ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆମ ଲକ୍ଷ୍ୟ’

ଭୁବନେଶ୍ୱର,୮।୨: ଦେଶର ପ୍ରମୁଖ ଆଲୁମିନିୟମ ଶିଳ୍ପ ସଂଘ ‘ଆଲୁମିନିୟମ ଆସୋସିଏସନ ଅଫ୍‌ ଇଣ୍ଡିଆ ଓ ବେଦାନ୍ତ ଆଲୁମିନିୟମର ମିଳିତ ସହଯୋଗରେ ଏକ ୨ଦିନିଆ ଅନ୍ତର୍ଜାତୀୟ ଆଲୁମିନିୟମ ସମ୍ମିଳନୀ-୨୦୨୩ (ଆଇଏସି-୨୩)ର ପ୍ରଥମ ସଂସ୍କରଣ ଝାରସୁଗୁଡ଼ାଠାରେ ହେବାକୁ ଯାଉଛି। ବିଶେଷକରି ମେକିଂ ଇଣ୍ଡିଆକୁ ଆଲୁମିନିୟମ…

ପୃଥିବୀରେ ବୃହତ ଯୁଦ୍ଧର ଆଶଙ୍କା, ବିନାଶ ସମ୍ପର୍କରେ ଚେତାବନୀ ଦେଲେ ଜାତିସଂଘ ମୁଖ୍ୟ…

ଜେନେଭା,୮।୨ : ପୃଥିବୀ ଏବେ ବିନାଶ ମୁହାଁ ହେବାରେ ଲାଗିଛି। ପୃଥିବୀରେ ବୃହତ ଯୁଦ୍ଧର ଆଶଙ୍କା ସମ୍ପର୍କରେ ଜାତିସଂଘ ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ଏପର୍ଯ୍ୟନ୍ତ ସବୁଠାରୁ ଚ୍ୟାଲେଞ୍ଜିଂ ସମୟ ଦେଇ ଗତି କରୁଛି ଏବଂ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri