୩୦ ବର୍ଷ ପରେ ଫେରାର ଅଭିଯୁକ୍ତ ଗିରଫ
ବାଲିକୁଦା,୭ା୪(ସ୍ବ.ପ୍ର.): ୩୦ ବର୍ଷ ଧରି ଫେରାର୍ ଥିବା ଜଣେ ଅଭିଯୁକ୍ତଙ୍କୁ ବୁଧବାର ବାଲିକୁଦା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ଅନନ୍ତପୁର ଫାଣ୍ଡି ଅଧୀନ ବରମୁଣ୍ଡଳୀ ପଞ୍ଚାୟତ ବରଦିଆ (ଫୁଲବେଲାରୀ) ଗଁାର…
ବିମାନ ଦୁର୍ଘଟଣା: ୨ ମହିଳାଙ୍କ ସମେତ ୪ ମୃତ
ଓ୍ବାଶିଂଟନ,୭ା୪: ଫ୍ଲୋରିଡାର ଗଲ୍ଫ କୋଷ୍ଟ ନିକଟରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପୋଲିସ ସୂଚନା ଦେଇଛି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଦୁଇ ମହିଳା ଥିଲେ। ବର୍ତ୍ତମାନ ପୋଲିସ ସମସ୍ତ ମୃତଦେହ…
୨ମାସରେ ୧୧ ମୃତ
ଯାଜପୁର ଅଫିସ,୭ା୪: ସାରା ରାଜ୍ୟରେ ଏବେ ଦୁର୍ଘଟଣା ଜନିତ ଶୂନ୍ୟ ମୃତ୍ୟୁ ସପ୍ତାହ ପାଳନ ଅଭିଯାନ ଚାଲିଛି। ଏହାବାଦ୍ ଫେବୃୟାରୀ ପ୍ରଥମ ସପ୍ତାହରୁ ପ୍ରତି ମଙ୍ଗଳବାର ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜିରୋ ଟଲୋରେନ୍ସ ଡେ ଭାବେ ପାଳନ କରିବାକୁ ନିଷ୍ପତ୍ତି…
କେନ୍ଦ୍ରାପଡ଼ା କୁଜି ମେଣ୍ଢା ସଂରକ୍ଷଣରେ ଅଣଦେଖା
କେନ୍ଦ୍ରାପଡ଼ା ଅଫିସ,୭ା୪: କେନ୍ଦ୍ରାପଡ଼ା ଜିଲାର କୁଜି ମେଣ୍ଢାଙ୍କୁ ଦ୍ରୁତଗତିରେ ସନ୍ତାନ ଉତ୍ପାଦ କ୍ଷମତା ପାଇଁ ଜାତୀୟସ୍ତରରେ ମାନ୍ୟତା ମିଳିଛି। ଫେକବି ଜିନ୍ ଥିବା ଏହି ଗୃହପାଳିତ ପଶୁର ସଂରକ୍ଷଣ ସହ ଉଚ୍ଚତର ଗବେଷଣା ଆବଶ୍ୟକ। କେନ୍ଦ୍ରାପଡ଼ା ମେଣ୍ଢା ଜାତୀୟସ୍ତରରେ ୨୦୧୬ରୁ ମାନ୍ୟତା…
ଜାଣନ୍ତି କି ରାସ୍ତାରେ କାହିଁକି ଲାଗିଥାଏ କ୍ୟାମେରା ସାଇନ୍ ବୋର୍ଡ
ଆଜିକାଲି ଅନେକ ସଡ଼କ ଦୁର୍ଘଟଣା ସାମ୍ନାକୁ ଆସୁଛି। ଲୋକଙ୍କ ସହ ଗାଡ଼ିମୋଟର ସଂଖ୍ୟା ରାସ୍ତାରେ ବି ବଢୁଛି। ଏହା ସହିତ ସଡ଼କ ଦୁର୍ଘଟଣା ମାମଲା ମଧ୍ୟ ବୃଦ୍ଧି ପାଉଛି। ସଡ଼କ ଦୁର୍ଘଟଣାକୁ ଦୂର କରିବା ପାଇଁ ଅନେକ ପ୍ରକାରର ଟ୍ରାଫିକ ନିୟମ…
କୋଲକାତାର ବୃହତ ବିଜୟ
କୋଲକାତା,୬।୪: କୋଲକାତାର ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର ପ୍ରଦର୍ଶନ କରି ୮୧ ରନ୍ରେ ବିଜୟୀ ହୋଇଛି। ଶାର୍ଦ୍ଦୂଳ ଠାକୁର ଓ ରହମାନଉଲ୍ଲା ଗୁରବାଜଙ୍କ…
ଖତ ଖାଉଛି ଓ୍ବେ ବ୍ରିଜ୍
କେନ୍ଦୁଝର,୬ା୪(ସ୍ବ.ପ୍ର.): ବ୍ୟବହାର ହୋଇ ପାରୁ ନ ଥିବା ଏବଂ ରକ୍ଷଣାବେକ୍ଷଣ ଅଭାବରୁ ସଦର ଥାନା ମୁରୁସୁଆଁ ଟୋଲ ପ୍ଲାଜା ନିକଟରେ ଥିବା ଦୁଇଟି ବ୍ୟୟ ବହୁଳ ଓ୍ବେ ବ୍ରିଜ୍ ଖତ ଖାଉଛି। ‘ସରକାର କା ମାଲ ଦରିଆ ମେ ଡାଲ’ ନୀତିରେ…
ଇଡେନ ଗାର୍ଡେନରେ ଜୁହି ଚାଓ୍ବଲା, ଭାଇରାଲ ହେଉଛି ଭିଡିଓ
କୋଲକାତା,୬ା୪: ଇଡେନ ଗାର୍ଡେନ ଗ୍ରାଉଣ୍ଡରେ କୋଲକାତା ନାଇଟ ରାଇଡର୍ସ (କେକେଆର୍) ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ମ୍ୟାଚ୍ ଜାରି ରହିଛି। ଏହି ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ଫାଫ୍ ଡୁପ୍ଲେସି ଟସ୍ ଜିତିବା ପରେ ପ୍ରଥମେ ବୋଲିଂ…
ବର୍ଦ୍ଧିତ କରୋନା ମାମଲାକୁ ନେଇ ଆଲର୍ଟରେ କେନ୍ଦ୍ର ସରକାର: ଶୁକ୍ରବାର ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ
ନୂଆଦିଲ୍ଲୀ,୬।୪: ଦେଶର ଅନେକ ରାଜ୍ୟରେ କୋଭିଡ-୧୯ର ବର୍ଦ୍ଧିତ ମାମଲାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମଧ୍ୟ ଆଲର୍ଟ ମୋଡରେ ଆସିଯାଇଛନ୍ତି। କୋଭିଡ-୧୯ର ସ୍ଥିତିର ଆକଳନ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ…
ଶ୍ରମିକଙ୍କ ମଜୁରୀ ବଢ଼ାଇଲେ ସରକାର
ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟ ସରକାର ନିର୍ମାଣ ଶ୍ରମିକଙ୍କ ମଜୁରୀ ବଢ଼ାଇଛନ୍ତି। ଏହି ମଜୁରୀ ୧୨ଟଙ୍କାକୁ ବୃଦ୍ଧି କରାଯାଇଥିବା ଶ୍ରମ ଆୟୁକ୍ତଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ଅଣକୁଶଳୀ ଶ୍ରମିକଙ୍କ ମଜୁରୀ ୩୩୩ରୁ ୩୪୫ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକଙ୍କ…
ବଦଳିଲେ ଝାରସୁଗୁଡ଼ା ଜିଲାପାଳ
ବ୍ରଜରାଜନଗର,୬।୪(ଡି.ଏନ୍.ଏ.): ଝାରସୁଗୁଡ଼ା ଜିଲାପାଳ ସରୋଜ ସାମଲଙ୍କୁ ଗୁରୁବାର ବଦଳି କରାଯାଇଛି। ତାଙ୍କ ସ୍ଥାନରେ ସୁବର୍ଣ୍ଣପୁର ଜିଲାପାଳ ଆବୋଲି ସୁନୀଲ ନରଓ୍ବଣେଙ୍କୁ ଅବସ୍ଥାପିତ କରାଯାଇଛି। ଏପରି କି ତୁରନ୍ତ ଦାୟିତ୍ୱ ନେଇ ଝାରସୁଗୁଡ଼ା ଜିଲାପାଳ ଭାବେ ଯୋଗଦେବାକୁ ତାଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି।…
ରାହୁଲ-ପ୍ରିୟଙ୍କାଙ୍କୁ ଭେଟିଲେ ସିଦ୍ଧୁ: କହିଲେ, ଗୋଟିଏ ଇଞ୍ଚ ପଛକୁ ଘୁଞ୍ଚିବୁ ନାହିଁ
ନୂଆଦିଲ୍ଲୀ,୬।୪: କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ଦଳର ନେତା ରାହୁଲ ଗାନ୍ଧୀ ଏବଂ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ଏହି ସାକ୍ଷାତକାରର ଏକ ଫଟୋକୁ ସେ ଟୁଇଟ କରିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
Archives


