କ୍ଷମା ମାଗିଲେ ସୁନକ
ଲଣ୍ଡନ,୨୦ ।୧: କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ସୁନକ ଗୁରୁବାର ଉତ୍ତର-ପଶ୍ଚିମ ଇଂଲଣ୍ଡରେ ଏକ ସ୍ଥାନରେ ଗାଡି ଚଲାଉଥିବା ସମୟରେ ସୋସିଆଲ ମିଡିଆ ଭିଡିଓ କରିବାକୁ କିଛି ସମୟ ଲାଗି ନିଜର ସିଟ ବେଲ୍ଟ ଖୋଲି ଦେଇଥିଲେ…
ହ୍ବାଟସଆପରେ ୪୯ କୋଟି ଲୋକଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୯।୯ : ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ ଏବଂ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ହ୍ବାଟସ ଆପରେ ସିଧାସଳଖ ପଠାଯାଇଥିବା…
ପରୀକ୍ଷା ବେଳେ ଶିକ୍ଷକଙ୍କୁ ଛାତ୍ରଙ୍କ ଛୁରାମାଡ଼
ନୂଆଦିଲ୍ଲୀ,୧୯।୧: ଦିଲ୍ଲୀର ଏକ ସରକାରୀ ସ୍କୁଲ୍ରେ ଗୁରୁବାର ପରୀକ୍ଷା ଚାଲିଥିବା ବେଳେ ଜଣେ ଛାତ୍ର ଶିକ୍ଷକଙ୍କୁ ଏକାଧିକ ଥର ଛୁରି ଭୁସିଛନ୍ତି। ଦିଲ୍ଲୀର ଇନ୍ଦରପୁରୀ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ସ୍କୁଲରେ ପ୍ରାକ୍ଟିକାଲ ପରୀକ୍ଷା ଚାଲିଥିବା ବେଳେ ଶିକ୍ଷକ ଭୁଦେବ ଇନ୍ଭିଜିଲେଟର…
ଭାରତ ଯୋଡ଼ୋ ଯାତ୍ରାରେ ଯୋଗଦେବେ ଫାରୁକ୍
ଜମ୍ମୁ,୧୯।୧: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାଶନାଲ କନ୍ଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା ଭାରତ ଯୋଡ଼ୋ ଯାତ୍ରାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ସାମିଲ ହେବେ। ପଦଯାତ୍ରାରେ ଥିବା ରାହୁଲଙ୍କୁ ସ୍ବାଗତ କରିବା ଲାଗି ଗୁରୁବାର ସେ ଜମ୍ମୁ-କଶ୍ମୀରର କଠୁଆ…
ପାରମ୍ପାରିକ ରୀତିନୀତିରେ ହେଲା ଅନନ୍ତ-ରାଧିକାଙ୍କ ନିର୍ବନ୍ଧ
ମୁମ୍ବାଇ: ରିଲାଏନ୍ସ ଗ୍ରୁପ୍ ମାଲିକ ଅନୀଲ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଗୁରୁବାର ଶେଷ ହୋଇଛି। ମୁମ୍ବାଇ ସ୍ଥିତ ଅନୀଲ ଅମ୍ବାନୀଙ୍କ ଘର ଆଣ୍ଟିଲିଆରେ ଏନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ପରିବାର ସମେତ କେତେଜଣ ବିଶେଷ…
୪ମାସ ଯାଏ ଶଙ୍କର ମିଶ୍ରାଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଏୟାର ଇଣ୍ଡିଆ
ନୂଆଦିଲ୍ଲୀ,୧୯।୧: ଗତବର୍ଷ ନଭେମ୍ବର ୨୬ରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ବୃଦ୍ଧା ସହଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଉପରେ ଏୟାରଲାଇନ୍ସ ପ୍ରତିବନ୍ଧକ ଲଗାଇଛି। ସେ ୪ମାସ ପର୍ଯ୍ୟନ୍ତ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିପାରିବେ ନାହିଁ। ଗତ…
ଶାହିଦଙ୍କ ଘରେ ଭଡ଼ାରେ ରହିବେ କାର୍ତ୍ତିକ, ମାସକୁ ଦେବେ ଏତିକି ଟଙ୍କା…
ମୁମ୍ବାଇ: ଆଜିକାଲି ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ବେଶ୍ ନାଁ କରିଛନ୍ତି। ଗତ ବର୍ଷ ଏହି ଅଭିନେତା ‘ଭୁଲ୍ ଭୁଲେୟା -୨ ’ ଭଳି ସୁପରହିଟ୍ ଫିଲ୍ମ ଦେଇ ପ୍ରଶଂସକଙ୍କୁ ପାଗଳ କରିଦେଇଥିଲେ। ଏହି ବର୍ଷ ଅଭିନେତା ‘ଶେହଜାଦା’ ସହ ପୁଣି…
ମଦ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଅଧିକାରୀ
ସାରସକଣା,୧୯ା୧(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଦିଘି କଲୋନୀ ସାହିଠାରେ ଅବକାରୀ ବିଭାଗ ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ପାକଟିଆ ଗ୍ରାମ…
ଭାରତ-ଚାଇନା ମଧ୍ୟରେ ସମ୍ପର୍କ ଖରାପ କରୁଛି ନାଟୋ: ରୁଷିଆ ବୈଦେଶିକ ମନ୍ତ୍ରୀ
ମସ୍କୋ,୧୯।୧: ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗେ ଲାଭ୍ରୋଭ ଗୁରୁବାର ନାଟୋ ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି, ଭାରତ ଏବଂ ଚାଇନା ମଧ୍ୟରେ ସମସ୍ୟା ସୃଷ୍ଟି କରିବାକୁ ନାଟୋ ଭାରତକୁ ଉତ୍ତେଜିତ କରୁଛି। ୨୦୨୨ରେ…
କ୍ରୀଡ଼ା ମନ୍ତ୍ରଣାଳୟ ଅଧିକାରୀଙ୍କ ସହ ରେସଲରଙ୍କ ବୈଠକ ଶେଷ
ନୂଆଦିଲ୍ଲୀ,୧୯।୧: ଭାରତୀୟ କୁସ୍ତିରେ ହଠାତ୍ ଝଡ ସୃଷ୍ଟି ହୋଇଛି। ବିନେଶ ଫୋଗତ, ବଜରଙ୍ଗ ପୁନିଆ ସମେତ ପ୍ରାୟ ୩୦ ରେସଲର ରେସଲିଂ ଫେଡେରେସନ ଅଫ ଇଣ୍ଡିଆ ଅଧ୍ୟକ୍ଷ ବ୍ରଜଭୂଷଣ ଶରଣ ସିଂଙ୍କ ବିରୋଧରେ ଦିଲ୍ଲୀର ଯନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ବର୍ତ୍ତମାନ କ୍ରୀଡ଼ା…
ଶୁବମନ ଗିଲଙ୍କୁ ରାତିରେ ଶୁଆଇ ଦେଉନାହାନ୍ତି ଏହି କ୍ରିକେଟର୍
ହାଇଦ୍ରାବାଦ୍,୧୯।୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ ଇଣ୍ଡିଆର ବିଜୟରେ ଯୁବ ଓପନର୍ ଶୁବମାନ ଗିଲ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୨୦୮ ରନ ରେକର୍ଡ ଇନିଂସ ଖେଳି ଗିଲ ଅନେକ ରେକର୍ଡ ସୃଷ୍ଟି କରିଥିଲେ। ୩ ମ୍ୟାଚ ବିଶିଷ୍ଟ ଦିନିକିଆ…
ସରକାରୀ ବିଦ୍ୟାଳୟରେ ସାମାଜିକ ନାଟକ ଉଦ୍ଘାଟନ କରି ବିବାଦରେ ବିଧାୟିକା
ବେଗୁନିଆପଡ଼ା,୧୯ା୧(ଡି.ଏନ୍.ଏ.): ସରକାର କୋଟି କୋଟି ଟଙ୍କା ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ କରୁଛନ୍ତି। ବିଦ୍ୟାଳୟଗୁଡ଼ିକର ପରିଚାଳନା ପାଇଁ ନିର୍ଦ୍ଦିଷ୍ଟ ଗାଇଡ୍ଲାଇନ୍ ମଧ୍ୟ ପ୍ରଚଳନ କରିଛନ୍ତି। ତେବେ ଖୋଦ୍ ସରକାରୀ ଦଳର ନେତାମାନେ ଖୋଲାଖୋଲି ଶିକ୍ଷା ଆଇନର ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ଭାଜପା।…
Archives


