ପାକିସ୍ତାନରେ ଥମୁନି ଅତ୍ୟାଚାର: ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଧର୍ମପରିବର୍ତ୍ତନ…
ଇସଲାମାବାଦ,୧୬।୩ : ହିନ୍ଦୁ ଯୁବତୀମାନଙ୍କୁ ଅପହରଣ ଏବଂ ବାଧ୍ୟତାମୂଳକ ଧର୍ମପରିବର୍ତ୍ତନ ପ୍ରକ୍ରିୟା ପାକିସ୍ତାନରେ ଥମୁନି। ସମ୍ପ୍ରତି ଆଉ ଏକ ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ୨୦ ବର୍ଷ ବୟସ୍କ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଜବରଦସ୍ତ ଧର୍ମପରିବର୍ତ୍ତନ କରାଯାଇଥିଲା। ସିନ୍ଧର…
ଭଗଓ୍ବନ୍ତ ମାନଙ୍କ ସରକାରଙ୍କୁ ବର୍ଷେ…
ଚଣ୍ଡିଗଡ଼,୧୬।୩ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ସରକାର ଗୁରୁବାର ଗୋଟିଏ ବର୍ଷ ପୂରଣ କରିଛନ୍ତି। ଏହି ଅବସରରେ ସେ ପଞ୍ଜାବର ଲୋକଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଦାୟିତ୍ୱ ବୋଝ ଆମ ଉପରେ…
ଫଡନାଭିସଙ୍କ ସ୍ତ୍ରୀଙ୍କୁ ଏକ କୋଟି ଲାଞ୍ଚ ଯାଚିଲେ ଡିଜାଇନର: ମାମଲା ରୁଜୁ…
ମୁମ୍ବାଇ,୧୬।୩ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ସ୍ତ୍ରୀ ଅମୃତା ଫଡନାଭିସ ଜଣେ ଡିଜାଇନରଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି। ଅମୃତା ଅଭିଯୋଗ କରିଛନ୍ତି ଯେ ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ରଫାଦଫା କରିବା ପାଇଁ ଡିଜାଇନର୍ ଅନୀଶା…
ମହିଳାଙ୍କୁ କଚାଡି ମାରିଲା ଦନ୍ତା
ଢେଙ୍କାନାଳ ଜିଲା ମହାବିରୋଡ଼ ରେଞ୍ଜରେ ଦନ୍ତା ଆତଙ୍କ। ୧୨ ଘଣ୍ଟା ମଧ୍ୟରେ ୨ ଜଣଙ୍କ ଜୀବନ ନେଇଛି ଦନ୍ତା। ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବାରିହାପୁର ଗାଁ ପୁରୁଣାପାଣି ନିକଟରେ ଗୁରୁବାର ଜଣେ ମହିଳାଙ୍କୁ କଚାଡି ମାରିଛି ଦନ୍ତା। ମୃତକ ବାରିହାପୁର…
ଷ୍ଟିୟରିଂ ଛାଡ ଆନ୍ଦୋଳନ ପ୍ରଭାବ: ଅଭାବ ପଡିଲାଣି ପେଟ୍ରୋଲ
ବାଲେଶ୍ୱର ଅଫିସ ୧୬।୩: ଓଡ଼ିଶା ଡ୍ରାଇଭର ମହାସଂଘ ବନ୍ଦ ଡାକରାକୁ ସମ୍ମାନ ଜଣାଇ ଗୁରୁବାର ମଧ୍ୟ ପୁରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି। ତାର ପ୍ରଭାବ ଏବେ ବିଭିନ୍ନ ପେଟ୍ରୋଲ ଟ୍ୟାଙ୍କରେ ଦେଖିବାକୁ ମିଳିଛି। ଟାଙ୍କିରେ ଡ୍ରାଇଭରଙ୍କ…
ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ମୋଦି ସବୁଠାରୁ ବଡ ଦାବିଦାର
ସ୍ବିଡେନ୍/ନୂଆଦିଲ୍ଲୀ,୧୬।୩: ନୋବେଲ ଶାନ୍ତି ପୁରସ୍କାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ବଡ ଦାବିଦାର ବୋଲି ନୋବେଲ ପୁରସ୍କାର କମିଟିର ଉପନେତା ଆସଲେ ଟୋଜେ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଶାସନକୁ ପ୍ରଶଂସା କରି ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶେଷ ନୀତି…
ରାହୁଲ-ଆଦାନୀ ପ୍ରସଙ୍ଗ ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ: ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ…
ନୂଆଦିଲ୍ଲୀ,୧୬।୩ : ସଂସଦର ଉଭୟ ଗୃହ ଲୋକସଭା ଓ ରାଜ୍ୟସଭାରେ କ୍ରମାଗତ ଚତୁର୍ଥ ଦିନ ପାଇଁ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଣ୍ଡନରେ ଦେଇଥିବା ବିବୃତ୍ତି ପାଇଁ କ୍ଷମା ମାଗିବା ଉପରେ କେନ୍ଦ୍ର ସରକାର ଜିଦ ଧରିଥିବାବେଳେ…
କୋହଲିଙ୍କଠାରୁ ଗୁରୁମନ୍ତ୍ର ପାଇ ବିଜୟର ଖାତା ଖୋଲିଲା ଆରସିବି
ମୁମ୍ବାଇ,୧୬।୩: ଦୀର୍ଘ ସମୟ ଅପେକ୍ଷା କରିବା ପରେ ମହିଳା ପ୍ରିମିୟର ଲିଗରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିଜୟର ଖାତା ଖୋଲିଛି। ଲଗାତାର ୫ ମ୍ୟାଚ ହାରିଯିବା ପରେ ଦଳ ଷଷ୍ଠ ମ୍ୟାଚରେ ବିଜୟ ଲାଭ କରିଛି। ଦଳର ଏହି ବିଜୟରେ ପୂର୍ବତନ…
ପାକିସ୍ତାନରେ ଆର୍ଥିକ ସଙ୍କଟ ଗୁରୁତର: ବିଦେଶମନ୍ତ୍ରୀ…
ଇସଲାମାବାଦ,୧୬।୩ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜରଦାରୀ କହିଛନ୍ତି ଯେ ଦେଶ ଆର୍ଥିକ ସଙ୍କଟ ଝଡ଼ର ସମ୍ମୁଖୀନ ହୋଇଛି। ରାଜନୈତିକ, ଅର୍ଥନୈତିକ ଏବଂ ସୁରକ୍ଷା ପ୍ରସଙ୍ଗଗୁଡ଼ିକର ଅବନତି ସହ ଏହା ମୁକାବିଲା କରୁଛି। ଏହି ସୂଚନା ପାକିସ୍ତାନ ଭିତ୍ତିକ…
ପାକିସ୍ତାନ-ବାଂଲାଦେଶ ଚାଇନାରୁ କିଣୁଛନ୍ତି ତିନିି ଚତୁର୍ଥାଂଶ ଅସ୍ତ୍ରଶସ୍ତ୍ର: ଭାରତର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ,୧୬।୩ : ଷ୍ଟକହୋମ ଅନ୍ତର୍ଜାତୀୟ ଶାନ୍ତି ଅନୁସନ୍ଧାନ ପ୍ରତିଷ୍ଠାନର ବିଶ୍ୱର ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ, ଅସ୍ତ୍ରଶସ୍ତ୍ର, ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ନିରସ୍ତ୍ରୀକରଣ ଉପରେ ଗବେଷଣା ପାଇଁ କାର୍ଯ୍ୟ କରେ। ଏହାର ରିପୋର୍ଟ ଅନୁଯାୟୀ, ପାକିସ୍ତାନ-ବାଂଲାଦେଶ ଚାଇନାରୁ ସେମାନଙ୍କର ତିନିି ଚତୁର୍ଥାଂଶ…
ଆଇପିଏଲ ୨୦୨୩: ନୂଆ ଅଧିନାୟକ ଘୋଷଣା କଲା ଦିଲ୍ଲୀ କ୍ୟାପିଟାଲ୍ସ
ନୂଆଦିଲ୍ଲୀ,୧୬।୩: ଆଇପିଏଲ ୨୦୨୩ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ନୂତନ ଅଧିନାୟକ ଘୋଷଣା କରିଛି। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ଡେଭିଡ ୱାର୍ନରଙ୍କୁ ଦଳର ଦାୟିତ୍ୱ ଦିଆଯାଇଛି। ଏଥି ସହିତ ଅକ୍ଷର ପଟେଲଙ୍କୁ ଉପ-ଅଧିନାୟକ କରାଯାଇଛି। ଦିଲ୍ଲୀର ନିୟମିତ…
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଲେକ ଭିୟୁ ପାର୍କ, ବୋଟିଂ
ଛତ୍ରପୁର, ୧୫ା୩(ଡି.ଏନ୍.ଏ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ହୁମୁରୀ ତାମ୍ପରା ହ୍ରଦ ବିଶ୍ୱବିଦିତ ହୋଇଛି। ରାମସାରର ଅର୍ନ୍ତଜାତୀୟ ୱେଟଲ୍ୟାଣ୍ଡ (ଆର୍ଦ୍ରଭୂମି) ସାଇଟ୍ର ମାନ୍ୟତା ତାମ୍ପରା ହ୍ରଦକୁ ମିଳିଛି। ଏଥିଲାଗି ଏହା ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏଠାରେ ଥିବା ତାମ୍ପରା…
Archives


