Home

ରାଣୀଙ୍କୁ ପ୍ରଶଂସା କଲେ କ୍ୟାଟ୍ରିନା

ମୁମ୍ବାଇ: କ୍ୟାଟ୍ରିନା ଏବଂ ବିକି ଅଭିନେତ୍ରୀ ମୁଖାର୍ଜୀଙ୍କ ଫିଲ୍ମ ଶ୍ରୀମତୀ ଚାଟାର୍ଜୀ ଭର୍ସେସ୍‌ ନରଓ୍ବେ’ ଦେଖିଛନ୍ତି। ଯେଉଁଥିପାଇଁ କ୍ୟାଟ୍ରିନା ତାଙ୍କ ଇନଷ୍ଟା ଷ୍ଟୋରିରେ ଏହି ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ଯାହା ଲୋକମାନେ କଳ୍ପନା କରିପାରନ୍ତି ନାହିଁ ଏହି ଫିଲ୍ମରେ…

ବିଛନ୍ଦ ଖାଉଛନ୍ତି କଞ୍ଚା ମାଂସ

ଫୁଲବାଣୀ ଅଫିସ,୧୬ା୩: କନ୍ଧମାଳ ଜିଲା ଫୁଲବାଣୀ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି । ପୁରାତନ ଯୁଗରେ ନିଆଁର ବ୍ୟବହାର ଜାଣି ନ ଥିବା ମନଷ୍ୟ ଜଙ୍ଗଲରେ ଶୀକାର କରି କଞ୍ଚା ମାଂସ ଆହାର କରୁଥିଲା । କିନ୍ତୁ ଆଜିର…

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଜାମିନ

ଚଣ୍ଡିଗଡ,୧୬।୩: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କୁ କୋଟକାପୁର ଗୁଳିକାଣ୍ଡ ମାମଲାରେ ଗୁରୁବାର ଜିଲା କୋର୍ଟ ପକ୍ଷରୁ ଆଗୁଆ ଜାମିନ ମିଳିଛି। ଏହି ଘଟଣାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହା ବ୍ୟତୀତ…

ପଲିଥିନ୍‌ ଖାଇ ଏକାଧିକ ଗୋରୁଙ୍କ ମୃତ୍ୟୁ ଅଭିଯୋଗ: ବ୍ୟବଚ୍ଛେଦ ବେଳେ ପେଟରୁ ବାହାରିଲା କୁଢ଼କୁଢ଼ ଆବର୍ଜନା

ଦାରିଙ୍ଗବାଡ଼ି,୧୬ା୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ୍‌ ଚଳିତ ପହିଲାରେ ଶେଷ ହୋଇଛି। ଡିସେମ୍ବର ପହିଲାରୁ ଆରମ୍ଭ ହୋଇଥିବା ଏହି ରିଟ୍ରିଟ୍‌ ୩ ମାସ ଧରି ଚାଲିଥିଲା। ତେବେ ଏହି ଇକୋ ରିଟ୍ରିଟରୁ ପ୍ରତିଦିନ ବାହାରିଥିବା ପଲିଥିନ, ପ୍ଲାଷ୍ଟକ ଖାଇ ଏକାଧିକ…

୨୦ ବର୍ଷ ବୈଠକ ପରେ ୨୦୦ ଦେଶ ପ୍ରଣୟନ କଲେ ନୂଆ ସମୁଦ୍ର ଆଇନ: ୨୦୩୦ ସୁଦ୍ଧା ୩୦ ପ୍ରତିଶତ ମହାସାଗର ହେବ ସଂରକ୍ଷିତ…

ନ୍ୟୁୟର୍କ,୧୬।୩ : ବିଶ୍ୱ ୨୦୦ ଦେଶ ମଧ୍ୟରେ ଏକ ଚୁକ୍ତିନାମା ହୋଇଛି। ଯାହାର ନାମ ‘ହାଇ ସି ଟ୍ରିଟି’ ରଖାଯାଇଛି। ୨୦ ବର୍ଷର ବିଚାର ବିମର୍ଷ ପରେ ଏହି ଚୁକ୍ତିନାମା ହୋଇଛି। ଏହା କୁହାଯାଉଛି ଯେ ଏହା ସାମୁଦ୍ରିକ ପ୍ରାଣୀଙ୍କ ସଂରକ୍ଷଣରେ…

ଜାଣନ୍ତି କି ଆଗରୁ କାହିଁକି ତିଆରି ହେଉଥିଲା କାଠ ଟ୍ରାକ୍‌, ଏବେ ହୋଇଛି ବଡ଼ ପରିବର୍ତ୍ତନ

ଭାରତୀୟ ରେଳ ସାଧାରଣ ନାଗରିକଙ୍କ ପାଇଁ ଗୋଟିଏ ସ୍ଥାନକୁ ଆଉ ଗୋଟିଏ ସ୍ଥାନକୁ ଯିବା ଏକ ବଡ଼ ମାଧ୍ୟମ। ଧନୀମାନେ ଏସି ସ୍ଲିପର ବଗିରେ ଯିବା ଆସିବା କରୁଥିବା ବେଳେ ଗରିବମାନେ ସାଧାରଣ ବଗିରେ ଯାଇଥାନ୍ତି। ସମସ୍ତେ ରେଳରେ ଯାତ୍ରା କରନ୍ତି…

ଅନୁପମାଙ୍କଠାରୁ ଅଲଗା ହେବେ ଅନୁଜ !…

ମୁମ୍ବାଇ : ଟିଭି ଶୋ ଅନୁପମାରେ ଏକ ଭିନ୍ନ ସ୍ତରର ଡ୍ରାମା ଜାରି ରହିଛି। ବର୍ତ୍ତମାନ ଏହା ଏକ ନୂଆ ମୋଡ଼ ନେଇ ଆସୁଛି। ଅନୁପମା ପୁଣି ଥରେ ସ୍ବାମୀଙ୍କୁ ହରାଇବାକୁ ଯାଉଛନ୍ତି । ପୂର୍ବରୁ କାବ୍ୟାଙ୍କ ସହିତ ସମ୍ପର୍କ ଯୋଗୁୁ…

ମାର୍ଚ୍ଚ ୨୫ରେ ସିବିଆଇରେ ହାଜର ହେବାକୁ ତେଜସ୍ବୀଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୬।୩: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ଆରଜେଡି ନେତା ତଥା ବିବାହର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମଧ୍ୟ କୌଣସି ଆଶ୍ୱସ୍ତି ମିଳିନାହିଁ। ମାର୍ଚ୍ଚ ୨୫ରେ ତେଜସ୍ବୀଙ୍କୁ ସିବିଆଇ ସମ୍ମୁଖରେ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସିବିଆଇ…

ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୧୬।୩: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ବଡ଼ ଦାୟିତ୍ୱ ମିଳିଛି। ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ‘ଡାଇରେକ୍ଟର ଅଫ୍‌ କ୍ରିକେଟ୍‌’ ନିଯୁକ୍ତ କରାଯାଇଛି। ଗାଙ୍ଗୁଲି ଦିଲ୍ଲୀ ଫ୍ରାଞ୍ଚାଇଜରେ ଯୋଗ ଦେଇସାରିଛନ୍ତି ଏବଂ ଦିଲ୍ଲୀର ତାଲିମ ଶିବିରରେ ମଧ୍ୟ ଉପସ୍ଥିତ ଅଛନ୍ତି, କିନ୍ତୁ…

ଗିରଫଦାରୀରୁ ରକ୍ଷା ପାଇଁ ସର୍ତ୍ତ ରଖିଲେ କୋର୍ଟ, ଇମ୍ରାନ କରିବେ ଆତ୍ମ ସମର୍ପଣ-ରାଲିକୁ ମନା…

ଇସଲାମାବାଦ,୧୬।୩ : ଗିରଫଦାରୀରୁ ରକ୍ଷା ପାଇଁ ପାକିସ୍ତାନୀ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମ୍ମୁଖରେ ସର୍ତ୍ତ ରଖିଛନ୍ତି। ତୋସାଖାନା ମାମଲାର ଶୁଣାଣି ସମୟରେ ଅତିରିକ୍ତ ଜିଲା ତଥା ସେସନ୍ସ କୋର୍ଟ ବିଚାରପତି କହିଛନ୍ତି ଯେ ଯଦି ଇମ୍ରାନ ଖାନ କୋର୍ଟରେ…

କେବେ ଆରମ୍ଭ ହୋଇଥିଲା ମହିଳା କ୍ରିକେଟ: କାହା କାହା ମଧ୍ୟରେ ଖେଳାଯାଇଥିଲା ପ୍ରଥମ ମ୍ୟାଚ୍‌

ଆଜି ସାରା ବିଶ୍ୱରେ ମହିଳା କ୍ରିକେଟର ଦବ୍‌ଦବା ରହିଛି। ମହିଳା କ୍ରିକେଟ ଏହି ସ୍ଥିତିରେ ପହଞ୍ଚିବା ସହଜ ନ ଥିଲା। ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିଥିଲା। ତେବେ ଏତେ ସଂଘର୍ଷ ପରେ ମଧ୍ୟ ମହିଳା କ୍ରିକେଟ ପୁରୁଷଙ୍କ ତୁଳନାରେ କମ…

ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍‌, ୧୮ ଘଣ୍ଟାରେ ଖସିପଡ଼ିଲା ସ୍ଲାବ୍‌

କେନ୍ଦ୍ରାପଡ଼ା ଅଫିସ,୧୬ା୩: କେନ୍ଦ୍ରାପଡ଼ା ସହର ତିନିମୁହାଣୀ ଛକ ନିକଟ ନିର୍ମାଣାଧୀନ ଗୋବରୀ ନଦୀର ଦକ୍ଷିଣ ପାର୍ଶ୍ୱ ପୋଲ ବୁଧବାର ଭୁଶୁଡି ପଡିଛି। ଏହି ଦୁର୍ଘଟଣାରୁ କାର୍ଯ୍ୟରତ ଶ୍ରମିକମାନେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସେହିପରି ରାସ୍ତାଠାରୁ ପ୍ରାୟ ୧୦୦ ମିଟର ଦୂରରେ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri