ଶିକ୍ଷା ଠକେଇ :୨୦-୨୦ ଲକ୍ଷ ଦେଇ ବେଆଇନ ଭାବେ କାନାଡାରେ ପହଞ୍ଚିଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର…
ଟରଣ୍ଟୋ,୧୬।୩ : କାନାଡାରେ ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି। ଏହି ଛାତ୍ରୀଛାତ୍ରମାନଙ୍କୁ କାନାଡାରୁ ଭାରତ ପଠାଯିବାର ବ୍ୟବସ୍ଥା କରାଉଛି। ବାସ୍ତବରେ, ତାଙ୍କ ଭବିଷ୍ୟତ ସହିତ ଖେଳୁଥିବା ଠକ ଏଜେଣ୍ଟମାନେ ତାଙ୍କୁ ନକଲି ଭିଜା ସାହାଯ୍ୟରେ କାନାଡା ପଠାଇଥିଲେ।…
ଅନ୍ତର୍ଜାତୀୟ ଆଇନ ଯେଉଁଠି ଅନୁମତି ଦେବ ସେଠି ଉଡ଼ାଣ କରିବୁ: ରୁଷିଆକୁ ଆମେରିକାର ଜବାବ…
ଓ୍ବାଶିଂଟନ,୧୬।୩ : ଆମେରିକାର ସାମରିକ ଅନୁସନ୍ଧାନ ଡ୍ରୋନର ରୁଷିଆର ଯୁଦ୍ଧ ବିମାନ ସହିତ ଧକ୍କା ହେବା ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏହି ପ୍ରସଙ୍ଗରେ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ…
ଆରବ ସାଗରରେ ଚାଇନା-ରୁଷିଆ-ଇରାନର ମିଳିତ ସମରାଭ୍ୟାସ…
ମସ୍କୋ/ବେଜିଂ,୧୬।୩ : ଆରବ ସାଗରରେ ଚାଇନା ଏବଂ ଇରାନ ସହିତ ରୁଷିଆ ନୌସେନା ମିଳିତ ସମରାଭ୍ୟାସ ଆରମ୍ଭ କରିଛି। ଏନେଇ ରୁଷିଆ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ରୁଷିଆ ଏଭଳି କରି ଚାଇନୀ ଏବଂ ଇରାନ ସହ ସମ୍ପର୍କକୁ ମଜବୁତ କରିବାକୁ…
ମୂଳ ଭାରତୀୟ ରବି ଚୌଧୁରୀ ଆମେରିକା ବାୟୁସେନାରେ ସହାୟକ ସଚିବ…
ଓ୍ବାଶିଂଟନ,୧୬।୩ : ଆମେରିକାର ସିନେଟ ମୂଳ ଭାରତୀୟ ରବି ଚୌଧୁରୀଙ୍କୁ ବାୟୁସେନାର ସହକାରୀ ସଚିବ ନିଯୁକ୍ତ କରିଛନ୍ତି। ରବି ବାୟୁସେନାରେ ଶକ୍ତି, ସ୍ଥାପନ ଏବଂ ପରିବେଶ ସମ୍ବନ୍ଧୀୟ ବିଷୟ ପାଇଁ କାର୍ଯ୍ୟ କରିବେ। ସିନେଟରେ ଭୋଟ ଦେବା ସମୟରେ ତାଙ୍କ ସପକ୍ଷରେ…
ଆମେରିକା ବିରୋଧରେ ଗୁପ୍ତଚରୀ ଅଭିଯୋଗ ଆଣିଲା ରୁଷିଆ…
ମସ୍କୋ,୧୬।୩ : ଆମେରିକାର ଡ୍ରୋନକୁ ରୁଷିଆର ଯୁଦ୍ଧ ବିମାନ ଦ୍ୱାରା ଗୁଳି କରି ଖସାଇ ଦିଆଯିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ଏନେଇ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ଆମେରିକାର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ଫୋନ…
ପ୍ରଥମ ରାଉଣ୍ଡରୁ ସିନ୍ଧୁ ବିଦା
ଲଣ୍ଡନ୍,୧୬ା୩: ଅଲ ଇଂଲଣ୍ଡ ଓପନ ବ୍ୟାଡମିଣ୍ଟନର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି ଭାରତର ପି ଭି ସିନ୍ଧୁ। ଦୁଇ ଦୁଇ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ସିନ୍ଧୁ ପ୍ରଥମ ରାଉଣ୍ଡରେ ଚୀନ୍ର ଝାଙ୍ଗ ୟି ମାନଙ୍କ ନିକଟରୁ ପରାଜିତ ହୋଇଛନ୍ତି। ବୁଧବାର…
ଭାରତୀୟ ଦଳରେ କିସ୍ର ୬ ଖେଳାଳି
ଭୁବନେଶ୍ୱର, ୧୫।୩ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆରେ ଚଳିତ ମାସ ୧୭ରୁ ୧୯ ପର୍ଯ୍ୟନ୍ତ ବୋର୍ନିଓ ସେଭେନ୍ସ ମହିଳା ରଗ୍ବୀ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବ। ଏଥିପାଇଁ ମନୋନୀତ ଭାରତୀୟ ଦଳରେ କିସ୍ର ୬ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ହୁପି ମାଝି,…
ବିକ୍ରାନ୍ତ ମଲିକଙ୍କୁ ସ୍ବର୍ଣ୍ଣ ପଦକ
ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଚେନ୍ନାଇସ୍ଥିତ ତାମିଲନାଡ଼ୁ ଫିଜିକାଲ ଏଜୁକେଶନ ଆଣ୍ଡ ସ୍ପୋଟର୍ସ ୟୁନିଭର୍ସିଟି ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ଆଥଲେଟିକ୍ସ (ମହିଳା ଓ ପୁରୁଷ) ଚାମ୍ପିୟନଶିପ୍ର ତୃତୀୟ ଦିବସରେ କିଟ୍ର ବିକ୍ରାନ୍ତ ମଲିକ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।…
କୁଲ୍ଦୀପ୍-ଚହଲଙ୍କ ଉପରେ ନଜର
ମୁମ୍ବାଇ,୧୬ା୩(ପି.ଟି.): ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପରେ ଭାରତର ପ୍ରଥମ ପସନ୍ଦର ବୋଲର ରହିଥିବା କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ(କୁଲ୍-ଚା) ପରବର୍ତ୍ତୀ ସମୟରେ ଅନେକ ପରିବର୍ତ୍ତନର ସାମ୍ନା କରିଛନ୍ତି। ୨୦୨୧ରେ କୁଲଦୀପଙ୍କ ଆଣ୍ଠୁରେ ସର୍ଜରୀ ହୋଇଥିବା ବେଳେ ଖରାପ ପ୍ରଦର୍ଶନ କାରଣରୁ…
ଓଡ଼ିଶା ସିନିୟର ଟେବୁଲ ଟେନିସ ଦଳ ଘୋଷିତ
ଭୁବନେଶ୍ୱର, ୧୬।୩ (କ୍ରୀଡ଼ା ପ୍ରତିନିଧି): ଜମ୍ମୁର ଏମ୍.ଏ. ଷ୍ଟାଡିୟମରେ ଚଳିତ ମାସ ୨୦ରୁ ୨୭ ପର୍ଯ୍ୟନ୍ତ ୮୪ତମ ଜାତୀୟ ସିନିୟର ଏବଂ ଆନ୍ତଃରାଜ୍ୟ ଟେବୁଲ ଟେନିସ ଚାମ୍ପିୟନଶିପ୍ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ଅଂଶଗ୍ରହଣ କରିବା ପାଇଁ ବୁଧବାର ଓଡ଼ିଶା ଦଳ…
ନିଖତ, ଲଭଲିନା ପଦକ ଫେବରିଟ୍
ନୂଆଦିଲ୍ଲୀ,୧୬ା୩ (ପି.ଟି.): ନୂଆଦିଲ୍ଲୀରେ ମହିଳା ବକ୍ସିଂ ବିଶ୍ୱ ଚାମ୍ପିୟନଶିପ୍ ଆରମ୍ଭ ହୋଇଥିବା ବେଳେ ନିଖତ ଜରିନ୍ ଓ ଲଭଲିନା ବୋର୍ଗୋହେନ୍ ଭାରତର ପଦକ ଫେବରିଟ୍ ରହିଛନ୍ତି। ମହିଳା ବିଶ୍ୱ ଚାମ୍ପିୟନଶିପ୍ର ୧୩ ତମ ସଂସ୍କରଣରେ ୬୫ ଦେଶର ୩୦୦ରୁ ଅଧିକ ବକ୍ସର…
ଶୁଟ୍ଆଉଟରେ ଭାରତ ବିଜୟୀ
ରାଉରକେଲା ଅଫିସ/ଭୁବନେଶ୍ୱର (କ୍ରୀଡ଼ା ପ୍ରତିନିଧି), ୧୬।୩: ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ପ୍ରୋ-ଲିଗ୍ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଭାରତ ଶୁଟ୍ଆଉଟ/ସଡନ୍ଡେଥ୍ ୪-୩ ଗୋଲରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟରେ ଖେଳ ୨-୨ ସ୍ଥିତିରେ ବରାବର ରହିବାରୁ ଶୁଟ୍ଆଉଟ ପଦ୍ଧତିର ସହାୟତା…
Archives


