Home

ଅଷ୍ଟ୍ରେଲିଆ, କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ନେଇ ଭାରତର ଦୃଢ ନିନ୍ଦା

ନୂଆଦିଲ୍ଲୀ,୩।୨: ଅଷ୍ଟ୍ରେଲିଆ ଏବଂ କାନାଡାରେ ହୋଇଥିବା ଖଲିସ୍ତାନୀ ହିଂସାକୁ ଭାରତ ଦୃଢ ନିନ୍ଦା କରିଛି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି, ଚରମପନ୍ଥୀଙ୍କ ଦ୍ୱାରା ହୋଇଥିବା ଏହି ଆକ୍ରମଣ ତଥା ଘଟଣାକୁ ଆମେ ଦୃଢ ନିନ୍ଦା କରୁଛୁ। ଏହି ଘଟଣାଗୁଡ଼ିକର…

ଭାରତୀୟ ବଜେଟ୍‌କୁ ସ୍ବାଗତ କଲା ତାଲିବାନ୍‌

କାବୁଲ,୩।୨: ବଜେଟ-୨୦୨୩କୁ ନେଇ ଭାରତରେ ପରିବେଶ ଏବେ ସରଗରମ ରହିଛି। ଫେବୃୟାରୀ ୨ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ କେନ୍ଦ୍ର ବଜେଟ ୨୦୨୩-୨୦୨୪ ଉପସ୍ଥାପନ କରିଛନ୍ତି। କିଛି ଲୋକ ଏହାକୁ ଏକ ଭଲ ବଜେଟ ଏବଂ କେହି କେହି ଏହାକୁ ନିରାଶାଜନକ…

ଫେବୃଆରୀ ୬ରେ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

ନୂଆଦିଲ୍ଲୀ, ୩।୨: ହିଣ୍ଡେନବର୍ଗ ରିପୋର୍ଟ ଆସିବା ପରେ ବିଶ୍ୱର ଜଣାଶୁଣା ଶିଳ୍ପପତି ଗୌତମ ଆଦାନୀ ବିବାଦ ମଧ୍ୟରେ ଅଛନ୍ତି। ବର୍ତ୍ତମାନ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ହିଣ୍ଡେନବର୍ଗ ରିପୋର୍ଟକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି।…

ଭଗତ ସିଂହ କୋଶିୟାରୀଙ୍କ ସ୍ଥାନ ନେବେ କି କ୍ୟାପଟେନ୍‌ ଅମରିନ୍ଦର: କହିଲେ…

ମୁମ୍ବାଇ,୨।୨: ମହାରାଷ୍ଟ୍ରର ରାଜ୍ୟପାଳ କିଏ ହେବ ସେନେଇ କଳ୍ପନାଜଳ୍ପନା ମଧ୍ୟରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା କ୍ୟାପଟେନ ଅମରିନ୍ଦର ସିଂ ଗୁରୁବାର ନୀରବତା ଭାଙ୍ଗିଛନ୍ତି। ଅମରିନ୍ଦର ସିଂ କହିଛନ୍ତି, ମୁଁ ଏହା ବିଷୟରେ କିଛି ଜାଣି ନାହିଁ। ମୋତେ…

ବିହାରର ଝିଅ ଆୟଶାଙ୍କୁ ମିଳିଲା ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ଆଓ୍ବାର୍ଡ

ନାଓ୍ବାଡା,୨।୨: ବିହାର ନାଓ୍ବାଡାର ଝିଅ ଅଭିନେତ୍ରୀ ତଥା ପୂର୍ବତନ ମିସ୍‌ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଆୟଶା ଏସ୍‌.ଏମନଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଡେବ୍ୟୁ ପୁରସ୍କାର ପ୍ରଦାନ କରାଯାଇଛି। ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇଣ୍ଡିଆ ଲକଡାଉନ୍‌’ରେ ନିଜର ଦମ୍‌ଦାର ଅଭିନୟ ପାଇଁ ଆୟଶାଙ୍କୁ ଶ୍ରେଷ୍ଠ…

୨୦୨୪ ନିର୍ବାଚନ: ଅକାଳୀ ସହ ମେଣ୍ଟ ନେଇ ସଙ୍କେତ ଦେଲେ ମାୟାବତୀ

ନୂଆଦିଲ୍ଲୀ,୨।୨: ଲୋକ ସଭା ନିର୍ବାଚନ ପାଇଁ ପଞ୍ଜାବରେ ଶିରୋମଣିି ଅକାଳୀ ଦଳ ସହ ବହୁଜନ ସମାଜ ପାର୍ଟି (ବିଏସ୍‌ପି)ର ମେଣ୍ଟ ଜାରି ରହିବ। ଅର୍ଥାତ୍‌ ଲୋକ ସଭା ନିର୍ବାଚନରେ ବିଏସ୍‌ପି ଶିରୋମଣିି ଅକାଳୀ ଦଳ(ଏସ୍‌ଏଡି) ସହ ମେଣ୍ଟରେ ମିଳିତ ଭାବେ ପଞ୍ଜାବରେ…

ପ୍ରସବ ପାଇଁ ଯାଉଥିଲେ ହସ୍ପିଟାଲ: ରାସ୍ତା ମଝିରେ ଜଳିଗଲା କାର୍‌

କନ୍ନୁର,୨।୨: କେରଳର କନ୍ନୁରରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। କାର୍‌ ସହିତ ଗର୍ଭବତୀ ମହିଳା ଓ ତାଙ୍କ ସ୍ବାମୀ ଜଳିଯାଇଛନ୍ତି। ନିଆଁର ଭୟାବହ ଏତେ ଥିଲା ଯେ, ଦମ୍ପତିଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରି ନ ଥିଲା। ମୃତ ଗର୍ଭବତୀ ମହିଳା…

ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ଧମକ

ଅଯୋଧ୍ୟା,୨।୨: ଉତ୍ତରପ୍ରଦେଶ ଅଯୋଧ୍ୟାର ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ମିଳିଛ ଧମକ। ରାମ ଜନ୍ମଭୂମିର ୟୋଲୋ ଜୋନ ଅଞ୍ଚଳ ସ୍ଥିତ ରାମଲାଲା ସଦନରେ ରହୁଥିବା ମନୋଜ କୁମାରଙ୍କ ମୋବାଇଲକୁ ଏହି ଫୋନ୍‌ କଲ୍‌ ଆସିଥିଲା। ଏଥିରେ ଜଣେ ଅଜ୍ଞାତ ଯୁବକ ଫୋନ…

ହାଇକୋର୍ଟରୁ ପରେଶ ରାଓ୍ବଲଙ୍କୁ ମିଳିଲା ଆଶ୍ୱସ୍ତି

କୋଲକାତା,୨।୨: ବଲିଉଡ୍‌ ଅଭିନେତା ତଥା ଭାଜପା ନେତା ପରେଶ ରାଓ୍ବଲଙ୍କୁ କୋଲକାତା ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ପରେଶଙ୍କ ଉପରେ କୌଣସି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ତଲାତଲା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ବଙ୍ଗୀୟଙ୍କୁ ମାଛ ରୋଷେଇ…

ବଜେଟ ଅଧିବେଶନର ତୃତୀୟ ଦିନରେ ହଟ୍ଟଗୋଳ: ଆଦାନୀ-ଏଲ୍‌ଆଇସିର ଯାଞ୍ଚ ଜୋର ଧରିଲା

ନୂଆଦିଲ୍ଲୀ,୨।୨: ସଂସଦରେ ବଜେଟ ଅଧିବେଶନର ତୃତୀୟ ଦିନରେ ବିରୋଧୀ ହଟ୍ଟଗୋଳ କରିଛନ୍ତି। ଗୁରୁବାର ବିରୋଧୀ ଦଳ କେନ୍ଦ୍ରକୁ ଟାର୍ଗେଟ କରି ଆଦାନୀ ଗ୍ରୁପ୍‌ ବରୋଧରେ ଦୁର୍ନୀତି ଅଭିଯୋଗ କରିବା ସହ ଏହା ଉପରେ ଆଲୋଚନା ଏବଂ ଯାଞ୍ଚ କରିବାକୁ ବିରୋଧୀ ସଂସଦର…

ଛତିଶଗଡ଼ ପୋଲିସ-ସିଆରପିଏଫ୍‌ର ବଡ଼ ସଫଳତା: ୭ ମାଓବାଦୀ ଗିରଫ

ରାୟପୁର,୨।୨: ଛତିଶଗଡ଼ରେ ସିଆରପିଏଫ୍‌ ଓ ପୋଲିସ ମିଳିତ ଭାବେ ମାଓବାଦୀ ବିରୋଧୀ ଅଭିଯାନ ଚଳାଉଛନ୍ତି। ଫରଓ୍ବାର୍ଡ ଅପରେଟିଂ ବେସ୍‌ ନିର୍ମାଣ ହେବା ପରେ ମାଓବାଦୀ ଗତିବିଧି ହ୍ରାସ ପାଇଛି। ସୁରକ୍ଷାକର୍ମୀ ମାଓବାଦୀଙ୍କୁ ନେଇ ଅଞ୍ଚଳରେ ସତର୍କତା ସହ କାମ କରୁଛନ୍ତି। ଇତିମଧ୍ୟରେ…

ସିଙ୍ଗାପୁର ଯିବେ ପଞ୍ଜାବର ୩୬ ପ୍ରିନ୍ସିପାଲ

ଚଣ୍ଡିଗଡ଼,୨।୨: ପଞ୍ଜାବରେ ଆମ ଆଦମୀ ପାର୍ଟି (ଏଏପି) ସରକାର ନିଜ ରାଜ୍ୟର ଶିକ୍ଷକଙ୍କୁ ତାଲିମ ପାଇଁ ସିଙ୍ଗାପୁର ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗୁରୁବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଘୋଷଣା କରିଛନ୍ତି। ପଞ୍ଜାବର ସରକାରୀ ସ୍କୁଲର ୩୬ଜଣ ପ୍ରିନ୍ସିପାଲ ସରକାରୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri