କଂଗ୍ରେସର ୯ ପ୍ରଶ୍ନର ଉତ୍ତର ରଖିଲା ଭାଜପା
ନୂଆଦିଲ୍ଲୀ,୨୬।୫: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା) ସରକାରର ୯ ବର୍ଷ ପୂରଣ ହେବା ପରେ କଂଗ୍ରେସ ୯ଟି ପ୍ରଶ୍ନ କରିଛି। ଏହି ପ୍ରଶ୍ନର ଉତ୍ତର ଭାଜପା ଏମପି ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ଦେଇଛନ୍ତି।…
ସେହି ପ୍ରେମ, ସେହି କଥା…ପୁଣି ଥରେ ଧମାଲ ମଚାଇବ ‘ଗଦର’ ଏକ ପ୍ରେମ କଥା
ମୁମ୍ବାଇ: ତାରା ସିଂ ଏବଂ ସକିନାଙ୍କ ପ୍ରେମ କାହାଣୀ ପୁଣି ଥରେ ବକ୍ସ ଅଫିସରେ ଧମାଲ ମଚାଇବାକୁ ଆସୁଛି। ସନି ଦେଓଲଙ୍କ ଅଭିନୀତ ‘ଗଦର’ ଏକ ପ୍ରେମ କଥା ପୁଣିଥରେ ସିନେମା ହଲରେ ଜୁନ୍ ୯ରେ ରିଲିଜ୍ ହେବ। ଏଥିସହ ଏହି…
ଜଳକଷ୍ଟ ଭୋଗୁଛନ୍ତି ଶୂଳିଆକୋଲନି ଗ୍ରାମବାସୀ
କୋରୁକୋଣ୍ଡା ୨୬।୦୫(ଡି.ଏନ. ଏ): ମୁନ୍ଦାଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ଗ୍ରାମ ପଞ୍ଚାୟତ ଶୂଳିଆକୋଲନି ଗ୍ରାମବାସୀ। ଉକ୍ତ ଗ୍ରାମଟି ମାଲକାନଗିଋ ଜିଲା ସଦରଠାରୁ କୋରୁକୋଣ୍ଡା ବ୍ଲକ ସଦରକୁ ଆସିବା ମୁଖ୍ୟ ରାସ୍ତା କଡରେ ଅବସ୍ଥିତ।…
ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ
କୁଆଁରମୁଣ୍ଡା,୨୬।୦୫(ଡିଏନଏ): ସର୍ଭେ କରିବା ସମୟରେ ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ ଘଟିଛି। ପ୍ରଚଣ୍ଡ ଖରାରେ ପଛୁଆ ବର୍ଗ ସର୍ଭେ କରିବାବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁବାର ରାତିରେ ତାଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ହେବାରୁ ପରିବାର ଲୋକେ ଶୁକ୍ରବାର ବଡି…
ଜୁନରେ ଆସିବ ମୌସୁମୀ
ନୂଆଦିଲ୍ଲୀ,୨୬।୫: ଉତ୍ତର ଭାରତ ସମେତ ଦେଶର ପ୍ରାୟ ସବୁ ରାଜ୍ୟରେ ଖୁବଶୀଘ୍ର ଗ୍ରୀଷ୍ମ ପ୍ରବାହରୁ ତ୍ରାହି ମିଳିବ। ନିକଟରେ ରାଜଧାନୀ ଦିଲ୍ଲୀରେ ବର୍ଷା ହେବାରୁ ତାପମାତ୍ରା କମ ହୋଇଯାଇଛି। ହେଲେ କିଛିଦିନ ମଧ୍ୟରେ ପାଣିପାଗରେ ଆହୁରି ପରିବର୍ତ୍ତନ ହେବ। ତେବେ ଆଇଏମଡି…
ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ୬ସପ୍ତାହ ପାଇଁ ଜାମିନ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬।୫: ଦିଲ୍ଲୀର ପୂର୍ବତନ ସ୍ବାସ୍ଥମନ୍ତ୍ରୀ ତଥା ଏଏପି ନେତା ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ସୁପ୍ରିମକୋର୍ଟ ଜୈନଙ୍କୁ ୬ ସପ୍ତାହ ପାଇଁ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ ତାଙ୍କୁ ଜାମିନ ଦେଇ କହିଛନ୍ତି, ସେ ଘରୋଇ ଡାକ୍ତରଖାନାରେ…
ଦାରିଙ୍ଗବାଡି ପରିଦର୍ଶନ କଲେ ବିଧାନସଭା ଲାଇବ୍ରେରୀ କମିଟି
ଦାରିଙ୍ଗବାଡି,୨୬।୫(ଡି.ଏନ.ଏ): ଓଡିଶା ବିଧାନସଭା ଲାଇବ୍ରେରୀ କମିଟି ଦାରିଙ୍ଗବାଡି ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ କେନ୍ଦ୍ରଗୁଡିକ ପରିଦର୍ଶନ କରିଛନ୍ତି। ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିର ହିଲ ଭିୟୁ ପାର୍କ ସମେତ କଫି ବଗିଚା, କିସୁବାଡି ଠାରେ ଥିବା ପାଟ୍ଟାବାନ୍ଧା ଜଳ ପ୍ରପାତକୁ କମିଟିର…
ପ୍ରତାପପୁର ଆରଟି ବିଦ୍ୟାପୀଠରେ ଖୋଲିବ ଯୁକ୍ତ ଦୁଇ ଶ୍ରେଣୀ
ପୁରୁଷୋତ୍ତମପୁର, ୨୬।୫(ଡିଏନଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପପୁର ଠାରେ ରାଙ୍ଗାଭାଟ୍ଟଲା ତୁମ୍ବନାଥଂ ସରକାରୀ ଉଚ୍ଚ ବିଦ୍ୟାଳୟ (ଆରଟି ବିଦ୍ୟାପୀଠ)ରେ ଯୁକ୍ତ ଦୁଇ କଳା ଶ୍ରେଣୀ ଖୋଲଯିିବ। ଏନେଇ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…
ନୂଆ ପାସପୋର୍ଟ ପାଇଁ ରାହୁଲଙ୍କୁ ମିଳିଲା ଅନୁମତି, ୩ ବର୍ଷ ପାଇଁ ଦିଆଗଲା ଏନଓସି
ନୂଆଦିଲ୍ଲୀ,୨୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ରାଉଜ ଏଭେନ୍ୟୁ କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି। ତାଙ୍କୁ ବିଶେଷ ଅଦାଲତ ଫ୍ୟେସ ପାସପୋର୍ଟ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ତାଙ୍କୁ ମିଳିଥିବା ଏହି ଏନଓସି ୩ ବର୍ଷ ପାଇଁ ଭ୍ୟାଲିଡ ରହିବ। ସୂଚନାଯୋଗ୍ୟ,…
ନୂଆ ସଂସଦ ଭବନ ଉଦ୍ଘାଟନ ପ୍ରସଙ୍ଗ: ମାମଲାକୁ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ରବିବାର ଦିନ ନୂଆ ସଂସଦ ଭବନ ଉଦ୍ଘାଟନ କରିବାକୁ ଯାଉଛନ୍ତି। ଏନେଇ ଉଦ୍ଘାଟନୀ ଉତ୍ସବକୁ ୨୧ଟି ବିରୋଧୀ ଦଳ ବର୍ଜନ କରିଥିବାବେଳେ ୨୪ଟି ଦଳ ଏହି ଉତ୍ସବରେ ସାମିଲ ହେବେ। ପ୍ରଧାନମନ୍ତ୍ରୀ ସଂସଦ ଭବନକୁ ଉଦ୍ଘାଟନ…
ଶିକାରୀ ଗୁଳିରେ ଫରେଷ୍ଟଗାର୍ଡ ମୃତ ଘଟଣାରେ ୩ଶିକାରୀ ଗିରଫ
ବାରିପଦା ଅଫିସ,୨୬।୫: ଶିକାରୀଙ୍କ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣାରେ ପୋଲିସ ଶୁକ୍ରବାର ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସର କମ୍ବିଂ ଅପରେସନରେ ୩ଜଣ ଶିକାରୀ ଧରାପଡିଛନ୍ତି । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚୁରା ଜାରି ରହିଛି । ସେମାନଙ୍କ ଠାରୁ…
ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ,୨୬।୫: ମନି ଲଣ୍ଡରିଂ ମାମଲାରେ ଗତ ଏକ ବର୍ଷ ଜେଲରେ ଥିବା ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନାଙ୍କୁ ସୁପ୍ରିମକୋର୍ଟ ୬ସପ୍ତାହ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଛନ୍ତି। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କୁ ଏହି ଜାମିନ ପ୍ରଦାନ କରାଯାଇଛି। ଗତ…

