Home

ଦିଗବିଜୟଙ୍କ ବଡ ଘୋଷଣା

ଭୋପାଳ,୨୬।୪: ନିର୍ବାଚନ ବର୍ଷରେ କ୍ଷମତା ହାତେଇବାକୁ ଉଭୟ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ପକ୍ଷରୁ ବଡ ବଡ ଘୋଷଣା କରାଯାଉଛି। ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏବେ ଏକ ବଡ ଘୋଷଣା କରିଛନ୍ତି। ସେ କହିଛନ୍ତି,…

ଅପରେଶନ କାଭେରୀ: ସୌଦିରେ ପହଞ୍ଚିଲେ ୧୩୫ ଭାରତୀୟ…

ଜେଦା,୨୬।୪ : ଗୃହଯୁଦ୍ଧଗ୍ରସ୍ତ ସୁଦାନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଅପରେଶନ କାଭେରୀ ଆରମ୍ଭ ହୋଇଛି। ବୁଧବାର ସୁଦାନରେ ଫସି ରହିଥିବା ୧୩୫ ଜଣ ଭାରତୀୟଙ୍କ ତୃତୀୟ ବ୍ୟାଚ ସୌଦିଆରବର ଜେଦାରେ ପହଞ୍ଚିଛନ୍ତି। ଭାରତୀୟ ବାୟୁସେନା ସି-୧୩୦ଜେ…

ଦେଢ଼ ବର୍ଷ ପରେ ରାହାନେ ଫେରିଲେ

ନୂଆଦିଲ୍ଲୀ,୨୬ା୪(ପି.ଟି): ମଙ୍ଗଳବାର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ଦଳକୁ ଦୀର୍ଘ ଦେଢ ବର୍ଷ ପରେ ଅଜିଙ୍କ୍ୟ ରାହାନେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସାମିଲ ଥିବା…

ଉତ୍କଳ ଚାମ୍ପିୟନ, ନିଲ୍‌ସୁ ରନରଅପ୍‌

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ଆଇଆଇଜି ସ୍ପୋଟର୍‌ସ ଏକାଡେମୀ ଆନୁକୂଲ୍ୟରେ ଖୋର୍ଦ୍ଧାର ବରୁଣେଇଠାରେ ଆୟୋଜିତ କେଟି ଗ୍ଲୋବାଲ ସର୍ବଭାରତୀୟ ଓପନ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି। ୯ ରାଉଣ୍ଡ ବିଶିଷ୍ଟ ଟୁର୍ନାମେଣ୍ଟରେ ଓଡ଼ିଶାର ଉତ୍କଳ ରଞ୍ଜନ ସାହୁ…

ପୁରୀକୁ ୧୫-୧ରେ ହରାଇଲା ସୁନ୍ଦରଗଡ଼

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ସିନିୟର ପୁରୁଷ ଆନ୍ତଃ ଜିଲା ଫୁଟବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ମଙ୍ଗଳବାର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ୭ମ ବାଟାଲିୟନ ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସୁନ୍ଦରଗଡ଼ ୧୫-୧ ଗୋଲରେ ପୁରୀକୁ ପରାସ୍ତ କରିଛି। ବିଜୟୀ ଦଳ…

‘ଜିଲାସ୍ତରରେ ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ’

ଭୁବନେଶ୍ୱର,୨୬ା୪ (ସ୍ପୋଟର୍‌ସ ବ୍ୟୁରୋ): କ୍ରୀଡ଼ା ସଂସ୍କୃତିକୁ ପ୍ରୋତ୍ସାହିତ କରିବାକୁ ହେଲେ ଜିଲାସ୍ତରରେ ସ୍ବଳ୍ପ ବ୍ୟୟରେ ଭିତ୍ତିଭୂମି ବିକାଶ ଅପରିହାର୍ଯ୍ୟ। ସମ୍ପ୍ରତି ଇମ୍ଫାଲଠାରେ କେନ୍ଦ୍ର କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ଏବଂ କ୍ରୀଡ଼ା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଆୟୋଜିତ ଦୁଇ…

ମା’ ତାରିଣୀ ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି): ରସୁଲଗଡ଼ ୟୁଥ୍‌ କ୍ଲବ ଆନୁକୂଲ୍ୟରେ ଆୟୋଜିତ ୮ମ ରସୁଲଗଡ଼ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ ହୋଇଛି। ଏହାର ଫାଇନାଲରେ ମା’ କୋଚିଳେଇ ଏକାଦଶକୁ ୨ ରନରେ ହରାଇ ମା’ ତାରିଣୀ ଏକାଦଶ ଚାମ୍ପିୟନ ହୋଇଛି। ଟସ୍‌ ହାରି ବ୍ୟାଟିଂ…

ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୬।୪ (କ୍ରୀଡ଼ା ପ୍ରତିନିଧି): ପୁଣେର ବାଲଓ୍ବାଡ଼ି ଷ୍ଟାଡିୟମରେ ଚାଲିଥିବା ୧୭ ବର୍ଷରୁ କମ୍‌ ଜାତୀୟ ରୋଲ ବଲ୍‌ ଚାମ୍ପିୟନଶିପ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ଓଡ଼ିଶା ଦଳ ଇତିହାସ ରଚିଛି। ଓଡ଼ିଶା ରୋଲ୍‌ ବଲ୍‌ ଇତିହାସରେ ରାଜ୍ୟ ବାଳକ ଦଳ…

ଛାଡ଼ପତ୍ରକୁ ଗୁଜବ କହିଲେ ଶୋଏବ

କରାଚୀ,୨୬ା୪(ପି.ଟି): ଭାରତୀୟ ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ସହିତ ଛାଡପତ୍ର ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି ପାକିସ୍ତାନୀ କ୍ରିକେଟର ଶୋଏବ ମଲିକ୍‌। ବିଗତ ୬ ମାସ ହେବ ଉଭୟ ଅଲଗା ହେବା ନେଇ ଚର୍ଚ୍ଚା ହୋଇ ଆସୁଛି। ଏପରିକି ଉଭୟ ଏକତ୍ର…

ଓଡ଼ିଶା ଏଫ୍‌ସି ସୁପର କପ୍‌ ଚାମ୍ପିୟନ

ଭୁବନେଶ୍ୱର,୨୬ା୪(ସ୍ପୋଟର୍‌ସ ବ୍ୟୁରୋ): କେରଳର କୋଝିକୋଡରେ ଅନୁଷ୍ଠିତ ସୁପର୍‌ କପ୍‌ ଫୁଟବଲର ଚତୁର୍ଥ ସଂସ୍କରଣରେ ଚାମ୍ପିୟନ୍‌ ହୋଇଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ନୂତନ କୋଚ୍‌ କ୍ଲିଫୋର୍ଡ ମିରାଣ୍ଡାଙ୍କ ଅଧୀନରେ ପ୍ରଥମ ଥର ପାଇଁ ସୁପର କପ୍‌ରେ ଅଂଶଗ୍ରହଣ କରିଥିବା ବେଳେ ଦଳ ଏହାର ପ୍ରଥମ…

ରେନୋର ନେଶନ ଓ୍ବାଇଡ୍‌ ସମର କ୍ୟାମ୍ପ

ନୂଆଦିଲ୍ଲୀ,୨୬।୪: ଅନ୍ତଃରାଷ୍ଟ୍ରୀୟ ଅଟୋମୋବାଇଲ କମ୍ପାନୀ ରେନୋଲ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଏକ ୭ ଦିନିଆ ନେଶନ ଓ୍ବାଇଡ୍‌ ରେନୋ ସମର କ୍ୟାମ୍ପର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଗାଡ଼ି ବିକ୍ରି ପରବର୍ତ୍ତୀ ସେବା ଯୋଗାଇଦେବା ଲକ୍ଷ୍ୟରେ ଏହି କ୍ୟାମ୍ପର…

ସିକ୍ୟୋର ମିଟର୍ସ ସହ ଏୟାରଟେଲ୍‌ର ସହଭାଗିତା

ନୂଆଦିଲ୍ଲୀ,୨୬।୪: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ଏୟାରଟେଲ୍‌ ଏବଂ ସିକ୍ୟୋର୍‌ ମିଟର୍ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ବାଣିଜି୍ୟକ ସହଭାଗିତା ଘୋଷଣା କରାଯାଇଛି। ଏ ସମ୍ପର୍କରେ ଭାରତୀ ଏୟାରଟେଲ୍‌ ବିଜ୍‌ନେସ୍‌ ନିର୍ଦ୍ଦେଶକ ତଥା ସିଇଓ ଅଜୟ ଚିତ୍‌କାରା କହିଛନ୍ତି, ଆଇଓଟି, ଏୟାରଟେଲ୍‌ ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri