Home

ଯୁକ୍ତ ଦୁଇ ବାଣିଜ୍ୟରେ ଜିଲା ଟପ୍ପର ବଣ୍ଡା ଛାତ୍ରୀ ଆଜି ଦିନ ମଜୁରିଆ

ମାଲକାନଗିର,୩୦।୫(ଡି.ଏନ୍‌.ଏ) ମାଲକାନଗିରି ଜିଲା ଖଇରପୁଟ ବ୍ଲକ ମୁଦୁଲିପଡା ଭଣ୍ଡାଘାଟିରେ ୫ଟି ପଞ୍ଚାୟତରେ ୩୫ରୁ ଉର୍ଦ୍ଧ ଗ୍ରାମରେ ବଣ୍ଡା ଜନଜାତି ବସବାସ କରୁଛନ୍ତିା ଏହି ଜନଜାତିଙ୍କୁ ନେଇ ସାରା ଦେଶରେ ବିଭିନ୍ନ ଆଲୋଚନା ହୋଇଥାଏା ଏମାନଙ୍କୁ ଦେଖିବାପାଇଁ ବିଶ୍ୱର ବିଭିନ୍ନ ଦେଶରୁ ପର୍ଯ୍ୟଟକ…

ବ୍ରିକ୍ସ ସମ୍ମିଳନୀ ପାଇଁ ପୁଟିନଙ୍କୁ କୂଟନୈତିକ ସୁରକ୍ଷା…

କେପଟାଉନ,୩୦।୫ : ଚଳିତ ବର୍ଷ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଦେଶର ଅନ୍ୟ ଅଧିକାରୀମାନଙ୍କୁ ଦକ୍ଷିଣ ଆଫ୍ରିକା ସରକାର କୂଟନୈତିକ ସୁରକ୍ଷା ପ୍ରଦାନ କରିଛନ୍ତି। ପୁଟିନ ଏବଂ ଅନ୍ୟ ଅଧିକାରୀମାନଙ୍କୁ ଦିଆଯାଇଥିବା…

ଚାଇନାରେ ଦୁର୍ନୀତି ବିରୋଧରେ ଜିନପିଙ୍ଗଙ୍କ କଠୋର ପଦକ୍ଷେପ: ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା…

ବେଜିଂ,୩୦।୫ : ଦୁର୍ନୀତି ବିରୋଧୀ ଅଭିଯାନର ଏକ ଅଂଶ ଭାବରେ ଚାଇନାରେ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଜରିମାନା କରାଯାଇଛି। ଏକ ରିପୋର୍ଟରେ ଦର୍ଶାଯାଇଛି ୨୦୨୩ର ପ୍ରଥମ ତ୍ରୟମାସିକରେ ଚାଇନାରେ ୧,୧୧,୦୦୦ରୁ ଅଧିକ ଲୋକଙ୍କୁ ଦୁର୍ନୀତି ଅଭିଯୋଗରେ ଜରିମାନା କରାଯାଇଛି। ଏକ…

ସୋମାଲିଆ ସେନା-ଅଲ ଶବାବ ସଂଘର୍ଷ: ୧୭ ମୃତ…

ମୋଗାଦିଶୁ,୩୦।୫ : ଆତଙ୍କବାଦୀ ଗୋଷ୍ଠୀ ଅଲ-ଶବାବ ମୋଗାଦିଶୁର ମାସାଗାୱାଠାରେ ସୋମାଲିଆର ସେନାର ବେସ କ୍ୟାମ୍ପ ଉପରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ବାସିନ୍ଦା ହୁସେନ ନୁର ଏକ ଫୋନ ବାର୍ତ୍ତାଳାପରେ ରଏଟର୍ସକୁ ଏହି ସୂଚନା…

ଫେରାର ୩ ମାଓବାଦୀ ଗିରଫ

ମାଲକାନଗିରି,୩୦।୫(ସ୍ବ.ପ୍ର) ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ ସୁକୁମା ଜିଲା କୋଂଟା ପୋଲିସକୁ ଏକ ବଡ ସଫଳତା ମିଳିଛିା ମାଓ ମାମଲାରେ ଫେରାର ଥିବା ୩ ମାଓବାଦୀଙ୍କୁ ଗିରଫ କରିଛି କୋଂଟା ପୋଲିସ। ଡିଆରଜି ଜବାନା ସୂଚନା ମୁତାବକ କୋଂଟା ପୋଲିସ ଓ…

ମନ୍ଦିର ପାଚେରୀ ଭାଙ୍ଗିଲେ ହାତୀପଲ

କେନ୍ଦୁଝର,୩୦।୫(ସ୍ବ.ପ୍ର): କେନ୍ଦୁଝରର ଏକ ମନ୍ଦିରରେ ମଙ୍ଗଳବାର ସକାଳୁ ହାତୀଙ୍କ ଉତ୍ପାତ ଦେଖିବାକୁ ମିଳିଛି। ହାତୀପଲ କେନ୍ଦୁଝର ପୁରୁଣା ସହର ସିଦ୍ଧମଠ ପରିସରରେ ଥିବା ପ୍ରାୟ ୬୦୦ବର୍ଷ ପୁରୁଣା ସିଦ୍ଧ ଜଗନ୍ନାଥଙ୍କ ମନ୍ଦିରର ପାଚେରୀକୁ ଭାଙ୍ଗିି ପଶି ଆସିଛନ୍ତି। ମଠ ପରିସରରେ ଥିବା…

ମହାମାରୀ ପରେ ସଚେତନ ହୋଇଛନ୍ତି ଭାରତୀୟ, କିନ୍ତୁ ୭ ଜଣଙ୍କ ମଧ୍ୟରୁ କେବଳ ଜଣେ ଆପଣେଉଛନ୍ତି ସ୍ବଚ୍ଛତା…

ନୂଆଦିଲ୍ଲୀ,୩୦।୫ : ଭାରତରେ ସାଧାରଣତଃ ସଫା କରିବାର ଦୁଇଟି ପଦ୍ଧତି ଅଛି। କେହି ଘରେ ଝାଡୁ ଲଗାଇ ସଫା କରିଥାନ୍ତି ଅବା ଅନ୍ୟ କେହି ପୋଛିଥାନ୍ତି। ଯେତେବେଳେ ଝାଡୁ କରାଯାଇଥାଏ ସେତେବେଳେ ଧୂଳି କଣିକା ଭୂମିରୁ ଉଡି କାନ୍ଥ, ଶଯ୍ୟା, ଆସବାବପତ୍ର…

ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…

ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସ୍କୁଲ ପାଠ୍ୟକ୍ରମ ସଂଶୋଧନ କରାଯାଇପାରେ। ହିଜାବ ନିଷେଧାଦେଶ ହଟାଇବାକୁ ନେଇ ସେ କୌଣସି…

ବସ୍‌ଙ୍କ ଝିଅ ସହ ହୋଇଯାଇଥିଲା ପ୍ରେମ

ମୁମ୍ବାଇ: ‘ହେରା-ଫେରି’ର ‘ବାବୁ ଭୟା’ କୁହନ୍ତୁ କି ‘ଓ୍ବେଲକମ୍‌’ ଫିଲ୍ମର ‘ଘୁଂଘରୁ ସେଠ’୍‌ କିମ୍ବା ‘ହଙ୍ଗାମା’ର ‘ରାଧେଶ୍ୟାମ ତିଓ୍ବାରୀ’ ପ୍ରତିଟି ମଜାଳିଆ ଅଭିନୟରେ ସେ ତାଙ୍କର ଛାପ ରଖିଛନ୍ତି। ତାଙ୍କର ମଜାଳିଆ ଚରିତ୍ର ପାଇଁ ସେ ଦର୍ଶକ ଓ ଫ୍ୟାନ୍ସଙ୍କ ନିକଟରେ…

ଇନ୍ଧନ ମୂଲ୍ୟ ଅଧିକ ରଖି ଲାଭବାନ ହେଉଛନ୍ତି ସରକାର: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଦେଶରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ନେି କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଇନ୍ଧନ ଉପରେ ଅଧିକ ଟିକସ ଦେଇ ଲୋକଙ୍କ ଖର୍ଚ୍ଚ ବୃଦ୍ଧି କରି ଭାଜପା ସରକାର ଲାଭବାନ…

ଗତ ନଅ ବର୍ଷରେ ପ୍ରତିରକ୍ଷା ରପ୍ତାନି ୨୩ ଗୁଣା ବୃଦ୍ଧି…

ନୂଆଦିଲ୍ଲୀ,୩୦।୫ : ଭାରତର ପ୍ରତିରକ୍ଷା ରପ୍ତାନି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ପିଆଇବି ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ୨୦୧୩-୧୪ ବର୍ଷରେ ଦେଶର ପ୍ରତିରକ୍ଷା ରପ୍ତାନି ୬୮୬ କୋଟି ଟଙ୍କା ଥିଲା, ଯାହାକି ୨୦୨୨-୨୩ ବର୍ଷରେ ୧୬,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି।…

କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର: ଦୁର୍ନୀତି ଅଭିଯୋଗର ତଦନ୍ତ ଆଦେଶ ଦେଲେ କଂଗ୍ରେସ ସରକାର…

ବେଙ୍ଗାଲୁରୁ,୩୦।୫ : କର୍ନାଟକରେ କଂଗ୍ରେସ ସରକାର କ୍ଷମତା ଦଖଲ ପରେ ଭାଜପା ଉପରେ ପ୍ରହାର ଆରମ୍ଭ କରିଛନ୍ତି। ଭାଜପା ଶାସନ ସମୟରେ କଲ୍ୟାଣ କର୍ନାଟକ ଆଞ୍ଚଳିକ ବିକାଶ ବୋର୍ଡ (କେକେଆରଡିବି)ରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ଆସିଛି। ଏ ସମ୍ପର୍କରେ କର୍ନାଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?