Home

ଭାରତ ସମେତ ୭ ଦେଶରେ ଭୂକମ୍ପ, ପାକିସ୍ତାନରେ ୧୩ ମୃତ-୨୦୦ରୁ ଅଧିକ ଆହତ: ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା… …

ନୂଆଦିଲ୍ଲୀ/ଇସଲାମାବାଦ/କାବୁଲ,୨୨।୩ : ଭାରତ ସମେତ ୭ ଦେଶରେ ଭୂକମ୍ପ ଅନୁଭୁତ ହୋଇଛି। ଆଫଗାନିସ୍ତାନରେ ଅଧିକ ତୀବ୍ରତାଯୁକ୍ତ ଭୂକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନ, ଚାଇନା ସମେତ ଅନ୍ୟ କେତେକ ଦେଶରେ ଦୀର୍ଘ ସମୟ ଧରି କମ୍ପୁଥିଲା। ପାକିସ୍ତାନରେ ଇସଲାମାବାଦ ସମେତ ପଞ୍ଜାବ, ଖାଇବର…

ଗଜକେଶରୀ ଯୋଗରେ ହିନ୍ଦୁ ନୂଆବର୍ଷ: ଭାରତ ପାଇଁ ପ୍ରଗତିର ରାସ୍ତା ଖୋଲିବ…

ହିନ୍ଦୁ ନୂଆବର୍ଷ ଚଳିତ ୨୦୨୩ ବର୍ଷ ୨୨ ମାର୍ଚ୍ଚରୁ ଆରମ୍ଭ ହେଉଛି। ରାଜା ବିକ୍ରମାଦିତ୍ୟ ବିକ୍ରମ ସମ୍ବତ ଆରମ୍ଭ କରିଥିଲେ। ଚଳିତବର୍ଷ ହିନ୍ଦୁ ନୂଆ ବର୍ଷରେ ବିକ୍ରମ ସମ୍ବତ ୨୦୮୦ ମାର୍ଚ୍ଚ ୨୨ରୁ ଆରମ୍ଭ ହେଉଛି। ଏହା ଗଜକେଶରୀ ଯୋଗରେ ଆରମ୍ଭ…

ଚେନ୍ନାଇରେ ଶେଷ ଏକ ଦିବସୀୟ ମ୍ୟାଚ: ଟିମ୍‌ ଇଣ୍ଡିଆ ପାଇଁ କର ବା ମର ସ୍ଥିତି…

ଚେନ୍ନାଇ,୨୨।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଏକଦିବସୀୟ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ବୁଧବାର ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କର ବା ମର ସ୍ଥିତିରେ ଟିମ୍‌…

ଦୈନିକ ସଂକ୍ରମଣ ନେଇ ଆତଙ୍କ: ୨୪ ଘଣ୍ଟାରେ ୧,୧୩୩ ଆକ୍ରାନ୍ତ ଚିହ୍ନଟ…

ନୂଆଦିଲ୍ଲୀ, ୨୨।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ…

ମିଚେଲ୍‌ ଚ୍ୟାଲେଞ୍ଜର ସାମ୍ନା କରିବ ଭାରତ

ଚେନ୍ନାଇ,୨୨ା୩(ପି.ଟି.): ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ୍‌ ବୁଧବାର ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଖେଳାଯିବ। ଘରୋଇ ପରିବେଶରେ ଖେଳୁଥିବା ଭାରତ ଏହି ମ୍ୟାଚ୍‌ ଜିତିବା ସହିତ ସିରିଜ ବିଜୟୀ ହେବାକୁ ପ୍ରୟାସ କରିବ। ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍‌…

ଭାଜପାରୁ ୩ ନେତା ନିଲମ୍ବିତ

କେନ୍ଦୁଝର,୨୨ା୩ (ଡି.ଏନ୍‌.ଏ./ସ୍ବ.ପ୍ର.): ଦଳ ବିରୋଧୀ କାଯର୍ର୍‌ୟ ଅଭିଯୋଗରେ କେନ୍ଦୁଝର ଜିଲାର ୩ ନେତାଙ୍କୁ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତି ଦଳର ପ୍ରାଥମିକ ସଦସ୍ୟପଦରୁ ନିଲମ୍ବନ କରିଛନ୍ତି। ସେମାନେ ହେଲେ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ଜିଲା କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀମନ୍ତ ତ୍ରିପାଠୀ,…

ମହଙ୍ଗା ପଡ଼ିଲା ଦଳ ବିରୋଧୀ ମନ୍ତବ୍ୟ

ବନ୍ତ,୨୨ା୩(ଡି.ଏନ୍‌.ଏ.): ଦଳ ବିରୋଧୀ ମନ୍ତବ୍ୟ ମହଙ୍ଗା ପଡ଼ିଲା। ଦଳରୁ ବିଦା ହେଲେ ବିଜେଡିର ୩ ବରିଷ୍ଠ ନେତା। ଭଦ୍ରକ ଜିଲା ବନ୍ତ ବ୍ଲକ ବିଜେଡିର ବରିଷ୍ଠ ନେତା ପ୍ରାଧ୍ୟାପକ ଡ. ସୁଧାଂଶୁ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ରେବତୀ ନାୟକ ଓ…

ପଛୁଆବର୍ଗଙ୍କୁ ଠକିବା ପାଇଁ ପ୍ରୟାସ କରାଯାଉଛି: ଶ୍ରୀକାନ୍ତ

ଭୁବନେଶ୍ବର, ୨୨ା୩(ବ୍ୟୁରୋ): ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି। ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ। ୨୩ ବର୍ଷ ଏହି ବର୍ଗକୁ ଠକିବା ପରେ ପୁଣି ଠକିବା ପାଇଁ ପ୍ରୟାସ କରାଯାଉଛି ବୋଲି ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ…

ବହୁ ବିରୋଧୀ ମେଣ୍ଟ ୧୯୯୬ ସ୍ଥିତି ସୃଷ୍ଟି କରିବ

ନୂଆଦିଲ୍ଲୀ, ୨୨ା୩: ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଅବଗଣନା ଆରମ୍ଭ ହୋଇଥିବାବେଳେ ଆଞ୍ଚଳିକ ଦଳଗୁଡ଼ିକ ସମେତ ସମସ୍ତ ବୃହତ୍‌ ବିରୋଧୀ ଦଳ ଭାଜପାକୁ କ୍ଷମତାରୁ ହଟାଇବା ପାଇଁ ବଡ଼ ଧରଣର ରାଜନୈତିକ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି। ତେବେ ବହୁ…

ଅପରାଧୀଙ୍କ ମୃତ୍ୟୁଦଣ୍ଡ କୋହଳ

ନାଗପୁର, ୨୨ା୩: ତାମିଲନାଡୁରେ ଜଣେ ୭ ବର୍ଷର ପିଲାକୁ ଅପହରଣ ପରେ ହତ୍ୟା ମାମଲାରେ ଅପରାଧୀଙ୍କୁ ମିଳିଥିବା ମୃତ୍ୟୁଦଣ୍ଡକୁ ମଙ୍ଗଳବାର ସୁପ୍ରିମକୋର୍ଟ କୋହଳ କରିଛନ୍ତି। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପରିବର୍ତ୍ତେ ବିନା କ୍ଷମାରେ ୨୦…

ଗଡ୍‌କରୀଙ୍କୁ ଧମକପୂର୍ଣ୍ଣ ଫୋନ୍‌ କଲ୍‌

ନାଗପୁର, ୨୨ା୩: କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ୍‌କରୀଙ୍କୁ ମଙ୍ଗଳବାର ଧମକପୂର୍ଣ୍ଣ ଫୋନ୍‌ କଲ୍‌ ଆସିଛି। ଥାନାରେ ଅଭିଯୋଗ ପରେ ନାଗପୁରସ୍ଥିତ ମନ୍ତ୍ରୀଙ୍କ ବାସଭବନ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ମଙ୍ଗଳବାର ମଧ୍ୟାହ୍ନରେ ଗଡ୍‌କରୀଙ୍କ ପିଆର୍‌ଓଙ୍କୁ ୩…

ଆକାଶକୁ ଉଜ୍ଜ୍ୱଳ କରୁଛି ସାଟେଲାଇଟ୍‌

ଛୋଟ ଛୋଟ ତାରା ଅନ୍ଧକାର ରାତି ଆକାଶର ଶୋଭା ବଢ଼ାଇଥାଏ। ତେବେ ପୃଥିବୀ କକ୍ଷପଥରେ ଘୂରିବୁଲୁଥିବାା ବହୁସଂଖ୍ୟାରେ କୃତ୍ରିମ ଉପଗ୍ରହ (ସାଟେଲାଇଟ୍‌) ଏବଂ ଭାସମାନ ମହାକାଶ ବର୍ଜ୍ୟ ରାତି ଆକାଶକୁ ପୂର୍ବାପେକ୍ଷା ଉଜ୍ଜ୍ୱଳ କରିଦେଇଥିବା ୟୁନିଭର୍ସିଟି ଅଫ୍‌ ସାଉଦର୍ନ କୁଇନ୍ସଲାଣ୍ଡର ଗବେଷକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri