Home

ଭୂକମ୍ପରେ ଥରିଲା ନ୍ୟୁଜ ରୁମ୍‌, ଭୟଭୀତ ନ ହୋଇ ଖବର ପଢ଼ିଲେ ଉପସ୍ଥାପକ, ଭିଡ଼ିଓ ଭାଇରାଲ…

ଇସଲାମାବାଦ,୨୨।୩ : ମାର୍ଚ୍ଚ ୨୧ ରାତିରେ ପାକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଥିଲା। ଏହା ସତ୍ତ୍ୱେ ଏକ ନ୍ୟୁଜ ଚ୍ୟାନେଲର ଉପସ୍ଥାପକ ଲାଇଭ ନ୍ୟୁଜ ପଢ଼ି ଚାଲିଥିଲେ। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ…

ଏସିଆରେ ନାଟୋର ବିସ୍ତାରକୁ ଚାଇନା-ରୁଷିଆ କଲେ ବିରୋଧ…

ମସ୍କୋ/ବେଜିଂ,୨୨।୩ : ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଏବେ ରୁଷିଆ ଗସ୍ତରେ ଅଛନ୍ତି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଚାଇନା ପ୍ରତିପକ୍ଷ ଜିନପିଙ୍ଗ ଦୁଇ ଦେଶ ମଧ୍ୟରେ ସମ୍ପର୍କର ଏକ ନୂତନ ଯୁଗର ଆରମ୍ଭ ବିଷୟରେ କହିଛନ୍ତି। ଏହା ବ୍ୟତୀତ…

ଶିିକ୍ଷୟିତ୍ରୀଙ୍କୁ ବିଇଓଙ୍କ ଅଶ୍ଳୀଳ ଗାଳି

ସମ୍ବଲପୁର,୨୨ା୩(ବ୍ୟୁରୋ): ଶିକ୍ଷକଙ୍କୁ ସମାଜରେ ସ୍ବତନ୍ତ୍ର ସ୍ଥାନ ଦିଆଯାଏ। ଏପରି କି ମାର୍ଗଦର୍ଶକ, ଆଦର୍ଶ ଭଳି ଗ୍ରହଣ କରାଯାଇଥାଏ। ହେଲେ ସମ୍ବଲପୁର ଜିଲାରେ ଖୋଦ୍‌ ଶିକ୍ଷା ବିଭାଗର ଜଣେ ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ଅଶ୍ଳୀଳ ଭାବେ ଗାଳି କରିଥିବା ନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ…

ଆମକୁ ମିଳୁନି ଦିନକୁ ଦୁଇଥର ଖାଦ୍ୟ: କିମ୍‌ଙ୍କ ଝିଅଙ୍କ ମେଦବହୁଳତା ନେଇ ଲୋକେ ଅସନ୍ତୁଷ୍ଟ…

ପ୍ୟୋଙ୍ଗୟାଙ୍ଗ,୨୨।୩ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ଝିଅ ମଧ୍ୟ ଗଣମାଧ୍ୟମର ହେଡଲାଇନରେ ଅଛନ୍ତି। ବାସ୍ତବରେ, ଗତ ସପ୍ତାହରେ, ଯେତେବେଳେ ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା…

୨୫ଦିନରେ ଧାରଣା, ମିଳୁନି ସୁଫଳ

ବରଗଡ଼ ଅଫିସ୍‌,୨୨ା୩: ବରଗଡ଼ ଜିଲା ପାଇକମାଳ ସ୍ଥିତ ଶ୍ରୀ ଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନ କର୍ମଚାରୀ ସଂଘ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି। ଧାରଣାସ୍ଥଳରେ ରୋଷେଇ ସହ ଖରା, ବର୍ଷା ସହି ସେମାନେ ଧାରଣା ଜାରି…

ସମଲିଙ୍ଗୀ ସମ୍ପର୍କ ରଖିଲେ ମିଳିବ ମୃତ୍ୟୁ ଦଣ୍ଡାଦେଶ…

କାମ୍ପଲା,୨୨।୩ : ଆଫ୍ରିକୀୟ ଦେଶ ଉଗାଣ୍ଡାର ସଂସଦ ଏକ ବିଲ ପାରିତ କରିଛି ଯେଉଁଥିରେ ସମଲିଙ୍ଗୀ ସମ୍ପର୍କକୁ ପ୍ରକାଶ କରିବା ଅପରାଧ ବୋଲି ଘୋଷଣା କରାଯାଇଛି। ଏହି ବିଲରେ ସମଲିଙ୍ଗୀ ସମ୍ପର୍କ ରଖିଲେ ମୃତ୍ୟୁ ଦଣ୍ଡାଦେଶ କରିବାକୁ ବ୍ୟବସ୍ଥା ରଖାଯାଇଛି। ଏହା…

କଲବଲ କଲାଣି ମଶା, କର୍ତ୍ତୃପକ୍ଷ ନୀରବ

ସୋନପୁର,୨୨ା୩(ନି.ପ୍ର.): ମଶା ଉପଦ୍ରବରେ ଅତିଷ୍ଠ ହେଲେଣି ସୁବର୍ଣ୍ଣପୁର ସହରବାସୀ । ରାତି କଥା ଛାଡନ୍ତୁ ଦିନରେ ବସିବା କି ଛିଡାହେବା କଷ୍ଟକର ହୋଇପଡିଛି। ମଶାଙ୍କ ବିତ୍ପାତରେ ସହରବାସୀ ଯନ୍ତ୍ରଣାରେ ଦିନ କାଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଲୋକେ ଦିନରେ ବି…

ଡାକ୍ତର ପରମାନନ୍ଦଙ୍କୁ ଅନ୍ତର୍ଜାତୀୟ ଫେମ୍‌ ଆଓ୍ବାର୍ଡ

ସୋନପୁର,୨୨ା୩(ନି.ପ୍ର.): ସୋନପୁରର ଯୁବ ଦନ୍ତ ଚିକିତ୍ସକ ଡାକ୍ତର ପରମାନନ୍ଦ ମିଶ୍ରଙ୍କୁ ମିଳିଛି ଆନ୍ତର୍ଜାତୀୟ ଫେମ୍‌ ଆଓ୍ବାଡ୍‌। ଶ୍ରେଷ୍ଠ ଦନ୍ତ ଚିକିତ୍ସକ ବର୍ଗରେ ମନୋନୀତ ହୋଇ ସେ ଏହି ପୁରସ୍କାର ପାଇଛନ୍ତି। ଗତ ୧୮ ତାରିଖରେ ଦିଲ୍ଳୀର ଏକ ତାରକା ହୋଟେଲରେ ଆୟୋଜିତ…

ସଂସଦକୁ ବିଭ୍ରାନ୍ତ କରିଥିଲି, ହେଲେ ଉଦ୍ଦେଶ୍ୟ ମନ୍ଦ ନ ଥିଲା: ବୋରିସ ଜନସନ…

ଲଣ୍ଡନ,୨୨।୩ : ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ସ୍ବୀକାର କରିଛନ୍ତି ଯେ ସେ ’ପାର୍ଟିଗେଟ’ ମାମଲାରେ ସଂସଦକୁ ବିଭ୍ରାନ୍ତ କରିଛନ୍ତି। ତେବେ ଜନସନ ଏହା ମଧ୍ୟ କହିଛନ୍ତି ଯେ ଅଜାଣତରେ ଏହା ତାଙ୍କ ତରଫରୁ ଘଟିଛି। ତାଙ୍କର ଉଦ୍ଦେଶ୍ୟ ମନ୍ଦ…

ଧାରଣାରେ ବସିଲେ ମୁକ୍ତିକାନ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ସରକାରୀ ହସ୍ପିଟାଲ(ଆର୍‌ଜିଏଚ୍‌)ରେ ସର୍ଜିକାଲ ଓ ଅର୍ଥୋପେଡିକ ଓଟି ୧୭ଦିନ ହେଲା ବନ୍ଦ ରହିଛି। ଏହାକୁ ତୁରନ୍ତ ଚାଲୁ କରିବା ଦାବିରେ ମଙ୍ଗଳବାର ସାମାଜିକ କର୍ମୀ ମୁକ୍ତିକାନ୍ତ ବିଶ୍ୱାଳ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।…

ସୁନାଚେନ୍‌ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା ଅଫିସ,୨୨ା୩: ରାଉରକେଲା ପ୍ଲାଣ୍ଟସାଇଟ ଥାନା ଅନ୍ତର୍ଗତ ଡେଲିମାର୍କେଟ ଅଞ୍ଚଳର ଜଣେ ମହିଳାଙ୍କ ବେକରୁ ସୁନାଚେନ ଲୁଟ୍‌ ହୋଇଛି। ରିପୋର୍ଟ ଲେଖିବା ପର୍ଯ୍ୟନ୍ତ (ରାତି ୯ଟା) ଥାନାରେ ଏ ନେଇ ଅଭିଯୋଗ ହୋଇ ନ ଥିବା ଜଣାପଡିଛି। ମଙ୍ଗଳବାର ସନ୍ଧ୍ୟା ସାଢେ…

ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି: ଏଏପି…

ନୂଆଦିଲ୍ଲୀ,୨୨।୩ : ଦିଲ୍ଲୀରେ ଏକଛତ୍ରବାଦୀ ଶାସନ ଚରମ ସୀମାରେ ପହଞ୍ଚିଛି ବୋଲି କହି ଆମ ଆଦମୀ ପାର୍ଟି ଭାଜପାକୁ କଡ଼ା ସମାଲୋଚନା କରିଛି। ଏଏପି ପକ୍ଷରୁ ଟୁଇଟ କରାଯାଇ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପୋଷ୍ଟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri