Home

ଏସଆରଏଚ ବନାମ ଆରଆର: ଭୁବନେଶ୍ୱର କୁମାର ସଞ୍ଜୁ ସାମସନ ମୁକାବିଲା…

ହାଇଦ୍ରାବାଦ,୨।୪ : ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ଚତୁର୍ଥ ମ୍ୟାଚ୍‌ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟିଡିୟମରେ ଅପରାହ୍ନ ୩ଟା ୩୦ରେ ଖେଳାଯିବ। ଏସଆରଏଚ ଅଧିନାୟକ ଭୁବନେଶ୍ୱର କୁମାର ଏବଂ ଆରଆର ଅଧିନାୟକ…

ଇମରଜେନ୍ସି

କଙ୍ଗନା ରାଣାଓ୍ବତ ଏବେ ଇମରଜେନ୍ସିକୁ ନେଇ ବ୍ୟସ୍ତ। ଅର୍ଥାତ୍‌ ଏଭଳି ଟାଇଟଲବିଶିଷ୍ଟ ଏକ ହିନ୍ଦୀ ସିନେମା ନିର୍ମାଣ କରାଯାଉଛି। ଏହାର କାହାଣୀ ରଚନା, ପ୍ରଯୋଜନା କରିବା ବ୍ୟତୀତ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି ସେ। କେବଳ ସେତିକି ନୁହେଁ, ଏହାର ମୁଖ୍ୟ ଭୂମିକାରେ…

ଇସ୍ରୋକୁ ସଫଳତା: ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ ପରୀକ୍ଷଣ…

ବେଙ୍ଗାଲୁରୁ,୨।୪ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ବଡ଼ ସଫଳତା ମିଳିଛି। ଡିଆରଡିଓ ଏବଂ ଭାରତୀୟ ବାୟୁସେନା ସହିତ ଇସ୍ରୋ ବୈଜ୍ଞାନିକମାନେ ରବିବାର କର୍ନାଟକର ଚିତ୍ରଦୁର୍ଗାସ୍ଥିତ ଏରୋନେଟିକାଲ ଟେଷ୍ଟ ରେଞ୍ଜ (ଏଟିଆର) ରେ ରିୟୁଜେବୁଲ ଲଞ୍ଚ ଭେହିକିଲର ସଫଳ…

୨୦୨୪ ନିର୍ବାଚନ ପାଇଁ ବଡ଼ ଘୋଷଣା କରିପାରନ୍ତି ବାଇଡେନ

ଓ୍ବାଶିଂଟନ,୨ା୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୨୦୨୪ ନିର୍ବାଚନରେ ଭାଗ ନେବେ ବୋଲି ଘୋଷଣା କରିଛନ୍ତି। ତଥାପି ଏନେଇ ଆଉ କିଛି ବଡ଼ ଘୋଷଣା କରିପାରନ୍ତି ବୋଲି ରାଜନୈତିକ ବିଶେଷଜ୍ଞମାନେ ଆକଳନ କରିଛନ୍ତି। କିଏ ଏହାକୁ ପରିଚାଳନା କରିବ? ଏହା କେଉଁଠାରେ…

ଅପେକ୍ଷା କରିବେ ସମ୍ବିତ

ଅଭିନେତା ସମ୍ବିତ ଆଚାର୍ଯ୍ୟ ଏବେ ଅପେକ୍ଷା କରିଛନ୍ତି। ହେଲେ କାହାକୁ ଜାଣନ୍ତି ? ତାଙ୍କ ପ୍ରେମିକାକୁ। କଥା କ’ଣ କି ପ୍ରେମିକା କଥା ଦେଇ ଯାଇଛି ଯେ ମୁଁ ଫେରିଲେ ହିଁ ତୁମର ହେବି। ତେବେ ନିଜ ମନର ମାନସୀ ଉପରେ…

ଗାଁର ସୁନା ଝିଅ

ଏମାନେ ନିଜ ଗାଁକୁ ଯେମିତି ଭଲ ପାଆନ୍ତି ଗାଁ ଲୋକଙ୍କ ସମସ୍ୟା ଦେଖିଲେ ସେମିତି ବ୍ୟଥିତ ହୋଇପଡନ୍ତି। ଗାଁ ଲୋକଙ୍କୁ କେମିତି ସଚେତନ କରିବେ, ସମସ୍ୟାରୁ ବାହାର କରିବେ ଆଉ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ପାଇବାର ବାଟ ଦେଖାଇବେ ସେହି…

ହଟ ଏୟାର ବେଲୁନରେ ନିଆଁ: ପର୍ଯ୍ୟଟକମାନେ ଆକାଶରୁ ଡେଇଁଲେ, ସୋସିଆଲ ମିଡିଆରେ ଭାଇରାଲ…

ମେକ୍ସିକୋ ସିଟି,୨।୪ : ସୋସିଆଲ ମିଡିଆରେ ମେକ୍ସିକୋର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ ହଟ ଏୟାର ବେଲୁନ ଆକାଶରେ ଉଡୁଛି ଏବଂ ହଠାତ ଏଥିରେ ନିଆଁ ଲାଗି ଯାଉଛି। ଏହି ସମୟରେ କିଛି ଲୋକେ ନିଜ…

ଋତୁସ୍ରାବ ସ୍ବଚ୍ଛତା ରାଜ୍ୟର ଦାୟିତ୍ୱ: ସୁପ୍ରିମ୍‌କୋର୍ଟରେ କେନ୍ଦ୍ର ସରକାରଙ୍କ ସତ୍ୟପାଠ…

ନୂଆଦିଲ୍ଲୀ,୨।୪ : କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଏହା କିଶୋରୀ ବାଳିକାମାନଙ୍କ ପାଇଁ ମାସିକ ଋତୁସ୍ରାବର ସ୍ବଚ୍ଛତାକୁ ସୁଦୃଢ଼଼ କରିବା ପାଇଁ ଉତ୍ସର୍ଗୀକୃତ। କିନ୍ତୁ ସ୍ବାସ୍ଥ୍ୟ ସେବା ପ୍ରଦାନ ଦାୟିତ୍ୱ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ଉପରେ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ…

ଝଡ଼ ପ୍ରଭାବିତ ସହରର ନାଁ ଭୁଲିଗଲେ ରାଷ୍ଟ୍ରପତି

ଓ୍ବାଶିଂଟନ,୨ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମିସିସିପିର ‘ରୋଲିଂ ଫର୍କ ସହରକୁ ଯିବାବେଳେ ଏକ ବଡ଼ ଭୁଲ୍‌ କରିଛନ୍ତି। ଯେତେବେଳେ ସେ ଝଡ଼ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସମ୍ବୋଧିତ କରୁଥିଲେ, ସେ ବାରମ୍ବାର ‘ରୋଲିଂ ଫର୍କକୁ’ ‘ରୋଲିଂ ଷ୍ଟୋନ୍‌’ ବୋଲି କହିଥିଲେ।…

ଫେବୃୟାରୀରେ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି ହ୍ବାଟସଆପ…

ନୂଆଦିଲ୍ଲୀ,୨।୪ : ଫେବୃଆରୀରେ ହ୍ବାଟସଆପ ୪୫ ଲକ୍ଷରୁ ଅଧିକ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଯାହା ଗତ ମାସରେ ନିଷିଦ୍ଧ ହୋଇଥିବା ଆକାଉଣ୍ଟ ସଂଖ୍ୟାଠାରୁ ଅଧିକ। ଜାନୁଆରୀରେ ହ୍ବାଟସଆପ ୨୯ ଲକ୍ଷ ଆକାଉଣ୍ଟକୁ ନିଷିଦ୍ଧ କରିଥିଲା। ୨୦୨୨ ଡିସେମ୍ବରରେ ୩୬ ଲକ୍ଷ ଏବଂ…

ବିହାର ହିଂସା: ଅତିରିକ୍ତ ଅର୍ଦ୍ଧସୈନିକ ସାମରିକ ବାହିନୀ ଯବାନ ପଠାଇବ କେନ୍ଦ୍ର…

ପାଟନା,୨।୪ : ବିହାରର ଅନେକ ଅଞ୍ଚଳରେ ରାମ ନବମୀରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଉପରେ କେନ୍ଦ୍ର ସରକାର ସଚେତନ ହୋଇଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ରବିବାର ରାଜ୍ୟପାଳ ରାଜେନ୍ଦ୍ର ଆର୍ଲେକରଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ଶାହା ପରିସ୍ଥିତିକୁ…

ସୁରକ୍ଷା ମନ୍ତ୍ର…

କେତେବେଳେ ପ୍ରବଳ ଗରମ ତ କେତେବେଳେ ଲାଗି ରହୁଛି ପ୍ରବଳ ବର୍ଷା। ଆଉ ପୁଣି କେତେବେଳେ ହଠାତ୍‌ ଝଡ଼ ତୋଫାନ ସାଙ୍ଗକୁ ବିଜୁଳି, ଘଡ଼ଘଡ଼ି ଓ କୁଆପଥର ବର୍ଷା। ତେବେ ପାଣିପାଗର ଏଭଳି ଅସ୍ବାଭାବିକ ପରିବର୍ତ୍ତନ କେବେ ସୃଷ୍ଟି କରୁଛି ସ୍ବାସ୍ଥ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri