Home

ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ: ପ୍ରତି ମଙ୍ଗଳବାର ୫୦୩ ପଞ୍ଚାୟତରେ…

ଭଞ୍ଜନଗର,୧୯।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆମ ଗଞ୍ଜାମ, ସ୍ବଚ୍ଛ ଗଞ୍ଜାମ ଅଭିଯାନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ହେଲା ପ୍ଲାଷ୍ଟିକ ମୁକ୍ତ ଗଞ୍ଜାମ ଲକ୍ଷ୍ୟ। ପ୍ରତ୍ୟେକ ମଙ୍ଗଳବାର ପ୍ରଶାସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ହେବ। ଏଥିରେ ସାଧାରଣ ଜନତା…

ଭାରତରେ ଥାଇ ଚେତାବନୀ ଦେଲେ ଶେଖ ହାସିନା: ମୋ ଅନୁପସ୍ଥିତିର ଅର୍ଥ ନୁହେଁ…

ନୂଆଦିଲ୍ଲୀ,୧୯।୫: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ବହୁତ ଶୀଘ୍ର ବାଂଲାଦେଶ ଫେରିବେ। ବର୍ତ୍ତମାନ ଭାରତରେ ରହୁଥିବା ଶେଖ ହାସିନା ଏନେଇ ସଙ୍କେତ ଦେଇଛନ୍ତି। ଏକ ଇମେଲ ସାକ୍ଷାତକାରରେ ତୋବନୀ ଦେଇ କହିଛନ୍ତି, ତାଙ୍କର ଅନୁପସ୍ଥିତି ଅର୍ଥ ନୁହେଁ, ସେ ନୀରବ…

‘ଆମେରିକା ଉପରେ ଭରସା ନାହିଁ…’ଇରାନରୁ ଏକ ଚୂଡ଼ାନ୍ତ ନିଷ୍ପତ୍ତି ପାଇବା ପାଇଁ ପାକିସ୍ତାନୀ ମନ୍ତ୍ରୀ ନକଭି ଧାଇଁଲେ ତେହରାନ

ଇସଲାମାବାଦ,୧୯।୫: ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଇରାନର ବୈଦେଶିକ ମନ୍ତ୍ରୀ ଏବଂ ମୋହସିନ ନକଭିଙ୍କ ମଧ୍ୟରେ ହୋଇଥିବା ବୈଠକ ସମ୍ପର୍କରେ ଏକ ବିସ୍ତୃତ ବିବୃତ୍ତି ଜାରି କରିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପାକିସ୍ତାନର ଗୃହମନ୍ତ୍ରୀ ସୟଦ ମୋହସିନ ନକଭି ବରିଷ୍ଠ…

ମଧ୍ୟପ୍ରାଚ୍ୟରୁ ଆସିଲା ଆଶ୍ୱସ୍ତିକର ଖବର: ପାକିସ୍ତାନ ଟ୍ରମ୍ପଙ୍କୁ ପଠାଇଲା ନୂଆ ଶାନ୍ତି ପ୍ରସ୍ତାବ

ତେହରାନ,୧୯।୫: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଜାରି ରହିଛି। ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିରେ ପହଞ୍ଚିବାରେ ବିଫଳତାର ପ୍ରଭାବ ସାରା ବିଶ୍ୱରେ ଅନୁଭୂତ ହେଉଛି। ଶକ୍ତି ସଙ୍କଟ ଆହୁରି ଗଭୀର ହେବାରେ ଲାଗିଛି; ଅନେକ ଦେଶ ପେଟ୍ରୋଲ ଏବଂ ଡିଜେଲର ଅଭାବ…

ସାରା ଦେଶରେ ଏହିଦିନ ବନ୍ଦ ରହିବ ମେଡିକାଲ ଷ୍ଟୋର, କିଣି ନିଅନ୍ତୁ ଅତି ଜରୁରି ମେଡିସିନ

ନୂଆଦିଲ୍ଲୀ,୧୯।୫: ସାରା ଦେଶରେ ମେଡ଼ିକାଲ ଷ୍ଟୋର (କେମିଷ୍ଟ) ଆସନ୍ତାକାଲି ଅର୍ଥାତ୍‌ ବୁଧବାର, ୨୦ ମଇରେ ଧର୍ମଘଟ କରିବେ। ଏହି ଧର୍ମଘଟ ଅଲ ଇଣ୍ଡିଆ ଅର୍ଗାନାଇଜେସନ ଅଫ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ (AIOCD) ର ଆଦେଶରେ ଆୟୋଜିତ ହେଉଛି, ଯାହା ଦେଶବ୍ୟାପୀ ପ୍ରାୟ…

ଘର ଉପରେ ଝୁଲୁଛି ବିପଦ:ଭୟରେ ଦିନକାଟୁଛନ୍ତି ୨ ପରିବାର

ଲୋଇସିଂହା,୧୯।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ନବଗଠିତ ଏନଏସି ଅନ୍ତର୍ଗତ ପନେସରା ଗାଁରେ ଦୀର୍ଘଦିନଧରି ଭୟରେ ଦିନ କାଟୁଛନ୍ତି ୨ଟି ପରିବାର। ଗ୍ରାମର ଗ୍ରାମପତି ଗୁଡି ନିକଟରେ ଥିବା ବହୁ ପୁରୁଣା ତେନ୍ତୁଳି ଗଛ ଢଳି ପଡିଥିବାବେଳେ ବଡବଡ ଡାଳ ଏବେ ସିଧାସଳଖ…

ଟଙ୍କାର ଅବମୂଲ୍ୟାୟନକୁ ନେଇ ଷ୍ଟକ୍‌ ବଜାର ଅସ୍ଥିର

ମୁମ୍ବାଇ,୧୯।୫: ପଶ୍ଚିମ ଏସିଆ ସ୍ଥିତିକୁ ନେଇ ଏବେ ଭୂ-ରାଜନୈତିକ ସ୍ତରରେ ବିବାଦ ଲାଗି ରହିଥିଲାବେଳେ ଅନ୍ତର୍ଜାତୀୟ ବଜାରରେ ତୈଳଦର ମଧ୍ୟ ବୃଦ୍ଧି ପାଇ ଚାଲିଛି। ଏହାକୁ ନେଇ ବୈଶ୍ୱିକ ଅର୍ଥନୀତି ଏବଂ ଅଭିବୃଦ୍ଧି ଧାରା ମଧ୍ୟ ବ୍ୟାହତ ହେବାରେ ଲାଗିଛି। ଏହିକ୍ରମରେ…

ମମତାଙ୍କ ଆସନ ଯିବାର ୧୦ ଦିନ ଭିତରେ ଅଭିଷେକଙ୍କୁ ଦ୍ୱିତୀୟ ଝଟକା, ଶୁଭେନ୍ଦୁ ସରକାର ନେଲେ…

କୋଲକାତା,୧୯।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ କ୍ଷମତାରୁ ବିଦାୟ ନେବାର ମାତ୍ର ୧୦ ଦିନ ମଧ୍ୟରେ, ଟିଏମସି ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ନିର୍ବାଚନ ସମୟରେ ଉତ୍ତେଜନାପୂର୍ଣ୍ଣ ବୟାନ ଦେବା ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ…

୪୦ ଡିଗ୍ରୀ ଉପରେ ୧୭ ସହରର ତାପମାତ୍ରା, ଆସନ୍ତା ୫ଦିନ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୯।୫(ବନ୍ଦନା ସେଠୀ): ପ୍ରବଳ ଗ୍ରୀଷ୍ମ ତାପରେ ଜଳୁଛି ସାରା ଓଡ଼ିଶା। ପଶ୍ଚିମରୁ ଉପକୂଳ ସବୁଠି ଅସହ୍ୟ ତାତି ସହ କଲବଲ କରୁଛି ଗୁଳୁଗୁଳି । ସକାଳ ପ୍ରାୟ ୭ଟାରୁ ତାତି ଅସହ୍ୟ ହେବା ସହ ଘରୁ ବାହାରିବା କଷ୍ଟକର ହୋଇପଡୁଛି ।…

ଧୋନିଙ୍କୁ ନେଇ ଏମିତି କହିଲେ ସଞ୍ଜୟ ମାଞ୍ଜେରେକର, ସଭିଏଁ ଚକିତ

ନୂଆଦିଲ୍ଲୀ,୧୯।୫: ସୋମବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଏମଏସ ଧୋନିଙ୍କୁ ପ୍ଲେଇଂ ଇଲେଭେନରେ ସାମିଲ କରାଯାଇପାରେ ବୋଲି ଅନେକ କଳ୍ପନାଜଳ୍ପନା କରାଯାଉଥିଲା, ବିଶେଷକରି କାରଣ ଏହା ଚେପକରେ ଚେନ୍ନାଇ ସୁପର କିଙ୍ଗ୍ସର ଶେଷ ଘରୋଇ ମ୍ୟାଚ ଥିଲା।…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ । ଫଳରେ ଶ୍ବଶୁର ଗୁରୁତର ଆହତ ହୋଇ ପରଜଙ୍ଗ ଗୋଷ୍ଠୀ…

ଅଧା ବିଶ୍ୱ ପାଇଁ ଜଳସଙ୍କଟ

ସମଗ୍ର ପରିବେଶ ଓ ପାଣିପାଗ ଏକ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ପାଇଁ ଯାଉଛି। ଆମ୍ଭମାନଙ୍କର କାର୍ଯ୍ୟକଳାପ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ଅସନ୍ତୁଳନର ଗୋଟାଏ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି ବୋଲି ବୈଜ୍ଞାନିକ ଓ ପରିବେଶ ବିଜ୍ଞାନୀମାନେ ସତର୍କ କରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?