Home

‘ଇଚ୍ଛାଧୀନ କୋଟା’ ଭେଳିକି: ୧୨ବର୍ଷରେ ମାତ୍ର ୭ ପ୍ଲଟ୍‌ ଉଚ୍ଛେଦ

ଭୁବନେଶ୍ୱର,୨୦।୫(ରବିନାରାୟଣ ଜେନା):ପୂର୍ବ ସରକାରରେ ବହୁ ଚର୍ଚ୍ଚିତ ଇଚ୍ଛାଧୀନ କୋଟା(ଡିକ୍ୟୁ)ରେ ବିଭିନ୍ନ ବର୍ଗଙ୍କୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆବଣ୍ଟନ କରାଯାଇଥିବା ପ୍ଲଟ୍‌ ସଂକ୍ରାନ୍ତରେ ତାରା ଦତ୍ତ କମିଟି ସରକାରଙ୍କୁ ପ୍ରଦାନ କରିଥିବା ରିପୋର୍ଟ ଏବେ ପ୍ରଭାବଶୂନ୍ୟ ହୋଇଛି। ୨୦୧୪ ଡିସେମ୍ବରରେ ତାରା…

ବିଜୟଙ୍କ ଅଡ଼ୁଆ ବଢିଲା: ସମର୍ଥନ ପ୍ରତ୍ୟାହାର ଧମକ ଦେଲା ସିପିଆଇ(ଏମ୍‌)

ଚେନ୍ନାଇ,୨୦ା୫:ତାମିଲନାଡୁରେ ଜୋସେଫ୍‌ ବିଜୟଙ୍କ ସରକାର ୧୦ ଦିନ ପୂରଣ କରି ନ ଥିବାବେଳେ ସହଯୋଗୀ ଦଳ ସିପିଆଇ(ଏମ୍‌) ସମର୍ଥନ ପ୍ରତ୍ୟାହାର ଧମକ ଦେଇଛି। ଫଳରେ ଟିଭିକେ ସରକାରର ସ୍ଥାୟିତ୍ୱକୁ ନେଇ ପ୍ରଶ୍ନ ଉଠିଛି। ଶାସକ ମେଣ୍ଟରେ ଏଆଇଏଡିଏମ୍‌କେର ଗୋଟିଏ ଗୋଷ୍ଠୀ ବିଧାୟକ…

ଆଜି ପ୍ରକାଶ ପାଇବ ଯୁକ୍ତ୨ ରେଜଲ୍ଟ: ଜାଣନ୍ତୁ କେମିତି କରିବେ ଚେକ୍‌

ଭୁବନେଶ୍ୱର,୨୦।୫(ସୁଚିସ୍ମିତା ସାହୁ):ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇବ। ମଧ୍ୟାହ୍ନ ୧୨ଟା ୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫଳାଫଳ ଘୋଷଣା…

ଆଜି ସମଗ୍ର ଦେଶରେ ବନ୍ଦ ରହିବ ଔଷଧ ଦୋକାନ: ଜାଣନ୍ତୁ କୋଉଠୁ କିଣିବେ

ଭୁବନେଶ୍ୱର,୨୦ା୫(ବନ୍ଦନା ସେଠୀ):ଅଲ୍‌ ଇଣ୍ଡିଆ ଅର୍ଗାନାଇଜେଶନ ଅଫ୍‌ କେମିଷ୍ଟ୍‌ସ ଆଣ୍ଡ୍‌ ଡ୍ରଗିଷ୍ଟ୍‌ସ (ଏଆଇଓସିଡି) ପକ୍ଷରୁ ବୁଧବାର ସମଗ୍ର ଦେଶରେ ଔଷଧ ଦୋକାନ ବନ୍ଦ ଡାକରା ଦିଆଯାଇଛି। ଅନ୍‌ଲାଇନ ଔଷଧ ବିକ୍ରିକୁ ବିରୋଧ ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ଦାବି କରି ଏଆଇଓସିଡି ଅଧୀନରେ…

ବରଗଡ଼ ଜିଲାରେ ମହାପ୍ରୟାଣ ଯୋଜନା ବାଟବଣା: ଚାଳକ ଆସିଲେନି, ଭଡାଗାଡିରେ ଗଲା ମୃତଦେହ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ)- ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମୃତକଙ୍କ ଘର କିମ୍ବା ଶ୍ମଶାନ ପର୍ଯ୍ୟନ୍ତ ମାଗଣାରେ ଶବ ପରିବହନ ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ବରଗଡ଼ ଜିଲାରେ ବିଭିନ୍ନ ସମୟରେ ଏହା ବାଟବଣା ହୋଇ ପଡିଛି ।…

ମୋଦି ସରକାରଙ୍କ ବଡ଼ ପ୍ଲାନ, ପେଟ୍ରୋଲରେ ଏବେ ମିଶିବ ୩୦% ଇଥାନଲ!

ନୂଆଦିଲ୍‌ଲୀ,୧୯।୫: ଭାରତ ଏବେ ପେଟ୍ରୋଲରେ ଇଥାନଲର ମିଶ୍ରଣ ବୃଦ୍ଧି କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22, E25, E27, ଏବଂ E30 ଇନ୍ଧନ ମିଶ୍ରଣ ପାଇଁ ବୈଷୟିକ ପ୍ରସ୍ତୁତି ଆରମ୍ଭ…

ରୁଷରୁ ତେଲ କିଣିବା ପାଇଁ ପୁଣି ଥରେ ସମୟସୀମା ବଢାଇଲା ଆମେରିକା, ଭାରତ ପାଇଁ କେତେ ଲାଭ?

ନୂଆଦିଲ୍ଲୀ,୧୯।୫: ଆମେରିକା ସମୁଦ୍ର ପଥରେ ପରିବହନ ହେଉଥିବା ରୁଷୀୟ ତୈଳ ଉପରେ କଟକଣାରୁ ମୁକ୍ତିକୁ ଗୋଟିଏ ମାସ ପାଇଁ ବୃଦ୍ଧି କରିଛି। ସୋମବାର ରାତିରେ ଆମେରିକାର ଟ୍ରେଜେରୀ ବିଭାଗର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ ଦ୍ୱାରା ଏହି ନିର୍ଦ୍ଦେଶ ଜାରି କରାଯାଇଛି।…

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ଭାରତୀୟ ଦଳ ଘୋଷଣା: କୋହଲି-ରୋହିତଙ୍କ ସମେତ…

ନୂଆଦିଲ୍ଲୀ,୧୯।୫: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (BCCI) ମଙ୍ଗଳବାର ଆଫଗାନିସ୍ତାନ ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରିଛି। ଶୁବମନ ଗିଲଙ୍କୁ ୧୫ ଜଣିଆ ଭାରତୀୟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ଶ୍ରେୟସ ଆୟରଙ୍କୁ…

ପୁଣି ଭାରତ ଆସିବେ ପୁଟିନ: ବର୍ଷେ ଭିତରେ ୨ଥର..

ମସ୍କୋ,୧୯।୫:ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେପ୍ଟେମ୍ବର ୨୦୨୬ରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା BRICS ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଗସ୍ତ କରିବେ। କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ ଏହି ସୂଚନା ଦେଇଛନ୍ତି। ଭ୍ଲାଦିମିର ପୁଟିନ ଭାରତରେ ହେବାକୁ ଥିବା BRICS…

ବିବାହ କରିବାକୁ ମନା କଲେ ଗାୟିକା, କାନାଡାରୁ ଭାରତ ଆସି ହତ୍ୟା

ଲୁଧିଆନା,୧୯।୫: ପଞ୍ଜାବର ଲୁଧିଆନାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ସଙ୍ଗୀତ ଶିଳ୍ପ ସମେତ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ପ୍ରଖ୍ୟାତ ପଞ୍ଜାବୀ ଗାୟିକା ଇନ୍ଦର କୌର ଓରଫ ୟାସିନ୍ଦର କୌରଙ୍କୁ ୬ ଦିନ ପୂର୍ବେ ବନ୍ଧୁକ…

ଦେଶରେ ଆସିବାକୁ ଯାଉଛି ଅର୍ଥନୈତିକ ଝଡ: ଚେତାବନୀ ଦେଲେ ରାହୁଲ

ନୂଆଦିଲ୍ଲୀ,୧୯।୫: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ନୀତି ଉପରେ କଡ଼ା ଆକ୍ରମଣ କରିଛନ୍ତି। ଦେଶ ଖୁବଶୀଘ୍ର ଏକ ବଡ଼ ‘ଆର୍ଥିକ ଝଡ଼’ର ସମ୍ମୁଖୀନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରସ୍ତୁତ ଅର୍ଥନୈତିକ…

୬ ବଲ୍‌ରୁ ୬ ଉଇକେଟ୍‌ ନେଇ ଚମତ୍କାର କଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୯।୫: କ୍ରିକେଟରେ ହ୍ୟାଟ୍ରିକ ନେବା ଏକ ପ୍ରମୁଖ ସଫଳତା ବୋଲି ବିବେଚନା କରାଯାଏ। କିନ୍ତୁ ଦୁଇ ଜଣ ଅଷ୍ଟ୍ରେଲିୟ ବୋଲର ଏପରି ଏକ ସଫଳତା ହାସଲ କରିଥିଲେ ଯାହାକୁ ଆଜି ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟରେ କେହି ପୁନରାବୃତ୍ତି କରିପାରି ନାହାଁନ୍ତି। ଆଲେଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?