ଫିଲ୍ମର ଭିଲେନ୍ ହେଉଛନ୍ତି ଆତଙ୍କବାଦୀ, ମୁସଲମାନ ନୁହେଁ…
ମୁମ୍ବାଇ: ବିବାଦୀୟ ଫିଲ୍ମ ଦି କେରଲା ଷ୍ଟୋରି ବକ୍ସ ଅଫିସରେ ଧମାକା କରୁଛି। ରିଲିଜ ପରେ ଏହା ବହୁ ବିବାଦରେ ଛନ୍ଦି ହୋଇ ପଡିଛି। କିଛି ଜଣଙ୍କୁ ଫିଲ୍ମ ପସନ୍ଦ ଆସିଥିବା ବେଳେ କିଛିଙ୍କୁ ମୁସଲମାନ ଧର୍ମକୁ ଟାର୍ଗେଟ କରାଯାଇ ପ୍ରୋପଗଣ୍ଡା…
ଶପଥ ଗ୍ରହଣ ପୂର୍ବରୁ ଦିଲ୍ଲୀରେ ପହଞ୍ଚିଲେ ସିଦ୍ଦାରାମାୟା, ଶିବକୁମାର
ନୂଆଦିଲ୍ଲୀ,୧୯।୫: କର୍ନାଟକରେ ଶନିବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଦାରାମାୟା ଏବଂ ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା କଂଗ୍ରେସ ସଭାପତି ଡି.କେ ଶିବକୁମାର ଦିଲ୍ଲୀରେ ପହଞ୍ଚିଛନ୍ତି। ଶିବକୁମାର କହିଛନ୍ତି , ମୁଁ…
ବୋଲେରୋ ଧକ୍କାରେ ୩ ବାଇକ୍ ଆରୋହୀ ମୃତ
ଲୋଇସିଂହା,୧୯।୫: ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ଲୋଇସିଂହା-ପଦ୍ମପୁର ରାସ୍ତାର କରକଚିଆ ଛକ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ବୋଲେରୋ (ଓଡ଼ି୦୩ଜେ୮୯୫୮) ଧକ୍କାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସଦାଇପାଲି ଗ୍ରାମର ତୁଳସୀ ରାମ ପଟେଲ, କୁସଙ୍ଗ ଗ୍ରାମର ସୁରଞ୍ଜନ…
ଜି -୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା
ଜମ୍ମୁ,୧୯।୫: ଜି-୨୦ ବୈଠକ ପୂର୍ବରୁ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଶ୍ରୀନଗରରେ ୨୨-୨୫ ମେ’ ମଧ୍ୟରେ ଏହି ବୈଠକ ହେବାକୁ ଯାଉଛି। ଏହା ପୂର୍ବରୁ ପାକିସ୍ତାନର ସମସ୍ତ ପ୍ରକାର ଯୋଜନାର ଗୁମର ଖୋଲିଯାଉଛି। ଏହାକୁ ଦୃଷ୍ଟିରେ ରଖି ମାର୍କୋସ କମାଣ୍ଡୋଙ୍କୁ…
ବେଲଖଣ୍ଡିରେ ୫ଟି ସଚିବ
କେସିଙ୍ଗ।,୧୯।୫(ଡିଏନଏ): ୫ଟି ସଚିବ ଭି.କେ ପାଣ୍ଡିଆନ କଳାହାଣ୍ଡିକୁ ଦୁଇ ଦିନିଆ ଗସ୍ତରେ ଆସି ଶୁକ୍ରବାର ପୂର୍ବାହ୍ନରେ ୧୧ଟାରେ ଐତିହାସିକ ଶୈବପୀଠ ବେଲଖଣ୍ଡିରେ ପହଞ୍ଚିିଥିଲେ। ଘୁମୁରା ଓ ଗଣ୍ଡା ବାଜା ତାଳେ ତାଳେ ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, କେସିଙ୍ଗା ବ୍ଲକ…
ପୋଷ୍ଟର ଲଗାଇ ଦାବି କଲେ ମାଓବାଦୀ
ଲାଞ୍ଜିଗଡ଼,୧୯।୫(ଡି.ଏନ.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ସିକେରକୂପା ଫାଣ୍ଡି ଅଧିନସ୍ଥ ଡ଼େଙ୍ଗେନ ଛକ ବା କୁଚେଇଜୋର ଅଞ୍ଚଳରେ ମାଓ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। ଏହି ପୋଷ୍ଟରରେ ପାଷ୍ଟିକୁଡିର ଲାଲୁ ନିଆଲ, ଭବାନୀପାଟଣା…
କର୍ନାଟକ ପରେ ଏବେ ବିହାରକୁ ଭୟ: ତେଜସ୍ବୀ ଯାଦବ
ପାଟନା,୧୯।୫: ଜମି ବଦଳରେ ଚାକିରି ଦେବା ମାମଲାରେ ଗୁରୁବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଜସ୍ବୀ ଯାଦବଙ୍କ ମା’ ରାବ୍ରି ଦେବୀଙ୍କୁ ଇଡି ଜେରା କରିଥିଲା। ଏହାକୁ ନେଇ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଶୁକ୍ରବାର କହିଛନ୍ତି, ଜମି ବଦଳରେ ଚାକିରି ମାମଲାକୁ…
ଆଇପିଏଲ ୬୬ ତମ ମ୍ୟାଚ: ପଞ୍ଜାବ-ରାଜସ୍ଥାନ ମୁହାଁମୁହିଁ
ଧର୍ମଶାଳା,୧୯।୫: ଆଇପିଏଲର ୨୦୨୩ର ୬୬ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ(ପିବିକେଏସ)କୁ ଭେଟିବ ରାଜସ୍ଥାନ ରୟାଲ୍ସ (ଆରଆର)। ଶୁକ୍ରବାର ଏହି ମ୍ୟାଚ ଧର୍ମଶାଳା ଷ୍ଟାଡିୟମରେ ସନ୍ଧ୍ୟା ୭.୩୦ରେ ଖେଳାଯିବ। ଏହି ସିଜନରେ ଉଭୟ ଦଳର ଶେଷ ଲିଗ ମ୍ୟାଚ। ଏ ପର୍ଯ୍ୟନ୍ତ ୧୩-୧୩…
୬ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୬ ଦିନ ପାଇଁ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ଜାପାନ, ପପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଜି -୭ ଶିଖର…
ଆହୁରି ୩ ଦିନ ତାତି
ଭୁବନେଶ୍ୱର,୧୯ା୫(ବ୍ୟୁରୋ): ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ସାରା ଓଡ଼ିଶାକୁ ଅସ୍ତବ୍ୟସ୍ତ କରୁଛି। ଗୁରୁବାର ରାଜ୍ୟର ୨୧ଟି ସହର ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ ଅତିକ୍ରମ କରିଛି। ସୋନପୁର ରାଜ୍ୟର ଉତ୍ତପ୍ତ ସହର ପାଲଟିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା ୪୪.୨ ଡିଗ୍ରୀ ସେଲ୍ସିୟସ…
ପ୍ରତିଦିନ କୁମ୍ଭୀର ରକ୍ତ ପିଅନ୍ତି ଏହି ବ୍ୟବସାୟୀ, ଗୋଟିଏ ଗ୍ଲାସ୍ର ଦାମ୍…
ଜଣେ ବ୍ୟବସାୟୀ ଦାବି କରିଛନ୍ତି ଯେ, ସେ ସୁସ୍ଥ ଏବଂ ଚେହେରାରେ ଚମକ ଆଣିବା ପାଇଁ ପ୍ରତିଦିନ ଦୁଇଥର କୁମ୍ଭୀରର ରକ୍ତ ପିଅନ୍ତି। ଦକ୍ଷିଣ ଥାଇଲାଣ୍ଡରେ ରହୁଥିବା ଏହି ବ୍ୟବସାୟୀ କହିଛନ୍ତି, ଏହା ହେଉଛି ତାଙ୍କ ସ୍ବାସ୍ଥ୍ୟ ରହସ୍ୟ। ଥାଇଲାଣ୍ଡର ଟ୍ରାଙ୍ଗ…
୩ ଜିଲାକୁ ସମ୍ପ୍ରସାରିତ ହେବ ମୋ ବସ୍ ସେବା
ଭୁବନେଶ୍ବର, ୧୯।୫(ବ୍ୟୁରୋ): ରାଜ୍ୟର ଆଉ ୩ ଜିଲାକୁ ମୋ ବସ୍ ସେବା ସମ୍ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଗଞ୍ଜାମ, ଝାରସୁଗୁଡ଼ା ଓ ସମ୍ବଲପୁର ଜିଲାରେ ମୋ ବସ୍ ଗଡ଼ିବ ବୋଲି ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ବିଭାଗ ପକ୍ଷରୁ…
Archives


