Home

ପୋଖରୀରେ ବୁଡି ଭଉଣୀ ଭାଇ ମୃତ

କୋରାପୁଟ,୧୯।୫(ସ୍ବପ୍ର ): ପୋଖରୀରେ ବୁଡି ଭଉଣୀ ଭାଇ ଙ୍କ ମୃତ୍ୟୁ ହୋଇଛି। କୋରାପୁଟ ଜିଲା ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର…

ସୁପ୍ରିମକୋର୍ଟ ବିଚାରପତି ପଦ ପାଇଁ ମନା କରିଥିଲେ ଏହି ଓକିଲ…

ନୂଆଦିଲ୍ଲୀ,୧୯।୫: ବରିଷ୍ଠ ଓକିଲ କେ.ଭି ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ହୋଇଛନ୍ତି। ବାର୍‌ରୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିବା ଓକିଲଙ୍କ ମଧ୍ୟରେ ସେ ହେଉଛନ୍ତି ଦଶମ। ତେବେ ଜଷ୍ଟିସ କୁଲଦୀପ ସିଂଙ୍କ ନାମ ପୂର୍ବରୁ ଯେଉଁ ନଅ…

ରାଗିଲେ ଦିଦି

କୋଲକାତା,୧୯।୫: ପଶ୍ଚିମବଙ୍ଗର କଥିତ କ୍ୟାଶ ଫର ଜବ ଘୋଟାଲା ମାମଲାରେ ତ୍ରୁଣମୂଳ କଂଗ୍ରେସର ମହାସଚିବ ଅଭିଷେକ ବାନାର୍ଜୀଙ୍କୁ ପଚରାଉଚରା ପାଇଁ ସିବିଆଇ ସମନ ମିଳିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରୋକ୍ଷ ଭାବେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି। ସୂଚନାଯୋଗ୍ୟ,…

ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିବାହର ୩୦ ବର୍ଷ ପରେ ଅଧାରୁ ଛାଡ଼ିଥିବା ପାଠକୁ ସମ୍ପୂର୍ଣ୍ଣ କରିବାକୁ ମନ ବଳେଇଥିଲେ।…

୨୨କ୍ୟାରେଟ କହି ନିମ୍ନମାନର ସୁନା ଦେଇ ଗ୍ରାହକଙ୍କୁ ଆକ୍ରମଣ, ବନ୍ଧା ହେଲେ ଶ୍ରୀରାମ ଜୁଏଲର୍ସର ମାଲିକ

ପୋଲସରା,୧୯।୫: ଦୀଘବର୍ଷ ଧରି ପୋଲସରା ଗୋପବନ୍ଧୁ ହାଇସ୍କୁଲ ଛକ ଠାରେ ସୁନା ବ୍ୟବସାୟ କରୁଥିବା ଶ୍ରୀରାମ ଜୁଏଲର୍ସର ମାଲିକ ବିନୋଦ ବିହାରୀ ପଣ୍ଡା ଜଣେ ଗ୍ରାହକଙ୍କୁ ୨୨ କ୍ୟାରେଟର ସୁନା କହି ନିମ୍ନମାନର ସୁନା ଦେଇ ହରଡ଼ଘଣାରେ ପଡ଼ିଛନ୍ତିି । ଉକ୍ତ…

ଜାପାନର ହିରୋସୀମାରେ ପହଞ୍ଚିଲେ ମୋଦି, ଜି-୭ ସମ୍ମିଳନୀରେ ଭାଗ ନେବେ

ଟୋକିଓ/ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୭ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ଜାପାନର ହିରୋସୀମାରେ ପହଞ୍ଚିଛନ୍ତି। ମୋଦି କହିଛନ୍ତି ଜି-୭ ସମ୍ମିଳନୀରେ ଭାଗ ନେବା ସହ ସେଠାରେ ସେ କେତେଜଣ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବି କରିବେ। ପ୍ରଧାନମନ୍ତ୍ରୀ…

ଭାରତ-ଚାଇନା ସୀମା ବିବାଦ, ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ମୋଦିଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ୩ ଦେଶ(ଜାପାନ, ପପୁଆ ନ୍ୟୁ ଗିନି ଓ ଅଷ୍ଟ୍ରେଲିଆ)କୁ ୬ ଦିନିଆ ଗସ୍ତରେ ଯାଇଛନ୍ତି। ହେଲେ ଏହି ଗସ୍ତ ପୂର୍ବରୁ ଭାରତ-ଚାଇନା ସୀମା ବିବାଦ ଓ ପାକିସ୍ତାନ ସହ କଥାବାର୍ତ୍ତାକୁ ନେଇ ଏକ ସାକ୍ଷାତକାର…

ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ

ଛତ୍ରପୁର,୧୯।୫(ଡିଏନଏ ): ନିଶା ସେବନର ମାୟା ଜାଲରେ ଆଜିକାର ଯୁବପିଢି। ନିଶା ଉଜାଡୁଛି ଅନେକ ପରିବାର ଆଉ ଏହି ନିଶାମୁକ୍ତ ସମାଜ ଗଠନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଛତିଶଗଡ଼ର ଦୁଇ ଯୁବକ । ସେମାନେ ହେଲେ ଦୁଇ…

ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ‘ଶିବଲିଙ୍ଗ’ର ବୈଜ୍ଞାନିକ ପରୀକ୍ଷଣ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୯।୫: ବାରାଣସୀର ଜ୍ଞାନବ୍ୟାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ବୈଜ୍ଞାନିକ ପରୀକ୍ଷଣ ଉପରେ ଶୁକ୍ରବାର ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ଏବେ ମୁଖ୍ୟ ମାମଲା ସହ ପରବର୍ତ୍ତି ଶୁଣାଣି ହେବ। ଆଲ୍ଲାହାବାଦ ହାଇକୋର୍ଟଙ୍କ ବୈଜ୍ଞାନିକ ଯାଞ୍ଚ ନିର୍ଦ୍ଦେଶ ପରେ ମସଜିଦ କମିଟି ରୋକ…

ଆଦାନୀ-ହିଣ୍ଡେନବର୍ଗ ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲା କମିଟି

ନୂଆଦିଲ୍ଲୀ,୧୯।୫: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ଗଠିତ ବିଶେଷଜ୍ଞ କମିଟି ସୁପ୍ରିମକୋର୍ଟରେ ଏହାର ରିପୋର୍ଟ ଦାଖଲ କରିଛି। ୧୭୩ ପୃଷ୍ଠା ସମ୍ବଳିତର ଏହି ରିପୋର୍ଟରେ କୁହାଯାଇଛି ଯେ, ଏପର୍ଯ୍ୟନ୍ତ ଏସ୍‌ଇବିଆଇ ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଆଦାନୀ ଗ୍ରୁପ ଦ୍ୱାରା ଭୂଲ ହୋଇଥିବାର ଦେଖିବାକୁ ମିଳଲା…

‘ମୁଁ ଯେଉଁ ଅଭିଯାନରେ ଲାଗିଛି ତାହା କର୍ନାଟକ ନିର୍ବାଚନରୁ ଶୁଭାରମ୍ଭ ହୋଇଛି’: ନୀତୀଶ କୁମାର

ପାଟନା,୧୯।୫: କର୍ନାଟକ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏବେ ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରି ସାରିଛି କଂଗ୍ରେସ। ଶନିବାର ଅର୍ଥାତ୍‌ ମେ’ ୨୦ରେ କର୍ନାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର…

ଗିରଫ ହେଲେ ବିଗ୍‌ ବି!

ମୁମ୍ବାଇ:କିଛି ଦିନ ପୂର୍ବରୁ ବିଗ୍‌ ବି ଅମିତାଭ ବଚ୍ଚନ ମୁମ୍ବାଇ ଟ୍ରାଫିକ୍‌ରେ ଫଶିଯିବା କାରଣରୁ ଜଣେ ଅପରିଚିତଙ୍କ ବାଇକ୍‌ ପଛରେ ବସି ଯାଉଥିବାର ଫଟୋ ଭାଇରାଲ ହୋଇଥିଲା। ଏହି ଘଟଣାର କିଛିଦିନ ପରେ ଅଭିତାଭ ତାଙ୍କ ଇନଷ୍ଟାଗ୍ରାମ୍‌ରେ ଏକ ଫୋଟ ସେୟାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri