Home

ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଜାହାଜ…

ଏଥେନ୍ସ,୧୦।୪ : ଗ୍ରୀସ ଏବଂ ମାଲ୍ଟା ମଧ୍ୟରେ ମଝି ସମୁଦ୍ରରେ ଏକ ଜାହାଜ ବୁଡ଼ି ଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଯାତ୍ରୀ ନିଖୋଜ ଅଛନ୍ତି। ଜାହାଜରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ। ଡଙ୍ଗାଟି ଲିବିଆର…

ବାଡ଼ ରହିଛି, ଗଛ ନାହିଁ

ପଟ୍ଟାମୁଣ୍ଡାଇ,୧୦ା୪(ସ୍ବ.ପ୍ର.): ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଲକ୍ଷ୍ୟକରି ବନ ବିଭାଗ ପକ୍ଷରୁ ବୃକ୍ଷ ରୋପଣକୁ ଗୁରୁତ୍ୱ ଦିଆଯାଉଛି। ହେଲେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ପ୍ରତିବର୍ଷ ବନୀକରଣ ନାମରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଗଛ ଲଗାଯାଉଛି…

କ୍ୟାଲ୍‌ସିୟମ କାର୍ବାଇଡକୁ ନେଇ ଚିନ୍ତା

କେନ୍ଦ୍ରାପଡ଼ା ଅଫିସ, ୧୦ା୪: ଆଗକୁ ପଣା ସଂକ୍ରାନ୍ତି ସମେତ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ରମଜାନ ମାସ ଚାଲିଛି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପ୍ରଚୁର ମାତ୍ରାରେ ଫଳ ବଜାରକୁ ଆସୁଛି। ତେବେ ଏହି ଫଳ ଆମ ପାଇଁ ବିଭିନ୍ନ ରୋଗର କାରଣ…

ଶ୍ରୀଲଙ୍କାର ମହାବୋଧି ବୃକ୍ଷ ପାଇଁ ସଙ୍କଟ ସାଜିଛି ଚାଇନା ପାଓ୍ବାର ପ୍ଲାଣ୍ଟ୍‌…

କଲମ୍ବୋ,୧୦।୪ : ଶ୍ରୀଲଙ୍କାର ନୋରୋଚୋଲାଇରେ ଚାଇନା ଦ୍ୱାରା ନିର୍ମିତ ଏକ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରୁ ବିଷାକ୍ତ ଏସିଡ ବାହାରିବା କାରଣରୁ ଦୁନିଆର ସର୍ବ ପୁରାତନ ବୃକ୍ଷ ମହାବୋଧି ବୃକ୍ଷ ପ୍ରତି ସଙ୍କଟ ସୃଷ୍ଟି ହୋଇଛି। ପରିବେଶରେ ଏହି ବିଷାକ୍ତ ଏସିଡ ବିସର୍ଜନ…

ପୁରୁଣା ଭର୍ସନ, ଅନାମଧ୍ୟେୟ ବ୍ରାଣ୍ଡ୍‌

ଯାଜପୁର ଅଫିସ,୧୦ା୪: ଯାଜପୁର ଜିଲାରେ ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ (ଓଏମ୍‌ବିଏଡିସି)ପାଣ୍ଠିରେ କାର୍ଯ୍ୟକାରୀ ହୋଇଥିବା ବିଦ୍ୟାଳୟ ରୂପାନ୍ତରୀକରଣ ଯୋଜନା ବା ସ୍ମାର୍ଟ ସ୍କୁଲ ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜିଲାରେ ଏପର୍ଯ୍ୟନ୍ତ ୨୪୯ଟି ହାଇସ୍କୁଲର ରୂପାନ୍ତରୀକରଣ…

ବିବାଦ ପରେ ଟୁଇଟର ପରିବର୍ତ୍ତନ କଲା ଏନପିଆର ଲେବୁଲ…

ଓ୍ବାଶିଂଟନ,୧୦।୪ : ବିବାଦ ପରେ ଆମେରିକାର ରେଡିଓ ନେଟୱାର୍କ ଏନପିଆର ଅର୍ଥାତ ନ୍ୟାଶନାଲ ପବ୍ଲିକ ରେଡିଓକୁ ଦିଆଯାଇଥିବା ‘ରାଜ୍ୟ-ଅନୁବନ୍ଧିତ ମିଡିଆ’ ଲେବଲ ଟୁଇଟର ପ୍ରତ୍ୟାହାର କରିନେଇଛି। ସେ ବର୍ତ୍ତମାନ ରେଡିଓକୁ ସରକାରୀ ଅନୁଦାନ ବୋଲି ବର୍ଣ୍ଣନା କରିଛନ୍ତି। ଏଲୋନ ମସ୍କର ସୋସିଆଲ…

ମେସିଙ୍କ ପ୍ରଦର୍ଶନରେ ପିଏସ୍‌ଜି ବିଜୟୀ

ପ୍ୟାରିସ୍‌, ୧୦ା୪(ଏପି): ଫ୍ରେଞ୍ଚ୍‌ ଲିଗ୍‌ରେ ଲିଓନେଲେ ମେସିଙ୍କ ଉନ୍ନତ ପ୍ରଦର୍ଶନ ବଳରେ ପ୍ୟାରିସ୍‌ ସେଣ୍ଟ୍‌ ଜର୍ମେନ୍‌(ପିଏସ୍‌ଜି)୨-୦ ଗୋଲ୍‌ରେ ନାଇସ୍‌ ଦଳକୁ ପରାସ୍ତ କରିଛି। ଫଳରେ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି। ପ୍ରଥମେ ଖେଳର ୨୬ତମ ମିନିଟ୍‌ରେ…

ବଜ୍ରପାତ ସମ୍ପର୍କିତ ସୂଚନା ଜିଲାପାଳଙ୍କୁ ଆଗୁଆ ଦିଅ: ଏସ୍‌ଆର୍‌ସି

ଭୁବନେଶ୍ବର,୧୦ା୪(ବ୍ୟୁରୋ): କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତର ମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଏଥିଯୋଗୁ କେତେକଙ୍କ ଜୀବନ ମଧ୍ୟ ଗଲାଣି। ଜନସାଧାରଣଙ୍କୁ ଏଭଳି ବିପତ୍ତି ସମ୍ବନ୍ଧରେ ଆଗୁଆ ସୂଚନା ଦେବା ସକାଶେ ସରକାରୀ ତତ୍ପରତା ପ୍ରକାଶ ପାଇଛି। ରବିବାର ସ୍ବତନ୍ତ୍ର…

ଆଇଏମ୍‌ଙ୍କ ସହ ଡ୍ର ରଖିଲେ ୧୨ ବର୍ଷୀୟ ଇଶାନ

ମୁମ୍ବାଇ, ୧୦ା୪(ପି.ଟି.): ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଟୁର୍ନାମେଣ୍ଟର ରାଉଣ୍ଡ-୩ରେ ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ୧୨ ବର୍ଷୀୟ ଇଶାନ ତେନ୍ଦୋଲକର। ଟପ୍‌ ସିଡ୍‌ ତଥା ଇଣ୍ଟରନ୍ୟାଶନାଲ ମାଷ୍ଟର ବିକ୍ରମାଦିତ୍ୟ କୁଲକର୍ନୀଙ୍କ ବିପକ୍ଷ ଗେମ୍‌ ସେ ଡ୍ର’ ରଖିବାରେ ସମର୍ଥ…

ବିଜୟପଥକୁ ଫେରିବା ଲକ୍ଷ୍ୟରେ ଆର୍‌ସିବି

ବେଙ୍ଗାଲୁରୁ, ୧୦ା୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ଭେଟିବ। ଏଥିରେ ଦଳ ବ୍ୟାଟରମାନଙ୍କଠାରୁ ଅଧିକ ରନ ଏବଂ ଡେଥ୍‌ ଓଭରଗୁଡ଼ିକରେ ଶୃଙ୍ଖଳିତ ବୋଲିଂ ଆଶା କରିବ। ଆରସିବି ଏହି ମ୍ୟାଚ…

ରାଜାଓ୍ବତ୍‌ଙ୍କୁ ପ୍ରଥମ ଓ୍ବାଲର୍‌ଡ ଟୁର୍‌ ଟାଇଟଲ

ଓର୍ଲିନ୍ସ, ୧୦ା୪(ପି.ଟି.): ଡେନ୍‌ମାର୍କର ମାଗ୍ନସ ଜୋହାନସେନଙ୍କ ବିପକ୍ଷ ଫାଇନାଲରେ ରୋମାଞ୍ଚକ ବିଜୟ ସହ ଭାରତର ପ୍ରିୟାଂଶୁ ରାଜାଓ୍ବତ୍‌ ଏଠାରେ ଚାଲିଥିବା ଓର୍ଲିନ୍ସ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ଏହା ହେଉଛି ତାଙ୍କର ପ୍ରଥମ ବିଡବ୍ଲ୍ୟୁଏଫ୍‌(ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ)ଓ୍ବାଲର୍‌ଡ…

ବ୍ରହ୍ମପୁରରେ ଚାନ୍ଦି ଭଣ୍ଡାର ଷ୍ଟୋର

ବ୍ରହ୍ମପୁର ଅଫିସ,୧୦ା୪: ରାଜ୍ୟର ପ୍ରମୁଖ ରୁପା ଅଳଙ୍କାର ପ୍ରତିଷ୍ଠାନ ଚାନ୍ଦି ଭଣ୍ଡାରର ନୂତନ ଶୋ’ ରୁମ୍‌ ରବିବାର ବ୍ରହ୍ମପୁରର ଧର୍ମନଗର ମେନ୍‌ ରୋଡସ୍ଥିତ ଅଳକାପୁରୀ ମାର୍କେଟ କମ୍ପ୍ଲେକ୍ସଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଚାନ୍ଦି ଭଣ୍ଡାରର ନିର୍ଦ୍ଦେଶିକା ଲିପ୍‌ସା ହଂସ ସମ୍ମାନୀତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri