ନୂଆ ମହାମାରୀର ମୁକାବିଲା ପାଇଁ ପ୍ରସ୍ତୁତିରେ ନହେଉ ବିଳମ୍ବ: ଡବ୍ଲୁଏଚଓ ମୁଖ୍ୟ…
ଜେନେଭା,୨୪।୫ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ)ର ୭୬ ତମ ସାଧାରଣସଭା ସ୍ବିଜରଲାଣ୍ଡର ଜେନେଭାରେ ଆରମ୍ଭ ହୋଇଛି। ସଭାରେ ଜୀବନ ବଞ୍ଚାଇବା, ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟସେବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଡବ୍ଲୁଏଚଓର ପ୍ରତିଷ୍ଠା ହେବାର ୭୫ ତମ ବାର୍ଷିକୀ ପୂରଣ…
ଏମଭିଏ ଆସନ ଭାଗବଣ୍ଟା: ଯୋଗ୍ୟତା ଆଧାର ଉପରେ ଗୁରୁତ୍ୱାରୋପ କଲା କଂଗ୍ରେସ…
ମୁମ୍ବାଇ,୨୪।୫ : ସମସ୍ତ ଦଳ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିରୋଧୀ ଦଳର ଏକମାତ୍ର ଲକ୍ଷ୍ୟ ହେଉଛି ଭାଜପାକୁ ପରାସ୍ତ କରିବା। ଏହି ବିଷୟରେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟିର ଏକ କାର୍ଯ୍ୟନିର୍ବାହୀ ବୈଠକ ଅନୁଷ୍ଠିତ…
‘ଅନୁପମା’ ଫେମ ନିତେଶ ପାଣ୍ଡେଙ୍କ ୫୧ ବର୍ଷ ବୟସରେ ପରଲୋକ
ମୁମ୍ବାଇ: ଜଣାଶୁଣା ଟେଲିଭିଜନ ଅଭିନେତା ନୀତେଶ ପାଣ୍ଡେଙ୍କର ୫୧ ବର୍ଷ ବୟସରେ ପରଲୋକ ହୋଇଛି। ନୀତେଣ ଅନୁପମା ଧାରାବାହିକରେ ଧିରଜ କପୁର ଚରିତ୍ରରେ ଅଭିନୟ କରୁଥିଲେ। ହୃଦଘାତ ଯୋଗୁ ତାଙ୍କର ପରଲୋକ ହୋଇଥିବା ଜଣାପଡିଛି। ବୁଧବାର ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ…
ମୋଦିଙ୍କ ଦାଦାଗିରି ଅସହ୍ୟ ହେବାରେ ଲାଗିଛି: ସଞ୍ଜୟ ସିଂ…
ନୂଆଦିଲ୍ଲୀ,୨୪।୫ : ଦିଲ୍ଲୀ ସରକାରଙ୍କ ନୂତନ ଏକ୍ସାଇଜ ପଲିସିରେ ହୋଇଥିବା ସ୍କାମକୁ ନେଇ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର କାର୍ଯ୍ୟ ଜାରି ରହିଛି। ସଦ୍ୟତମ ମାମଲାରେ ବରିଷ୍ଠ ଆମ ଆଦମୀ ପାର୍ଟି ନେତା ତଥା ଏମପି ସଞ୍ଜୟ ସିଂଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ କରିବାକୁ…
କ୍ରୟ ପରେ ଦେୟ ପୂର୍ବରୁ ଦେବାକୁ ପଡିବ ନାହିଁ ଫୋନ ନମ୍ବର, ଗ୍ରାହକ ଫୋରମ ପକ୍ଷରୁ ଆଡଭାଇଜରୀ ଜାରି …
ନୂଆଦିଲ୍ଲୀ,୨୪।୫ : ବର୍ତ୍ତମାନ କ୍ରୟ ପରେ ଦେୟ ପୂର୍ବରୁ ଆଉ ଫୋନ ନମ୍ବର ଦେବାକୁ ପଡିବ ନାହିଁ। ଏନେଇ ଗ୍ରାହକ ଫୋରମ ପକ୍ଷର ଆଡଭାଇଜରୀ ଜାରି କରାଯାଇଛି। ଗ୍ରାହକ ବ୍ୟାପାର ବିଭାଗ ଏହି ପ୍ରକ୍ରିୟା ଉପରେ ଏକ ଯାଞ୍ଚ କରିଛି। ଯଦିଓ…
ଖାଇକୁ ଖସିଲା କ୍ରୁଜର: ୭ ମୃତ
ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀରର କିଶ୍ଚଓ୍ବରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଧାନ୍ଦୁର ପାଓ୍ବାର ପ୍ରକଳ୍ପର କର୍ମଚାରୀଙ୍କୁ ନେଇ ଯାଉଥିବା ଏକ କ୍ରୁଜ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ…
ସେପ୍ଟେମ୍ବର ସୁଦ୍ଧା ଶ୍ରୀଲଙ୍କା ଋଣ ପୁନର୍ଗଠନ ହାସଲ କରିବା ଜରୁରୀ: ଆଇଏମଏଫ…
କଲମ୍ବୋ,୨୪।୫ : ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ ) ପୁଣି କହିଛି ଶ୍ରୀଲଙ୍କାକୁ ସେପ୍ଟେମ୍ବର ସୁଦ୍ଧା ଋଣ ପୁନର୍ଗଠନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ପଡିବ। ନଗଦ ଅର୍ଥର ସଙ୍କଟ ସମ୍ମୁଖୀନ ହେଉଥିବା ଦେଶ ଶ୍ରୀଲଙ୍କାକୁ ଦିଆଯାଇଥିବା ବେଲ ଆଉଟ ସୁବିଧାକୁ ଆଇଏମଏଫ…
ନାଟୋରେ ସାମିଲ ହେବନି ଜାପାନ…
ଟୋକିଓ,୨୪।୫ : ଏକ ଅଧିକାରୀକ କିମ୍ବା ଅର୍ଦ୍ଧ ଅଫିସିଆଲ ସଦସ୍ୟ ଭାବରେ ନାଟୋରେ ଯୋଗଦେବାକୁ ଜାପାନର କୌଣସି ଯୋଜନା ନାହିଁ। ଏହି ସୂଚନା ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ପ୍ରଦାନ କରିଛନ୍ତି। ଏଥି ସହିତ କିଛି ସମୟ ପୂର୍ବରୁ ଜାପାନ ପ୍ରଧାନମନ୍ତ୍ରୀ…
ସାଇବର କାର୍ଯ୍ୟକଳାପ ପାଇଁ ଉତ୍ତର କୋରିଆ ବିରୋଧରେ ପ୍ରତିବନ୍ଧକ ଲଗାଇଲା ଆମେରିକା …
ଓ୍ବାଶିଂଟନ,୨୪।୫ : ଖରାପ ସାଇବର କାର୍ଯ୍ୟକଳାପ ପାଇଁ ଆମେରିକା ଉତ୍ତର କୋରିଆ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକା ସରକାର ମଙ୍ଗଳବାର ଉତ୍ତର କୋରିଆ ଗୋଷ୍ଠୀ ଉପରେ ନୂଆ କଟକଣା ଘୋଷଣା କରିଛନ୍ତି। ସରକାର କହିଛନ୍ତି ହ୍ୟାକରମାନେ ପ୍ୟୋଙ୍ଗୟାଙ୍ଗର ଅସ୍ତ୍ର କାର୍ଯ୍ୟକ୍ରମ ପାଇଁ…
ବେଙ୍ଗାଲୁରୁରେ ମହାବାଣିଜ୍ୟ ଦୂତାବାସ ସ୍ଥାପନ କରିବ ଅଷ୍ଟ୍ରେଲିଆ…
ସିଡନୀ,୨୪।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦୁଇ ଦିନିଆ ଅଷ୍ଟ୍ରେଲିଆ ଗସ୍ତ ସମୟରେ ବ୍ରିସବେନରେ ଖୁବ ଶୀଘ୍ର ଏକ ନୂତନ କନସୁଲେଟ ଖୋଲାଯିବ ବୋଲି ଘୋଷଣା କରିଛନ୍ତି। ଏହି ସମୟରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନେ ବେଙ୍ଗାଲୁରୁରେ ଏକ ନୂତନ…
ଇଲିମିନେଟର ମ୍ୟାଚରେ ଏମଆଇ-ଏଲଏସଜି ଲଢ଼େଇ…
ଚେନ୍ନାଇ,୨୪।୫ : ଆଇପିଏଲ ୨୦୨୩ର ଇଲିମିନେଟର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ମଧ୍ୟରେ ବୁଧବାର ସନ୍ଧ୍ୟା ସାଢ଼େ ୭ରେ ଖେଳାଯିବ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ବିଜେତା ଦଳ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ…
ସିଏସକେକୁ ଫାଇନାଲ ଟିକଟ…
ଚେନ୍ନାଇ,୨୩।୫ : ଆଇପିଏଲ ୨୦୨୩ର ପ୍ରଥମ କ୍ୱାଲିଫାୟର ମ୍ୟାଚରେ ଗୁଜରାଟ ଟାଇଟାନ୍ସ (ଜିଟି ) ବିପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ୧୫ ରନରେ ବିଜୟ ହାସଲ କରିଛି । ଏହା ସହିତ ସିଏସକେକୁ ଫାଇନାଲ ଖେଳିବାର ଟିକଟ ମିଳିଛି। ସିଏସକେକୁ…
Archives


