Home

କାମ ଦେଲା ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ: ଖଲିସ୍ତାନ ସମର୍ଥକଙ୍କୁ ଟଝକା, ଜନମତ ସଂଗ୍ରହ ଅଭିଯାନ ରଦ୍ଦ…

ସିଡନୀ,୩୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଷ୍ଟ୍ରେଲିଆ ଗସ୍ତ କାମ ଦେଇଛି। ଅଷ୍ଟ୍ରେଲିଆ ଗସ୍ତ ସିଡନୀ ମେସନିକ ସେଣ୍ଟର (ଏସଏମସି) ବିବାଦୀୟ ସଂଗଠନ ଶିଖ ଫର ଜଷ୍ଟିସ ଯୋଜନାକୁ ବିଫଳ କରିଛି। ସିଡନୀରେ ଏକ ପ୍ରସ୍ତାବିତ ସଂଗଠନ ଉପନିର୍ବାଚନ ପାଇଁ ପ୍ରସ୍ତାବିତ…

ସଂସଦରେ ଅଖଣ୍ଡ ଭାରତ ଭିତ୍ତି ଚିତ୍ର ନେଇ ଚାଇନାର ପ୍ରଶ୍ନ, ନେପାଳ କଲା ଚିନ୍ତା ପ୍ରକଟ…

ବେଜିଂ/କାଠମାଣ୍ଡୁ,୩୧।୫ : ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟରାଇ ଦ୍‌ଭାରତର ନୂତନ ସଂସଦ ଭବନରେ ଅଖଣ୍ଡ ଭାରତ ଭିତ୍ତି ଚିତ୍ର ନେଇ ଉଦବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଭିତ୍ତି ଚିତ୍ରରେ ପଡୋଶୀ ଦେଶ ପ୍ରତି ପ୍ରାଚୀନ ଭାରତୀୟ ଚିନ୍ତାଧାରାର ପ୍ରଭାବ…

ଭାରତ ଯୋଡୋ ଯାତ୍ରାକୁ ରୋକିବାକୁ ଚେଷ୍ଟା କରିଥିଲେ ମୋଦି ସରକାର, ଏଜେନ୍ସିର କରାଯାଉଛି ଅପବ୍ୟବହାର: ରାହୁଲ…

ସାନ ଫ୍ରାନ୍ସିସ୍କୋ,୩୧।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେରିକାର ତିନି ସହର ଗସ୍ତରେ ମଙ୍ଗଳବାର ସାନ ଫ୍ରାନ୍ସିସ୍କୋରେ ପହଞ୍ଚିଛନ୍ତି। ଏହି ସମୟରେ ରାହୁଲ ଗାନ୍ଧୀ କାଲିଫର୍ନିଆ ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମ ସମୟରେ ଭାରତ ଯୋଡା ଯାତ୍ରା ବିଷୟରେ ଖୋଲାଖୋଲି ଭାବେ…

କିମ୍‌ କଲେ ବାଲିଷ୍ଟିକ ମିଶାଇଲ ଉତକ୍ଷେପଣ: ଜାପାନ ପକ୍ଷରୁ ସର୍ତକ ସୂଚନା ଜାରି…

ଟୋକିଓ/ପ୍ୟୋଙ୍ଗୟାଙ୍ଗ,୩୧।୫ : ସାମରିକ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ନିଶ୍ଚିତ କରିବା ପରେ ଉତ୍ତର କୋରିଆ ବୁଧବାର ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଉତକ୍ଷେପଣ କରିଛି। ଦକ୍ଷିଣ କୋରିଆର ସାମରିକ ରିପୋର୍ଟରେ କୁହାଯାଇଛି ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ତେବେ…

ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ, ପୁଣି ହେବ ଜୁନରେ…

ପ୍ୟୋଙ୍ଗୟାଙ୍ଗ,୩୧।୫ : ବୁଧବାର ଉତ୍ତର କୋରିଆ କହିଛି ଏହାର ପ୍ରଥମ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ ବିଫଳ ହୋଇଛି। ଏଥି ସହିତ ଜୁନ ମାସରେ ଏହା ପୁଣି ଥରେ ଲଞ୍ଚ ହେବ। ଉତ୍ତର କୋରିଆ କହିଛି ଗୁପ୍ତଚର ଉପଗ୍ରହ ନେଇଥିବା ଏହି ରକେଟ…

ଦଲାଇ ଲାମାଙ୍କୁ ବଦନାମ କରିବାକୁ ଚାଇନାର ଷଡ଼ଯନ୍ତ୍ର: ୮ ବର୍ଷ ଶିଶୁଙ୍କ ଭିଡ଼ିଓ କଲା ଭାଇରାଲ…

ବେଜିଂ/ଲାସା,୩୧।୫ : ଚାଇନା କମ୍ୟୁନିଷ୍ଟ ପାର୍ଟି (ସିସିପି) ତିବ୍ଦତର ଆଧ୍ୟାତ୍ମିକ ନେତା ଦଲାଇ ଲାମାଙ୍କ ବିରୋଧରେ ସୋସିଆଲ ମିଡିଆରେ ଏକ ବଦନାମ ଅଭିଯାନ ଆରମ୍ଭ କରିଛି। ଦଲାଇ ଲାମା ୧୯୫୯ ମସିହାରୁ ଭାରତରେ ଆଶ୍ରୟ ନେଇଛନ୍ତି। ତାଙ୍କ ମାତୃଭୂମି ଚାଇନା ଦ୍ୱାରା…

ଦକ୍ଷିଣ ଚାଇନା ସାଗର ଅଞ୍ଚଳ ପୁଣି ଅଶାନ୍ତ: ଆମେରିକା-ଚାଇନା ଯୁଦ୍ଧ ବିମାନ ମୁହାଁମୁହିଁ…

ଓ୍ବାଶିଂଟନ/ବେଜିଂ,୩୧।୫ : ଆମେରିକା ଏବଂ ଚାଇନା ମଧ୍ୟରେ ପୁଣି ଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ମେ ୩୦ ରେ, ଏକ ଚାଇନା ଯୁଦ୍ଧ ବିମାନ ଅନ୍ତର୍ଜାତୀୟ ଆକାଶ ମାର୍ଗରେ ଦକ୍ଷିଣ ଚାଇନା ସାଗର ଉପରେ ଆମେରିକାର ସାମରିକ ବିମାନର ଅତି…

ଆଜି ଯୁକ୍ତ୨ ବିଜ୍ଞାନ, ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପରିଚାଳିତ ଯୁକ୍ତ୨ ପରୀକ୍ଷାଫଳକୁ ନେଇ ଲାଗି ରହିଥିବା ଦ୍ୱନ୍ଦ୍ୱର ଅନ୍ତ ଘଟିଛି। ବୁଧବାର ପୂର୍ବାହ୍ନ ୧୧ଟାରେ ପରିଷଦ କାର୍ଯ୍ୟାଳୟରେ ୨୦୨୨-୨୩ ଶିକ୍ଷାବର୍ଷର ଯୁକ୍ତ୨ ପରୀକ୍ଷାଫଳ ପ୍ରକାଶ ପାଇବାକୁ ଯାଉଛି। ଏନେଇ ମଙ୍ଗଳବାର ସିଏଚ୍‌ଏସ୍‌ଇ ପକ୍ଷରୁ…

ଜୁଲାଇ ୪ରେ ଭର୍ଚୁଆଲରେ ଏସ୍‌ସିଓ ବୈଠକ କରିବ ଭାରତ, ଏହି ଦେଶକୁ ଦିଆଯାଇଛି ନିମନ୍ତ୍ରଣ

ନୂଆଦିଲ୍ଲୀ,୩୧।୫: ଭାରତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ମଙ୍ଗଳବାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ଶିଖର ସମ୍ମିଳନୀ ଭର୍ଚୁଆଲ ମୋଡରେ ହେବ। ତେବେ ଭର୍ଚୁଆଲ ମୋଡରେ ରଖିବାର କାରଣ…

୪୦ ମେଡିକାଲ କଲେଜର ମାନ୍ୟତା ରଦ୍ଦ: ୧୫୦ କଲେଜ କେନ୍ଦ୍ର ରାଡାରରେ…

ନୂଆଦିଲ୍ଲୀ,୩୦।୫ : ଦେଶର ୪୦ ଟି ମେଡିକାଲ କଲେଜର ମାନ୍ୟତା କେନ୍ଦ୍ର ସରକାର ରଦ୍ଦ କରିଛନ୍ତି। ୧୫୦ ଟି ମେଡିକାଲ କଲେଜ କେନ୍ଦ୍ର ରାଡାରରେ ଅଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମେଡିକାଲ କଲେଜଗୁଡ଼ିକରେ ଯାଞ୍ଚ ସମୟରେ ଅନେକ ପ୍ରକାରର ତ୍ରୁଟି…

ଇ-ସିଗାରେଟ ନିଶାରେ ବିଟ୍ରେନ ପିଲା: କଠୋର ପଦକ୍ଷେପ ନେଲେ ସୁନକ…

ଲଣ୍ଡନ,୩୦।୫ : ଇ-ସିଗାରେଟ ଦ୍ୱାରା ହୋଇଥିବା କ୍ଷତି କାହାଠାରୁ ଲୁକ୍କାୟିତ ନୁହେଁ। ତଥାପି ଛୋଟ ପିଲାମାନେ ଏହାକୁ ବ୍ୟବହାର କରୁଛନ୍ତି। ଏହା ଭାରତରେ ନିଷେଧ। ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ମଧ୍ୟ ଏହା ବିରୋଧରେ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି।…

ସହରାଞ୍ଚଳ ବେକାରଙ୍କ ସଂଖ୍ୟା କମି ୬.୮ ପ୍ରତିଶତ ହେଲା…

ନୂଆଦିଲ୍ଲୀ,୩୦।୫ : ଦେଶରେ ସହରୀ ବେକାରୀ ହାରରେ ହ୍ରାସ ଘଟିଛି। ଅକ୍ଟୋବର-ଡିସେମ୍ବର ୨୦୨୨ ରେ ସହରଗୁଡିକରେ ବେକାରୀ ହାର ୭.୨ ପ୍ରତିଶତ ଥିଲା, ଯାହା ଜାନୁଆରୀ-ମାର୍ଚ୍ଚ ୨୦୨୩ ରେ ୬.୮ ପ୍ରତିଶତ କୁ ଖସି ଆସିଛି। ପରିସଂଖ୍ୟାନ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri