Home

ହିଂସା ନୁହେଁ, କେବଳ ଶାନ୍ତି ହିଁ ସମାଧାନ ହେବ: ରାହୁଲ

ଇମ୍ଫାଲ,୩୦।୬: ମଣିପୁରରେ ଦୁଇ ଦିନିଆ ଗସ୍ତରେ ଥିବା ରାହୁଲ ଗାନ୍ଧୀ ପୀଡିତାଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି। ରାହୁଲ ଗାନ୍ଧୀ କହିଛନ୍ତି, ହିଂସାରୁ କୌଣସି ପ୍ରକାରର ସମାଧାନ ବାହାରିବ ନାହିଁ, କେବଳ ଶାନ୍ତି ହିଁ ସମାଧାନ। ଗଣମାଧ୍ୟମ ସହ କଥାବାର୍ତ୍ତା…

ଆପରାଧିକ ମାମଲାରେ ଟ୍ରମ୍ପଙ୍କ ଲୋକପ୍ରିୟତା ହ୍ରାସ, ରାଷ୍ଟ୍ରପତି ଦୌଡରୁ ପଡିବେ କି ବାଦ୍‌!

ଓ୍ବାଶିଂଟନ୍‌,୩୦।୬:ହ୍ବାଇଟ୍‌ ହାଉସ୍‌ର ଅଫିସିଆଲ ଦସ୍ତାବିଜକୁ ନିଜ ଘରେ ଲୁଚାଇବା ମାମଲାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଅପରାଧୀ ସାଜିଥିବା ଟ୍ରମ୍ପ ଆଗାମୀ ନିର୍ବାଚନରେ ରାଷ୍ଟ୍ରପତି ଦୌଡରେ ସାମିଲ୍‌ ହୋଇଛନ୍ତି। ତେବେ ନିକଟରେ କରାଯାଇଥିବା…

ଖରାପ ସମୟ ଦେଇ ଗତିକରୁଛି ପାକିସ୍ତାନ, ଆଇଏମ୍‌ଏଫ୍‌ରୁ ଋଣ ନେବାକୁ ସମସ୍ତ ସର୍ତ୍ତରେ ରାଜି

ଇସଲାମାବାଦ,୩୦ା୬: ପାକିସ୍ତାନ ଇତିହାସରେ ମୁଦ୍ରାସ୍ଫୀତିର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଯଦି ଏହା ଆଇଏମ୍‌ଏଫ୍‌ରୁ ଋଣ ନ ପାଏ ତେବେ ଏହି ଦେଶ ଯେକୌଣସି ସମୟରେ ଡିଫଲ୍ଟ ହୋଇପାରେ। ଲୋକମାନେ ଖାଦ୍ୟ ପାଉନାହାନ୍ତି, ଏଟିଏମ୍‌ରେ ଟଙ୍କା ନାହିଁ, ଚିକେନ୍‌ର…

ଭାରତ ସରକାରଙ୍କୁ ପ୍ରଶଂସା କଲା ୟୁଏନ୍‌, ଭାରତକୁ ଏହି ଲିଷ୍ଟରୁ ଦେଲା ବାଦ୍‌

ଜାତିସଂଘ,୩୦।୬:ମିଳିତ ଜାତିସଂଘରୁ ଭାରତକୁ ଏକ ଚିନ୍ତାଜନକ ତାଲିକାରୁ ବାଦ୍‌ ଦିଆଯାଇଛି। ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ଏନେଇ ସୂଚନା ଦେଇଛନ୍ତି। ‘ଶିଶୁ ଏବଂ ସଶସ୍ତ୍ର ସଂଘର୍ଷ’ ପ୍ରସଙ୍ଗରେ ଦୀର୍ଘ ୧୩ବଷର୍ର୍ ପରେ ୨୦୨୩ ବାର୍ଷିକ ରିପୋର୍ଟରୁ ଭାରତର ନାମକୁ ବାହାର କରାଯାଇଛି।…

ବାହାନଗା ଟ୍ରେନ ଦୁର୍ଘଟଣା: ୨୯ଜଣଙ୍କ ଡିଏନ୍‌ଏ ରିପୋର୍ଟ ଚିହ୍ନଟ

ଭୁବନେଶ୍ୱର,୩୦ା୬(ଅଭିଜିତ ଦାସ): ବାଲେଶ୍ୱର ଜିଲା ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକଙ୍କ ପରିଚୟ ଜାଣିବା ପାଇଁ ଭୁବନେଶ୍ୱର ଏମ୍ସ ପକ୍ଷରୁ ଡିଏନ୍‌ଏ ପରୀକ୍ଷା ପାଇଁ ନମୁନା ଦିଲ୍ଲୀ ପଠାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୨୯ଜଣଙ୍କ ଡିଏନ୍‌ଏ ରିପୋର୍ଟ ଚିହ୍ନଟ ହୋଇଛି। ଏହି ରିପୋର୍ଟ ଭୁବନେଶ୍ୱର…

ଟୁଇଟର୍‌କୁ ବଡ଼ ଝଟ୍‌କା: ଲାଗିଲା ୫୦ ଲକ୍ଷ ଟଙ୍କାର ଜରିମାନା

ବେଙ୍ଗାଲୁରୁ,୩୦ା୬: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର କମ୍ପାନୀ ଦ୍ୱାରା ତଥ୍ୟ ହଟାଇବା ତଥା ଅବରୋଧ କରିବା ଆଦେଶକୁ ଚ୍ୟାଲେଞ୍ଜ କରି କର୍ନାଟକ ହାଇକୋର୍ଟ ଶୁକ୍ରବାର ଟୁଇଟର ଦାଖଲ କରିଥିବା ଏକ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହା ସହିତ କମ୍ପାନୀର…

ପ୍ରକାଶ ପାଇଲା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟ ସ୍ନାତକ ପରୀକ୍ଷା ଫଳ: ତାରାପ୍ରସାଦ ମାର୍ଥା ଶ୍ରେଷ୍ଠ ସ୍ନାତକ

ଖୋର୍ଦ୍ଧା,୩୦ା୬(ପ୍ରଭାତ ପାଣିଗ୍ରାହୀ): ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ପଞ୍ଚଦଶତମ ଶେଷବର୍ଷ ସ୍ନାତକ ପାଠ୍ୟକ୍ରମର ବାର୍ଷିକ ପରୀକ୍ଷା ଫଳ-୨୦୨୩ ଶିକ୍ଷା ବର୍ଷ ନିମନ୍ତେ ଶୁକ୍ରବାର ମୈତ୍ରୀଭବନ ପରିସରରେ ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କ ମୋଟ୍‌ ପାସ୍‌ ହାର ଶତକଡ଼ା ୮୭.୮ ପ୍ରତିଶତ ରହିଥିବା…

ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ମାଡ଼ିଗଲା ଆଉ ଏକ ଟ୍ରକ୍‌

ତାଳଚେର,୩୦ା୬(ମନୋଜ ନନ୍ଦ): ତାଳଚେର କୋଲ୍‌ଫିଲଡ୍ସର ଭୁବନେଶ୍ୱରୀ କୋଇଲା ଖଣି କୋଲ୍‌ କରିଡର ରାସ୍ତାର ଟ୍ରକ୍‌ ପାର୍କିଂଠାରେ ଜଣେ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଶୁକ୍ରବାର ଅନ୍ୟ ଗୋଟିଏ ଟ୍ରକ ମାଡ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଅନୁଗୋଳ…

ଦେହରେ ସାବୁନ ଲଗାଇ ବାଇକ୍‌ ଧରି ବର୍ଷାରେ ଗାଧୋଇବା ପାଇଁ ବାହାରିଲେ ଦୁଇ ଯୁବକ, ଭିଡିଓ ଦେଖିଲେ…

ମୌସୁମୀ ବାୟୁ ଇତିମଧ୍ୟରେ ସମଗ୍ର ଭାରତରେ ପହଞ୍ଚିସାରିଛି। ଏହି ସମୟରେ କେତେକ ସ୍ଥାନରେ ଲୋକମାନେ ବର୍ଷାକୁ ଖୁବ୍‌ ମନଭରି ଉପଭୋଗ କରୁଛନ୍ତି। ଆଉ କିଛି ସ୍ଥାନରେ ବର୍ଷା ଲୋକଙ୍କ ପାଇଁ ବିପର୍ଯ୍ୟୟ ଆଣିଛି। ଏବେ ସୋସିଆଲ ମିଡିଆରେ ବର୍ଷା ସହ ଜଡ଼ିତ…

ଇସ୍ତଫା ଦେବେ ମଣିପୁର ମୁଖ୍ୟମନ୍ତ୍ରୀ!

ଇମ୍ଫାଲ,୩୦।୬: ମଣିପୁରରେ ପ୍ରାୟ ଦୁଇମାସ ଧରି ଜାତି ହିଂସା ଲାଗିରହିଛି। ଶାନ୍ତି ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ସତ୍ତ୍ୱେ ସ୍ଥିତିରେ ସୁଧାର ଆସୁନାହିଁ। ଏହି ସମୟରେ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ, ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବିରେନ ସିଂ ଶୁକ୍ରବାର…

ଏହି ସହରରେ ଶସ୍ତାରେ ପାଇବେ ଘର

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ-ଏନ୍‌ସିଆରରେ ନିଜ ଘରର ସ୍ବପ୍ନ ଦେଖୁଥିବା ଲୋକଙ୍କ ପାଇଁ ଦୁଇଗୁଣ ଖୁସି ଖବର ଆସିଛି। ଦିଲ୍ଲୀ ବିକାଶ ପ୍ରାଧିକରଣ (ଡିଡିଏ) ଆଜି ଅର୍ଥାତ୍‌ ଜୁନ ୩୦ରୁ ‘ପ୍ରଥମେ ଆଓ, ପ୍ରଥମେ ପାଓ’ ଗୃହ ଯୋଜନା ଅଧୀନରେ ୫, ୫୪୦ ଫ୍ଲାଟର…

ନିମନ୍ତ୍ରଣ ପାଇଲି, ଆସିବାକୁ ନିଷ୍ପତ୍ତି ନେଲି

ନୂଆଦିଲ୍ଲୀ,୩୦ା୬: ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ପାଳନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି। ଏହି ଅବସରରେ ସେ ବିଶ୍ୱବିଦ୍ୟାଳୟର ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟ କମ୍ପ୍ୟୁଟର ସେଣ୍ଟର ଏବଂ ‘ଫ୍ୟାକଲ୍ଟି ଅଫ ଟେକ୍ନୋଲୋଜି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?